ଅତିଲୋଭର ପରିଣାମ

ଅନେକ ବର୍ଷ ତଳର କଥାଟିଏ । ଗୋଟିଏ ଗାଁରେ ଦୁଇଭାଇ ବାସ କରୁଥିଲେ । ନିଜ ନିଜର କର୍ମ ଅନୁସାରେ ସମୟ କ୍ରମେ ବଡଭାଇ ଜଣକ ବଡଧନୀ ପାଲଟି ଯାଇଥିଲା ବେଳେ ସାନଭାଇ ଅତ୍ୟନ୍ତ ଗରିବ ହୋଇଯାଇଥିଲା । ଦୁହେଁ ଗୋଟିଏ ମାଆ ପେଟର ଦୁଇଭାଇ ହୋଇଥିଲେ ମଧ୍ୟ ସାନଭାଇର ଦାରିଦ୍ର୍ୟତାକୁ ବଡଭାଇ ଘୃଣା କରୁଥାଏ । କଥା କଥାରେ ଲୋକଙ୍କ ଆଗରେ ଦେଖାଇ ଶିଖେଇ ନାନା କୁତ୍ସାଟନା କରିବାକୁ ବି...

Read More

କାହାକୁ ହୀନ ମଣିବା କାହିଁକି

       ଗୋଟିଏ ପଲ୍ଲୀ ଗାଁ ପାଖଦେଇ କୁଳୁକୁଳୁ ନାଦରେ ବହିଯାଉଥାଏ ପାହାଡି ନଈଟା । ସେଇ ନଈକୂଳରେ ଶିବମନ୍ଦିରଟିଏ । ମନ୍ଦିର ବେଢାରେ ଏକ ପ୍ରକାଣ୍ଡ କୂଅ ଓ ସୁନ୍ଦର ଫୁଲବଗିଚା ରହିଛି । ବଗିଚାରେ ନାନା ଜାତିର ଫୁଲ ଫୁଟି ପବନରେ ଦୋଳିଖେଳୁଥାଏ, ଏଥିରୁ ନାନା ପ୍ରକାର ଫୁଲ ଦ୍ବାରା ଭଗବାନ ଶିବ ମଣ୍ଡିତ ହୋଇ ବେଶ୍ ସୁନ୍ଦର ଦିଶୁଥାଏ ।        ସେହି ବଗିଚାର...

Read More

ବିଚାରପତିଙ୍କ ନ୍ୟାୟାଦେଶ

ଗୋଟିଏ ଗାଁରେ ଜଣେ କୃଷକ ଓ ଜଣେ ବଣିଆ ଦୁଇ ପଡୋଶୀ ଥିଲେ । କୃଷକ ଜଣକ ଭାରି ସଚ୍ଚୋଟ ଓ ଖୁବ୍ ପରିଶ୍ରମୀ ଥିଲେ । ବଣିଆ ଜଣକ ବି ଉତ୍ତମ ସ୍ୱଭାବର ଥିଲେ । ସୁତରାଂ ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ, ମିତ ବସିଥିଲେ ।        ସେହି ଗାଁରେ ରାତ୍ରି ଜଗୁଆଳି କାମରେ ଜଣେ ସିପାହୀ ନିଯୁକ୍ତ ହୋଇଥିଲେ । ତାଙ୍କର ସ୍ୱଭାବ ଭଲ ନ ଥିଲା । ସେ କୁଆଡୁ କ’ଣ ଚୋରିକରି ନେଇ...

Read More

ମୃତ୍ୟୁକୁ ଡର କାହିଁକି?

       ଏକ ଜଙ୍ଗଲରେ ଆଶ୍ରମ ନିର୍ମାଣ କରି ଜଣେ ସନ୍ନ୍ୟାସୀ ବାସ କରୁଥାନ୍ତି । ତାଙ୍କ ଜୀବନସାରା ସେ କେବଳ ଜପତପ ସାଧନା କରି ଅତ୍ୟନ୍ତ ଦୁର୍ବଳ ହୋଇ ପଡିଥିଲେ ।        ଦିନକର କଥା । ସ୍ନାନ ଶୌଚାଦି କର୍ମ ଶେଷ କରି ସନ୍ନ୍ୟାସୀ ଠାକୁର ପୂଜାରେ ବ୍ୟସ୍ତ ଥାଆନ୍ତି । ଠିକ୍ ଏତିକିବେଳେ ସେହି ରାଜ୍ୟର ସେନାପତି ଆଶ୍ରମରେ ପହଂଚି ତାଙ୍କର ସୈନ୍ୟଦଳ ପାଇଁ ଆତିଥ୍ୟ...

Read More

ଧନ ରତ୍ନ ଠାରୁ ବିଶ୍ୱାସ ବଡ

ରାଜା ସଲୋମନ୍ ଙ୍କ ଶାସନ କାଳରେ, ଚୋରଟିଏ ଚୋରି କରିବାକୁ ତା’ର କୌଳିକ ବୃତି ଧରି ନେଇଥାଏ । ସେ ଚୋରି କରିବାରେ ଖୁବ୍ ଧୂରନ୍ଦର ଥିଲା । ସେ ପ୍ରତ୍ୟହ ଚୋରି କରୁଥିଲା ସତ, ହେଲେ ତା’ର ଚୋରି ଦ୍ରବ୍ୟକୁ ନିଜ ଘରେ ନ ରଖି ତା’ର ଜଣେ ବନ୍ଧୁଙ୍କ ଘରେ ରଖୁଥିଲା ।        ବନ୍ଧୁଜଣକ ବି ସେହି ଚୋରାଧନକୁ ଖୁସିରେ ରଖୁଥିଲା । ସେ ମନେ ମନେ ଭାବୁଥିଲା ଏତେଗୁଡିଏ ମୂଲ୍ୟବାନ...

Read More

ଅଦରକାରୀ ପୋଥିଗତ ବିଦ୍ୟା କାମରେ ଆସେନାହିଁ

       ଜଣେ ଭାରି କଡା ଓ ରାଗି ମିଞ୍ଜାସର ଗୁରୁ ଥାଆନ୍ତି । ସବୁବେଳେ ବହିପାଠକୁ ମୁଖସ୍ଥ କରିବାକୁ ଶିଷ୍ୟମାନଙ୍କୁ ପରାମର୍ଶ ଦେଉଥାନ୍ତି । କାହାରିକୁ ବୁଲିବା କି ପାଠ ବିଷୟରେ ଚିନ୍ତା କରିବାକୁ ପ୍ରଶ୍ରୟ ଦେଉନଥିଲେ । ଏହାଦ୍ୱାରା କେବଳ ସମୟ ଅପଚୟ ହେଉଛି ବୋଲି କହି ଏଭଳି କରୁଥିବା ଶିଷ୍ୟଙ୍କ ଉପରେ ବିଗୁଡୁଥିଲେ । ଯେଉଁ ଶିଷ୍ୟ କୌଣସି ବିଷୟ ଠିକ୍ ରେ ବୁଝିପାରୁ...

Read More

ପାହାଡ ଚଢା

ଥରେ ଜଣେ ବିଦେଶୀ ଯୁବକ ବୁଲିବା ପାଇଁ ନେପାଳକୁ ଆସିଥାନ୍ତି । ସେଠାରେ ହିମାଳୟ ପର୍ବତକୁ ଦେଖି ଚଢିବା ପାଇଁ ମନ ବଳାଇଲେ । ହେଲେ ଏହା ତାଙ୍କ ପକ୍ଷରେ ଏକାବେଳକେ ଅସମ୍ଭବ ଥିଲା । ତଥାପି ତାଙ୍କ ମନରେ ଝୁଙ୍କ ସେ କେମିତି ହେଲେ ହିମାଳୟ ପର୍ବତ ଆରୋହଣ କରିବେ ।        ମନରେ ଦୃଢ ପ୍ରତିଜ୍ଞା ନେଇ ଯୁବକ ଜଣକ ସେଇଠି ରହିଗଲେ । ପ୍ରତିଦିନ ପର୍ବତାରୋହଣ ଅଭ୍ୟାସ ଚାଲିଲା...

Read More

ବୃକ୍ଷର ଜୀବନ

       ଗୋଟିଏ ଆମ୍ବ ଗଛରେ ଯଥେଷ୍ଟ ଫଳଫଳି ଲୋଟି ପଡୁଥାଏ । କ୍ରମେ ତାହା ପାଚି ମହମହ ବାସରେ ଚଉଦିଗ ମହକାଇ ଦେଲା । ଏତିକିବେଳେ ପିଲାମାନଙ୍କର ନଜର ପଡିଗଲା ସେହି ଗଛ ଉପରେ । ସେମାନେ ଆମ୍ବଖାଇବାକୁ ମନକଲେ । ହେଲେ କିପରି ତୋଳିବେ? ଛୋଟ ଛୋଟ ପିଲା, ତାଙ୍କର ଗଛ ଉପରକୁ ହାତ ପାଉନଥାଏ ଆମ୍ବ ତୋଳିବା ପାଇଁ । ତହୁଁ ପିଲାମାନେ ମନରେ ଆମ୍ବ ତୋଳିବା ଉପାୟ ପାଂଚିଲେ । ଏକ...

Read More

ବିଶ୍ୱାସରେ କେବେ ବିଷ ଦିଅନା

ଗୋଟିଏ ମାଙ୍କଡ ଓ ଠେକୁଆଟିଏ ମଇତ୍ର ବସିଥାନ୍ତି । ଠେକୁଆଟି ସ୍ୱଭାବରେ ଅତି ସରଳ ଥିଲା ସିନା, କିନ୍ତୁ ବେଶ୍ ଚାଲାକ୍ ଚତୁର ଓ ସଚ୍ଚୋଟ ଥିଲା । ମାତ୍ର ମାଙ୍କଡଟି ଥିଲା ଭାରି ଠକ ଓ ବୋକା ।        ଦିନକର କଥା ଜଙ୍ଗଲିଆ ରାସ୍ତା ଦେଇ ଜଣେ କଦଳୀ ବେପାରୀ ଯାଉଥାଏ, ଯେଉଁଠି ଦୁଇ ମଇତ୍ର ରହୁଥିଲେ । କଦଳୀ ବ୍ୟବସାୟୀର ମୁଣ୍ଡରେ ପାଚିଲାକଦଳୀ ଦେଖି ମାଙ୍କଡ ପାଟିରୁ ଲାଳ...

Read More

ଜହ୍ନରେ ଠେକୁଆ

   ଘଂଚଜଙ୍ଗଲରେ କୁଳୁକୁଳୁ ନାଦ କରି ବହିଚାଲିଛି ପାହାଡି ଝରଣାଟିଏ । ସେଇ ଝରଣା କୂଳରେ ଏକ ଝଙ୍କାଳିଆ ବୃକ୍ଷମୂଳେ ଏକାଠି ହୁଅନ୍ତି ତିନିବନ୍ଧୁ । ସେମାନେ ହେଲେ – ଚତୁର ବିଲୁଆ, ବୁଦ୍ଧିଆ ଠେକୁଆ ଓ ହୁଣ୍ଡାଳିଆ ପ୍ରକୃତିର ଏକ ମାଙ୍କଡ । ତିନି ବନ୍ଧୁଙ୍କର ବନ୍ଧୁତ୍ୱ ଖୁବ୍ ନିବିଡ ଥିଲା । ସେମାନେ ପ୍ରତିଦିନ କିଛି ସମୟ ଏକାଠି ବସି ବେଶ୍ ହସଖୁସି ହୁଅନ୍ତି ।       ...

Read More

ଶିକ୍ଷାକୁ କାମରେ ଲଗାଇଲେ ସୁଫଳ ମିଳେ

       ପାରସ୍ୟ ଦେଶର କଥା । ସେଠାକାର ଲୋକଙ୍କ ବିଶ୍ୱାସ ଅଛିଯେ, ସେମାନଙ୍କୁ ଅଗ୍ନିର ବ୍ୟବହାର ଶିଖାଇଥିଲେ ‘ନୁର୍’ ନାମକ ଜଣେ ମହାପୁରୁଷ ।        ପ୍ରଥମେ ନୁର୍ ତାଙ୍କର କିଛି ଶିଷ୍ୟଙ୍କୁ ଅଗ୍ନି ସୃଷ୍ଟିର ଗୋପନ କଥା କହିଥିଲେ । ଏହି ବିଦ୍ୟା ହାସଲ କରିବା ପରେ ଶିଷ୍ୟମାନେ ପାରସ୍ୟର ବିଭିନ୍ନ ଅଂଚଳକୁ ଯାଇ ସେ ବିଦ୍ୟା ଶିକ୍ଷା ଦେଲେ । କେତେକ ସେଇ ବିଦ୍ୟାକୁ...

Read More

ଏକାଗ୍ର ଚିତ୍ତରେ କାର୍ଯ୍ୟ କଲେ, ସୁଫଳ ନିଶ୍ଚୟ ମିଳିଥାଏ

       ଜଣେ ରାଜା ଥିଲେ । ନିଜ ରାଜ୍ୟର ସେନାପତିଙ୍କର କାର୍ଯ୍ୟଦକ୍ଷତାକୁ ନେଇ ସେ ମନରେ ଅପାର ଗର୍ବ କରୁଥାନ୍ତି । ସେନାପତି ମଧ୍ୟ ଖୁବ୍ ପାରଙ୍ଗମ ଥିଲେ । ତାଙ୍କ ବନ୍ଧୁକରୁ ଗୁଳି କେବେ ବି ଲକ୍ଷ୍ୟଭ୍ରଷ୍ଟ ହେବା କଥା କେହି ଜାଣିନାହାନ୍ତି । ଫଳରେ ତାଙ୍କର ଖ୍ୟାତି ବ୍ୟାପିଯାଇଥିଲା ସର୍ବତ୍ର ।        ଯେତେବେଳେ ସେହି ରାଜ୍ୟକୁ କେବେ କୁଆଡୁ ଅତିଥି ଆସନ୍ତି...

Read More

କାହାର ମନ୍ଦ କଥା କାହା ଆଗରେ କହନାହିଁ

ଥରେ ଜଣେଯୁବକ ବିଦେଶ ଯାଇଥିଲେ । ସେଠାରେ ସେ ତାଙ୍କର ପୁରୁଣା ବନ୍ଧୁଙ୍କୁ ଭେଟିଲେ । ଦୁହେଁ ପିଲାଦିନେ ପାଠପଢିଲା ବେଳର ସହପାଠୀ ଥିଲେ ଓ ଭଲ ପାଠପଢୁଥିବା ଯୋଗୁଁ ପ୍ରତିଦ୍ୱନ୍ଦୀ ବି ଥିଲେ । କଲେଜ ପାଠ ପଢା ବେଳେ ମଧ୍ୟ ଦୁହେଁ ଜଣେ ଅଧ୍ୟାପକଙ୍କର ପ୍ରିୟପାତ୍ର ଥିଲେ ।        ପାଠପଢା ଶେଷ ହେଲା ପରେ ସେମାନଙ୍କ ଭିତରୁ ଜଣେ ବିଦେଶ ଯାଇ ଚାକିରି କରି ସେହିଠାରେ ହିଁ...

Read More

ଭିନ୍ନ ଭାବଧାରା

       ଥରେ ଜଣେ ବ୍ୟକ୍ତି ତାଙ୍କର ଗୁରୁଙ୍କୁ ପଚାରିଲେ, “ମହାଶୟ ! ମୋ ମନରେ ଏକ ପ୍ରଶ୍ନ ଜାଗି ଉଠିଛି । ଦୟାକରି ତା’ର ଉତ୍ତର ମୋତେ ଦିଅନ୍ତୁ ।”        ପ୍ରଶ୍ନ ଥିଲା ଏହିପରି – ଗୋଟିଏ ପରିବେଶ, ସମାନ ବାପା ମାଆ ଏବଂ ଏକାଭଳି ଲାଳନପାଳନ ଭିତରେ ମଧ୍ୟ ପିଲାଏ ଭିନ୍ନ ଭିନ୍ନ ବ୍ୟକ୍ତିତ୍ୱରେ ପରିଣତ ହୁଅନ୍ତି, ଏହା କିପରି ସମ୍ଭବ?”        ଗୁରୁ କହିଲେ, “ଏହାର...

Read More

ଭିନ୍ନ ମତ

       ଥରେ ଜଣେ ଭଦ୍ରବ୍ୟକ୍ତି ଏକ ଦେଉଳ ନିର୍ମାଣ କାର୍ଯ୍ୟ ଦେଖିବାକୁ ଗଲେ । ସେଠାରେ ଅନେକ ଶିଳ୍ପୀ କାମ କରୁଥାନ୍ତି ।        ସେଇ ଭଦ୍ରବ୍ୟକ୍ତି ଜଣକ ଜଣେ ଶିଳ୍ପୀକୁ ପଚାରିଲେ, “ଭାଇ, ଏଠାରେ କ’ଣ କରୁଛ?” ମୁଁ ପରା ପଥର ଖୋଦେଇ କାର୍ଯ୍ୟରେ ନିଯୁକ୍ତି ପାଇ ସେହି କାମ କରୁଛି? ଆଉ କ’ ଣ କରନ୍ତି?”        ସେହି ଭଦ୍ରବ୍ୟକ୍ତି ଜଣକ ପୁଣି ଆଗକୁ ଚାଲିଲେ । ସେ ଆଉ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ