ମଲାମୂଷାର ମୂଳଧନ

ଏକଦା ବାରାଣସୀ ସହରରେ ଚୁଲ୍ଲକ ନାମରେ ଜଣେ ପଣ୍ଡିତ ବାସ କରୁଥିଲେ । ଦିନେ ସେ କୌଣସି ତତ୍ତ୍ୱ କଥା ଭାବି ଭାବି ଅନ୍ୟମନସ୍କ ଭାବରେ ବାଟ ଚାଲୁଛନ୍ତି, ହଠାତ୍ ତାଙ୍କ ଆଗରେ ମଲା ମୂଷାଟିଏ ପଡିଥିବାର ସେ ଦେଖିଲେ ।                 ସେ ନିଜକୁ ନିଜେ କହିଲେ “ଇଃ, କେଡେ ଖରାପ ଦୃଶ୍ୟ!” ତା’ପରେ ସେ ପୁଣି କହିଲେ, “କିନ୍ତୁ ଜଣେ ବୁଦ୍ଧିମାନ ଲୋକ ଏଇ ମଲା ମୂଷାରୁ ମଧ୍ୟ...

Read More

ନ୍ୟାୟ ବିଚାରର ସିଂହାସନ

ସୁପ୍ରାଚୀନ ନଗରୀ ଉଜ୍ଜୟିନୀକୁ ଲାଗି ଗୋଟାଏ ବିସ୍ତୃତ ପାହାଡିଆ ଅଂଚଳ ଥିଲା । ଦିନେ ସେଠାରେ ଦଳେ ପିଲା ଖେଳୁଥିଲେ । ସେମାନଙ୍କ ଭିତରୁ ଗୋଟିଏ ପିଲା ହଠାତ୍ ଗୋଟାଏ ଛୋଟ ପାହାଡ ଉପରକୁ ଉଠିଗଲା । ତା’ ଗୋଡରେ କ’ଣ ବାଜିବାରୁ ସେ ତଳକୁ ଅନାଇ ଦେଖିଲା, ପାହାଡ ମୁଣ୍ଡରେ ମସୃଣ ଚାରିକୋଣିଆ ପଥରଟିଏ । ପିଲାଟି ତା’ ସାଥିମାନଙ୍କୁ ଡାକିଆଣି ସେହି ପଥର ଚେକା ଖଣ୍ଡିକ...

Read More

କବିର ପରୀକ୍ଷା

ପଲ୍ଲବ ରାଜ୍ୟର ଅଧିପତି ରାଜା ଲଳିତସେନ କାବ୍ୟକବିତାର ଅତ୍ୟନ୍ତ ଆଦର କରୁଥିଲେ । ଗୁଣୀ କବିମାନଙ୍କୁ ଉତ୍ସାହ ଦେବା ନିମନ୍ତେ ସେ ନାନାଦି ପୁରସ୍କାରର ବ୍ୟବସ୍ଥା କରିଥିଲେ । ରାଜ୍ୟର ପାଞ୍ଚଜଣ ବିଶିଷ୍ଟ କବିଙ୍କୁ ସେ ରାଜକବିର ସମ୍ମାନ ଦେଇ ନଅର ପାଖରେ ପାଞ୍ଚଟି ଘର ଦେଇ ସପରିବାରେ ରଖାଇଥିଲେ । ସେ ପାଞ୍ଚଜଣଙ୍କୁ ପଂଚରତ୍ନ ବୋଲି କୁହାଯାଉଥିଲା ।                ...

Read More

ତିନି ତାନ୍ତ୍ରିକ

ପିଙ୍ଗଳ ଅବନ୍ତୀ ନଗରୀକୁ ଲେଉଟି ଆସି ନିଜ ମା’ର ଦୟନୀୟ ଅବସ୍ଥା ଦେଖିଲା । କାଳବିଳମ୍ବ ନକରି ସେ ଭଲ୍ଲୁକକେତୁ ସାହାଯ୍ୟରେ ରାଜକୋଷରେ ଥିବା ନିଜର ଧନରତ୍ନ ତଥା ରାଜପ୍ରାସାଦରୁ ତା’ର ଅପହୃତ ଯାଦୁଥଳି ଉଦ୍ଧାର କରି ଆଣିଲା । ଭଲ୍ଲୁକକେତୁକୁ ପଠାଇ ଦୁଇ ବନ୍ଦୀ ଭାଇଙ୍କୁ ମଧ୍ୟ କାରାଗାରରୁ ସେ ନେଇ ଆସିଲା । ଭଲ୍ଲୁକକେତୁର ପ୍ରେତ ବାହିନୀକୁ ଲଗାଇ ସେ ନଦୀ କୂଳରେ ନିଜ...

Read More

ଶିକ୍ଷା ଲାଭ

ନିଶା ଗରଜୁଥାଏ । ତୁହାକୁ ତୁହା ବର୍ଷା ହେଉଥାଏ । ଘନ ଘନ ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ସାଙ୍ଗକୁ ଅଶରିରୀମାନଙ୍କ ଅଟ୍ଟହାସ୍ୟ ବି ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।                 ହେଲେ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି...

Read More

ଅପୂର୍ବ ଅନୁରୋଧ!

କେଶବ ରାମଗିରିର ଜମିଦାରଙ୍କ ପାଖରେ ପହଁଚି ଚାକିରୀ କରିବା ପାଇଁ ଆବେଦନ କଲା । ଜମିଦାର ତାକୁ ପଚାରିଲେ, “କୁହ, ତମେ କେତେ ଦରମା ଆଶା କରୁଛ?”                 କେଶବ କହିଲା, “ଆଜ୍ଞା, ଆପଣ ଯାହା ସ୍ଥିର କରିବେ!”                 ଜମିଦାର କହିଲେ “ନା, ନା, ସେମିତି କହିଲେ ହେବ ନାହିଁ ।”                 କେଶବ ଟିକିଏ ଚିନ୍ତା କରି କହିଲା, “ଆଜ୍ଞା, ଦୁଇଶହ...

Read More

ମିତ୍ରତାର ମୂଲ୍ୟ

ହସନପୁର ଗ୍ରାମରେ ଅଧିକାଂଶ ଲୋକ ତନ୍ତବୁଣା ଲୁଗା ବେପାର କରି ଚଳନ୍ତି । ଗଣେଶ ଓ ରାଘବ ସେଇ ଗ୍ରାମର ଦୁଇଜଣ; ସେମାନେ ଲୁଗା ବୁଣନ୍ତି ଓ ବେପାର କରନ୍ତି । ସେ ଦୁହେଁ ବନ୍ଧୁ । ଦୁହେଁ ସୁନ୍ଦର ଜରିଧଡି ଥିବା ବସ୍ତ୍ର ବୁଣି ସହରକୁ ନେଇ ବିକନ୍ତି । ଗଣେଶର ତ ନିଜର ଏକ ବଳଦ ଗାଡି ଥାଏ । ସେଇଥିରେ ସେ ତା’ ଲୁଗା ବୋଝାଇ କରି ସହରକୁ ଯାଏ ଓ ଅନ୍ୟ ସମୟରେ ସେ ତା’...

Read More

ରାକ୍ଷସ ନୀତି

ଥରେ ଦଳେ ଭକ୍ତ କାଶୀ ଅଭିମୁଖେ ବୁଲିବାକୁ ଯାଉଥିଲେ । ବାଟରେ ଜଙ୍ଗଲ ପଡିଲା । ଜଙ୍ଗଲ ମଧ୍ୟରେ ଯାଉ ଯାଉ କ୍ଳାନ୍ତ ହୋଇ ଗୋଟିଏ ବୃହତ୍ ବୃକ୍ଷ ଛାୟାରେ ସେମାନେ ବିଶ୍ରାମ କରୁଥା’ନ୍ତି । ଏଇ ସମୟରେ ଦୂରରୁ ଗୋଟିଏ ରାକ୍ଷସ ସେମାନଙ୍କୁ ଦେଖି ତାଙ୍କ ସହିତ କିଛି ମଜା କରିବା ପାଇଁ ମନରେ ପାଂଚିଲା ।                 ରାକ୍ଷସ ଭୟଙ୍କର ମୂର୍ତ୍ତି ନେଇ ସେମାନଙ୍କ ଆଗକୁ...

Read More

ମହତ୍ତ୍ୱ ପରୀକ୍ଷା

ଯେତେବେଳେ ବ୍ରହ୍ମଦତ କାଶୀରାଜ୍ୟର ରାଜା ଥିଲେ, ସେତେବେଳେ ବୋଧିସତ୍ୱ ତାଙ୍କରି ପୁତ୍ର ରୂପେ ଜନ୍ମ ନେଲେ । ସେ ଷୋହଳ ବର୍ଷ ବୟସ ପର୍ଯ୍ୟନ୍ତ ତକ୍ଷଶିଳାକୁ ଯାଇ ସେଠାରେ ସମସ୍ତ ବିଦ୍ୟା ଓ ସମସ୍ତ ଶାସ୍ତ୍ର ଅଧ୍ୟୟନ କରି ସବୁଥିରେ ପାରଦର୍ଶିତା ଲାଭ କଲେ । ତାଙ୍କ ପିତାଙ୍କ ମୃତ୍ୟୁ ପରେ ସେ କାଶୀ ସିଂହାସନ ଆରୋହଣ କଲେ ।                 ତାଙ୍କ ଶାସନକାଳରେ କାଶୀର...

Read More

ଯୌତୁକର ଭୂତ

ସୀତାପୁର ନାମକ ଗ୍ରାମରେ ଗୋବିନ୍ଦ ଦାସ ନାମରେ ଜଣେ ସାଧାରଣ ଗୃହସ୍ଥ ଥିଲେ । ତାଙ୍କର ସୁଭାଷିନୀ ନାମକ ଝିଅଟିଏ ଥାଏ । ସେ ତାଙ୍କର ଏକମାତ୍ର ସନ୍ତାନ । କ୍ରମେ ସେ ସୁଭାଷିନୀର ବିବାହ ବୟସ ହେଲା । ଏଣୁ ଗୋବିନ୍ଦ ଦାସ ତା’ପାଇଁ ବର ଖୋଜିବାକୁ ଲାଗିଲେ । କିନ୍ତୁ ଯେଉଁଠି ପ୍ରସ୍ତାବ ପଡୁଥାଏ ସେମାନେ ନଗଦ ତିନିହଜାର ଟଙ୍କା ଯୌତୁକ ଦେବାକୁ ଦାବୀ କରନ୍ତି । ବିଚରା...

Read More

ଭୀମର ଭାଗ୍ୟ

ଭୀମ ଯେମିତି ବଳୁଆ, ଠିକ୍ ସେମିତି ସେ ସାହସୀ ମଧ୍ୟ । ଗାଁ ଲୋକେ ତାକୁ ବଡ ଭଲ ପାଉଥିଲେ । ଯାହା ଘରେ ପିଠାପଣା ହେଲେ ସେଥିରୁ ତାକୁ ଭାଗ ମିଳୁଥିଲା । କାରଣ, ତା’ର ନିଜର ବୋଲି କେହିବି ନଥିଲେ । ସେ ଶିଶୁଥିବା ସମୟରେ ତା’ର ମା ବାପା ଏ ସଂସାର ଛାଡି ଚାଲି ଯାଇଥିଲେ । କକା ଘରେ ରହି ସେ ମଣିଷ ହୋଇଥିଲା । କକା ବି ଆଉ ଇହଧାମରେ ନଥିଲେ । ଭୀମ ସବୁବେଳେ ଉଦାସ ରହୁଥାଏ...

Read More

ବିବେକ ଓ ବଚନ

ଜଣେ ଖଲିଫା ବାଗଦାଦ ନଗରୀରେ ରାଜୁତି କରୁଥିଲେ । ସେ ସାହିତ୍ୟ, ପାଣ୍ଡିତ୍ୟ ଓ ବୁଦ୍ଧିର ବିଶେଷ ଆଦର କରୁଥିଲେ । ସେ ମଧ୍ୟେ ମଧ୍ୟେ ପଣ୍ଡିତ ଓ ଗୁଣୀବ୍ୟକ୍ତି ମାନଙ୍କର ବି ସଭା ଡାକୁଥିଲେ । ସେ ସଭାରେ ନାନା ଦାର୍ଶନିକ ଓ ସାମାଜିକ ବିଷୟର ଚର୍ଚ୍ଚା ହେଉଥିଲା । କହିବା ବାହୁଲ୍ୟ, ପଣ୍ଡିତମାନେ ନାନା ପୁରସ୍କାର ପାଇ ଖୁସି ହୋଇ ଯାଉଥିଲେ ।                 ସଭାର...

Read More

ବିଷ୍ଣୁ ପୁରାଣ

କପିଳବାସ୍ତୁ ନଗର ଟପି ଅନେକ ଦୂର ଯିବା ପରେ ସିଦ୍ଧାର୍ଥ ନିଜର ତରବାରୀ, ଉତରୀୟ ତଥା ଅଙ୍ଗଭୁଷଣମାନ ସାରଥୀ ଚେନ୍ନାକୁ ଦେଇ କହିଲେ, “ଚେନ୍ନା, ତମେ ପିତାଙ୍କୁ ମୋର ପ୍ରଣାମ ଜଣାଇବ ଓ ତାଙ୍କୁ କହିବ ସିଦ୍ଧାର୍ଥ ଏ ବିଶାଳ ବିଶ୍ୱ ପାଇଁ ପରିବର୍ତ୍ତନ ଆଣିବା ସକାଶେ ପ୍ରାଣୀମାନଙ୍କର କଷ୍ଟ ଦୂର କରିବା ମାନସରେ ଯାଇଛନ୍ତି, ସଫଳ ହୋଇ ଫେରି ଆସିବେ । ରାଜା ନିଜ ପୁତ୍ରର...

Read More

ଅଳଙ୍କାର!

ବିଷ୍ଣୁପୁରର ରାଜକନ୍ୟା କଳାବତୀ ତାଙ୍କ ପିତାମାତାଙ୍କର ଏକମାତ୍ର ସନ୍ତାନ ଥିଲେ । ଅର୍ଥାତ୍ ତାଙ୍କୁ ଯିଏ ବିଭା ହେବ, ତାଙ୍କ ପିତାଙ୍କ ରାଜ୍ୟର ସିଂହାସନରେ ଭବିଷ୍ୟତରେ କେବଳ ସେହିଁ ବସିବ! କଳାବତୀଙ୍କ ରୂପ ଗୁଣ ବିଷୟରେ ତ ଅନେକ ଭଲକଥା ଶୁଣାଯାଉଥାଏ । ବୁଦ୍ଧିରେ ତାଙ୍କୁ ତ କେହିବି ଟପି ପାରିବେ ନାହିଁ, ଅଥଚ ନିଜ ବୁଦ୍ଧି ଯୋଗୁଁ ତାଙ୍କର କୌଣସି ଅହଙ୍କାର ନଥାଏ ।...

Read More

ନ୍ୟାୟପୀଠ

ମିତ୍ରପୁର ରାଜ୍ୟର ଶାସକ ଚନ୍ଦନଦେବଙ୍କର ଇଚ୍ଛା ଥିଲା ଯେ ତାଙ୍କ ରାଜ୍ୟରେ ସମସ୍ତ ବିଚାର ଯେପରି ନ୍ୟାୟପୂର୍ବକ ହୁଏ । କିନ୍ତୁ ମଣିଷତ ଆଉ ସମ୍ପୂର୍ଣ୍ଣ ନ୍ୟାୟ କେବେବି କାହାକୁ ଦେଇପାରିବ ନାହିଁ । ତେଣୁ କୌଣସି ଦୈବୀଶକ୍ତି ପ୍ରାପ୍ତ କରିବା ନିମନ୍ତେ ସେ ଘୋର ଜଙ୍ଗଲକୁ ଯାଇ ଧର୍ମଦେବୀଙ୍କୁ ପାଇବା ପାଇଁ ତପସ୍ୟା କଲେ ।                 ଧର୍ମଦେବୀ ଆବିର୍ଭୂତା...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ