ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଭାଗ୍ୟର ବିଡମ୍ବନା

ନିଶା ଗରଜୁଥାଏ । ତୁହାକୁ ତୁହା ଥଣ୍ଡା ପବନ ସାଙ୍ଗକୁ ଅସରାଏ ଲେଖାଏଁ ବର୍ଷା ବି ହୋଇ ଯାଉଥାଏ । ଘଡଘଡି ମଝିରେ ଶ୍ୱାନଶ୍ୱାପଦଙ୍କ ରଡି ତଥା ଅଶରିରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅର ଝଲକରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।                 କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ଭୟଭୀତ ନ ହୋଇ ପୁନରାୟ ସେ ପ୍ରାଚୀନ ବୃକ୍ଷଟି ପାଖକୁ...

Read More

ଭୀରୁର ଭୂମିକା

ରାମପୁର ଗୋଟିଏ ଛୋଟିଆ ରାଜ୍ୟ । ସେ ରାଜ୍ୟର ଗୋଟିଏ ଗ୍ରାମରେ ପ୍ରସାଦ ନାମକ ବାଳକ ଥାଏ । ପିଲାବେଳରୁ ପ୍ରସାଦର ବାପା ମା ତ ମରି ଯାଇଥାନ୍ତି । ତାକୁ ତା’ ବୁଢୀମା ପାଳି ପୋଷି ମଣିଷ କରିଥାନ୍ତି ।                 ପ୍ରସାଦ ଦେଖିବାକୁ ଡଉଲ୍ ଡାଉଲ୍ ବାଳକ, କିନ୍ତୁ ତା’ ଭଳି ଡରୁଆ ଜୀବଜଗତରେ ଆଉ କେହିବି ନଥିବେ ।                 ଦିନେ ଜଣେ ସନ୍ନ୍ୟାସୀ...

Read More

ପିତାଙ୍କ ଆଦର୍ଶ!

ଅନେକ ଦିନ ତଳର କଥା । ଥରେ ବୋଧିସତ୍ୱ କାଶୀ ରାଜ୍ୟର ଗୋଟିଏ ପଲ୍ଲିରେ ଜନ୍ମଗ୍ରହଣ କରିଥାନ୍ତି । ବାପା ମା ତାଙ୍କ ନାମ କମଳ ରଖିଥିଲେ । ସେମାନେ ବହୁତ ସ୍ନେହ ଯତ୍ନରେ କମଳକୁ ବଢାଇଥିଲେ ।                 କମଳ ତ ଶିଶୁଅବସ୍ଥାରେହିଁ ନିଜର ଅସାଧାରଣ ବୁଦ୍ଧି ଓ ବିବେକର ପରିଚୟ ଦେଲା । ବାପା ମା ତାକୁ ଯେତିକି ସ୍ନେହ କରୁଥିଲେ, ତାହାଠାରୁ ତା’ ଜେଜେ ବାପା ତାକୁ...

Read More

ଆଖି ଥାଇ ଅନ୍ଧ

ଉଦୟଗିରି ନଗରୀର ଶାସନକର୍ତ୍ତା ରୂପେ ପୁରନ୍ଦର ନାମକ ଜଣେ ଅମାତ୍ୟ ନିଯୁକ୍ତ ହୋଇଥିଲେ । ମହାରାଜା ତାଙ୍କୁ ନିଯୁକ୍ତ କରିଥିଲେ ସତ, କିନ୍ତୁ ସେ ନଗରୀରେ ଲୋକେ ପୁରନ୍ଦରଙ୍କୁହିଁ ରାଜା ଭଳି ଦେଖୁଥିଲେ ।                 ପୁରନ୍ଦରଙ୍କ ପ୍ରତି ଲୋକଙ୍କର ସେଭଳି ସମ୍ମାନ ରହିବାର ବିଶେଷ କାରଣ ଥିଲା । ଉଦୟଗିରିରେ ଅନେକ ଦିନ ଧରି ଅରାଜକତା ବ୍ୟାପି ରହିଥିଲା । ଚୋର...

Read More

ନିଷ୍ଠୁରତାର ପ୍ରତିଫଳ

ନଟବର ତ ପିଲାଦିନେ ଖୁବ୍ ଦୁଷ୍ଟ ଥିଲା । ଚଗଲାମି କରିବାରେ ତା’ର ଦିନଯାଏ । ବେଳେ ବେଳେ ନିଜ ଖୁସି ପାଇଁ ପଶୁମାନଙ୍କ ସହିତ ଲାଗି ତାଙ୍କୁ ସେ ଭାରି ହଇରାଣ କରେ ।                 ଦୁର୍ଭାଗ୍ୟକୁ ଥରେ ଛୋଟ କୁକୁରଛୁଆଟିଏ ତା’ ହାବୁଡରେ ପଡିଲା । ନଟର ବାପା ସବୁଦିନେ ଟିକିଏ ରୁଟି ଦେବାରୁ ସେ ସେଠିକି ଆସେ । ନଟ ସୁଯୋଗ ଦେଖି ତାକୁ ବହୁତ ହଇରାଣ କରେ । ଯେତେବେଳେ...

Read More

ଠକ ସହିତ ଠକାମୀ

ଗୋବିନ୍ଦପୁରରେ ରଘୁ ସାହୁ ନାମରେ ଜଣେ ଧନୀ ବଣିଆ ଥାଏ; ସେ ସମସ୍ତଙ୍କୁ ବହୁତ ସୁଧରେ କରଜ ଦେଉଥାଏ । ସେଇ ଗାଁରେ ରାମପ୍ରସାଦ ନାମରେ ଗରିବ ଚାଷୀଟିଏ ଥାଏ । ଦିନେ ଅତି ବିପଦରେ ପଡି ସେ ରଘୁ ସାହୁ ପାଖକୁ ଗଲା ଓ ତାକୁ କହିଲା, “ରଘୁଭାଇ, ମତେ ପଚିଶଟି ଟଙ୍କା ଧାର ଦିଅ । ମୁଁ ସପ୍ତାହଟିଏ ପରେ ତାହା ନିଶ୍ଚୟ ଶୁଝିଦେବି ।”                 ରଘୁ ବଡ କଞ୍ଜୁସ୍ ଥିଲା ।...

Read More

ବିଷ୍ଣୁ ପୁରାଣ

ଶ୍ରୀକୃଷ୍ଣ ଅର୍ଜୁନଙ୍କ ରଥକୁ ନେଇ ଦୁଇସେନା ମଝିରେ ରଖିଲେ । ଦୁଇପକ୍ଷର ସୈନ୍ୟଙ୍କୁ ଦେଖି ଅର୍ଜୁନଙ୍କ ମନ ବିଷାଦରେ ପୂର୍ଣ୍ଣ ହେଲା । ଶତୃପକ୍ଷରେ ଯେଉଁମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ରହିଥିଲେ ସେମାନଙ୍କ ମଧ୍ୟରେ ତାଙ୍କର ଗୁରୁଜନ, ବନ୍ଧୁଜନ, ଭାଇମାନେ ଓ ଅନ୍ୟାନ୍ୟ ଆତ୍ମୀୟମାନେ ବି ଥିଲେ । ଅର୍ଜୁନଙ୍କ ହସ୍ତ ଶିଥିଳ ହୋଇ ସେଥିରୁ ଧନୁ ଖସି ପଡିଲା ଓ ସେ...

Read More

ବିଧାତାର ଦଣ୍ଡ

“ବାସ୍ରାର ରାଜମହଲରେ ଚୋରୀ!” ଏ ଖବର ଦେଖୁ ଦେଖୁ କ୍ରମେ ଚାରିଆଡେ ବ୍ୟାପୀ ଗଲା । ସୁଲତାନ୍ ରାଗରେ ଯେତେବେଳେ ଥରୁଥିଲେ, ସଚୀବମାନେ ସେତେବେଳେ ଭୟରେ ଥରୁଥିଲେ । ମହଲ ଭିତରେ ଏତେ ସାବଧାନ ହୋଇ ପହରା ଦେବା ସତ୍ତ୍ୱେ କିପରି ଏ ଚୋରୀ ହେଲା ତାହାହିଁ ବଡ ଆଶ୍ଚର୍ଯ୍ୟଜନକ ।                 ସୁଲତାନ୍ ସଚୀବମାନଙ୍କୁ ଡାକି ଗର୍ଜ୍ଜନ କରି କହିଲେ, “ଏହା ଦ୍ୱାରା ପ୍ରମାଣ...

Read More

ଦୁଇ ମୂର୍ଖ ବ୍ୟବସାୟୀ

ଅନୁପଗଡର ଜମିଦାର ବଡ ଦୟାଳୁ ଥିଲେ । ସେ ବରାବର ବ୍ୟବସାୟୀମାନଙ୍କୁ ଟଙ୍କା କରଜ ଦିଅନ୍ତି । କିନ୍ତୁ ଟଙ୍କା ଦେବା ପୂର୍ବରୁ ସେ ଲୋକଟିର ବ୍ୟବସାୟୀବୁଦ୍ଧି ଅଛି ନା ନାହିଁ ତାହା ସେ ପରୀକ୍ଷା କରନ୍ତି । ଯଦି ତାଙ୍କର ବିଶ୍ୱାସ ହୁଏ ଯେ ସେହି ବ୍ୟକ୍ତି ବ୍ୟବସାୟ କଲେ ସଫଳ ହେବ ତେବେ ଯାଇ ସେ ତାକୁ ଋଣ ଦିଅନ୍ତି ।                 ଦିନେ ତାଙ୍କଠାରୁ ଋଣ ନେବା ପାଇଁ...

Read More

କରଜ ଆଦାୟ

ବୀରବାବୁ ଓ ମଥୁରୀବାବୁ ଦୁହେଁ ଗାଁମୁଣ୍ଡ ବରଗଛ ତଳେ ଥିବା ବେଦୀ ଉପରେ ବସି ଗଳ୍ପ କରୁଥିଲେ । ଗଗନ ସେଠାକୁ ଧଇଁ ସଇଁ ହୋଇ ଦୌଡି ଆସି ପହଁଚି ମଥୁରୀ ବାବୁଙ୍କୁ କହିଲା, “ବାବୁ, ଦୟାକରି ମୋତେ ଚାରିମାସ ପାଇଁ ଶହେଟଙ୍କା କରଜ ଦିଅନ୍ତୁ । ମୁଁ ସୁଧମୂଳ ମିଶାଇ ଶୁଝିଦେବି । ବଡ ବିପଦରେ ପଡିଛି ।”                 “ତୁମକୁ ଦେବାରେ ମୋର କୌଣସି ଆପତ୍ତି ନାହିଁ ।...

Read More

“ମୁଁ – ଆମେ”

ରଙ୍ଗପୁରର ମାଧବ ଜଣେ ଉଦୀୟମାନ ଯୁବକ; ପିଲାବେଳଠୁଁ ନାନା ଶାସ୍ତ୍ର ପଢି ସେ ଅନେକ ଜ୍ଞାନ ଅର୍ଜନ କରିଥାଏ । ଏଣୁ ସେ ଗ୍ରାମସାରା ତା’ର ଖାଲି ପ୍ରଶଂସା । ଯିଏ ଯାହା ପ୍ରଶ୍ନ କରୁ ପଛେ, ସେ ତତ୍କ୍ଷଣାତ୍ ତା’ର ଉତ୍ତର ଦିଏ; ସେଥିପାଇଁ ସେ ବଡ ଲୋକପ୍ରିୟ ହୋଇଥାଏ । ଏତେ ପ୍ରଶଂସା ପାଇବା ଯୋଗୁଁ ତା’ ମନ ମଧ୍ୟରେ କ୍ରମେ ଗର୍ବ ଓ ଅହଂକାର ସୃଷ୍ଟି ହେଲା ।...

Read More

ଭୁବନ ସୁନ୍ଦରୀ

(ମୋହନ ଭୁବନସୁନ୍ଦରୀଙ୍କୁ ନେଇ ଯାଇଥିଲେ । ଏଥିପାଇଁ ଯୁଦ୍ଧ ଲାଗୁ ବୋଲି ଗ୍ରୀକ୍ ରାଜା ତ ଆଦୌ ଚାହୁଁ ନଥିଲେ । ସେ ତାଙ୍କୁ ଫେରାଇ ଦେବା ପାଇଁ ଦୂତ ପଠାଇଲେ । ଭୁବନସୁନ୍ଦରୀଙ୍କ ସ୍ୱାମୀ ପ୍ରତାପ ଗ୍ରୀକ୍ ରାଜକୁମାରମାନଙ୍କୁ ଯୁଦ୍ଧ କରିବାକୁ ଯିବା ପାଇଁ ନିମନ୍ତ୍ରଣ କଲେ । ସମସ୍ତିଙ୍କୁ ବହୁ କଷ୍ଟରେ ଏକତ୍ରିତ କରି ପ୍ରତାପ ଟ୍ରୟ ନଗରୀକୁ ଆକ୍ରମଣ କରିବାକୁ ଚାଲିଲେ ।...

Read More

ଗଙ୍ଗାରାମଙ୍କ ଭୂଲ୍

ହେଲାପୁରୀର ଧନୀ ଗଙ୍ଗାରାମ ଜଣେ ମଧ୍ୟବୟସ୍କ ବ୍ୟକ୍ତି । ତାଙ୍କର ଅନେକ ବ୍ୟବସାୟ, ତେଣୁ ଅନେକ ରୋଜଗାର । ସେ ପୁଅ ହାତରେ ସବୁ କିଛି ସମର୍ପି ଦେଇ ନିଜେ ଶାନ୍ତିରେ ଜୀବନ ବିତାଇବାକୁ ଚାହିଁଲେ ।                 ଦିନେ ଦୁଆର ପାଖରେ ପଡିଯାଇ ସେ ତାଙ୍କ ଗୋଡ ଭାଙ୍ଗିଲେ । ଶଯ୍ୟାଶାୟୀ ହୋଇ ସେ ପଡିଥା’ନ୍ତି; ତାଙ୍କ ବାଲ୍ୟବନ୍ଧୁ ଗୋବିନ୍ଦ ଏକଥା ଶୁଣି ଦେଖିବାକୁ...

Read More

ଛଦ୍ମବେଶ

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ମଧ୍ୟରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ନ ହୋଇ...

Read More

ତାଜା ମିଠାଇ

ଦିନେ ସଂଧ୍ୟାବେଳେ ରତ୍ନପୁର ଗ୍ରାମର ମୁଖିଆ ରାମଚନ୍ଦ୍ର ଓ ଗ୍ରାମର ଅନ୍ୟକେତେକ ଭଦ୍ରଲୋକ ବଟଗଛ ତଳେ ଥିବା ଚଉତରା ଉପରେ ବସି ଆଳାପ ଆଲୋଚନା କରୁଥିଲେ । ସେତେବେଳେ ଅନ୍ୟ ଗ୍ରାମରୁ ଆସିଥିବା ଜଣେ ଲୋକ ରାମଚନ୍ଦ୍ରଙ୍କୁ ନମସ୍କାର କଲା । ରାମଚନ୍ଦ୍ର ତାକୁ ଠିକ୍ ଚିହ୍ନି ପାରିଲେ; ସେ ତାଙ୍କ ସମୁଧିଙ୍କର ଚାକର ବୀର ଥିଲା । ରାମଚନ୍ଦ୍ର କହିଲେ, “କହ, କ’ଣ ଖବର ଆଣିଛୁ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ