ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅଦ୍ଭୁତ ମୁକୁଟ

ନିଶା ଗରଜୁଥାଏ । ସାଇଁ ସାଇଁ ଶୀତଳ ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା ମଧ୍ୟ ହେଉଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।                 କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ...

Read More

ଶେଷ ମୁହୂର୍ତ୍ତର ସାଥି

ଅନେକ ଦିନ ତଳର କଥା । ଚୀନ୍ର ଗୋଟିଏ ଗାଁରେ ପାବମ୍ ନାମକ ଜଣେ ଗରୀବ ଯୁବକ ଥାଏ । ସେ ତା’ ନିଜ ଚେଷ୍ଟାରେ ଅନେକ ପାଠ ପଢିଥାଏ, କିନ୍ତୁ ଜଣେ ଗରୀବ ଗାଉଁଲି ଯେତେ ପାଠ ପଢିଲେ ବା ତାକୁ କିଏ ଆଦର କରିବ? ତା’ କଥା କିଏ ବା କିପରି ଜାଣିବ?                 ଦିନେ ସେ ଶୁଣିଲା କି ରାଜଧାନୀରେ ରାଜସରକାରରେ ଗୋଟିଏ ବଡ ପଦ ଖାଲି ପଡିଛି । ଯିଏ ଗୋଟିଏ ପରୀକ୍ଷାରେ...

Read More

କଥାର ଦୁଇ ଭଙ୍ଗୀ

ସୁଧାକର ରାଜଦରବାରରେ କାମ କରୁଥାଏ । ଛୁଟି ପାଇଲେ ସେ ତା’ ଗାଁକୁ ଆସୁଥାଏ । ଗାଁକୁ ଆସିଲେ ସେ ସହରରେ ତା’ ପଦମର୍ଯ୍ୟାଦା କଥା ଭୁଲି ଗାଁ ଲୋକଙ୍କ ସହ ଗାଁ ମାଟିର ଜଣେ ସନ୍ତାନ ହିସାବରେହିଁ ବ୍ୟବହାର କରୁଥାଏ ।                 ସୁଧାକର ସେଥର ଗାଁକୁ ଆସି ବୁଢା ରତନ ଦାସଙ୍କୁ ପଚାରିଲା “କିହୋ ଜେଜେ, ତମ ମୁହଁ ଏମିତି କାହିଁକି ବିରସ ଲାଗୁଛି?” ରତନ ଦାସ ତାକୁ...

Read More

କୃଷ୍ଣାବତାର

ବିକଦ୍ରଠାରୁ ସବୁ ଖବର ଶୁଣି ଶ୍ରୀକୃଷ୍ଣ କହିଲେ, ଏପରି ଅବସ୍ଥାରେ ମୁଁ ଏବଂ ଭାଇ ବଳରାମ ଏ ସ୍ଥାନ ଛାଡି ଚାଲିଯିବା ଭଲ । କାରଣ ଆମରି ପାଇଁ ଏଠାରେ କେବଳ ଯୁଦ୍ଧ ଚାଲୁ ରହିବ ଓ ହଜାର ହଜାର ନିରୀହ ପ୍ରାଣୀ ଅକାରଣରେ ସେମାନଙ୍କ ଜୀବନ ଦେବେ । ପ୍ରଜାମାନଙ୍କର ଏପରି କ୍ଷତି ଆମେ କେବେବି ଚାହୁଁନାହୁଁ । ତେଣୁ ଆମେ ଦୁର୍ଗ ବାହାରକୁ ଯାଇ ଦକ୍ଷିଣ ଦିଗକୁହିଁ ଚାଲିଯିବୁ ।...

Read More

ତୃତୀୟ ପ୍ରଶ୍ନ

ବିକ୍ରମପୁରର ରାଜା ବିନୋଦ ବର୍ମା ସାହିତ୍ୟ ଓ ଶାସ୍ତ୍ର ସମ୍ବନ୍ଧୀୟ ଚର୍ଚ୍ଚା କରିବାରେ ଖୁବ୍ ଆଗ୍ରହୀ ଥିଲେ । ନୀରସ ରାଜକାର୍ଯ୍ୟ ମନ୍ତ୍ରୀ ଓ ସେନାପତିଙ୍କୁ ଅର୍ପଣ କରି ସେ ସର୍ବଦା ସାହିତ୍ୟ, ସଙ୍ଗୀତ ଓ ନାନା ଶାସ୍ତ୍ରର ଆଲୋଚନା ସଭା କରି ସମୟ ବିତାଉ ଥା’ନ୍ତି । ଭଲ ଭଲ ପଣ୍ଡିତ, ଲେଖକ ଓ ସଙ୍ଗୀତଜ୍ଞ ମାନଙ୍କୁ ମଧ୍ୟ ସେ ପୁରସ୍କାର ଦେଉଥା’ନ୍ତି । ରାଜକାର୍ଯ୍ୟ...

Read More

ଶାଶୁବୋହୁ

ସୁଦାମର ବିବାହ ଏଇ ଅଳ୍ପଦିନ ହେବ ହୋଇଛି । ତା’ର ମାମୁଁ ଖୁବ୍ ଅସୁସ୍ଥ ଥିବା ଯୋଗୁଁ ବିବାହରେ ଯୋଗ ଦେଇ ପାରି ନଥିଲେ । ତେଣୁ ସୁଦାମ ତା’ ବିବାହର ଅଳ୍ପ ଦିନ ପରେ ମାମୁଁଙ୍କୁ ଦେଖିବାକୁ ଗଲା ।                 ସୁଦାମକୁ ଦେଖି ତା’ ମାମୁଁ ଅତ୍ୟନ୍ତ ଖୁସି ହୋଇ ବିବାହର ସବୁ କୁଶଳ ପ୍ରଶ୍ନ ପଚାରିଲେ ଓ କହିଲେ, “ଭଗବାନ୍ଙ୍କ ଦୟାରୁ ମୁଁ ଏବେ ପ୍ରାୟ ସୁସ୍ଥ...

Read More

ସ୍ୱର୍ଗୀୟ ଦାନ

ଗୋଟିଏ ଗ୍ରାମରେ ଦୁଇଜଣ ସ୍ତ୍ରୀ ଥା’ନ୍ତି । ତନ୍ମଧ୍ୟରୁ ଜଣେ ଧନୀ ଓ କଞ୍ଜୁସ୍ । ଆଉ ଜଣେ ଭାରି ଗରୀବ ଥିଲେ ମଧ୍ୟ ସେ ଅତ୍ୟନ୍ତ ଦୟାଳୁ ଥିଲା । ତା’ର ହୃଦୟ ନବନୀତ କୋମଳ ଥିଲା, ଗରୀବ ବା ଅସହାୟ ଲୋକଙ୍କର ଯେତିକି ପାରେ ସେ ସହାୟତା କରେ । ତା’ ଦୁଆର ମୁହଁରୁ ଦୁଃଖିରଙ୍କି କେବେବି ଖାଲି ହାତରେ ଫେରନ୍ତି ନାହିଁ । ଦୁଇଜଣ ପରସ୍ପରର ପଡୋଶୀ ।                 ଧନୀ...

Read More

ଅଭିନବ ପରୀକ୍ଷା

ରାଜା ନରେନ୍ଦ୍ର ସିଂହ ଏପରି ଜଣେ କର୍ମଚାରୀ ନିଯୁକ୍ତ କରିବାକୁ ଚାହୁଁଥିଲେ, ଯିଏ କି ନିର୍ଲୋଭୀ ହୋଇଥିବ । ସେ କର୍ମଚାରୀ ତାଙ୍କ ରାଜ୍ୟ ସୀମାନ୍ତରେ ରହିବ ଏବଂ ସେଠାକାର ଆଦିବାସୀ ପ୍ରଜାଙ୍କଠାରୁ କର ଅସୁଲ୍ କରିବ । କଥା କ’ଣ କି, ସେ ସରଳ ପ୍ରଜାଙ୍କଠୁଁ ନିୟମଠୁଁ ବେଶି କର ସଂଗ୍ରହ କରି ଆତ୍ମସାତ୍ କରିବାର ଲୋଭୀ କର୍ମଚାରୀମାନଙ୍କୁ ଆଉ ସମ୍ବରଣ କରିପାରୁ ନଥିଲେ ।...

Read More

ତଥାସ୍ତୁ ଦେବତା

ଜୟ ଗୋପାଳପୁର ଗାଁରେ ରହୁଥିଲା । ତା’ ସ୍ତ୍ରୀର ନାମ ଲକ୍ଷ୍ମୀ । ଜୟ ନିଜେ କେତେଦୂର ବୁଦ୍ଧିମାନ ସେକଥା ଅଲଗା । କିନ୍ତୁ ତା’ର ଭାରି ଇଚ୍ଛାଥିଲା, ତା’ ସ୍ତ୍ରୀ ବୁଦ୍ଧିମତି ହେବ । ଦୈବକୁ ଲକ୍ଷ୍ମୀ ଅତିଶୟ ସରଳ ଝିଅ । ଯିଏ ଯାହା କହିଲେ ସିଏ ତାକୁ ସଙ୍ଗେସଙ୍ଗେ ବିଶ୍ୱାସ କରିଯାଏ । ସମସ୍ତଙ୍କୁ ଦୟା କରେ । ତା’ର ଏ ମତିଗତିରେ ଜୟ ଭୀଷଣ ଚିଡିବାକୁ ଲାଗିଲା । ଏମିତି...

Read More

ନିର୍ଦ୍ଦୟରୁ ସଦୟ

ପୁରା କାଳରେ ଗୋଟିଏ ବଣ ପାଖରେ ଜଣେ ଶିକାରୀ ରହୁଥାଏ । ସେ ସବୁଦିନ ବଣରେ ବୁଲି ବୁଲି ହରିଣ ଶିକାର କରେ । ସାଧାରଣତଃ ତା’ ତୀର ଅବ୍ୟର୍ଥ । ସେ କେବେହେଲେ ଖାଲି ହାତରେ ଘରକୁ ଫେରିବାର ଗାଁ ଲୋକେ ଜାଣି ନଥିଲେ । ସବୁଦିନ ସେ ହରିଣ ମାରୁଥିବାରୁ ଲୋକେ ତାକୁ ନିଜ ନିଜ ଭିତରେ “ନିର୍ଦ୍ଦୟ” ବୋଲି ଡାକୁଥିଲେ । ଦିନେ ଶିକାରୀ ଅନେକ ସମୟ ଧରି ବଣରେ ବୁଲାବୁଲି କଲା;...

Read More

କନକ ଉପତ୍ୟକାର କାହାଣୀ

ମୂଢ ରାଜାକୁ ପ୍ରତାରିତ କରି ନିଜକୁ ଯାଦୁକର ବୋଲି ପରିଚୟ ଦେଉଥିବା ଜଣେ ଚତୁର ବ୍ୟକ୍ତି ରାଜାକୁ ଗୁମ୍ଫା ଭିତରେ ବନ୍ଦୀ କରି ନିଜେ ରାଜ-ପୋଷାକ ପିନ୍ଧି ବାହାରିଲା । ତେଣେ, ବହୁଦୂରରେ ତପସ୍ୱୀଙ୍କ ସହ ରାଜୁ ଯାଇ ଏକ ଅଜଣା ନୂତନ ମୂଲକରେ ପହଁଚିଥାଏ । ତା’ପରେ… ରାଜୁ ନିମ୍ନ ଦେଶର ଏକ ଗିରିସଙ୍କଟ ଭିତରକୁ ଅନାଇ ଦେଖିଲା, “ଗୋଟାଏ ଭୀଷଣାକୃତି ମଣିଷ ତା’ ଆଗରେ...

Read More

ଅଦ୍ଭୁତ ଅସ୍ତ୍ର

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ଗଛଲତାମାନେ ସତେ ଅବା ଚପା କଣ୍ଠରେ ନିଜ ନିଜ ଭିତରେ କୌଣସି ଭାବର ଆଦାନ ପ୍ରଦାନ କରୁଥା’ନ୍ତି । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ...

Read More

କ’ଣ ଲୋଡା

“ଆଉ ଏ ଜୀବନରେ କିଛିବି ହେବ ନାହିଁ!”                 ଶ୍ରୀଧର ସେଦିନ ରାଗିଯାଇ ଘର ଭିତରେ ଚିତ୍କାର କରି ଏହା କହିଲା ।                 ଆଜିକାଲି ସେ ମଧ୍ୟେ ମଧ୍ୟେ ଏଭଳି ମନ୍ତବ୍ୟ ଦେଉଥିଲା । ସେ ଯେ କାହାରି ବିରୁଦ୍ଧରେ ଏଭଳି କହୁଥିଲା, ତାହା ନୁହେଁ, ଖାଲି ନିଜ ଅସନ୍ତୋଷକୁ ପ୍ରକାଶ କରିବା ତାହାର ଉଦ୍ଧେଶ୍ୟ ଥିଲା । ତେବେ ସେ ଏଭଳି କହିବା ଫଳରେ ତା’...

Read More

ଭିନ୍ନ ବିଦ୍ୟା

ଦେବଗିରିରେ ଜଣେ ଗୃହସ୍ଥଙ୍କର ଦୁଇପୁତ୍ର ଥିଲେ । ବଡ ପୁଅ ବାପାଙ୍କ ନିର୍ଦ୍ଧେଶରେ ଜମିବାଡି ଦେଖାଶୁଣା କରିବାରେ ଖୁବ୍ ମନ ଦେଇଥାଏ । କିନ୍ତୁ ସାନ ଭାଇ ସୋମଦେବର ପାଠ ପଢିବାକୁ ତୀବ୍ର ଇଚ୍ଛା । ବାପା ଓ ବଡ ଭାଇ କହିଲେ କି ସେ ପାଠ ପଢୁ, କିନ୍ତୁ ଦେବଗିରିରେ ରହି ପଢୁ । କିନ୍ତୁ ସୋମଦେବର ଏକା ଜିଦି ସେ ଭୁବନେଶ୍ୱରରେ ଥିବା ବିଖ୍ୟାତ ପଣ୍ଡିତ ପଦ୍ମନାଭ ମିଶ୍ରଙ୍କ...

Read More

କୃଷ୍ଣାବତାର

କଂସ ବଧ ସମ୍ବାଦ ପାଇ ତା’ର ରାଣୀମାନେ କାନ୍ଦି କାନ୍ଦି ସେଠାରେ ଆସି ପହଁଚିଲେ । କଂସର ଶବ ଉପରେ ମୁଣ୍ଡ କୋଡି କୋଡି ସେମାନେ କାନ୍ଦିଲେ, ସେମାନେ ତ ଏହା କେବେବି କଳ୍ପନା ସୁଦ୍ଧା କରି ନଥିଲେ ଯେ ମହା ପରାକ୍ରମୀ କଂସକୁ ବି ପୁଣି କେହି ମାରିପାରେ । ମୃତ୍ୟୁ ହେଲା, ପୁଣି ଏତେ ସହଜରେ, ସାମାନ୍ୟ ଜଣେ ବାଳକ ହାତରେ! କଂସର ମା’ ମଧ୍ୟ ତାଙ୍କ ବୋହୁମାନଙ୍କର ସଦ୍ୟବୈଧବ୍ୟ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ