ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡ ଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର...
Category - କାହାଣୀ
ଦାମ ନିଜେ ଦରିଦ୍ର ହେଲେ ମଧ୍ୟ ଧନୀ ବଂଶରେ ତା’ର ଜନ୍ମ । ତା’ ବାପା କୌଣସି ବ୍ୟବସାୟରେ ସବୁ ସମ୍ପତ୍ତି ଉଡାଇ ଦେଲେ ଅଥଚ ସେ ଲାଭବାନ୍ ହୋଇ ପାରିଲେ ନାହିଁ । ଚିନ୍ତାଗ୍ରସ୍ତ ହୋଇ ହୃଦୟ ଦୌର୍ବଲ୍ୟ ଦେଖାଦେଲା ଓ ତାଙ୍କର ମୃତ୍ୟୁ ହେଲା । ସେତେବେଳେ ଦାମର ଚାରିଟି ପିଲା । ହଠାତ୍ ଏତେ ଟଙ୍କା କେଉଁଠୁ ଆସିବ? ଭାବିଲା, ଚାକିରୀ କରିବ । ନିଜ ଗ୍ରାମରେ...
ଶୁକ୍ରାଚାର୍ଯ୍ୟଙ୍କଠାରୁ ବାର୍ଦ୍ଧକ୍ୟର ଅଭିଶାପ ପାଇ ଯଯାତି ବଡ ବ୍ୟସ୍ତ ହେଲେ । ସେ ଶୁକ୍ରାଚାର୍ଯ୍ୟଙ୍କୁ ନିବେଦନ କରି କହିଲେ, “ଆପଣଙ୍କ ଅଭିଶାପ ତ ନିଶ୍ଚୟ ଫଳିବ, ଶର୍ମିଷ୍ଠାର ଇଚ୍ଛା ପୂରଣ ଅର୍ଥ କ’ଣ ମୁଁ ଦେବଯାନୀଙ୍କ ପ୍ରତି କୌଣସି ଭାବରେ ଅନ୍ୟାୟ କରିଛି? ରାଜାମାନଙ୍କର ତ ଅନେକ ସ୍ତ୍ରୀ ଥା’ନ୍ତି । ଆପଣ ଜଣେ କନ୍ୟାର ପିତା ଭାବରେ ଶର୍ମିଷ୍ଠାର ଦୁର୍ଦ୍ଦଶା...
ବରଲକ୍ଷ୍ମୀ ଓ ଧନଲକ୍ଷ୍ମୀ ଦୁଇ ଭଉଣୀ; ବୟସରେ ସେମାନେ ବର୍ଷେ ସାନବଡ; ସେଥିପାଇଁ ସେଦୁହେଁ ସାଙ୍ଗପରି ଚଳନ୍ତି । କିନ୍ତୁ ସାନ ଭଉଣୀ ମଧ୍ୟରେ ଈର୍ଷ୍ୟା, ଅହଂକାର, ଅସହନଶୀଳତା ବେଶି ଦେଖାଯାଏ । ସେ ଦୁଇଭଉଣୀ ମଧ୍ୟରେ ସାନ ଅଧିକ ସୁନ୍ଦର ଥିଲ । ଜଣେ ଧନୀ ଯୁବକ ତା’ର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ବିବାହ କରିବାକୁ ସ୍ଥିରକଲା; କିନ୍ତୁ ବଡ ଭଉଣୀ ବାହା...
ବହୁବର୍ଷ ପୂର୍ବର କଥା । ବିନ୍ଧ୍ୟପର୍ବତ ଅଂଚଳରେ ଜଣେ ମୁନି ସର୍ବଦା ତପସ୍ୟାରତ ଥା’ନ୍ତି । ଲୋକମାନେ ଏକଥା ଜାଣିବା ମାତ୍ରେ ସେଠାକୁ ଯିବା ଆସିବା କରନ୍ତି, ନିଜର ଦୁଃଖ କଷ୍ଟ ଶୁଣାନ୍ତି ଓ ଆଶୀର୍ବାଦ ଭିକ୍ଷା କରନ୍ତି । ମୁନି ମଧ୍ୟ ଯଥାସାଧ୍ୟ ଲୋକଙ୍କର ଦୁଃଖ ଦୂର କରିବାକୁ ଚେଷ୍ଟା କରନ୍ତି । ମୁନି ବଡ ଶାସ୍ତ୍ରଜ୍ଞ ଓ ଜ୍ଞାନୀ ଥିଲେ; ତେଣୁ ଲୋକମାନଙ୍କୁ ବହୁତ...
ବିଦ୍ୟାଧରପୁରରେ ଜଣେ ଖୁବ୍ ଥିଲାବାଲା ଲୋକଥିଲେ, ତାଙ୍କ ନାମ ସୁରେନ୍ଦ୍ର ମହାରାଣା । ତାଙ୍କର ଦୁଇ ପୁଅ, ସୁରେଶ ଓ ସୂର୍ଯ୍ୟକାନ୍ତ । ମହାରଣାଙ୍କ ମୃତ୍ୟୁ ପରେ ଦୁଇଭାଇ ଭିନେ ହୋଇଗଲେ । କିନ୍ତୁ ସେହି ପୈତୃକ ଘରକୁ ଦୁଇଭାଗ କରି ଦୁଇଭାଇ ସେଠାରେ ରହିଥାନ୍ତି । ସେଯାଏଁ କାହାରି ମଧ୍ୟ ବାହାଘର ହୋଇ ନଥାଏ । ଯିଏ ଯାହାର ନିଜ ପାଇଁ ରୋଷେଇ କରି ଖାଉଥାନ୍ତି ।...
ଦୟାରାମ ଜଣେ ସମ୍ପନ୍ନ କୃଷକ ଥିଲେ । ତାଙ୍କର ତିନି ପୁଅ । ସେ ତିନିହେଁ ବୁଦ୍ଧିମାନ ଓ ଶିକ୍ଷୀତ । କିନ୍ତୁ ବାପାଙ୍କ ବୃତ୍ତି ଅବଲମ୍ବନ କରିବା ନିମନ୍ତେ କାହାରି ମଧ୍ୟ ଆଗ୍ରହ ନଥିଲା । ପ୍ରତ୍ୟେକଙ୍କ ଇଚ୍ଛା, ସେ ବେପାର କରିବ । ପୁଅମାନଙ୍କର ଏପ୍ରକାର ମନୋଭାବ ଦୟାରାମଙ୍କୁ କିନ୍ତୁ ମୋଟେ ଭଲ ଲାଗୁ ନଥାଏ । ସେ ସେମାନଙ୍କୁ ବୁଝାଇ କହୁଥାନ୍ତି...
ନିଶା ଗରଜୁ ଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଘନ ଘନ ବର୍ଷା ହେଉଥାଏ । ଗଛଲତାଙ୍କ ଭିତରୁ ସାଇଁ ସାଇଁ ଶବ୍ଦ ଶୁଭୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମାତ୍ର ବିଚଳିତ ବୋଧ ନକରି ପୁନର୍ବାର ସେ...
ରାଜା ଶୁଭଙ୍କର ବଣ ଭିତରକୁ ଶିକାର ପାଇଁ ଯାଇଥାନ୍ତି । ଦୁଇପହର ହୋଇଗଲା । ପରିଚାରକମାନେ ବଣ ଭିତରେ ରାଜାଙ୍କ ପାଇଁ ତମ୍ବୁ ପକାଇଲେ । ରାଜା ଝରଣାରେ ସ୍ନାନ କରି ଗଛତଳେ ବସି ମନ୍ତ୍ରୀଙ୍କ ସହ ଗପସପ ହେଉଥାନ୍ତି । ପରିଚାରକମାନେ ଖାଦ୍ୟଦ୍ରବ୍ୟ ପରିବେଷଣ କରିବାକୁ ପ୍ରସ୍ତୁତ ହେଉଥାନ୍ତି । ରାଜା ମନ୍ତ୍ରୀଙ୍କ ସହ ଗପସପ ହେଉଛନ୍ତି, ହଠାତ୍ ଜଣେ ଲୋକ...
କିଶୋର ରାମପୁର ଗାଁରେ ରହୁଥାଏ । ସେ କିଛି ପାଠଶାଠ ପଢି ଭାବିଲା କି କୌଣସି କାମଦାମ କରିବା ତା’ ପାଇଁ ବଡ ଅସୁନ୍ଦର ହେବ । ତେଣୁ ଘରେ ବସି, ଖାଇ ପିଇ ଶୋଇ ସେ ସମୟତକ କଟାଇବାକୁ ଲାଗିଲା । ବାପା ତାକୁ ଦୁଇ ଚାରିଥର କାମରେ ମନଦେବାକୁ କହିଲେ । ସେ ଖାଲି କହୁଥାଏ, “ହଁ ହଁ, ଦେଖିବା । ସମୟ କ’ଣ କୁଆଡେ ପଳାଇ ଯାଉଛି?” କିନ୍ତୁ ସମୟ ସତରେ ପଳାଇଯାଏ...
ଶ୍ରୀକୃଷ୍ଣ ଓ ଇନ୍ଦ୍ର, ସତ୍ୟଭାମା ଓ ଶଚୀଦେବୀଙ୍କୁ ନେଇ ଦେବମାତା ଅଦିତିଙ୍କୁ ଦେଖା କରିବାକୁ ଗଲେ । ଅଦିତି ଏମାନଙ୍କୁ ଦେଖି ଅତ୍ୟନ୍ତ ଆନନ୍ଦିତ ହେଲେ । ତା’ପରେ ଇନ୍ଦ୍ର ଅଦିତିଙ୍କୁ ତାଙ୍କର କୁଣ୍ଡଳ ଯୋଡିକ ଦେଇ ଶ୍ରୀକୃଷ୍ଣ କିପରି ନରକାସୁରକୁ ବଧ କଲେ ସେହି ସବୁ ବିଷୟରେ କହିଲେ । ଅଦିତି ସବୁ ଶୁଣି ଶ୍ରୀକୃଷ୍ଣଙ୍କର ଭୁରି ଭୁରି ପ୍ରଶଂସା କଲେ...
କାଇରୋ ନଗରରେ ଜଣେ ବିଦୂଷକ ଥା’ନ୍ତି, ତାଙ୍କ ନାମ ଗୋହୋ । ଥରେ ସେ ଭାବିଲେ ତାଙ୍କର ବଳକା ସମୟକୁ ବଗିଚା ତିଆରି କରିବାରେ ସେ ଲଗାଇବେ । ତା’ପରେ ସେ ଭଲ ମାଟି ଅଣାଇ ଏକ ବିସ୍ତୃତ ସ୍ଥାନ ଉପରେ ବଗିଚା ବନାଇଲେ । ସେ ନିଜେହିଁ ସବୁ ଦେଖାଶୁଣା କରୁଥା’ନ୍ତି । ନାନା ସ୍ଥାନରୁ ନାନା ପ୍ରକାରର ଫଳ ଓ ଫୁଲ ଗଛ ସବୁ ଅଣାଇ ସେ ଏକ ସୁନ୍ଦର ବଗିଚା ବନାଇଲେ । ଯିବା ଆସିବା...