ବିଦ୍ରୋହୀମାନଙ୍କୁ ଅଚାନକ କାବୁ କରିବା ଉଦ୍ଧେଶ୍ୟରେ ବୀରସିଂହ ଶୀକାର ନାମରେ ଅରଣ୍ୟରେ ପ୍ରବେଶ କଲା । ସେ ଜାଣି ନଥିଲା ଯେ ସାଧୁ ଜୟାନନ୍ଦ ପଶୁପକ୍ଷୀଙ୍କ ଉପରେ ଅଦ୍ଭୁତ ପ୍ରଭାବ ବିସ୍ତାର କରିଥିଲେ । ସେ ରାଜକୁମାର ସନ୍ଦୀପକୁ ମଧ୍ୟ ତାଙ୍କ ଶକ୍ତିର ସୁତ୍ର ଶିଖାଇ ଦେଇଥିଲେ । ରାଜକୁମାରଙ୍କ ନିର୍ଦ୍ଧେଶରେ ପଶୁପକ୍ଷୀମାନେ ବୀରସିଂହର ଲୋକଙ୍କୁ ଆକ୍ରମଣ କରି ସେଠାରୁ...
Category - କାହାଣୀ
ନିଶା ଗରଜୁଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ବି ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ...
ଏକଦା ବୁନ୍ଦେଲଖଣ୍ଡ ରାଜ୍ୟକୁ ଠାକୁରବଂଶୀୟ ରାଜା ଶାସନ କରୁଥିଲେ । ରୂପାସିଂହ ହେଲେ ସେହି ବିଖ୍ୟାତ ବଂଶର ଯୁବକଟିଏ । ସେ ଦେଖିବାକୁ ଖୁବ୍ ସୁନ୍ଦର, ସମସ୍ତ ସଦଗୁଣରେ ପରିପୂର୍ଣ୍ଣ । କିନ୍ତୁ ଜନ୍ମରୁ ସେ ଦରିଦ୍ର, ହେଲେ ମନଟି ତାଙ୍କର ଉଚ୍ଚ । ନିଜର ବୋଲି ତା’ର ଏ ପୃଥିବୀରେ କେହିବି ନାହିଁ । କୁରାଢୀଟିଏ ଜାଣ ତାଙ୍କର ସାଥୀ । ସକାଳୁ ଦ୍ୱିପହର ପର୍ଯ୍ୟନ୍ତ ଜଙ୍ଗଲରେ...
ରାମ ସୁଗ୍ରୀବଙ୍କୁ ସଙ୍ଗରେ ନେଇ କିସ୍କିନ୍ଧ୍ୟାକୁ ଗଲେ । ସେତେବେଳେ ସୁଗ୍ରୀବଙ୍କ ବେକରେ ବଣମଲ୍ଲୀର ହାର ଥିଲା । ସୁଗ୍ରୀବ ଓ ଲକ୍ଷ୍ମଣ ଦୁହେଁ ଆଗେ ଆଗେ ଚାଲୁଥିଲେ । ପଛରେ ରାମ, ହନୁମାନ, ନଳ, ନୀଳ ଇତ୍ୟାଦି ଚାଲୁଥିଲେ । ବାଟରେ ଏକ ଘନ ଅରଣ୍ୟ ଦେଖାଗଲା । ଶ୍ରୀରାମ ସେହି ଅରଣ୍ୟ ବିଷୟରେ ସୁଗ୍ରୀବଙ୍କୁ କିଛି ପଚାରିଲେ । ସୁଗ୍ରୀବ କହିଲେ, “ଏକଦା ଏହି ଅରଣ୍ୟ...
ଯଶୋବର୍ମା ବିମଳପୁରୀ ରାଜ୍ୟର ଶାସକ ଥା’ନ୍ତି । ରାଜା ପ୍ରଜାଙ୍କର ମଙ୍ଗଳ ପାଇଁ ସଦା ସର୍ବଦା ଚେଷ୍ଟା କରିଥା’ନ୍ତି । ପ୍ରଜାଙ୍କର କିଛି ସମସ୍ୟା ପଡିଲେ ରାଜା ଆହାରନିଦ୍ରା ଭୁଲି ତାକୁ ସମାଧାନ କରନ୍ତି । ରାଜାଙ୍କ ପାଖଲୋକମାନେ ଓ ମନ୍ତ୍ରୀଗଣ ଯେତେବେଳେ ଏ ବିଷୟରେ ରାଜାଙ୍କୁ କିଛି ପଚାରନ୍ତି, ସେ କହନ୍ତି, “ପ୍ରଜାଙ୍କ ସମସ୍ୟାକୁ ନେଇ ମୁଁ ତ ଶାନ୍ତିରେ ଆହାର...
ବିଷ୍ଣୁପୁର ଗ୍ରାମରେ ଚତୁର୍ଭୁଜ ନାମରେ ଜଣେ ବ୍ୟକ୍ତି ରହୁଥାନ୍ତି । ସେ ଜଣେ ବୋକା କବି ଥିଲେ । ନିଜକୁ କବି ବୋଲି ଭାବି ସେ ଅନେକ କବିତା ରଚନା କରନ୍ତି, କିନ୍ତୁ ସେଥିମଧ୍ୟରୁ ଗୋଟିଏ ହେଲେ ବି ପଢିବାର ଯୋଗ୍ୟ ନୁହେଁ । ଦିନେ କବିତାଟିଏ ଲେଖୁ ଲେଖୁ କବିତାଟି ଅନେକ ବଡ ହୋଇଗଲା । ଚତୁର୍ଭୁଜ ତାକୁ ବାରବାର ପଢିବା ପରେ ତାଙ୍କ ମନ ଆନନ୍ଦ ହୋଇଗଲା । ସେ ନିଜକୁ...
ଗୋଟିଏ ଗ୍ରାମରେ ଫକୀର ନାମକ ଚାଷୀଟିଏ ରହୁଥାଏ, ତା’ ସ୍ତ୍ରୀ ପାଲିଆ ଅତି କଜିଆଖୋରଣୀ ଥିଲା । ସୁବିଧା ପାଇଲେହିଁ ସେ କଳି କରିବ । ଦିନେ ଫକୀର ଓ ପାଲିଆ ପଡୋଶୀ ଗ୍ରାମରୁ ଘରକୁ ଫେରୁଥା’ନ୍ତି । ରାସ୍ତାରେ ଫଳ ଭର୍ତ୍ତି ଆମ୍ବଗଛଟିଏ ଦେଖିଲେ । ପାଲିଆ ସଙ୍ଗେ ସଙ୍ଗେ ସ୍ୱାମୀକୁ ଚାହିଁ କହିଲା, “ଦେଖ, କି ସୁନ୍ଦର ପାଚିଲା ଆମ୍ବ ସବୁ ଝୁଲୁଛି, ଗଛ...
ରାମପୁରରେ ଶଙ୍କର ଜଣେ ଛୋଟ ବ୍ୟବସାୟୀ । ଘରେ ତା’ର ମା’ । ପିଲା ହେବାକୁ ସ୍ତ୍ରୀ ବାପଘର ଯାଇଥିଲା । ଶଙ୍କର ସେଦିନ ଶଶୁର ଘରୁ ଫେରୁଥାଏ; ଦୂରରୁ ଦେଖିଲା ତାଙ୍କ ଘର ସାମ୍ନାରେ ଏକ ଘୋଡାଗାଡି ଲାଗିଛି । ସେଥିରେ ନାନା ରକମର ନାଲିନେଳି କନା ଓ ଜରି ଲାଗିଥାଏ । ତା’ର ମା’ ଅତିଥିଙ୍କୁ ବନ୍ଦେଇ ଦେବାକୁ ଗାଡିପର୍ଯ୍ୟନ୍ତ ଆସିଲେ । ସେହି ଗାଡିରେ ଜଣେ ଧନୀ ମହିଳା...
(“ଶତାଦ୍ଦିକା ଫୁଲକୁ ନେଇ ଉତୁଙ୍ଗ ସମୁଦ୍ର ଭିତରକୁ ଗଲେ । ସେଠାରେ ସେ ରାକ୍ଷସ ଜନ୍ତୁକୁ ଦେଖିଲେ । ସେ ଏକ ଉପକୂଳରେ ପହଁଚିଲେ । ଗୋଟାଏ ବଡ ଲହଡି ତାଙ୍କୁ ଓ ତାଙ୍କର ନୌକାକୁ କୂଳର ପଥର ଉପରେ ନେଇ ଫିଙ୍ଗି ଦେଲା । ସେ ସେଠାରେ କ୍ଳାନ୍ତ ହୋଇ ଶୋଇଥିଲେ । ସକାଳେ ପାହାଡି ଜାତିର ଯୁବତୀମାନେ ଶତାଦ୍ଦିକା ଫୁଲ କିଛି ନେଇ ଗଲେ ଓ ତାଙ୍କୁ ଇଶାରା କରି ଗ୍ରାମକୁ ଡାକିନେଲେ...
ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ସାଇଁ ସାଇଁ ପବନର ଶବ୍ଦ ବଣବୁଦା ମଧ୍ୟରୁ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ବି ଶୁଭୁଥାଏ । ଆହୁରି ପୁଣି ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ...
ଅନ୍ୟ ରାଜ୍ୟରୁ ହୋଲାପୁରୀ ରାଜ୍ୟକୁ ସୁନା ଆଣି ବିକ୍ରି କରିବା, ନିଷେଧ କରାଗଲା । ଯଦି କେହି ସେପରି କରେ ତ ତାକୁ ଦଣ୍ଡ ଦିଆଯିବ । କଳିଙ୍ଗ ରାଜ୍ୟର ଯୁବକଟିଏ ନଗର ଦ୍ୱାରରେ ପ୍ରବେଶ କରିବା ବେଳେ, ନଗର ରକ୍ଷକଙ୍କୁ ପଚାରିଲା, “ମହାଶୟ, ଆସନ୍ତାଥର ମୁଁ ଯେତେବେଳେ ଆସିବି, କିଛି ସୁନା ବିକ୍ରି କରିବାକୁ ନେଇ ଆସିବି କି?” ନଗର...
ଶିବବାବୁଙ୍କର ଅଚାନକ ଟଙ୍କା ଦରକାର ହେଲା । ସେ ସମସ୍ତିଙ୍କୁ କରଜ ମାଗିଲେ । କିନ୍ତୁ କେଉଁଠି ହେଲେବି ସେ ଟଙ୍କା ପାଇଲେ ନାହିଁ । ତାଙ୍କର ବନ୍ଧୁବାନ୍ଧବରେ ଧନୀ କେଶବବାବୁ ଅତି କୃପଣ ଥିଲେ । ଶେଷକୁ ସେ କହିଲେ, “ଜାଣିଶୁଣି ମୁଁ ତୁମକୁ କିପରି ଦେବି? ଦେଲେ ମଧ୍ୟ ତମେ ଫେରେଇ ପାରିବ କି? ତେଣୁ ମୋ କଥା ମାନ; ଶ୍ରୀପୁରର ଗୁଣାଢ୍ୟ ଅତି ଦୟାଳୁ । ତାଙ୍କ ଦ୍ୱାରରୁ...
ବେଲାପୁର ଗ୍ରାମରେ ଚରିଆ ନାମକ ବାମନଟିଏ ଥାଏ । ଉଚ୍ଚରେ ଅତି ସାନ, ଦେଖିବାକୁ ସେ ମଧ୍ୟ ଏତେ ଭଲ ନୁହେଁ । କିନ୍ତୁ ହାତୀମାନଙ୍କୁ ବଶରେ ରଖିବାର ନାନା ପ୍ରକାର କୌଶଳରେ ସେ ଦକ୍ଷତା ଅର୍ଜନ କରି ଥାଏ । ହାତୀ କିଣିବାର ହେଲେ ରାଜା ତାକୁ ଡାକନ୍ତି ଓ ବହୁତ ଧନ ଦିଅନ୍ତି । ଦିନେ ତା’ର ହାତୀମାନଙ୍କ ସହିତ ନାନା ପ୍ରକାର କୌଶଳ ପ୍ରୟୋଗ କରିବାର ଦେଖି...
ଅଞ୍ଜନା ଦେବୀ, ଆଗତ ଅତିଥିମାନଙ୍କୁ ଭଲ ଭାବରେ ସତ୍କାର କଲେ । ଭୋଜନ ପରେ ଶ୍ରୀରାମଙ୍କ ସହିତ ଅନ୍ୟମାନେ ଅଯୋଧ୍ୟା ଫେରିଗଲେ । ରାସ୍ତାରେ ସୀତା ଯଶୋଧାରାଙ୍କୁ କହିଲେ, “ଦେଖ, ମୁଁ କହିଥିଲି ନା ତୁମ ସ୍ୱାମୀଙ୍କ ଉପରେ କୌଣସି ବିପଦ ପଡି ନ ପାରେ । ହନୁମାନଙ୍କର ଶରଣ ଗଲେ ଜୀବନ ସାର୍ଥକ ହୁଏ ।” ଯଶୋଧାରା କୃତଜ୍ଞତା ପ୍ରକଟ କରି କହିଲେ, “ସବୁକିଛି ତ...
ବିଜୟପୁରୀ ଗ୍ରାମରେ ରାମଦାସ ନାମକ ଜଣେ ଶ୍ରମିକ ଥିଲା । ତା’ର ଉପାର୍ଜନ କମ୍ ଥିଲା ତେଣୁ ବଡ ପରିବାରଟି ଚଳାଇବା ତା’ପକ୍ଷେ ଭୀଷଣ କଷ୍ଟକର ହେଉଥାଏ । ସେ ମଧ୍ୟ ବେଳେବେଳେ ଭୋକ ଉପାସରେ ରହୁଥାଏ । ଶିବଦାସ ହେଉଛି ରାମଦାସର ଏକମାତ୍ର ପୁତ୍ର । ପିଲାଟିଦିନୁ ସେ ତ ତା’ ମାବାପାଙ୍କ ଦୁଃଖକଷ୍ଟ ଦେଖି ଆସିଛି । ତେଣୁ ତା’ମନରେ ଗୋଟିଏ ଇଚ୍ଛା ଥାଏ, ସେ ଭାବେ “ମୁଁ ବଡ ହେଲେ...