କମଳିନୀ ବିବାହ

 ରାଜା ବିକ୍ରମାଦିତ୍ୟଙ୍କୁ ଶାରୀ ଏପରି ଅଭିଶାପ ଦେଇ ପ୍ରାଣ ତ୍ୟାଗ କଲେ । ଶାରୀ ମୃତ୍ୟୁପରେ ରାଜା ଶାରୀ ମାଂସ ଭାଜି ଶୁକ ମାଂସ ସାଙ୍ଗରେ ମିଶାଇ ଏକତ୍ର କରି ରଖିଲେ । ଶୁକ ପକ୍ଷୀର ଗୁଣ ରାଜା ଭୁଲି ପାରୁନଥାନ୍ତି । ତା’କଥା ଭାବି କ୍ରନ୍ଦନ କରନ୍ତି । ଏହିପରି ଦୁଃଖରେ କିଛିଦିନ ବିତିଗଲା । ରାଜା ବିକ୍ରମାଦିତ୍ୟ ଦିନେ ନିର୍ଜନରେ ବସିଥିଲେ । ଶାରୀର ଅଭିଶାପ ତାଙ୍କ...

Read More

ତାଳବେତାଳ ଓ କମଳିନୀ

ରାଜା ବିକ୍ରମାଦିତ୍ୟଙ୍କ ଆଦେଶ ପାଇ ତାଳ ବେତାଳ ଅନବରତ ଜଗିଥାନ୍ତି । ଶେଯ ଚଉପାଶେ ଆଲୋକ ସଜ୍ଜିତ ହେଲା । କର୍ପୁର କସ୍ତୁରୀ ଚନ୍ଦନ ରଖିଥାଏ । ସ୍ୱର୍ଗର ଗନ୍ଧର୍ବ ଚିତ୍ରରଥ ଏହି ସମୟରେ ଦ୍ୱାର ଦେଶରେ ପ୍ରବେଶ ହେଲା । ଦ୍ୱାର ଖୋଲି ଚିତ୍ରରଥର ପଦ ଧୌତକରି ସୁନ୍ଦର ବସନରେ ପୋଛି ଦେଲା । ଚିତ୍ରରଥ ରାଜଜେମାକୁ ଆଲିଙ୍ଗନ କରି ଶଯ୍ୟାରେ ବସାଇଲା । ଖୁଆଇଦେଲା, ଉଭୟେ...

Read More

ବେତାଳ ଗୁପ୍ତ ରହଣୀ

ସନ୍ଧ୍ୟା ଆଗମନ ହୋଇ ରାତ୍ରି ହେଲା । ଦାସୀମାନଙ୍କୁ ନିଜ ନିକଟରୁ କମଳିନୀ ବିଦାୟ ଦେଲା । ତାପରେ ସ୍ୱର୍ଗର ଗନ୍ଧର୍ବ ଚିତ୍ରରଥପାଇଁ ନାନା ପ୍ରକାର ସୁଖାଦ୍ୟ ସଜାଡି ରଖିଲା । ନିଜର ଶୟନ ମନ୍ଦିରର ଏସମସ୍ତ ଦରବ ଠୁଳ କଲା । ନିଜେ ଅଭିସାରିକା ବେଶରେ ସଜାଇ ହୋଇ ଚିତ୍ରରଥର ଆଗମନକୁ ପ୍ରତିକ୍ଷା କଲା । ତାଳ, ବେତାଳ ଗୃହ ମଧ୍ୟରେ ଲୁଚିଥିଲେ । ରାଜଜେମାର ବ୍ୟଭିଚାରିଣୀ...

Read More

ବେତାଳ ସମ୍ମୁଖେ କମଳିନୀ

ସନ୍ଧ୍ୟାହେବା ପୂର୍ବରୁ କମଳିନୀ ଦାସୀମାନେ ତା’ ନିକଟରେ ଥିଲେ । ପ୍ରହରେ ରାତ୍ରି ହୁଅନ୍ତେ କମଳିନୀ ସେମାନଙ୍କୁ ତା’ ନିକଟରୁ ବିଦା କରିଦେଲା । ଖାଦ୍ୟପେୟ ଓ ତାମ୍ବୁଳାଦି ଯତନରେ ସଜାଡି ରଖିଦେଲା । ଅତି ଯତ୍ନରେ ପୁଷ୍ପମାଳା ଗୁନ୍ଥି ତାମ୍ବୁଳ ରଖିଦେଇ ତାଙ୍କ ଅପେକ୍ଷାରେ ବସି ରହିଲା । ଗନ୍ଧର୍ବ ଚିତ୍ରରଥ ପ୍ରବେଶି ଦେଖେ କମଳିନୀର ଚନ୍ଦ୍ର ବଦନ ଶୁଖି ଯାଇଛି ।...

Read More

ଚତୁର୍ଥ ଯାମିନୀ ଓ ବେତାଳ

ରାଜା ବିକ୍ରମାଦିତ୍ୟ ଆନନ୍ଦରେ ପଲଙ୍କରେ ଶୟନ କରିଥିଲେ । ପ୍ରଭାତ ହେବାଜାଣି ଦାସୀମାନେ ତାଙ୍କୁ ଉଠାନ୍ତେ ପୂର୍ବପରି ରାଜା ବିକ୍ରମାଦିତ୍ୟ କହିଲେ ଆହା ସ୍ୱପ୍ନଟା ବନ୍ଦ କରିଦେଲ । ଚିତ୍ରରଥ ଆସି କୋଳି ମଜା ଦେଖିବାଠାରୁ ଆରମ୍ଭକରି ଦୁହିଁଙ୍କର ରତିକ୍ରୀଡା କଥା ଦାସୀଙ୍କୁ କହିଲେ । ନାରଦ ମହର୍ଷି ମାନବୀ ସଙ୍ଗରେ ଚିତ୍ରରଥ ପ୍ରେମ କରୁଥିବା କଥା ଗନ୍ଧର୍ବର ପତ୍ନୀକୁ...

Read More

କମଳିନୀର ମୃତ୍ୟୁ

ବିକ୍ରମାଦିତ୍ୟଙ୍କ କଥା ଅନୁସାରେ ତାଳବେତାଳ ସ୍ୱର୍ଗକୁ ଯାଇଥିଲେ । ଠିକ୍ ଏତିକିବେଳେ ପାରିଜାତ ପୁଷ୍ପ ଧରି ବିକ୍ରମାଦିତ୍ୟଙ୍କର ରାଜସଭାରେ ପ୍ରବେଶ ହେଲେ । ତାଳବେତାଳ ଦୁହେଁ ରାଜାଙ୍କ ଆଦେଶରେ ଯାଇ ବତ୍ରିଶ ସିଂହାସନକୁ ସେଠାରୁ ଧରି ଆସିଲେ । ନାନା ରତ୍ନ ଅଳଙ୍କାରମାନ ମଧ୍ୟ ସଙ୍ଗରେ ଆଣିଥିଲେ । ଅଳକାପୁରୀ ପରି ପୁରକୁ ସଜାଇଲେ । ପାରିଜାତ ପୁଷ୍ପର ହାର କରି ରାଜା...

Read More

ମୌନାବତୀ କଥା

ବିକ୍ରମାଦିତ୍ୟ ରାଜାଙ୍କୁ ସ୍ମରଣ କରି କମଳିନୀ ତ୍ରିବେଣୀ ସଙ୍ଗମରେ ଥିବା କାମ୍ୟକୂପରେ ଝାସଦେଲା । ଦିବ୍ୟକଣ୍ଠ ନୃପତିଙ୍କ ଗୃହରେ କମଳିନୀ ଜନ୍ମ ହେଲା । ରାଜା ତାଙ୍କ କନ୍ୟାର ନାମ ରଖିଲେ ମୌନାବତୀ । ନୀଳୋତ୍ପଳ ପରି ନୟନ, କୁଂଚିତ କୁନ୍ତଳ, ପକ୍ୱବିମ୍ବ ପରି ଅଧର, ଶୁକ୍ଳପକ୍ଷ ଚନ୍ଦ୍ରପରି ଶରୀର କାନ୍ତି । କ୍ରମେ ରାଜକନ୍ୟା ଯୁବତୀ ହେବାଠାରୁ ମୌନାବତୀ ସର୍ବଦା ମୌନ...

Read More

ଚତୁରୀ ରମଣୀ

  ପ୍ରଥମ ପ୍ରହରେ ମୌନାବତୀ କଥା କହି ମୌନ ହେଲା । ରାଜା ବିକ୍ରମାଦିତ୍ୟ ବେତାଳଙ୍କୁ ଡାକି ନିରୋଳାରେ କହିଲେ – ମୁଁ ଯାହା ପ୍ରଶ୍ନ କରିବି ତୁମ୍ଭେ ଓଲଟା ଉତ୍ତର ଦେବ । ବର୍ତ୍ତମାନ ତୁମ୍ଭେ ଘଟ ମଧ୍ୟରେ ରୁହ । ରାଜା ଦାସୀମାନଙ୍କୁ ଡାକି ଘଟକୁ ପ୍ରଶ୍ନ କଲେ । ରାଜା ବିକ୍ରମାଦିତ୍ୟ ଘଟକୁ କହିଲେ ତୁମ୍ଭର ଜେମା ମୌନ ଅଛନ୍ତି । ମୁଁ ଯାହା ପଚାରିବି ବିଚାର କରି ତା’ର...

Read More

ମାଲ୍ୟାଣୀ କଥା

ତୃତୀୟ ପ୍ରହର ହୁଅନ୍ତେ ବିକ୍ରମ ରାଜା ଯାଇ ବେତାଳଙ୍କୁ କହିଲେ ତମ୍ଭେ ଯାଇ ଖଟ ଖୁରାରେ ରହିବ । ମୁଁ ଯାହା ପ୍ରଶ୍ନ କରିବି ତୁମ୍ଭେ ଓଲଟା ଉତ୍ତର ଦେବ । ରାଜାଙ୍କ ଆଦେଶ ମାନି ବେତାଳ ଖଟ ଖୁରାରେ ରହିଲେ । ମୌନାବତୀଙ୍କୁ ରାଜା ଡାକିଲେ । ସେ ନଶୁଣନ୍ତେ ଖଟ ଖୁରାକୁ କହିଲେ ତୁମ ଜେମା ତ ଶୁଣୁ ନାହାଁନ୍ତି ତୁମ୍ଭ ସାଙ୍ଗରେ ଆଳାପ କରିବା ।         ଜଣେ ରାଜାଙ୍କର...

Read More

ଲୀଳାବତୀ କଥା

ରାଜା ବିକ୍ରମାଦିତ୍ୟ ତାଳ ବେତାଳଙ୍କୁ କହିଲେ ମୌନାବତୀ ଦ୍ୱାରରେ ଏବେ ରହିବ । ମୁଁ ଯାହା ପ୍ରଶ୍ନ କରିବି ତାହାର ବିପରୀତ ଉତ୍ତର ଦେବ । ରାଜାଙ୍କ ଅନୁମତୀ ପାଇ ବେତାଳ ଯାଇ ଦ୍ୱାର ଦେଶରେ ରହିଲେ । ବିକ୍ରମାଦିତ୍ୟ କହିଲେ ମୌନାବତୀ ରାତ୍ରି ଶେଷ ହେଲା । ମୋ କଥା ଏବେ ଶୁଣ । ମୌନାବତୀ କିଛି ନ କହନ୍ତେ ଦ୍ୱାରଦେଶକୁ କହିଲେ ତୁ ମୋ କଥା ଶୁଣି ଠିକ୍ ଉତ୍ତର ଦେବୁ ।...

Read More

ବତ୍ରିଶ ସିଂହାସନ

ପ୍ରାଚୀନ କାଳରେ ଚକ୍ରବର୍ତ୍ତି ମହାରାଜା ବିକ୍ରମାଦିତ୍ୟଙ୍କ ଶାସନ ସମୟକୁ ସ୍ୱର୍ଣ୍ଣଯୁଗ ବୋଲି କୁହାଯାଉଥିଲା । ତାଙ୍କ ରାଜଧାନୀର ନାମ ଥିଲା ଉଜ୍ଜୟିନୀ । ତାଙ୍କର ତ୍ୟାଗ, ନିଷ୍ଠା, କର୍ତ୍ତବ୍ୟପରାୟଣତା, ବୀରତ୍ୱ, ସାହାସ, ବଳିଦାନ, ଧର୍ମଧାରଣା, ନ୍ୟାୟ, ପରୋପକାର, ସହିଷ୍ଣୁତା, ଗୁଣଗ୍ରାହୀତା, ବନ୍ଧୁବତ୍ସଳତାର ପଟ୍ଟାନ୍ତର ନାହିଁ । ଅମିତ ଯଶ ଗୌରବର ଅଧିକାରୀ...

Read More

ରତ୍ନ ମଞ୍ଜରୀ କଥା

ମହାରାଜ ଭୋଜ ଯେତେବେଳେ ସିଂହାସନର ପ୍ରଥମ ପାହାଚରେ ପାଦ ଥାପିଲେ, ସେତେବେଳେ ପ୍ରଥମ ପୁତ୍ତଳିକା ରତ୍ନ ମଞ୍ଜରୀ କହିଲା, “ରହନ୍ତୁ! ଆପଣ ପ୍ରଥମେ ମୋ କଥା ଶୁଣନ୍ତୁ । ତା’ପରେ ଆପଣ ନିଷ୍ପତି ନିଅନ୍ତୁ ଯେ ଆପଣ ମହାରାଜ ବିକ୍ରମାଦିତ୍ୟଙ୍କ ସମକକ୍ଷ କି ନୁହେଁ ଏବଂ ସିଂହାସନରେ ବସନ୍ତୁ ।” ତାପରେ ସେ କହାଣୀ କହିବାକୁ ଆରମ୍ଭକଲା:        ବହୁ ପୁରୁଣା କାଳର କଥା ।...

Read More

ଚିତ୍ରଲେଖା କଥା

ପରଦିନ ପୁଣି ଶୁଭ ମୁହୂର୍ତ ଦେଖି ଭୋଜରାଜ ସିଂହାସନ ଆରୋହଣ ପାଇଁ ଉଦ୍ୟତ ହେବା ମାତ୍ରେ ଦ୍ୱିତୀୟ ପୁତ୍ତଳିକା ଚିତ୍ରଲେଖା ମୁର୍ତିମତୀ ହୋଇ ଆଗରେ ପଥ ଓଗାଳି କହିଲା “ମହାରାଜ! ଟିକିଏ ରୁହନ୍ତୁ, ଆଗ ମୋ କଥା ଶୁଣନ୍ତୁ ତାପରେ ବିଚାର କରି ଦେଖନ୍ତୁ ଆପଣ ଏଥିପାଇଁ ଉପଯୁକ୍ତ କି ନୁହେଁ । ତାପରେ ଯାହା କରିବେ ।        ଭୋଜରାଜଙ୍କ ପାଦ ଅଟକି ଗଲା । ଚିତ୍ରଲେଖା କହି...

Read More

ଚନ୍ଦ୍ରକଳା କଥା

ତୃତୀୟଦିନ ସକାଳେ ଭୋଜରାଜ ସ୍ନାନତର୍ପଣାଦି ସାରି ସିଂହାସନ ଆରୋହଣ ପାଇଁ ଉଦ୍ୟତ ହେବା ମାତ୍ରେ ତୃତୀୟ ପୁତ୍ତଳିକା ଛିଡାହୋଇ ତାଙ୍କର ରାସ୍ତା ଅବରୋଧ କରି କହିଲା, “ମହାରାଜ! ମୁଁ ଚନ୍ଦ୍ରକଳା କହୁଛି, ଆପଣ ଏ ସିଂହାସନର ଲୋଭ ମନରୁ ପୋଛି ଦିଅନ୍ତୁ । କାରଣ ଆପଣ କେବେ ବିକ୍ରମାଦିତ୍ୟଙ୍କ ପରି ନ୍ୟାୟବିଚାର ଦେଇ ପାରିବେ ନାହିଁ । ତଥାପି ମୁଁ ଯାହା କହୁଛି ଶୁଣନ୍ତୁ ଏବଂ...

Read More

କାମ କନ୍ଦଳା କଥା

ପରଦିନ ମହାରାଜ ଭୋଜ ଯେତେବେଳେ ସିଂହାସନରେ ଆରୋହଣ କରିବାକୁ ଉଦ୍ୟତ ହେଲେ, ସେତେବେଳେ ଚତୁର୍ଥ ପୁତ୍ତଳିକା କାମକନ୍ଦଳା ମୂର୍ତ୍ତି ସାଜି ଠିଆ ହେଲା ଏବଂ ବାଟଓଗାଳି କହିଲା, “ମହାରାଜ! ବିକ୍ରମାଦିତ୍ୟଙ୍କର ଯେତେ ପ୍ରକାରର ସଦ୍ଗୁଣ ରହିଥିଲା ଆପଣଙ୍କର ସେଥିରୁ କାଣିଚାଏ ଅଛିକି? ମୋ କଥା ଥରେ ଶୁଣନ୍ତୁ ଏବଂ ମନେମନେ ବିଚାର କରି ଦେଖନ୍ତୁ, ଆପଣ ଉପଯୁକ୍ତ କି ନୁହଁନ୍ତି ।...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ