ଅଦ୍ଭୁତ ବଂଶୀ

କୌଣସି ଗୋଟିଏ ଗ୍ରାମରେ ବିକାଶ ନାମକ ଏକ ଧନୀ ଯୁବକ ଥାଏ । ତା’ର ଲଳିତକଳା ପ୍ରତି କିଛିଟା ଆକର୍ଷଣ ଥାଏ । ସେ ନିଜେ ଗୀତ ରଚନା କରୁଥାଏ ଓ ବେଳେ ବେଳେ ଗୀତ ମଧ୍ୟ ଗାଉଥାଏ ।                 ବିକାଶ ତା’ର କବିତା ଓ ଗୀତ ଯୋଗୁଁ ଖୁବ୍ ଲୋକପ୍ରିୟ ହୋଇଥାଏ । କିଛିଦିନ ପରେ ପଦ୍ମା ନାମକ ଏକ ସୁନ୍ଦରୀ ଝିଅକୁ ସେ ବିବାହ କଲା । ଦୁହେଁ ଆନନ୍ଦରେ ଥା’ନ୍ତି । କିନ୍ତୁ...

Read More

ଯାଦୁକାରୀ ଘଂଟି

ବହୁଦିନ ପୂର୍ବର କଥା । ଚୀନ୍ରେ ଦୁଇଭାଇ ଥା’ନ୍ତି । ବଡ ବହୁତ କ୍ରୁର ସ୍ୱଭାବର, ମାତ୍ର ଛୋଟ ଭାଇ ଖୁବ୍ ବୁଦ୍ଧିମାନ ଓ ପରୋପକାରୀ ।                 ସେମାନଙ୍କର ପିତାଙ୍କର ସ୍ୱର୍ଗବାସ ପରେ ବଡ ଭାଇ ଲିଆଙ୍ଗ୍ ସବୁ ସମ୍ପତ୍ତି ସାନ ଭାଇ ଚିଆଙ୍ଗ୍ଠାରୁ ନେଇଗଲା ଓ ସୁଧରେ ସବୁ ଟଙ୍କା ଲଗାଇ ଆନନ୍ଦରେ ଥାଏ । ସାନକୁ ସେ କିଛିବି ହେଲେ ସମ୍ପତ୍ତି ଦେଇ ନଥାଏ । ତଥାପି...

Read More

ସାହସ

ବୀର ଗୌରୀକୁ ବିବାହ କରିବାକୁ ଚାହୁଁଥିଲା । ମାତ୍ର ଗୌରୀ ଚାହୁଁଥିଲା ଯିଏ ତାକୁ ହୀରାହାରଟିଏ ଦେବ ସେ କେବଳ ତାକୁହିଁ ବିବାହ କରିବ । ହେଲେ ବୀର ପାଖରେ ହୀରାହାର ପାଇଁ ଯଥେଷ୍ଟ ଧନ ନଥାଏ ।                 ବୀର ରୋଷେଇ କାମ ଶିଖିଲା । ବିଭିନ୍ନ ଲୋକଙ୍କ ଘରେ କାମ କରି ଦେଇ ସେ କିଛି ପଇସା ରୋଜଗାର କଲେ । ସେହି ପଇସାକୁ ସଞ୍ଚୟ କରି କରି ସେ ଯେ ଦିନେ ଗୌରୀକୁ...

Read More

ମାଛ ଶିକାର

ଚାନ୍ଦୁ ତା’ର କୌଣସି ଏକ କାର୍ଯ୍ୟ ଉପଲକ୍ଷେ ସହରକୁ ଯାଉଥିଲା । ବାଟରେ ସେ ଏକ ବିଚିତ୍ର ଦୃଶ୍ୟ ଦେଖିଲା । ସେ ଦେଖିଲା ଦୁଇଜଣ ବ୍ୟକ୍ତି ହାତରେ ଦର୍ପଣ ଧରି ସୂର୍ଯ୍ୟକିରଣକୁ ପାଣି ଉପରେ ପ୍ରତିବିମ୍ବିତ କରାଉଛନ୍ତି । ସେ ଘଟଣା କ’ଣ ବୋଲି ପଚାରିବାକୁ ପାଖକୁ ଆସି ସେ ଦେଖିଲା ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ଗ୍ରାମର କୃଷ୍ଣ; ଆଉ ଅନ୍ୟଟି ସହରୀ ଲୋକ । ସେ ପଚାରିଲା...

Read More

ଭୁବନସୁନ୍ଦରୀ

(ଟ୍ରୋୟ ରାଜାଙ୍କ ପୁତ୍ର ମୋହନ ଭୁବନସୁନ୍ଦରୀଙ୍କୁ ନେଇ ଆସିଲେ, ଗ୍ରୀକମାନେ ସେମାନଙ୍କର ନିଜ ଜାହାଜରେ ସୈନ୍ୟ ଓ ବୀରମାନଙ୍କୁ ଧରି ଆସି ଟ୍ରୋୟ ନଗରୀରେ ପହଁଚିଲେ ଓ ଟ୍ରୋୟ ନଗରୀକୁ ଘେରାଉ କଲେ; ପାଖ ପଡୋଶୀ ରାଜ୍ୟମାନଙ୍କୁ ଅଧିକାର କରି, ସେମାନେ ସେଠାରୁ ଲୁଣ୍ଠନ କରିଚାଲିଲେ । ନଅବର୍ଷ ଧରି ସେମାନେ ଘେରି ରହିଲେ । ବଡ ଯୁଦ୍ଧ ପ୍ରାୟ ହେଉ ନଥିଲା । କିନ୍ତୁ ଏମାନଙ୍କ...

Read More

ରାକ୍ଷସର ଦାନ

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ବି ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ବି ବିଚଳିତ ବୋଧ...

Read More

ଜାତକ

ଲାବଣ୍ୟ ଧର୍ମପୁରୀର ରାଜା ଅନଙ୍ଗପାଳଙ୍କର ଏକମାତ୍ର କନ୍ୟା । ସେ ଉଭୟ ସୁନ୍ଦରୀ ଓ ଗୁଣବତୀ ଥିଲେ । ଅନେକ ବିଦ୍ୟା ସେ ପଢିଥିଲେ କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ ସେ ନିପୁଣା ଥିଲେ । ରାଜା ତାଙ୍କ ପାଇଁ ଯୋଗ୍ୟ ବର ଖୋଜୁଥାନ୍ତି ।                 ଦିନେ ରାଜକୁମାରୀ ରାଜାଙ୍କୁ କହିଲେ, “ବାବା, ମୋର ଜାତକରେ ଅଛି ଯେ ମୋର ସ୍ୱାମୀ ଜଣେ ସମ୍ରାଟ ହୋଇଥିବେ । ତେଣୁ...

Read More

ସୁବର୍ଣ୍ଣ ମୟୁରୀ

କନକପୁରୀର ଲୋକେ କହୁଥା’ନ୍ତି ଯେ ନିକଟସ୍ଥ ବିନ୍ଧ୍ୟାଚଳର ବନରେ ସୁନାରଙ୍ଗର ଏକ ମୟୁରୀ ଘୂରି ବୁଲୁଛି । ରାଜା ବିଚିତ୍ରସେନଙ୍କର ତ ସମସ୍ତ ଅଦ୍ଭୁତ ଜିନିଷ ରଖିବାର ଅଭ୍ୟାସ ଥିଲା । ସେ ଏକଥା ଶୁଣିବା ମାତ୍ରେ ନିଜର ସୈନ୍ୟସାମନ୍ତ ନେଇ ଅରଣ୍ୟକୁ ଗଲେ ।                 ସେଠାରେ ବିନ୍ଧ୍ୟ ପର୍ବତମାଳାର ପାଦଦେଶରେ ଏକ ଶବର ପଲ୍ଲୀ ଥିଲା । ସେହି ପଲ୍ଲୀର ମୁଖିଆଙ୍କ...

Read More

କଳାର ସମ୍ମାନ

ନିଦରୁ ଉଠିବା ମାତ୍ରେ ମୋଗଲସରାଇର ଜମିଦାରଙ୍କୁ ଭାଟ ତା’ର ପ୍ରଶଂସାପୂର୍ଣ୍ଣ ଗୀତ ଶୁଣାଏ । ଏହି ପ୍ରଥା ପ୍ରତ୍ୟେକ ରାଜା, ଜମିଦାରଙ୍କର ଚଳି ଆସୁଅଛି । ସବୁଦିନେ ଏକହିଁ କଥା ଶୁଣି ଶୁଣି ଜମିଦାର ଖୁବ୍ ବିରକ୍ତ ହୋଇ ଦିନେ ଦେବାନ୍ଙ୍କୁ ଡାକି କହିଲେ, “ଏହି ଭାଟ ପ୍ରଥା ଟିକିଏ ବନ୍ଦ କରାଅ ତ । କିଛି କାମ ନାହିଁ, ଦିନସାରା ଅଳସୁଆ ହୋଇ ବସି ରହିବ, ଆଉ ମାସିକ ଭତ୍ତା...

Read More

ମହାଭାରତ

କୃପାଚାର୍ଯ୍ୟ କର୍ଣ୍ଣଙ୍କୁ କହିଲେ, “ବତ୍ସ ଅର୍ଜୁନଙ୍କ ସହିତ ଦ୍ୱନ୍ଦ୍ୱଯୁଦ୍ଧ କରିବାକୁ ହେଲେ ତୁମେ ରାଜବଂଶସମ୍ଭୁତ ହୋଇଥିବା ଆବଶ୍ୟକ ।” ହେଲେ କର୍ଣ୍ଣ ନିଜର ବଂଶ ଓ ମାତାପିତାଙ୍କର ନାମ କହିବାକୁ ଟିକେ ସଙ୍କୋଚ କଲେ । ତାଙ୍କର ଏହି ଦୂରବସ୍ଥା ଦେଖି ଦୁର୍ଯ୍ୟୋଧନ ଆସି କୃପାଚାର୍ଯ୍ୟଙ୍କୁ କହିଲେ, “କ୍ଷତ୍ରିୟ ଓ ରାଜା କେବଳ ରାଜକୁମାରମାନଙ୍କ ସହିତ ଦ୍ୱନ୍ଦ୍ୱ ଯୁଦ୍ଧ...

Read More

ଗୋପୀର ଅନୁମାନ

ଏକଦା ଗୋପୀର ଟିକିଏ ମଥା ଖରାପ ହୋଇଯାଇଥିଲା । ତା’ର କାକା ପୁଅ ଭାଇ ସମୀର ତାକୁ ସହରକୁ ନେଇଯାଇ ଜଣେ ଭଲ ବୈଦ୍ୟଙ୍କ ପାଖରେ ଦେଖାଇଲା । ବୈଦ୍ୟ କିଛି ଦିନ ଧରି ତା’ର ଚିକିତ୍ସା କଲେ ଓ ତାକୁ ସମ୍ପୂର୍ଣ୍ଣ ଭଲ ହୋଇଯିବାର ପ୍ରତିଶୃତି ଦେଇ ଘରକୁ ପଠାଇ ଦେଲେ ।                 ଗୋପୀ ଘରକୁ ଫେରୁଥାଏ । ଗ୍ରାମ ପାଖ ହୋଇ ଆସିଲାଣି, ଦେଖିଲା ଗୋଟିଏ ତେନ୍ତୁଳିଗଛ ତଳେ...

Read More

ବନ୍ଧୁତା

ପ୍ରତାପ ବାରବର୍ଷର ବାଳକ । ଘରେ ସମସ୍ତ କାମରେ ବଡମାନଙ୍କୁ ସେ ଖୁବ୍ ସାହାଯ୍ୟ କରେ । ଏପରିକି ପଡୋଶୀମାନଙ୍କର କିଛି ଦରକାର ପଡିଲେ, ସେ ତାଙ୍କୁ ଖୁସିରେ ଯାଇ ସାହାଯ୍ୟ କରେ । ଖାଲି ସେଇଥିପାଇଁ ସେ ସମସ୍ତିଙ୍କର ଅତି ପ୍ରିୟ । ସମବୟସ୍କ ନରେନ୍ଦ୍ର ତା’ର ଘନିଷ୍ଠ ବନ୍ଧୁ ।                 ନରେନ୍ଦ୍ରର ଘର ପ୍ରତାପର ଘରକୁ ଲାଗିଛି । ନରେନ୍ଦ୍ର ଧନୀ ଘରର ପିଲା ।...

Read More

ଭାଇଭାଗ

ଗୋଟିଏ ଗ୍ରାମରେ ଜଣେ ବଡ ଧନୀ ଥିଲେ । ତାଙ୍କର ବ୍ୟବସାୟ, ଚାଷ ଇତ୍ୟାଦି ନାନାପ୍ରକାରର ଧନରୋଜଗାର କରିବାର ପନ୍ଥା ଥିଲା । ତାଙ୍କର ଚାରିପୁଅ । କ୍ରମେ ସେ ବୃଦ୍ଧ ହୋଇ ବିଛଣା ଧରିଲେ । ବଡପୁଅ କାମ ଦାମ ବ୍ୟବସାୟ ଦେଖାଶୁଣା କରେ, ଦ୍ୱିତୀୟଟି ପଶୁମାନଙ୍କର ଦେଖାଶୁଣା କରେ । ତୃତୀୟଟି ଜମିବାଡି ଦେଖାଶୁଣା କରେ; ଚତୁର୍ଥଟିର ମନ ଏସବୁଥିରେ ନଥାଏ; ସେ ସର୍ବଦା ଶାସ୍ତ୍ର...

Read More

କାହାର ଶିକ୍ଷାଲାଭ?

ରମେଶ ଭାରି ଚଗଲା । ତା’ ବାପା ତାକୁ ଯେତେ ପ୍ରକାରେ ପାଠ ପଢାଇବାକୁ ଚେଷ୍ଟା କଲେ, ହେଲା ନାହିଁ । ଗାଁଠାରୁ କେଇ କୋଶ ଦୂରରେ ଜଣେ ବିଶିଷ୍ଟ ପଣ୍ଡିତ ରହୁଥିଲେ । ପାଠ ଶିଖାଇବାରେ ତାଙ୍କ ଭଳି ଦକ୍ଷ ଶିକ୍ଷକ ରାଜ୍ୟ ଯାକରେ ଆଉ କେହିବି ନଥିଲେ ବୋଲି ଲୋକେ କହୁଥାନ୍ତି । ତାଙ୍କ ନାମ କଲ୍ୟାଣ ମିଶ୍ର । ରମେଶକୁ ନେଇ ତା’ ବାପା କଲ୍ୟାଣ ମିଶ୍ରଙ୍କ ପାଖରେ ପହଁଚିଲେ ଓ ସବୁ...

Read More

ଧୂସର ଦୁର୍ଗ

ଚନ୍ଦ୍ରବର୍ମା ଶତ୍ରୁ ବାହିନୀର ମୁକାବିଲା କରିବା ନିମନ୍ତେ ଯେଉଁ ବ୍ୟୁହ ରଚନା କରୁଥିଲେ, ହଠାତ୍ ଅଧିକ ସଂଖ୍ୟକ ଶତ୍ରୁସୈନ୍ୟ ପହଁଚିଯିବା ଫଳରେ ସେ ବ୍ୟୁହ ବିଫଳ ହେଲା । ଚନ୍ଦ୍ରବର୍ମା ଓ ସୁବାହୁ ପଳାଇ ଯିବାକୁ ଉଦ୍ୟତ ହେଲେ । କେତେଜଣ ଶତ୍ରୁ ସୈନିକ ସେମାନଙ୍କୁ ଅନୁଧାବନ କଲେ । ସେମାନଙ୍କ କବଳରୁ ନିଷ୍କୃତି ପାଇବା ନିମନ୍ତେ ଚନ୍ଦ୍ରବର୍ମା ଓ ସୁବାହୁ ପାହାଡ ତଳେ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ