ପଂଚମଦିନ ସକାଳେ ମହାରାଜ ଭୋଜ ନିତ୍ୟକର୍ମ ସାରି ସିଂହାସନ ପାଖରେ ପହଁଚି ଆରୋହଣ କରିବାକୁ ପାଦ ବଢାଇବାକ୍ଷଣି ପରବର୍ତ୍ତି ପୁତ୍ତଳିକା ଲୀଳାବତୀ ଉଠିପଡି କହିଲା, “ମହାରାଜ! ବିକ୍ରମାଦିତ୍ୟଙ୍କ ସମାନ ମହାଦାନୀ, ନ୍ୟାୟ ବିଚାରକ ଏ ଦୁନିଆରେ କେହି ନାହାନ୍ତି । ଆପଣ କ’ଣ ତାଙ୍କ ସହିତ ସମକକ୍ଷ ହୋଇ ପାରିବେ? ତେବେ ମୋ କଥା ଶୁଣନ୍ତୁ ଏବଂ ନିଜକୁ ନିଜେ ତଉଲନ୍ତୁ । ତା’ପରେ...
Category - କାହାଣୀ
ପରଦିନ ଯେତେବେଳେ ମହାରାଜ ଭୋଜ ସିଂହାସନ ଉପରେ ପାଦ ଥାପିଲେ ସେତେବେଳେ ଷଷ୍ଠ ପୁତ୍ତଳିକା ରବିଭାମା ତାଙ୍କର ରାସ୍ତା ଅବରୋଧ କରି କହିଲା, “ମଣିମା! ଆଗ ମୋ କଥା ଶୁଣନ୍ତୁ । ତା’ପରେ ନିଷ୍ପତି ନେବେ ଯେ ଆପଣ ଏ ସିଂହାସନରେ ବସିବା ପାଇଁ କେତେଦୂର ଉପଯୁକ୍ତ । ମହାରାଜ ବିକ୍ରମାଦିତ୍ୟଙ୍କ ସହିତ ଆପଣ କେଉଁ ଗୁଣରେ ସମକକ୍ଷ ।” “ମୋ ନାମ ରବିଭାମା । ମୁଁ ଆପଣଙ୍କୁ...
ଛଅଦିନ କାଳ ଯେତେ ଚେଷ୍ଟା କଲେ ମଧ୍ୟ ମହାରାଜ ଭୋଜ ବିକ୍ରମାଦିତ୍ୟଙ୍କ ସେଇ ତଥାକଥିତ ଚମତ୍କାରୀ ସିଂହାସନରେ ବସିବାତ ଦୂରର କଥା ସେଥିରେ ଥିବା ପାହାଚରେ ପାଦ ଥାପିବା ମାତ୍ରେ କଣ୍ଢେଇମାନଙ୍କର କାହାଣୀ ଶୁଣି ନିଜକୁ ଅସହାୟ ମଣି ଫେରି ଆସିଲେ । ଦୁଃଖ ଅବଶୋଷରେ ମନ ତାଙ୍କର ଘାଂଟି ହେଲା । ମନ୍ତ୍ରୀ, ପାରିଷଦମାନେ ଚିନ୍ତିତ ହୋଇପଡିଲେ । ରାଜ ପରାମର୍ଶ ଦାତାଙ୍କୁ ଡକାଇ...
ଅଷ୍ଟମଦିନ ସକାଳେ ଭୋଜରାଜ ସ୍ନାନତର୍ପଣ ସାରି ସିଂହାସନରେ ଆରୋହଣ କରିବା ସକାଶେ ପାଦ ଥାପିବା ମାତ୍ରେ ପୁତ୍ତଳିକା ପୁଷ୍ପବତୀ ଛିଡାହୋଇ କହିଲା, “ମହରାଜ! ମୁଁ ଜାଣେ ଆପଣ ଜଣେ ଯଶସ୍ୱୀ, ଗୁଣବାନ୍ ଏବଂ ପ୍ରଜାପାଳକ । ତଥାପି ରାଜରାଜେଶ୍ୱର ବିକ୍ରମାଦିତ୍ୟଙ୍କ ଆତ୍ମୀୟତା, ପୁରୁଷାର୍ଥ ଏବଂ ଜନକଲ୍ୟାଣ ସମ୍ପର୍କୀୟ ଏ କାହାଣୀ ଶୁଣନ୍ତୁ ଏବଂ ତା’ପରେ ବିଚାର କରି ଦେଖନ୍ତୁ...
ପରଦିନ ଭୋଜରାଜ ସିଂହାସନ ପାଖରେ ପହଁଚିବାକ୍ଷଣି ପୁତ୍ତଳିକା ମଧୁମାଳତୀ ଉଠିପଡି କହିଲା, “ମହାରାଜ! ସିଂହାସନରେ ବସିବା ପାଇଁ ଏତେ ବ୍ୟଗ୍ର ହୁଅନ୍ତୁ ନାହିଁ । ଇଏ ଏମିତି ସେମିତି ସାଧାରଣ ସିଂହାସନ ନୁହେଁ । ଖୋଦ୍ ରାଜଚକ୍ରବର୍ତ୍ତି ବିକ୍ରମାଦିତ୍ୟ ଏହା ଉପରେ ବସି ପ୍ରଜାପାଳନ କରୁଥିଲେ । ଏଥିରେ ବସିବା ପାଇଁ ତାଙ୍କଭଳି ମହାଦାନୀ, ପ୍ରଜାନୁରଞ୍ଜନ ଓ ପରାକ୍ରମୀ ହେବା...
ଦଶମଦିନ ଭୋଜରାଜ ଯାଇ ସିଂହାସନ ପାଖରେ ପହଁଚିଲେ । ଅନୁକୂଳ କରି ସିଂହାସନରେ ଆରୋହଣ କରିବା ପୂର୍ବରୁ ଦଶମ ପୁତ୍ତଳିକା ପ୍ରଭାବତୀ ମୂର୍ତ୍ତିମତୀ ହୋଇ କହିଲା, “ମହାରାଜ! ଆପଣ ପ୍ରଥମେ ମୁଁ ଯେଉଁ କାହାଣୀ କହୁଛି ଶୁଣନ୍ତୁ । ତା’ପରେ ବିବେଚନା କରି ଦେଖନ୍ତୁ, ଆପଣ ବିକ୍ରମାଦିତ୍ୟଙ୍କ ସହିତ କେଉଁ କେଉଁ ଗୁଣରେ ସମକକ୍ଷ ଏବଂ ଉପଯୁକ୍ତ ମନେକଲେ ସିଂହାସନରେ ବସନ୍ତୁ ।”...
ଏକାଦଶଦିନ ପ୍ରଭାତରେ ନିତ୍ୟ କର୍ମାଦି ଶେଷକରି ସିଂହାସନ ପାଖରେ ଉପସ୍ଥିତ ହୋଇ ଉପବେଶନ କରିବାପାଇଁ ଉଦ୍ୟତ ହେବାମାତ୍ରେ ପରବର୍ତ୍ତି ପୁତ୍ତଳିକା ତ୍ରିଲୋଚନା ତାଙ୍କ ସାମ୍ନାକୁ ଆସି କହିଲା, “ମହାରାଜ! ମୁଁ ତ୍ରିଲୋଚନା । ଦୀର୍ଘକାଳ ଧରି ମୁଁ ମହାରାଜ ବିକ୍ରମାଦିତ୍ୟଙ୍କ ସେବାରେ ନିଜକୁ ନିୟୋଜିତ କରି ଆସିଛି । ତାଙ୍କଭଳି ଜଣେ ଦାନୀ, ତ୍ୟାଗୀ, ମହାଜ୍ଞାନୀ...
ଦ୍ୱାଦଶଦିନ ସିଂହାସନ ନିକଟରେ ପହଁଚିବାକ୍ଷଣି ପରବର୍ତ୍ତି ପୁତ୍ତଳିକା ପଦ୍ମାବତୀ ଛିଡା ହୋଇ କହିଲା, “ମୁଁ ପଦ୍ମାବତୀ । ମହାରାଜ ବିକ୍ରମାଦିତ୍ୟଙ୍କର ଅନୁଗତ ସେବିକା । ତାଙ୍କ ପରି ପରାକ୍ରମୀ, ପରୋପକାରୀ ତଥା ତ୍ୟାଗୀ ସୁପୁରୁଷ ସୃଷ୍ଟିରେ ବିରଳ । ତଥାପି ଆପଣ ମୋ କଥା ଶୁଣନ୍ତୁ ଏବଂ ନିଜେ ନିଜେ ବିଚାର କରନ୍ତୁ ଯେ ଆପଣ ତାଙ୍କ ସହିତ ସମକକ୍ଷ ତ ସିଂହାସନରେ ବସନ୍ତୁ ।...
ତ୍ରୟୋଦଶ ଦିନ ଭୋଜରାଜଙ୍କୁ ସିଂହାସନ ପାଖରେ ଦେଖି ପରବର୍ତ୍ତି ପୁତ୍ତଳିକା କୀର୍ତିମତୀ କହିଲା, “ଆପଣ ଥରେ ନିଜକୁ ମହାଦାନୀ ସୁଶାସକ ମହାରାଜ ବିକ୍ରମାଦିତ୍ୟଙ୍କ ସହିତ ନିଜକୁ ତଉଲି ଦେଖନ୍ତୁ । ତା’ପରେ ବିଚାର କରି ଦେଖନ୍ତୁ ଆପଣ କେତେଦୂର ଯୋଗ୍ୟ ଏହି ସିଂହାସନରେ ବସିବା ପାଇଁ । ସେ ଏକ କାହାଣୀ ମଧ୍ୟ ଶୁଣାଇଲା । ଦିନେ ମହାରାଜା ବିକ୍ରମାଦିତ୍ୟ ନିଜର...
ଚତୁର୍ଦ୍ଦଶ ଦିନ ପ୍ରଭାତରେ ରାଜା ଭୋଜ ପ୍ରସ୍ତୁତ ହୋଇ ସିଂହାସନ ନିକଟରେ ପହଁଚିବା ମାତ୍ରେ ପରବର୍ତ୍ତି ପୁତ୍ତଳିକା ସୁନୟନା ଉଭା ହୋଇ କହିଲା, “ଆଗ ମୋଠୁ ମହାରାଜ ବିକ୍ରମାଦିତ୍ୟଙ୍କ ନ୍ୟାୟ ବିଚାର ଏବଂ ବୀରତ୍ୱର ଏକ କାହାଣୀ ଶୁଣନ୍ତୁ । ତା’ପରେ ବିଚାର କରି ଦେଖନ୍ତୁ ଆପଣ ଏଇ ସିଂହାସନରେ ବସିବା ପାଇଁ କେତେଦୂର ଯୋଗ୍ୟ । ତା’ପରେ ଆରୋହଣ କରନ୍ତୁ । ମହାରାଜା...
ପରଦିନ ନିଜର ଭବିଷ୍ୟତକୁ ନିଜର ଭାଗ୍ୟହାତରେ ଛାଡିଦେଇ ଭୋଜରାଜ ଚମତ୍କାରୀ ସିଂହାସନ ପାଖରେ ଉପସ୍ଥିତ ହେବାକ୍ଷଣି ପଂଚଦଶ ପୁତ୍ତଳିକା ସୁନ୍ଦରବତୀ ଛିଡା ହୋଇ କହିଲା, “ଆଜ୍ଞା! ଏ ସିଂହାସନରେ ବସିବା ଆଗରୁ ପ୍ରଥମେ ମୋ କଥା ଶୁଣନ୍ତୁ । ମହାରାଜ ବିକ୍ରମାଦିତ୍ୟଙ୍କ ପରି ଆପଣ ଅଦ୍ଭୂତଦାନ ଏବଂ କଲ୍ୟାଣକର କାର୍ଯ୍ୟ କରୁଛନ୍ତି କି ନାହିଁ ମନେ ପକାନ୍ତୁ ।” ସୁନ୍ଦରବତୀ...
ପରଦିନ ଶୁଭ ମୁହୂର୍ତ ଦେଖି ଭୋଜରାଜ ସିଂହାସନ ପାଖରେ ପହଁଚିବା କ୍ଷଣି ଷୋଡଶ ପୁତ୍ତଳିକା ସତ୍ୟବତୀ ତାଙ୍କ ସାମ୍ନା ସାମ୍ନି ହୋଇ କହିଲା, “ଆପଣ ପ୍ରଥମେ ମହାରାଜ ବିକ୍ରମାଦିତ୍ୟଙ୍କ ସମକକ୍ଷ ହୁଅନ୍ତୁ । ତା’ପରେ ଏଇ ସିଂହାସନ ଆରୋହଣ କରନ୍ତୁ । ତାଙ୍କର ତ୍ୟାଗ ଏବଂ ଦାନବୀରତାର ଏକ କାହାଣୀ କହୁଛି ଶୁଣନ୍ତୁ ।” ମହାରାଜ ବିକ୍ରମାଦିତ୍ୟଙ୍କ ରାଜ୍ୟ ଯେପରି...
ସପ୍ତଦଶଦିନ ପ୍ରଭାତ ହେବାକ୍ଷଣି ନିତ୍ୟକର୍ମ ଶେଷ କରି ଭୋଜରାଜ ଯାଇ ସିଂହାସନ ପାଖରେ ପହଁଚିଲେ । ଶୁଭ ମୁହୂର୍ତ ଦେଖି ସେଥିରେ ଆରୋହଣ କରିବାକୁ ଉଦ୍ୟତ ହୁଅନ୍ତେ ପରବର୍ତ୍ତି ପୁତ୍ତଳିକା ବିଦ୍ୟାବତୀ ତାଙ୍କର ପଥ ଓଗାଳି କହିଲା, “ଆପଣ କ’ଣ ମହାରାଜା ବିକ୍ରମାଦିତ୍ୟଙ୍କ ପରି ତ୍ୟାଗୀ, ତପୀ, ପ୍ରଜାପାଳକ? ତାଙ୍କ ପରି ଆପଣଙ୍କର ଧର୍ମ, କର୍ମ, ଯଶ, ଖ୍ୟାତି ସମଗ୍ର ଜଗତରେ...
ପୂର୍ବଭଳି ପରଦିନ ଯେତେବେଳେ ଭୋଜରାଜ ଯାଇ ସିଂହାସନ ପାଖରେ ଉପସ୍ଥିତ ହେଲେ, ସେତେବେଳେ ଅଷ୍ଟାଦଶ ପୁତ୍ତଳିକା ତାରାମତୀ ଛିଡାହୋଇ କହିଲା, “ଆଗ ମୋ କଥା ଶୁଣନ୍ତୁ । ତା’ପରେ ବିଚାର କରି ଦେଖନ୍ତୁ, ଯଦି ଆପଣ ମହାରାଜ ବିକ୍ରମାଦିତ୍ୟଙ୍କର ସମକକ୍ଷ ବୋଲି ମନେ କରନ୍ତି ତେବେ ଏଇ ସିଂହାସନରେ ବସିବା ପାଇଁ ମୁଁ ଆପଣଙ୍କୁ ସ୍ୱାଗତ କରିବି ।” “ମହାରାଜ ବିକ୍ରମାଦିତ୍ୟ...
ପ୍ରତିଦିନ ଭଳି ଭୋଜରାଜ ସିଂହାସନ ପାଖରେ ପହଁଚିବା ପରେ ପରବର୍ତ୍ତି ପୁତ୍ତଳିକା ରୂପରେଖା କହିଲା, “ହେ ରାଜା! ମହାରାଜ ବିକ୍ରମାଦିତ୍ୟ ଖୁବ୍ ନ୍ୟାୟ ପରାୟଣ ଥିଲେ । ଯେତେ ଜଟୀଳ ସମସ୍ୟା ହେଲେ ମଧ୍ୟ ତାହାକୁ ଖୁବ୍ ସହଜରେ ସମାଧାନ କରି ଦେଉଥିଲେ । ତାଙ୍କ ସମ୍ପର୍କରେ ମୁଁ ଗୋଟିଏ କାହାଣୀ କହୁଛି ଶୁଣନ୍ତୁ ଏବଂ ବିଚାର କରି ଦେଖନ୍ତୁ ଆପଣ କେତେଦୂର ଯୋଗ୍ୟ ଏହି...


