କଖାରୁ ଓ ରାଜାଝିଅ

ବହୁତ ଦିନ ତଳର କଥା । ଗୋଟିଏ କୃଷକ ଓ ତା’ସ୍ତ୍ରୀ ବିଲରେ ଚାଷ କରି ପେଟ ପୋଷୁଥାନ୍ତି । ସେମାନଙ୍କର କୌଣସି ପିଲାପିଲି ନଥାନ୍ତି ।                 ଦିନେ ସେମାନେ ବିଲରେ ଚାଷ କରୁଛନ୍ତି, ହଠାତ୍ ସେ କୃଷକ ତା’ ସ୍ତ୍ରୀକୁ କହିଲା, ‘ମୋତେ ଖୁବ୍ ଭୋକ ଲାଗୁଛି । ତେଣୁ ତୁ ଘରକୁ ଯାଇ କିଛି ମକା ଭାଜି ଆଣ ।’                 କୃଷକର ସ୍ତ୍ରୀ ଘରକୁ ଆସି ମକା ଭାଜିଲା...

Read More

ବେଙ୍ଗ ବାହାଦୁର

ଗୋଟିଏ ଗାଁ’ରେ ଜଣେ କୃଷକ ଓ ତା’ସ୍ତ୍ରୀ ରହୁଥାନ୍ତି । ସେମାନଙ୍କର କୌଣସି ପିଲାପିଲି ନଥାନ୍ତି । ସେଥିପାଇଁ ସେମାନଙ୍କ ମନ ଭାରି କଷ୍ଟ ହେଉଥାଏ ।                 ବହୁତ ଓଷାବ୍ରତ କଲାପରେ ସେ କୃଷକ ସ୍ତ୍ରୀର ଗୋଟିଏ ପିଲା ଜନ୍ମ ହେଲା । ହେଲେ ଏଥିରେ ସେମାନେ ମୋଟେ ଖୁସି ହେଲେ ନାହିଁ । କାରଣ ସେ ପିଲାଟି ଥିଲା ଗୋଟିଏ ବେଙ୍ଗ ।                 ଏପରି ଏକ...

Read More

ମୃତ୍ୟୁକୁ କେହି ଦେଖିପାରନ୍ତି ନାହିଁ କାହିଁକି?

ବହୁତ ଦିନ ତଳର କଥା । ବୁଢାଲୋକଟିଏ ଥାଏ । ତା’ ନାଁ ବୁରୁଙ୍ଗ୍ । ବଣରୁ କାଠ କାଟି, ତାକୁ ବିକି ସେ ଚଳୁଥାଏ । ଦିନେ ବଣରୁ କାଠ କାଟି କାଠ ବିଡାଟି ମୁଣ୍ଡରେ ଥୋଇ ସେ ବୁରୁଙ୍ଗ୍ ଘରକୁ ଫେରୁଥାଏ – ଭାବୁଥାଏ, କାଠ ବିକି କେତେଟଙ୍କା ପାଇବ । ବାଟରେ ତାକୁ ଭାରି ଶୋଷ ହେଲା । କାଠ ବିଡାଟି ତଳେ ଥୋଇ ଝରଣାରୁ ସେ ବୁରୁଙ୍ଗ୍ ପାଣି ପିଇଲା । ପାଣି ପିଇସାରି କାଠ ବିଡାଟି...

Read More

ଝୁଡି ଓ ବୁଢାବାପା

ଗୋଟିଏ ପାହାଡିଆ ଅଂଚଳରେ ଜଣେ ବୁଢା ଓ ତା’ ପୁଅ ରହୁଥାନ୍ତି । ପୁଅର ନାଁ ଦୟାଲ୍ । ବଡ ହୋଇଯିବାରୁ ବାପା ତା ପୁଅର ବାହାଘର କରିଦେଲେ । ଘରକୁ ବୋହୂ ଆସିଲା । ଦୟାଲ୍ର ପୁଅଟିଏ ବି ହେଲା । ସମୟକ୍ରମେ ଦୟାଲ୍ର ବାପା ଅତି ବୁଢା ହୋଇଯିବାରୁ ଆଉ ଚଳପ୍ରଚଳ କରିପାରିଲେ ନାହିଁ । ଫଳରେ ବୁଢା ବାପାଙ୍କ ଦେଖାଶୁଣା କରିବା ପାଇଁ ଦୟାଲ୍ ଓ ତା’ ସ୍ତ୍ରୀ ବହୁତ ହଇରାଣ ହେଲେ ।...

Read More

କର୍ମଘେନି ଫଳ

ଗୋଟିଏ ଗ୍ରାମରେ ଜଣେ ଧନୀ ଲୋକ ଥାଆନ୍ତି । ତାଙ୍କର କୌଣସି କଥାରେ ବି ଅଭାବ ଅସୁବିଧା ନଥାଏ । ବିରାଟ କୋଠାଘର, ଜମିବାଡି, ଗୋରୁଗାଈ, ମେଣ୍ଢା, ଛେଳି, ଦୋକାନ, ଚାକର ଚାକରାଣୀ ସବୁଥିରେ ପରିପୂର୍ଣ୍ଣ ଖଞ୍ଜା । ଗାଆଁର ଲୋକମାନେ ତାଙ୍କ ଜମି ଚାଷ କରନ୍ତି । ତାଙ୍କର ଧନସମ୍ପତ୍ତି ଏତେ ଯେ, ଯେତେ ଦାନକଲେ ମଧ୍ୟ ସରିବ ନାହିଁ । କିନ୍ତୁ ସେ ଦାନ ଧର୍ମଠାରୁ ଯଥେଷ୍ଟ ଦୂରରେ...

Read More

ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ

ରାମଗଡ ନାମରେ ଗୋଟିଏ ରାଜ୍ୟ ଥିଲା । ମହାରାଜା ବିକ୍ରମସିଂହ ସେଠାରେ ରାଜୁତି କରୁଥାନ୍ତି । ପ୍ରଜାମାନଙ୍କୁ ସେ ବେଶ୍ ସୁଖରେ ପାଳୁଥାନ୍ତି । ତାଙ୍କର ତୀକ୍ଷ୍ନବୁଦ୍ଧି ବିଶିଷ୍ଟ ଜଣେ ମନ୍ତ୍ରୀ ଥିଲେ । ସେ ପ୍ରତ୍ୟେକ କ୍ଷେତ୍ରରେ ସୁଚିନ୍ତିତ ପରାମର୍ଶ ଦେଉଥିଲେ । ଥରେ ଜଣେ କାରିଗର ଗୋଟିଏ ସୁନ୍ଦର ତରବାରୀ ଆଣି ସେ ମହାରାଜାଙ୍କୁ ଭେଟି ଦେଲା । ମହାରାଜା ସେହି...

Read More

ସୁଖରାମ ଆଉ ଦୁଃଖରାମ

ଗୋଟିଏ ଗ୍ରାମରେ ଜଣେ କୃଷକ ବାସ କରୁଥିଲା । ସେଇ ଗାଁରେ ଯେ ଆଉ କୃଷକ ନଥିଲେ ତା ନୁହେଁ, ତେବେ ହରିରାମ ତା’ର ଆଚରଣ ଏବଂ ସଚ୍ଚୋଟତା ପାଇଁ ସବୁରି ପ୍ରିୟପାତ୍ର ହୋଇ ପାରିଥିଲା । ସେ କେବେ କାହା ମନରେ ଦୁଃଖ ଦିଏନା । ସମସ୍ତଙ୍କ ସହିତ ସେ ମିଳିମିଶି ଚଳେ । କାହା ସହିତ କଳିଝଗଡା ବି କରେ ନାହିଁ । ଭଲ ଚାଷୀ ଭାବରେ ମଧ୍ୟ ତା’ର ଅଭିଜ୍ଞତା ଥାଏ । ଲୋକେ ତା ଠାରୁ...

Read More

ଭାଗ୍ୟରେ ଥିଲେ

କଥାରେ ଅଛି ଭାଗ୍ୟରେ ଥିଲେ ମଣିଷ ଜୀବନର ଗତିପଥ ବଦଳିଯାଏ । ସେ ଯାହା ଖୋଜୁଥାଏ ତାହା ତାକୁ ମିଳିଯାଏ । ସଂକ୍ଷେପରେ କହିଲେ ଭଗବାନ ଯେତେବେଳେ ଦିଅନ୍ତି ଛପରଫାଡି ଦିଅନ୍ତି । ସବୁପ୍ରକାର ସୁଖସୁବିଧା ଆପେ ଆପେ ହାତରେ ଧରାଦିଏ । ଭାଗ୍ୟରେ ନଥିଲେ ମଣିଷ ଭିକାରୀ ମଧ୍ୟ ହୋଇଯାଏ, ଏକଥାକୁ ଭାଗ୍ୟବାଦୀମାନେ ବିଶ୍ୱାସ କରନ୍ତି । ମାତ୍ର ଯେଉଁମାନେ ପ୍ରକୃତ କର୍ମବୀର ସେମାନେ...

Read More

ଭକ୍ତ ପାଖରେ ଭଗବାନ ହାରିଲେ

ଅନେକ ବର୍ଷ ତଳର କଥା । ଉତ୍ତର ପ୍ରଦେଶର ଆଗ୍ରା ଅଂଚଳରେ ଦାସପୁର ନାମରେ ଏକ ଛୋଟିଆ ପଲ୍ଲୀଗାଁ ଥିଲା । ଆଉ ସେଇ ଗାଁରେ ପ୍ରାୟ ନୀଚ ଜାତିର ଲୋକେ ବାସ କରୁଥାନ୍ତି । ଥରେ ଜଣେ ଚମାର ଘରେ ଡଉଲ ଡାଉଲ ସୁନ୍ଦର ପୁଅଟିଏ ଜନ୍ମ ହେଲା । ବାପ ମାଆ ଖୁସି ହୋଇ ତାଙ୍କ ପୁଅଟିର ନାମ ରଖିଲେ ରବିଦାସ । ପିଲାଟି ଦିନକୁ ଦିନ ସବୁରି ସ୍ନେହ ଆଦର ପାଇ ବଢିବାକୁ ଲାଗିଲା । ତା ମନରେ...

Read More

ବାବୁ କହିଥିଲେ

କପାଟ ମୁଣ୍ଡାର ସପନି । ଜାତିରେ ସେ ଗୋପାଳ । ପଲେ ମଇଁଷି, ଚାରିଛ’ଟା ଗାଈ ତାର ଥାଏ । ଏଇ ତା’ର ସମ୍ବଳ । ଦୁଧ ଦହି ବିକି ସେ ତା’ ପେଟ ପୋଷେ । ନଅରେ ନଥାଏ କି ଛଅରେ ନଥାଏ ସେ । ଶାଗ କହିଲେ ହଁ ତ ମୁଗ କହିଲେ ହଁ । “ଦହି ନବ ଦହି” … ଏହା କହି ଏ ଗାଆଁରୁ ସେ ଗାଆଁ ଏଘରୁ ସେଘର ହୋଇ ସକାଳଠାରୁ ସଞ୍ଜଯାଏଁ ସେ ବୁଲୁଥାଏ । ପିଲାଠାରୁ ବୁଢାଯାଏଁ ସମସ୍ତେ ତାକୁ...

Read More

ହାମେଲିନ୍ର ବିଚିତ୍ର ବଂଶୀବାଦକ

ଅନେକ ଦିନ ତଳେ ଜର୍ମାନର ହାମେଲିନ୍ ସହରରେ ମୂଷାମାନେ ଉପଦ୍ରବ ଆରମ୍ଭ କଲେ । ସେ ସହରରେ ମୂଷାମାନଙ୍କର ଏପରି ଉପଦ୍ରବ ପୂର୍ବରୁ କେବେ ବି ଦେଖାଯାଉନଥିଲା କିମ୍ବା ଏବେ ମଧ୍ୟ ଆଉ କେବେ ଦେଖାଯାଉ ନାହିଁ । ସେଇ କଳାରଙ୍ଗର ମୂଷାମାନେ ଦିନବେଳା ଆଲୋକରେ ପଦାକୁ ବାହାରି କାହାରିକୁ ଭୟ ନକରି ରାସ୍ତାଘାଟ ଓ ଘରଦ୍ୱାରରେ ଦଳଦଳ ହୋଇ ଦୌଡାଦୌଡି କରୁଥିଲେ । ଏମାନଙ୍କ ସଂଖ୍ୟା...

Read More

ଭ୍ୟାନହୁଙ୍କୁସ୍ ଓ ତାର ତମାଖୁ ହୁକା

ଆଫ୍ରିକା ମହାଦେଶର ଶେଷଭାଗରେ କେପ୍ଟାଉନ୍ ନାମକ ଏକ ସହର ଅବସ୍ଥିତ । ସୁନ୍ଦର ପୃଥିବୀର ସୀମାରେ ଏହି ପାର୍ବତ୍ୟ ଭୂମିରେ ଶୋଭା ପାଉଛି । ଏହି ସହର ନିକଟରେ ଥିବା ଏକ ଉପସାଗରରେ ଭାରତ ମହାସାଗରର ଏକ ଉଷ୍ମ ସ୍ରୋତ ସହିତ ଆଂଟାର୍କଟିକା ମହାସାଗରର ଏକ ଶୀତଳସ୍ରୋତ ମିଶି ପ୍ରବାହିତ ହେଉଛି । ଏହି ସହରରେ ଦୁର୍ଗ ସଦୃଶର ଟେବୁଲ ଆକୃତିର ଏକ ପର୍ବତରହିଛି ଯାହାର ଗୋଟିଏ...

Read More

ତୁଷାରଶୁଭ୍ରା ଓ ଲାଲଗୋଲାପୀ

ଏକଦା ଗୋଟିଏ କୁଡିଆରେ ଜଣେ ବିଧବା ସ୍ତ୍ରୀଲୋକ ବାସ କରୁଥିଲା ଏବଂ ତା ଘର ଆଗରେ ଦୁଇଟି ଗୋଲାପ ଗଛ ଥିଲା । ସେଥିରୁ ଗୋଟିଏ ଗଛରେ ଧଳା ଗୋଲାପ ଫୁଟୁଥିଲାବେଳେ ଅନ୍ୟଟିରେ ଲାଲ ଗୋଲାପ ଫୁଟୁଥିଲା । ଠିକ୍ ଦୁଇଟି ଗୋଲାପ ଗଛ ଭଳି ସେ ବିଧବା ସ୍ତ୍ରୀଲୋକଟିର ବି ଦୁଇଟି ଝିଅ ଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କ ନାମ ତୁଷାରଶୁଭ୍ରା ଏବଂ ଅନ୍ୟ ଜଣକ ନାମ ଲାଲଗୋଲାପୀ । ସେ...

Read More

ଟମଥମ୍ବ

ରାଜା ଆର୍ଥରଙ୍କ ସମୟରେ ମର୍ଲିନ୍ ନାମକ ଜଣେ ପ୍ରସିଦ୍ଧ ଯାଦୁକର ଥିଲେ ଏବଂ ସେ ଏମିତି କୌଶଳୀ ଥିଲା ଯେ ତାର କୌଶଳ ବିଶ୍ୱବିଖ୍ୟାତ ଥିଲା ।                 ସେ ପ୍ରସିଦ୍ଧ ଯାଦୁକର ମର୍ଲିନ୍ ଯେତେବେଳେ ଯେଉଁ ରୂପ ଧରିବାକୁ ଚାହୁଁଥିଲା ସେଇ ରୂପକୁ ସେ ଧରୁଥିଲା । ଥରେ ସେ ଜଣେ ଭିକାରି ରୂପରେ ବୁଲୁବୁଲୁ ଅତ୍ୟନ୍ତ କ୍ଳାନ୍ତ ହୋଇ ପଡିଲା ଏବଂ ଜଣେ ଗରିବ କୃଷକର...

Read More

ନାଇଟ୍ ଇଗଲ

ଏକଦା ଚୀନ ଦେଶରେ ଜଣେ ସମ୍ରାଟ ଥିଲେ ଏବଂ ତାଙ୍କର ସମସ୍ତ ପାରିଷଦ ଗଣ ମଧ୍ୟ ସେହି ଚୀନ ଦେଶର ହିଁ ଥିଲେ । ଥରେ ସେଠି ଏମିତି ଏକ ଘଟଣା ଘଟିଲା ଯାହା ଆଜି ପର୍ଯ୍ୟନ୍ତ ସ୍ମରଣୀୟ ହୋଇ ରହିଛି । ସେ ସମ୍ରାଟଙ୍କ ରାଜପ୍ରସାଦ ଅତି ମନୋହର ଥିଲା । ଏହି ରାଜ ପ୍ରାସାଦଟି ଚିନାମାଟିରେ ତିଆରି ହୋଇଥିବାରୁ ଏହା ଏତେ ଭଙ୍ଗୁର ଥିଲା ଯେ ତାକୁ ସମସ୍ତେ ଅତି ଯତ୍ନରସହ ସ୍ପର୍ଶ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ