ଭାରତ ଦେଶରେ ଅବନ୍ତୀ ନଗ୍ର ନାମରେ ଗୋଟିଏ ଦେଶ ଥାଏ । ସେ ଦେଶରେ କନକ ବର୍ଦ୍ଧନ ନାମରେ ଜଣେ ରାଜା ରାଜତ୍ୱ କରୁ ଥାଆନ୍ତି । ରାଜାଙ୍କର ପୁଣି ଚାରି ପୁଅ । ସେ ଚାରି ପୁଅ ଯାକ ଯେମିତି ସୁନ୍ଦର ସେମିତି ବିଦ୍ୟାବନ୍ତ । ସେହି ପରି ଧନୁର୍ବିଦ୍ୟାରେ ଧନୁର୍ଦ୍ଧର । ଆଉ ଅଶ୍ୱ ଚାଳନାରେ ସେମାନେ ଏତେ ପାରଙ୍ଗମ ଯେ ତାଙ୍କ ତୁଲ୍ୟ ରାଜ କୁମାର ଅନ୍ୟ କୌଣସି ଠାରେ ଦେଖିବାକୁ...
Category - କାହାଣୀ
ଶାରୀ କହିଲା ଦେଖିଲୁତ ଶୁଆ – ଝିଅଟା ସେହି ସାନ ରାଜ ପୁଅ ପାଇଁ କେତେ କଣ ନକଲା । ଚାହିଁ ଥିଲେ ସାନ ଭଉଣୀ ଗୁଣି ଗାରେଡି ବଳରେ ରାଜା ପୁଅର ଜୀବନ ନେଇ ଯାଇ ପାରି ଥାନ୍ତା, ସେ ତାହା କଲା ନାହିଁ । କାରଣ ରାଜା ପୁଅକୁ ସେ ନିଜ ଜୀବନରୁ ଅଧିକ କରି ଥିଲା । ନିଜର ସ୍ୱାମୀ ଭାବରେ ମାନି ଥିଲା । ସେ ତାର ସ୍ୱାମୀ, ତାଙ୍କୁ ମାରି ଦେଲେ ତା’ର କଣ ବା ଭଲ ହୋଇ ଥାଆନ୍ତା ।...
ଏତେ କଥା ପରେ ସାନ ଭଉଣୀର ମନ କେଉଁଠାରେ ସ୍ଥିର ହୋଇ ରହି ପାରିଲା ନାହିଁ । ସନ୍ନ୍ୟାସୀଙ୍କର କଥା ମଧ୍ୟ ତା’ର ମନକୁ ଆସିଲା ନାହିଁ । ସାନ ରାଜା ପୁଅକୁ ଛାଡି ଦେଲେ ତା’ର ଯେ ଏ ସଂସାରରେ କେହି ଆପଣାର ନାହାଁନ୍ତି । ଏହି କଥା ଭାବି ଭାବି ସାନ ଭଉଣୀ ସନ୍ନ୍ୟାସୀଙ୍କର ଆଶ୍ରମ ପରିତ୍ୟାଗ କଲା । ପୁଣି କାନ୍ଦି କାନ୍ଦି ଅରଣ୍ୟକୁ ପଳାଇଲା । ଜୀବନ ପ୍ରତି ଯାହାର ମୋହ...
ତକ୍ଷଶୀଳା ନଗର ନାମରେ ଏକ ରାଜ୍ୟ ଥିଲା । ସେ ରାଜ୍ୟକୁ ଭାରତିକାସୁ ନାମକ ଜଣେ ରାଜା ଶାସନ କରୁଥିଲେ – ଦିନକର କଥା ଜଣେ ବିଦେଶୀ ଆସି ସେହି ରାଜ୍ୟର ଧର୍ମଶାଳାରେ ରହିଲେ । ସେଠାରେ ଚାନ୍ଦ ନାମରେ ଜଣେ ଧୋବଣୀ ଥିଲା । ଚାନ୍ଦ ଦେଖିବାକୁ ସ୍ୱର୍ଗର ଅପସରାଙ୍କ ଠାରୁ ମଧ୍ୟ ଅହୁରୀ ଅଧିକ ସୁନ୍ଦରୀ ଥିଲା । ସେ ଧୋବଣୀ ନିଇତି ଧର୍ମଶାଳାକୁ ଆସେ । ଚାନ୍ଦକୁ ଦେଖିବା...
ଦେଶର ନାମ ବୈଜୟନ୍ତୀ ନଗର, ସେହି ନଗରରେ ଉଦିତ ସେନ ନାମରେ ଜଣେ ଜମିଦାର ଥିଲେ, ସେ ଏତେ ଧନୀ ଯେ ଲୋକେ ତାଙ୍କୁ ସାହୁକାର ନାମରେ ପରିଚିତ କରାନ୍ତି । ସେ ଉଦିତ ସେନଙ୍କର ସୁନ୍ଦରୀ ସ୍ତ୍ରୀଟିଏ ଥିଲା । ସେ ସ୍ତ୍ରୀଙ୍କର ନାମ ରମ୍ଭା । ସ୍ୱର୍ଗର ରମ୍ଭା ମେନକାଙ୍କ ପରି ସାହୁକାରଙ୍କର ସ୍ତ୍ରୀ ରମ୍ଭା ଏତେ ସୁନ୍ଦରୀ ଥିଲା ଯେ ପଥ ଚଲା ଲୋକଙ୍କର ସେ ଆଖିରେ ପଡି...
ଏକଜନ୍ମରେ ବୋଧିସତ୍ୱ ବାରାଣସୀର ରାଜା ବ୍ରହ୍ମଦତଙ୍କ ପାଟରାଣୀଙ୍କ ଗର୍ଭରୁ ତାଙ୍କର ପୁତ୍ରରୂପେ ଜନ୍ମିଥିଲେ । ଯଥାସମୟରେ ସେ ପିତାଙ୍କଦ୍ୱାରା ତକ୍ଷଶିଳାକୁ ପ୍ରେରିତ ହୋଇ ସେଠାରେ ବିବିଧ ଶାସ୍ତ୍ରରେ ପାରଦର୍ଶିତା ଲାଭକଲେ । ଏହାଛଡା ସେ ନିଜର ଗୁରୁଙ୍କଠାରୁ ଏକ ବିଶିଷ୍ଟ ବିଦ୍ୟା ଶିକ୍ଷା କରିଥିଲେ । ଏହା ଫଳରେ ସେ ପଶୁପକ୍ଷୀଙ୍କର କଥା ମଧ୍ୟ ବୁଝିପାରୁଥିଲେ ।...
ଥରେ ବୋଧିସତ୍ୱ ବାରାଣସୀର ଏକ ଧନୀ ବ୍ରାହ୍ମଣର ପୁତ୍ରରୂପେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ବାଲ୍ୟକାଳ ସୁଖରେ ଅତିବାହିତ ହୋଇଥିଲା । ବୟସର ବୃଦ୍ଧି ହେବାରୁ ସେ ପିତାଙ୍କଦ୍ୱାରା ତକ୍ଷଶିଳାକୁ ପ୍ରେରିତ ହେଲେ ଓ ସେଠାରେ ସୁଯୋଗ୍ୟ ଅଧ୍ୟାପକଙ୍କର ଶିଷ୍ୟ ହୋଇ ଶିକ୍ଷାଲାଭ କଲେ । ଶିକ୍ଷା ସମାପ୍ତ ହେବାରୁ ସେ ଗୁରୁଙ୍କର ଅନୁମତି ନେଇ ପିତାମାତାଙ୍କ ନିକଟକୁ ଫେରିଆସିଲେ ।...
ଏକଦା ବ୍ରହ୍ମଦତ ବାରାଣସୀ ରାଜ୍ୟରେ ରାଜତ୍ୱ କରୁଥିବା ସମୟରେ ବୋଧିସତ୍ୱ ଏକ ବ୍ରାହ୍ମଣର ପୁତ୍ରରୂପେ ଜନ୍ମିଥିଲେ । ବୟଃପ୍ରାପ୍ତ ହେବାରୁ ସେ ଜଣେ ବ୍ରାହ୍ମଣର କନ୍ୟାକୁ ବିବାହ କଲେ । କାଳକ୍ରମେ ତାଙ୍କର ତିନୋଟି କନ୍ୟା ଜାତହେଲେ । ସେମାନଙ୍କର ନାମ ଥିଲା ନନ୍ଦ, ମନ୍ଦାବତୀ ଓ ସୁନ୍ଦରୀନନ୍ଦା । ବୋଧିସତ୍ୱ ଇହଧାମ ତ୍ୟାଗ କରିବାରୁ ପ୍ରତିବେଶୀ ଓ ବନ୍ଧୁମାନେ...
ଏକ ସମୟରେ ବୋଧିସତ୍ୱ ମଗଧର ଗୋଟିଏ ଧନଶାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଧନିକର ସନ୍ତାନ ହୋଇଥିଲେହେଁ ସେ ବିଳାସବ୍ୟସନଠାରୁ ଦୂରରେ ରହିଥିଲେ ଓ ସକଳପ୍ରକାର କାମନା ତ୍ୟାଗ କରି ତପସ୍ୟାରେ ନିଯୁକ୍ତ ରହିଥିଲେ । ହିମାଳୟର ଏକ ଗହ୍ୱରରେ ଦୀର୍ଘକାଳ ତପସ୍ୟା କରିବା ପରେ ସେ ରାଜଗୃହକୁ ଆସି ସେଠାରେ ଗୋଟିଏ ପତ୍ରକୁଟୀର ନିର୍ମାଣ କରି ସେଥିରେ ବାସ କରିବାକୁ ଲାଗିଲେ ।...
ଏକ ସମୟରେ ବୋଧିସତ୍ୱ ବାରାଣସୀରେ ରାଜା ବ୍ରହ୍ମଦତଙ୍କ ପଟ୍ଟମହିଷୀଙ୍କ ଗର୍ଭରୁ ତାଙ୍କର ପ୍ରଥମ ପୁତ୍ରରୂପେ ଜନ୍ମଗ୍ରହଣ କରିଥିଲେ । ନବଜାତ ପୁତ୍ରଟିର ସୌନ୍ଦର୍ଯ୍ୟ ଅତୁଳନୀୟ ଥିଲା । ତାଙ୍କ ସଦୃଶ ସୁନ୍ଦର ଶିଶୁ ଦେଖାନଥିବାରୁ ତାଙ୍କର ନାମ ରଖାଯାଇଥିଲା ଅସଦୃଶ କୁମାର । କ୍ରମେ ଶିଶୁଟି ବୃଦ୍ଧି ପ୍ରାପ୍ତ ହୋଇ ପିତାମାତାଙ୍କର ମନୋହରଣ କରିବାକୁ ଲାଗିଲା । ଶିଶୁଟିର...
ରାଜା ବ୍ରହ୍ମଦତ ବାରାଣସୀରେ ରାଜତ୍ୱ କରୁଥିବା ସମୟରେ ଥରେ ବୋଧିସତ୍ୱ ସେହି ବାରାଣସୀରେ ବୀରକ ନାମକ ଏକ ପାଣିକୁଆ ରୂପରେ ଜନ୍ମଗ୍ରହଣ କରିଥିଲେ । ସେ ଗୋଟିଏ ପୁଷ୍କରିଣୀ ତୀରରେ ବାସ କରୁଥିଲେ । ଏହି ସମୟରେ ରାଜ୍ୟରେ ଭୟାନକ ଦୁର୍ଭିକ୍ଷ ହେଲା । ଲୋକେ ଖାଦ୍ୟାଭାବରେ ବଡ କଷ୍ଟ ପାଇବାକୁ ଲାଗିଲେ । ନିଜେ ଖାଇବାକୁ ପାଉନଥିବାବେଳେ ଲୋକେ କାକବଳି, ଭୂତବଳି ପ୍ରଭୃତି...
ଏକଦା ଯଶପାଣି ନାମକ ରାଜା ବାରାଣସୀରେ ରାଜତ୍ୱ କରୁଥିଲେ । ତାଙ୍କର ସେନାଧ୍ୟକ୍ଷଙ୍କର ନାମ ଥିଲା କାଳକ । ବୋଧିସତ୍ୱ ଏହି ରାଜାଙ୍କର କୁଳପୁରୋହିତ ହୋଇଥିଲେ । ସେତେବେଳେ ତାଙ୍କର ନାମଥିଲା ଧର୍ମଧ୍ୱଜ । ଧର୍ମଧ୍ୱଜ ରାଜାଙ୍କର କେବଳ ପୁରୋହିତ ନଥିଲେ । ରାଜକାର୍ଯ୍ୟରେ ମଧ୍ୟ ସେ ରାଜାଙ୍କୁ ପରାମର୍ଶ ଦେଉଥିଲେ । ସେହିପରି ସେନାଧ୍ୟକ୍ଷ ମଧ୍ୟ ପ୍ରଜାମାନଙ୍କର ହାରିଗୁହାରି...
ଏକ ସମୟରେ ବୋଧିସତ୍ୱ ଶକ୍ରରୂପେ ଜନ୍ମଗ୍ରହଣ କରିଥିଲେ । ସେ ସମୟରେ ବ୍ରହ୍ମଦତ ବାରାଣସୀରେ ରାଜତ୍ୱ କରୁଥିଲେ । ସେହି ବାରାଣସୀରେ ଜଣେ ବ୍ରାହ୍ମଣଙ୍କର ଗୋଟିଏ ପୁତ୍ର ଥିଲା । ବ୍ରାହ୍ମଣ ପୁତ୍ରଟିକୁ ଉଚ୍ଚ ଶିକ୍ଷା ନିମନ୍ତେ ପ୍ରସିଦ୍ଧ ତକ୍ଷଶିଳାକୁ ପଠାଇଦେଲେ । ସେଠାରେ ସେ ବିବିଧ ଶାସ୍ତ୍ରରେ ପାଣ୍ଡିତ୍ୟ ଅର୍ଜନ କରିବା ସଂଗେ ସଂଗେ ଜଣେ ଆଚାର୍ଯ୍ୟଙ୍କଠାରୁ...
କାଶୀ ରାଜ୍ୟର ଗୋଟିଏ ଗ୍ରାମରେ ଜଣେ ଲୋକର ବଶିଷ୍ଠକ ନାମରେ ଏକମାତ୍ର ପୁତ୍ର ଥିଲା । ବଶିଷ୍ଠକ ତାହାର ପିତାମାତାଙ୍କୁ ପୋଷଣ କରୁଥିଲା । କିଛିକାଳ ପରେ ମାତା’ର ମୃତ୍ୟୁ ହେଲା ଓ ସେ ବିବାହ କଲା । ସେ ଏବେ ବୃଦ୍ଧ ପିତା ଓ ପତ୍ନୀକୁ ପୋଷଣ କଲା । ତା’ର ଗୋଟିଏ ପୁଅ ମଧ୍ୟ ହେଲା; କିନ୍ତୁ ପୂର୍ବପରି ତାହାର ଘରେ ଶାନ୍ତି ରହିଲାନାହିଁ । ପ୍ରତିଦିନ ସ୍ତ୍ରୀ ତାକୁ କହିବାକୁ...
ବାରାଣସୀରେ ବ୍ରହ୍ମଦତ ନାମରେ ଜଣେ ରାଜା ଥିଲେ । ତାଙ୍କର ପାଟରାଣୀଙ୍କ ଗର୍ଭରେ ବୋଧିସତ୍ୱ ପୁତ୍ରରୂପେ ଜନ୍ମଗ୍ରହଣ କରିଥିଲେ । ବୋଧିସତ୍ୱ ବୟଃପ୍ରାପ୍ତ ହେବାରୁ ଗୁରୁଙ୍କ ନିକଟରୁ ବିବିଧ ଶାସ୍ତ୍ର ଶିକ୍ଷାକରି ପାରଙ୍ଗମ ହେଲେ ଓ ପିତାଙ୍କ ମୃତ୍ୟୁ ପରେ ରାଜସିଂହାସନ ଆରୋହଣ କଲେ । ତାଙ୍କର ନ୍ୟାୟପୂର୍ଣ୍ଣ ଶାସନରେ ରାଜ୍ୟରେ ସର୍ବତ୍ର ସୁଖଶାନ୍ତି ବିଦ୍ୟମାନ ଥିଲା ।...


