ବିଷ୍ଣୁଭଟ୍ଟ ବିରଚିତ

ଚନ୍ଦନପୁର ଏକ ଛୋଟ ରାଜ୍ୟ ହେଲେ ମଧ୍ୟ, ଏହାର ଅଧିପତି କମଳଚନ୍ଦ୍ର, କବି ଓ ପଣ୍ଡିତମାନଙ୍କୁ ବଡ ଆଦର କରନ୍ତି । ଏଥିନେଇ ତାଙ୍କର ବେଶ୍ ସୁନାମ ଅଛି । ଯୁବକ ମୁରଲୀନାଥ, ଦରବାରର ବିଶିଷ୍ଟ କବିମାନଙ୍କ ମଧ୍ୟରେ ଅନ୍ୟତମ । ନିଜର କବି ପ୍ରତିଭା ଓ ବାକ୍ଚାତୁର୍ଯ୍ୟ ପାଇଁ, ସେ ରାଜାଙ୍କର ଅତ୍ୟନ୍ତ ପ୍ରିୟପାତ୍ର । ରାଜାଙ୍କ ସହିତ ତାଙ୍କର ଘନିଷ୍ଠତା ଅନ୍ୟ କବିମାନଙ୍କୁ...

Read More

ରୂପଧରଙ୍କ ଯାତ୍ରା

(ପଦ୍ମମୁଖୀ ସ୍ଥିର କରିଥିଲେ ଓ ଘୋଷଣା ମଧ୍ୟ କରି ସାରିଥିଲେ ଯେ, ଯେଉଁ ଯୁବକ ତାଙ୍କୁ ବିବାହ କରିବାର ଲାଳସା ପୋଷଣ କରିଛନ୍ତି, ତାଙ୍କୁ, ତାଙ୍କ ପତିଙ୍କର ଧନୁରେ ତୀର ସଂଯୁକ୍ତ କରି, ତାଙ୍କ ପତିଙ୍କ ସଦୃଶ ବାରଟି କୁରାଢିର ଗର୍ତ୍ତ ମଧ୍ୟ ଦେଇ ଲକ୍ଷ୍ୟ ଭେଦ କରିବାକୁ ପଡିବ । ବୃଦ୍ଧ ଭିକାରୀ ରୂପ ଧାରଣ କରିଥିବା ନିଜ ପତିଙ୍କୁ ମଧ୍ୟ ସେ ଏହା ଜଣାଇ ଥିଲେ । କାରଣ...

Read More

ବିଷ୍ଣୁଙ୍କ ମାୟା

ବାଳକ ଧ୍ରୁବ କଠୋର ତପସ୍ୟାରେ ମଗ୍ନଥିଲେ । ଇନ୍ଦ୍ର ତାଙ୍କର ତପସ୍ୟା ଭଗ୍ନ କରିବାକୁ ମନସ୍ଥ କରି, ବିରୂଥ ନାମକ ଏକ ଗନ୍ଧର୍ବକୁ ରାକ୍ଷସ ରୂପରେ ସେଠାକୁ ପଠେଇଲେ । କିନ୍ତୁ ଅରଣ୍ୟରେ ଅନ୍ୟ ଜଣେ ମୁନି ଏହି ଛଦ୍ମବେଶ ଧାରଣ କଥା ଜାଣିପାରି ବିରୂଥଙ୍କୁ, ପ୍ରକୃତ ରାକ୍ଷସ ହୋଇଯିବା ପାଇଁ ଅଭିଶାପ ଦେଲେ । ଏହି ଅଭିଶାପର ପ୍ରଭାବରେ ବିରୂଥ ନିଜର ଦେବତ୍ୱ ହରେଇଲା । ରାକ୍ଷସ...

Read More

ପ୍ରତାପଙ୍କ ଉପବାସ

ଏଣେ ନିଶା ଗରଜୁଥାଏ । ବାହାରେ ତେଣେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଠିକ୍ ସେହି ସମୟରେ ଆଖପାଖର ଅରଣ୍ୟ ଭିତରୁ ସାଇଁ ସାଇଁ ଶବ୍ଦ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ମଝିରେ ଅଶରିରୀମାନଙ୍କ ଅଟ୍ଟହାସ୍ୟ ବି ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ସେ ରାଜା ବିକ୍ରମାର୍କ...

Read More

ସାଷ୍ଟାଙ୍ଗ ପ୍ରଣିପାତ

ବାଲିଆପାଳ ସମୁଦ୍ର କୂଳିଆ ଗାଁଟିଏ । ଥରେ ଭୟଙ୍କର ତୋଫାନ ଆସି ସେ ଗାଁର ପ୍ରାୟ ସବୁ ଘରଦ୍ୱାର ଉଜାଡି ଦେଲା । ଶ୍ୟାମ ନାମକ ଗରିବ ଚାଷୀଟିଏ ତା’ ଭଙ୍ଗାଘରକୁ ମରାମତି କରିବା ପାଇଁ ଚାହୁଁଥାଏ । ମାତ୍ର ତା’ ପାଖରେ ସେତେ ଧନ ନ ଥାଏ । ତେଣୁ ପାଖ ପଡୋଶୀକୁ ସେ ସାହାଯ୍ୟ ମାଗିଲା । ସେମାନେ, ଗାଁରେ ସୁଧନେଇ କରଜ ବ୍ୟବସାୟ କରୁଥିବା ବେପାରୀ ବିହାରୀଲାଲ ପାଖକୁ ଯିବାକୁ...

Read More

ସଦାନନ୍ଦ

ସଦାନନ୍ଦ ନାମକ ଜଣେ ଯୁବକ ବିଶାଳପୁର ଗ୍ରାମରେ ରହୁଥିଲା । ସେ ଖୁବ୍ ପରିଶ୍ରମୀ ଓ ସବୁ ବିଷୟ ଶିଖିବାରେ ତା’ର ବଡ ଆଗ୍ରହ । ସେ କାହାରି ଉପରେ କେବେବି ବିରକ୍ତ ହୁଏ ନାହିଁ । ସବୁବେଳେ ସେ ଖାଲି ହସହସ, ଖୁସିବାସିଆ ରହେ । ଲୋକମାନେ କହନ୍ତି ନାମ ଅନୁସାରେ ତା’ର ପ୍ରକୃତି ମଧ୍ୟ ସଦାନନ୍ଦ । ସେହି ଗ୍ରାମକୁ ପ୍ରାରବ୍ଧ ନାମକ ଜଣେ ଧନୀବ୍ୟକ୍ତି ଜଳବାୟୁ ପରିବର୍ତ୍ତନ...

Read More

ମହାଭାରତ

ଅର୍ଜୁନ ଇନ୍ଦ୍ରପୁରୀରେ ଅବସ୍ଥାନ କରୁଥିବା ସମୟରେ ରୋମଶ ମହର୍ଷି, ତିନିଲୋକ ପରିକ୍ରମା କରିବା ଅବସରରେ ସ୍ୱର୍ଗ-ଲୋକରେ ଯାଇ ପହଁଚିଲେ । ଇନ୍ଦ୍ର ସିଂହାସନରେ ଇନ୍ଦ୍ରଙ୍କ ସହିତ ଅର୍ଜୁନଙ୍କୁ ଉପବେଶନ କରିଥିବାର ଦେଖି ସେ ଅତୀବ ଆଶ୍ଚର୍ଯ୍ୟାନ୍ୱିତ ହେଲେ । ଭାବିଲେ, “ଏ ନିଶ୍ଚୟ ଜଣେ ବଡ ତପସ୍ୱୀ ହୋଇଥିବେ । ତପଃ-ଶକ୍ତି ପ୍ରଭାବରୁ, ଇନ୍ଦ୍ରଙ୍କ ସହିତ ସିଂହାସନରେ...

Read More

ଚପଲ୍ ହଳକୁ ପଚିଶ ପଇସା

ଚନ୍ଦ୍ରମଣି, ହରିପୁର ଗାଁର ଲୋକ । ସଉଦା ପତ୍ର ଆଣିବା ଉଦ୍ଧେଶ୍ୟରେ ଥରେ ସେ ହାଟକୁ ବାହାରିଲେ । ବହୁ ପୁରୁଣା ହୋଇଯାଇଥିବାରୁ, ପଟେ ଚପଲର ଆଗପଟ ଫାଟିଗଲା । ଭାବିଲେ, ହାଟକୁ ତ ଯାଉଛି, ସେଠାରୁ ମୁଁ ଚପଲ୍ ହଳେ ବି କିଣିନେବି । ବାଟରେ ପୁରୁଣା ମନ୍ଦିରଟିଏ ପଡେ । ତା’ର ଟିକିଏ ଛାଡି ଗୋଟିଏ ଦୋକାନରେ ଯୋଡି ଯୋଡି ଚପଲ୍ ସଜାହୋଇ ରହିଛି । ଏହାଦେଖି ଚନ୍ଦ୍ରମଣି...

Read More

ଅମାବାସ୍ୟାର ପିଶାଚ

ସୁଶୀଳା ଓ ସୁକୁମାରଙ୍କର ବିବାହ ଅଳ୍ପ ଦିନ ତଳେ ହୋଇଥାଏ । ସୁକୁମାର ବାଲ୍ୟକାଳରୁ ପିତୃମାତୃହୀନ । ତେଣୁ ସେ ତା’ ଜେଜେ ମା’ଙ୍କ ତତ୍ତ୍ୱାବଧାନରେ ବଢିଥାଏ । ବିବାହ ସମୟକୁ ଜେଜେମା ମଧ୍ୟ ଆଖି ବୁଜି ସାରିଥାନ୍ତି । ଜେଜେମା’ଙ୍କ ତରଫରୁ ମିଳିଥିବା ଦଶ ଏକର ଜମି ଖୁବ୍ ଉର୍ବର । ସେଥିରୁ ମିଳୁଥିବା ଆୟରେ ବେଶ୍ ଖୁସିରେ ତାଙ୍କ ସଂସାର ଚଳି ଯାଉଥାଏ । ନିଜ ପାରିବାରିକ...

Read More

କାରଣ

ରଘୁନନ୍ଦନ ମିଶ୍ର, ଆନନ୍ଦପୁର ଗ୍ରାମର ଅନ୍ୟ ଅଧିବାସୀମାନଙ୍କ ଅପେକ୍ଷା ବେଶ୍ ସ୍ୱଚ୍ଛଳ । ପନ୍ଦର ଏକର ଉର୍ବର ଚାଷଜମି ସାଙ୍ଗକୁ ଦୁଇ ଏକର ଆମ୍ବ ତୋଟାରୁ ତାଙ୍କର ଭଲ ଆୟ ହୁଏ । ତାଙ୍କ ପରିବାର କହିଲେ ସ୍ତ୍ରୀ ଓ ଏକମାତ୍ର କନ୍ୟା – ରୁକ୍ମିଣୀ ।                 ରୁକ୍ମିଣୀ ଏବେ ବିବାହ-ଯୋଗ୍ୟ ବୟସରେ ଉପନୀତା । ମିଶ୍ରେ ନିଜ କନ୍ୟାର ବିବାହ ଆୟୋଜନରେ ଲାଗି ଥାଆନ୍ତି...

Read More

ଦେବୀଭକ୍ତ

ଯଶଗ୍ରାମରେ ଯୁଗଳ ଯାଇ ପହଁଚିଲା । ସେତେବେଳେ ତା’ ସହିତ କୌଣସି ଜିନିଷପତ୍ର ମଧ୍ୟ ନଥିଲା । ଗ୍ରାମାଧିକାରୀଙ୍କ ସହ କଥା ହୋଇ ସେ କହିଲା, “ମୁଁ ଏକବସ୍ତ୍ର ହୋଇ ଚାଲି ଆସିଲି । କେହି ହେଲେ ମୋତେ ଆଶ୍ରୟ ଦେବ ଏହି ବିଶ୍ୱାସ ରଖି ମୁଁ ଏଠାକୁ ଆସିଛି ।”                 ତାଙ୍କ କଥା ଶୁଣି ଗ୍ରାମାଧିକାରୀ କହିଲେ, “ଏଇ ଦେଖ ଭୂଷଣଙ୍କର ଏହି ଘରଟି ଖାଲି । ଯେତେବେଳେ...

Read More

ରୂପଧରଙ୍କ ଯାତ୍ରା

(ସୂର୍ଯ୍ୟଦେବତାଙ୍କ ପଶୁମାନଙ୍କୁ ରୂପଧରଙ୍କ ବାରଣ ସତ୍ତ୍ୱେ ତାଙ୍କ ଅନୁଚରମାନେ ମାରି ଖାଇଲେ । ସେହି ପାପ ଯୋଗୁଁ ସେମାନେ ନୌକା ସହିତ ବୁଡିମଲେ । ରୂପଧର ଏକମାତ୍ର ବଂଚିଲେ ଓ ଭାସିଭାସି କୌଣସି ଏକ ତୀରରେ ଆସି ଲାଗିଲେ । ସେଠାରେ ସେହି ଦେଶର ରାଜକୁମାରୀ ବାରୁଣୀଙ୍କ ସହିତ ତାଙ୍କର ଦେଖା ହେଲା । ତାଙ୍କରି ସହାୟତା ଯୋଗୁଁ ସେ ରାଜଭବନରେ ପହଁଚି ଆଶ୍ରୟ ପାଇଲେ । ରାଜା...

Read More

ତାଙ୍କ କଥା ଶୁଣି ସମସ୍ତେ ନୀରବ ରହିଲେ।

ବୁଦ୍ଧିମାନ୍ କହିଲେ, “ମହାଶୟ, କେହି ଯଦି ଆମ ଯୁବକମାନଙ୍କୁ ପ୍ରତିଯୋଗିତା ପାଇଁ ଆହ୍ୱାନ କରେ, ତେବେ ସେମାନେ ଯଥାର୍ଥ ପ୍ରତ୍ୟୁତ୍ତର ଦିଅନ୍ତି । କିନ୍ତୁ ଆପଣଙ୍କ ଦକ୍ଷତା ଅତୁଳନୀୟ । ସେଥିପାଇଁ ସମସ୍ତେ ନୀରବ । ତେଣୁ ଆପଣଙ୍କୁ ଆମେ ଅନୁରୋଧ କରୁଛୁ, କିଛିଦିନ ଏଠାରେ ରହି ଆମ ଯୁବକମାନଙ୍କୁ କ୍ରୀଡା ଓ ଯୁଦ୍ଧର କୌଶଳସବୁ ଶିଖାଇବେ । ଏଠାରେ ଆମେ ମଧ୍ୟ ଯତ୍ନର ସହିତ...

Read More

ଅଧିକ ଦଣ୍ଡ

ଜଟିପୁରରେ ଗୋଟିଏ କାରାଗାର ଥାଏ । ସେଥିରେ ଅନେକ ପ୍ରକାରର ଅପରାଧ କରି ଅପରାଧିମାନେ କାରାଗାରରେ ବନ୍ଦୀ ହୋଇଥା’ନ୍ତି । ସେମାନେ ସେଠାରେ ନାନାପ୍ରକାରର କଠିନ ପରିଶ୍ରମ କରନ୍ତି । ସେହି ଦେଶର ରାଜା, ବନ୍ଦୀମାନଙ୍କ ଉପରେ ଦୟାକରି ଏକ ବଡ ପୁସ୍ତକାଳୟ ଖୋଲିଲେ ଯେପରି ବନ୍ଦୀମାନେ ନାନା ପ୍ରକାରର ପ୍ରସ୍ତକରୁ ଜ୍ଞାନ ଆହରଣ କରିପାରିବେ । ପୁସ୍ତକ ପଢିଲାବେଳେ ସେମାନେ...

Read More

ବିଷମ ପରୀକ୍ଷା

ଏଣେ ନିଶା ଗରଜୁଥାଏ । ତେଣେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖ ପାଖର ଅରଣ୍ୟ ଭିତରୁ ସାଇଁ ସାଇଁ ଶବ୍ଦ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ମଝିରେ ଅଶରିରୀମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଆହୁରି ପୁଣି ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ