ବିଂଶ ଦିବସ ପ୍ରଭାତରେ ନିଜକୁ ପ୍ରସ୍ତୁତ କରି ଭୋଜରାଜ ଯାଇ ସିଂହାସନ ନିକଟରେ ଉପସ୍ଥିତ ହେବାକ୍ଷଣି ପରବର୍ତ୍ତି ପୁତ୍ତଳିକା ଜ୍ଞାନବତୀ କହିଲା, “ମହାରାଜ ବିକ୍ରମାଦିତ୍ୟ ଥିଲେ ଅନେକ ବିଲକ୍ଷଣ କଳାର ଅଧିକାରୀ । ସେ ବଡ ବଡ ପଣ୍ଡିତମାନଙ୍କୁ ମଧ୍ୟ ସେମାନଙ୍କ ଜ୍ଞାନର ପରିଭାଷା ଶିକ୍ଷାଦେଉ ଥିଲେ । ତାଙ୍କ ସଂପର୍କରେ ଏକ କାହାଣୀ କହୁଛି ଶୁଣନ୍ତୁ ଏବଂ ନିଜକୁ ସେଇ...
Category - କାହାଣୀ
ପରଦିନ ଭୋଜରାଜ ନିତ୍ୟକର୍ମାଦି ଶେଷ କରି ଚମତ୍କାରୀ ସିଂହାସନ ପାଖରେ ପହଁଚିଗଲେ । ତାଙ୍କୁ ଦେଖି ପରବର୍ତ୍ତି ପୁତ୍ତଳିକା ଚନ୍ଦ୍ରଜ୍ୟୋତି ଛିଡାହୋଇ କହିଲା, “ଭୋଜରାଜ! ଆପଣ ପ୍ରଥମେ ମହାରାଜ ବିକ୍ରମାଦିତ୍ୟଙ୍କ ମହାନୁଭବତା ସମ୍ପର୍କରେ ଏକ କାହାଣୀ ଶୁଣନ୍ତୁ ଏବଂ ଆତ୍ମସମୀକ୍ଷା କରି ଦେଖନ୍ତୁ ଆପଣ ଏଥିରେ ବସିବା ପାଇଁ ଯୋଗ୍ୟ କି ନୁହେଁ ।” ଥରେ ମହାରାଜ...
ପରଦିନ ପ୍ରଭାତରେ ଶୁଭଲଗ୍ନ ଦେଖି ଭୋଜରାଜ ନିଜର ନିତ୍ୟକର୍ମ ଶେଷକରି ସିଂହାସନ ପାଖରେ ପହଁଚିଲେ । ଦ୍ୱାବିଂଶତମ ପୁତ୍ତଳିକା ଅନୁରୋଧବତୀ ଛିଡା ହୋଇ କହିଲା, “ମଣିମା! ମୁଁ ଆପଣଙ୍କୁ ମହାରାଜ ବିକ୍ରମାଦିତ୍ୟଙ୍କ ସମ୍ପର୍କରେ ଏକ କାହାଣୀ କହୁଛି ଶୁଣନ୍ତୁ । ତା’ପରେ ଆପଣ ବିଚାର କରି ଦେଖିବେ ଏ ସିଂହାସନରେ ବସିବା ପାଇଁ ଆପଣ କେତେଦୂର ଉପଯୁକ୍ତ । ମହାରାଜ...
ତ୍ରୟୋବିଂଶ ଦିନ ଭୋଜରାଜ ନିଜର ନିତ୍ୟକର୍ମ ଶେଷକରି ଶୁଭଲଗ୍ନ ଦେଖି ସିଂହାସନ ପାଖରେ ଯାଇ ପହଁଚିଲେ । ଆରୋହଣ କରିବାତ ଦୂରର କଥା ସେଥିରେ ପାଦ ଥାପିବା ମାତ୍ରେ ତ୍ରୟୋବିଂଶତମା ପୁତ୍ତଳିକା ଧର୍ମବତୀ ତାଙ୍କ ସାମ୍ନାରେ ଛିଡା ହୋଇ କହିଲା, “ହେ ଭୋଜରାଜ! ମୁଁ ମହାରାଜ ବିକ୍ରମାଦିତ୍ୟଙ୍କର ଅନୁଗତ ପୁତ୍ତଳିକା ଧର୍ମବତୀ । ସେ କିପରି ନୀତିନିଷ୍ଠ ଏବଂ ତତ୍ୱଜ୍ଞ ଥିଲେ ସେ...
ପରଦିନ ମଧ୍ୟ ସେଇ ଏକା ଅବସ୍ଥା । ଭୋଜରାଜ ଯେମିତି ସିଂହାସନ ନିକଟରେ ପହଁଚିଛନ୍ତି, ଚତୁର୍ବିଂଶ ପୁତ୍ତଳିକା ଆଗେଇ ଆସି କହିଲା, “ମଣିମା! ପ୍ରଥମେ ମୋଠାରୁ ଏ କାହାଣୀ ଶୁଣନ୍ତୁ । ତା’ପରେ ନିଜ ବିଚାର ଅନୁସାରେ ଯଦି ଯୋଗ୍ୟ ବିବେଚିତ ମନେ କରନ୍ତି ତେବେ ସିଂହାସନରେ ବସନ୍ତୁ । ମୋର କିଛି କରିବାର ନାହିଁ । ମହାରାଜ ବିକ୍ରମାଦିତ୍ୟ ଥିଲେ ପ୍ରଜାନୁରଞ୍ଜକ...
ପରଦିନ ଭୋଜରାଜ ସିଂହାସନ ଆରୋହଣ କରିବାକୁ ଉଦ୍ୟତ ହେବାମାତ୍ରେ ପରବର୍ତ୍ତି ପୁତ୍ତଳିକା ଜୟଲକ୍ଷ୍ମୀ ଛିଡାହୋଇ କହିଲା, “ମଣିମା! ମୁଁ ଗୋଟିଏ କାହାଣୀ କହୁଛି ଶୁଣନ୍ତୁ । ତା’ପରେ ବିଚାରକରି ଦେଖିବେ ଆପଣ କେତେଦୂର ଯୋଗ୍ୟ ଏମିତି ଏକ ବିଶିଷ୍ଟ ସିଂହାସନରେ ଉପବେଶନ କରିବା ପାଇଁ ।” ମହାରାଜ ବିକ୍ରମାଦିତ୍ୟଙ୍କ ରାଜ୍ୟରେ ଜଣେ ଭାଟ ଏବଂ ଜଣେ ବ୍ରାହ୍ମଣ ବାସ...
ପରଦିନ ଭୋଜରାଜ ନିତ୍ୟକର୍ମାଦି ଶେଷ କରି ଅଙ୍ଗୀକାର କଲେ ଯେମିତି ହେଉ ସେ ସିଂହାସନ ଆରୋହଣ କରିବେ । ପୁତ୍ତଳିକା ମାନଙ୍କର କଥା ଶୁଣିବେନାହିଁ ଯିଏ ବାଧା ଦେବ ବର୍ଦାସ୍ତ କରିବେ ନାହିଁ । ଜର୍ବଦସ୍ତ ସେ ସିଂହାସନରେ ବସିବେ ହିଁ ବସିବେ । ସେ ସିଂହାସନ ପାଖରେ ପହଁଚି ପ୍ରଥମ ପାହାଚରେ ପାଦଦେବା କ୍ଷଣି ଷଡବିଂଶ ପୁତ୍ତଳିକା ମୃଗନୟନୀ ଆସି ତାଙ୍କ ସାମ୍ନାରେ ଛିଡା ହୋଇ...
ସପ୍ତବିଂଶ ଦିନ ଭୋଜରାଜ ସିଂହାସନ ପାଖରେ ପହଁଚି ସେଥିରେ ଆରୋହଣ କରିବାର ଉଦ୍ୟମ ନ କରି ପ୍ରଥମେ ନୀରବରେ ଛିଡାହୋଇ ଚିନ୍ତା କରିବାକୁ ଲାଗିଲେ କାରଣ ପୂର୍ବଦିନ ସେ ନିଜ ତରଫରୁ ଉଦ୍ୟମକରି ଶକ୍ତିହୀନ ହୋଇ ପଡିଥିଲେ । ଏହି ସମୟରେ ପରବର୍ତ୍ତି ପୁତ୍ତଳିକା ମଳୟବତୀ ଉଭାହୋଇ କହିଲା, “ହେ ଭୋଜରାଜ! ପ୍ରଥମେ ମୋଠୁ ଏକ କାହାଣୀ ଶୁଣନ୍ତୁ । ତା’ପରେ ଯାହା ଉଚିତ୍ ମଣିବେ ସେୟା...
ଅଷ୍ଟବିଂଶ ଦିନ ଭୋଜରାଜ ଶୁଭ ଅନୁକୂଳ କରି ଯାଇ ସିଂହାସନ ପାଖରେ ପହଁଚିବା ମାତ୍ରେ ପରବର୍ତ୍ତି ପୁତ୍ତଳିକା ବୈଦୈହୀ ଉଠି କହିଲା, “ହେ ଭୋଜରାଜ! ଆପଣ ତ ଏଇ ସିଂହାସନରେ ବସିବା ପାଇଁ ଏକାନ୍ତ ଆଗ୍ରହୀ । ହେଲେ ଦେବରାଜ ଇନ୍ଦ୍ରକ’ଣ ଆପଣଙ୍କୁ କେବେ ଏଥିରେ ବସିବାପାଇଁ ଆମନ୍ତ୍ରିତ କରିଛନ୍ତି? ତଥାପି ମୋଠାରୁ ଏକ କାହାଣୀ ଶୁଣନ୍ତୁ ଏବଂ ନିଜକୁ ମହାରାଜ ବିକ୍ରମାଦିତ୍ୟଙ୍କ...
ପରଦିନ ଭୋଜରାଜ ସିଂହାସନ ପହଁଚି ଭାବିଲେ; “ଏ ଯାଏଁ ଅଠେଇଶଜଣ ସୁନ୍ଦରୀ ପୁତ୍ତଳିକା ବିଭିନ୍ନ ପ୍ରକାରର କାହାଣୀ ଶୁଣାଇ ସାରିଲେଣି । ତଥାପି ମନ ବୁଝୁନାହିଁ । ମୁଁନିଜକୁ ମହାରାଜ ବିକ୍ରମାଦିତ୍ୟଙ୍କର ସମକକ୍ଷ ରୂପେ ପ୍ରତିପାଦିତ କରି ପାରୁ ନାହିଁ । କେବେ ଆଉ ସେ ସୁବର୍ଣ୍ଣ ସୁଯୋଗ ଆସିବ । ମୋର ଭାଗ୍ୟ ଉଦୟ ହେବ ଆଉ ମୁଁ ଏ ସିଂହାସନରେ ବସିବି? ହଉ, ଅପେକ୍ଷା କରିବାକୁ...
ଭୋଜରାଜ ମନେ ମନେ ଭାବିଲେ, ଆଜିକୁ ତିରିଶଦିନ ହେଲାଣି ମୁଁ ଚେଷ୍ଟାକରି ଆସୁଛି ମାତ୍ର ଏଯାଏଁ ସିଂହାସନରେ ବସି ପାରିଲି ନାହିଁ । ଆଉ ଦୁଇଜଣକପରେ ମୋତେ ଆଉ କେହି ବାଧା ଦେଇ ପାରିବେନି । ମୁଁ ଆରାମ୍ ରେ ସିଂହାସନରେ ବସିବି? ଏକଥା ଭାବୁ ଭାବୁ ସେଇ ରାଜ ସିଂହାସନ ପାଖରେ ପହଁଚିଲେ । ପରବର୍ତ୍ତି ପୂତ୍ତଳିକା ଜୟମତୀ ଆସି କହିଲା, “ଭୋଜରାଜ! ଆପଣ ଜାଣନ୍ତିକି ମହାରାଜ...
ଭୋଜରାଜ ସିଂହାସନରେ ବସିବା ପାଇଁ ଚେଷ୍ଟା କରୁ କରୁ ତିରିଶ ଦିନ ବିତିଗଲା । ତାଙ୍କର ସବୁ ଆଶା ଆକାଂକ୍ଷା, ସ୍ୱପ୍ନ ଚୂର୍ମାର୍ ହୋଇଗଲା । ତଥାପି ସେ ନିରାଶ ନହୋଇ ଧୈର୍ଯ୍ୟର ସହିତ ପରଦିନ ଯାଇ ସିଂହାସନ ପାଖରେ ପହଁଚିଲେ । ପୁତ୍ତଳିକା କୌଶଲ୍ୟା ଉଭା ହୋଇ କହିଲା, “ଭୋଜରାଜ ମହୋଦୟ! ଆପଣ ଏ ସିଂହାସନରେ ବସିବାର ଆଶା ତ୍ୟାଗ କରିଦିଅନ୍ତୁ । କାରଣ ମହାରାଜ...
ବତ୍ରିଶ ଦିନ ଭୋଜରାଜ ନିଜର ଶେଷ ଇଚ୍ଛା ଶେଷ ପୁତ୍ତଳିକାକୁ କହିବା ପାଇଁ ଅଗ୍ରସର ହେଲେ । ଚିରାଚରିତ ଢଙ୍ଗରେ ରାଜା ସିଂହାସନରେ ପାଦଥାପିବା ମାତ୍ରେ ଶେଷ ପୁତ୍ତଳିକା ରୂପମତୀ ରୂପଧାରଣ କରି ହସହସ ମୁଖରେ କହିଲା, “କ’ଣ ରାଜାଭୋଜ! ଆଜି ତ ଆପଣଙ୍କ ମନରେ ସିଂହାସନ ଆରୋହଣ କରିବାର ପୂର୍ବ ଉତ୍ସାହ ନାହିଁ । ଘଟଣା କ’ଣ? ଆପଣଙ୍କ ମନରେ ପରିବର୍ତନ ଆସିବାର କାରଣ କ’ଣ?”...
ପୂର୍ବ କାଳରୁ ଏଯାବତ୍ ବତ୍ରିଶ ସିଂହାସନ ଠାରୁ ଆରମ୍ଭ କରି ଯେତେ ଗୁଡିଏ କାହାଣୀ ଇଣ୍ଡିଆର ଅନେକ ଭାଷାରେ ପ୍ରକାଶ ପାଇଛି ସେଥି ମଧ୍ୟରୁ ଅବୋଲକରା କାହାଣୀ ହେଉଛି ଅନ୍ୟତମ । ସେ କାଳର ଲୋକ ମାନଙ୍କର ରୁଚି ତଥା ଚାଲି ଚଳନକୁ ଅନୁଶୀଳନ କରି ଅବୋଲକରା କାହାଣୀ ପରି ଅନେକ ପୁସ୍ତକ ରଚନା କରା ଯାଇଛି । ଯେଉଁ ଥିରେ କି ସାମାଜିକ, ଐତିହାସିକ, ପୌରାଣିକ ଆଦି କଥା ବସ୍ତୁ...
ଯେଉଁ ସମୟରେ ଆଠଗଡ ରାଜାଙ୍କର ଖୁବ୍ ପ୍ରତିପତି ତଥା ସୁନାମ ଥିଲା, ସେହି ସମୟରେ ଉପଦେଷ୍ଟାଙ୍କର କାଟେତି ଓ ସୁଖ୍ୟାତି କଥା କହିଲେ ନସରେ । ଚତୁର ବ୍ୟଙ୍ଗକାର ଥିଲେ ଜଣେ ଖୁବ୍ ନାମକରା କବିରାଜ ବା ବୈଦ୍ୟରାଜ । ଏହା ସହିତ ରାଜାଙ୍କ ଦରବାରରେ ସେ ଥିଲେ ଜଣେ ଶ୍ରେଷ୍ଠ ଉପଦେଷ୍ଟା । ଆଉ ଉପଦେଷ୍ଟା ଭାବରେ ସେ ଥିଲେ ଅସ୍ତବୁଦ୍ଧିଦତ୍ତ ନାମରେ ପରିଚିତ । ...


