କିଏ ଚୋର?

ରଘୁସିଂହ ଲଳିତପୁର ଗାଁରେ ରହୁଥିଲେ । ତାଙ୍କର ଗୋଟିଏ ବୋଲି ଝିଅ । ତା’ର ନାମ ସୁପ୍ରିୟା । ସେ ଝିଅଟି ଅତି ସାନ ହୋଇଥିଲା ବେଳେ ରଘୁସିଂହଙ୍କର ସ୍ତ୍ରୀ ପରଲୋକଗମନ କଲେ । ସେହିଦିନଠୁଁ ରଘୁସିଂହ ତାଙ୍କ ଝିଅ ସୁପ୍ରିୟାକୁ ଅତି ଯତ୍ନରେ ବଢାଇଥିଲେ ।                 ସୁପ୍ରିୟାର ସ୍ୱଭାବ ଏପରି ଯେ ସେ ମାଛିକୁ ମ ସୁଧାବି କହିବ ନାହିଁ, ତେଣେ କିଛି ଅନ୍ୟାୟ କରିବ...

Read More

ଅଦୃଶ୍ୟ ସଂଚୟ

ଶ୍ରୀପୁର ସହରରେ ଜଣେ ବିଶିଷ୍ଟ ଅଳଙ୍କାର ବ୍ୟବସାୟୀ ଥିଲେ । ତାଙ୍କ ନାମ ଧନଗୁପ୍ତ । ଶ୍ରୀଧର ତାଙ୍କ ପାଖରେ କାମ କରୁଥିଲା । ସେଭଳି ସଚ୍ଚୋଟ ସହକାରୀ ପାଇବା ଏତେ ସହେଜ ନୁହେଁ । ସେ ଯେପରି ନିଷ୍ଠାବାନ୍, ଠିକ୍ ସେହିପରି ସତ୍ ମଧ୍ୟ । ତା’ ଉପରେ ଧନଗୁପ୍ତ ପୁରାପୁରି ନିର୍ଭର କରି ପାରୁଥିଲେ । ଦୋକାନର ସମ୍ପୂର୍ଣ୍ଣ ଦାୟିତ୍ୱ ତା’ ଉପରେ ଛାଡିଦେଇ ସେ ଥରେ ଥରେ ବଡ...

Read More

କନକ ଉପତ୍ୟକାର କାହାଣୀ

କନକ ଉପତ୍ୟକାରେ ଭୂମିକମ୍ପ ହେଲା । ରାଜକୋପରୁ ରକ୍ଷା ପାଇବା ନିମନ୍ତେ ନିର୍ଦୋଷ ରାଜୁ ପର୍ବତର ମଧ୍ୟ ଦେଶରେ ଥିବା ପୂର୍ବ ରାଜବଂଶର ପରିତ୍ୟକ୍ତ ଦୁର୍ଗର ଭଗ୍ନାବଶେଷ ଭିତରେ ପହଁଚି କିମ୍ବଦନ୍ତିର ସୁବର୍ଣ୍ଣ ପ୍ରତିମା ଆବିଷ୍କାର କଲା । ଏକ ରହସ୍ୟମୟ କଣ୍ଠସ୍ୱର ତାକୁ କହିଦେଲା କି ପ୍ରପାତ ଟପି ଗଲେ ସେ ଏକ ନୂଆ ରାଜ୍ୟରେ ପହଁଚିବ । ସେଠାରେ ତମେ ଜଣେ ଦେବୀଙ୍କୁ ଭେଟିବ...

Read More

ଦୁଇ ପ୍ରତିବେଶୀ

ନିଶା ଗରଜୁଥାଏ । ଠିକ୍ ସେହି ସମୟରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଶ୍ୱାନଶ୍ୱାପଦଙ୍କ ରଡି ଓ ଘଡଘଡିର ଶବ୍ଦର ବିରତିବେଳେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ବି ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।                 କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ...

Read More

ବାସ୍ତବ ଓ କଳ୍ପନା

ରବିବାର । କାମକୁ ଯିବାକୁ ପଡିବ ନାହିଁ । ରମେଶ ଉପନ୍ୟାସ ଖଣ୍ଡିଏ ଧରି ବସିଗଲା । ମୁଗ୍ଧ ହୋଇ ପଢୁଛନ୍ତି । ବଡ ଚିତାକର୍ଷକ କାହାଣୀ । କେତେ କୌଶଳରେ ନାୟକ ଦୁର୍ଗର ପ୍ରାଚୀର ପରେ ପ୍ରାଚୀର ଅତିକ୍ରମ କରି ନଅର ସଂଲଗ୍ନ ଉଦ୍ୟାନ ଭିତରେ ନାୟିକା ରାଜକନ୍ୟାଙ୍କୁ ଭେଟିଛି ଓ ତାଙ୍କ ସହ ପୁଣି ଦୁର୍ଗ ବାହାରକୁ ଆସିଛି । ତା’ପରେ ଘୋଡାରେ ବସି ଓ ନାୟିକାକୁ ବସାଇ ପଳାଇ...

Read More

ଆଗନ୍ତୁକା

ଅନେକ ପୁରା କାଳର କଥା । ଚୀନ ଦେଶରେ ଟୋଙ୍ଗ୍ ନାମକ ଯୁବକଟିଏ ଥିଲା । ସେ କେବେ ତା’ର ମା’କୁ ହରାଇଥିଲା, ସେ ବିଷୟରେ ତା’ର କୌଣସି ହେତୁ ନଥିଲା । ପିଲାବେଳଠୁଁ ତା’ ବାପା ତାକୁ ବଢାଇଥିଲେ । ବାପା ସତ୍ ମଣିଷ ଥିଲେ । ସେ ଟୋଙ୍ଗ୍କୁ ଶିଖାଇଥିଲେ କି କୌଣସି ଅବସ୍ଥାରେ, କୌଣସି କାରଣରୁ ମିଥ୍ୟାର ଆଶ୍ରୟ ନେବା ଆଦୌ ଉଚିତ୍ ନୁହେଁ କି ଅନ୍ୟ ପ୍ରତି ନିଷ୍ଠୁର ଆଚରଣ କରିବା...

Read More

କୃଷ୍ଣାବତାର

କୃଷ୍ଣ କ୍ରମେ ବଡ ହେଉଥା’ନ୍ତି ଓ ତାଙ୍କର ଦୁଷ୍ଟାମୀ ମଧ୍ୟ ବଢି ଚାଲିଥାଏ । ତାଙ୍କର ଚଂଚଳ ସ୍ୱଭାବ, ଚାପଲ୍ୟ ଓ ଦୁଷ୍ଟାମୀ ଯୋଗୁଁ ଗୋପପୁରର ଲୋକ ଅନେକ ହଇରାଣ ହରକତ ହେଲେ । କିନ୍ତୁ ତାଙ୍କ ଭିତରେ ଏପରି ଏକ ଶକ୍ତି ଥିଲା ଯାହା ଯୋଗୁଁ ସମସ୍ତେ ହଇରାଣ ହୋଇଥିବାର କଷ୍ଟ ଭୁଲିଯାଇ ପୁଣି କୃଷ୍ଣଙ୍କ ସହିତ ଖେଳନ୍ତି । ଏସବୁ ସତ୍ତ୍ୱେ ତାଙ୍କର ଏକ ଦୁର୍ବାର ଆକର୍ଷଣ ବି...

Read More

ଦାନ

ବିଳାସପୁରରେ ଗୁରୁଦତ ନାମକ ଜଣେ ଧନୀବ୍ୟକ୍ତି ଥା’ନ୍ତି । ଥରେ ସେ ରୋଗରେ ପଡି ଶଯ୍ୟାଶାୟୀ ହେଲେ । ଅନେକ ବୈଦ୍ୟ ଚେଷ୍ଟା କଲେ ମଧ୍ୟ କୌଣସି ଫଳ ହେଲା ନାହିଁ ।                 ଦିନେ ସେ ବୈଦ୍ୟ ଜଗଦୀଶଙ୍କୁ ପାଖକୁ ଡାକି କହିଲେ, “ବୈଦ୍ୟରାଜ, ମୁଁ ତ ଆଜିପର୍ଯ୍ୟନ୍ତ କୌଣସି ପୁଣ୍ୟକାର୍ଯ୍ୟ କରିନାହିଁ । ଏବେ ମୁଁ ଉପଲବ୍ଧି କରୁଛି ଯେ, ମୃତ୍ୟୁ ପରେ ମୋର ନରକ...

Read More

ବିଷବୃକ୍ଷ

ପାଟଣାଗଡ ରାଜ୍ୟରେ ମହାରାଜା ବିଷ୍ଣୁବର୍ଦ୍ଧନ ଶାସନ କରୁଥା’ନ୍ତି । କୁମାର ରାଜବର୍ଦ୍ଧନ ହେଲେ ତାଙ୍କର ଏକମାତ୍ର ପୁତ୍ର । ସେ ସର୍ବଦା ରାଜକାର୍ଯ୍ୟରେ ବୃଦ୍ଧ ପିତାଙ୍କର ସହାୟତା କରୁଥା’ନ୍ତି । ଥରେ ରାଜା କୁମାରଙ୍କୁ ତାଙ୍କ ରାଜବଂଶର ଓ ରାଜ୍ୟର ଇତିହାସ ପଢି ଶୁଣାଉଥା’ନ୍ତି । ସେଥିରେ ଲେଖା ଅଛି ଯେ, “ରାଜ୍ୟର ଉତ୍ତର ଦିଗରେ ଥିବା ବନ ମଧ୍ୟରେ ଗୋଟିଏ ବିଷବୃକ୍ଷ...

Read More

ବାନର କୃତି

ଗୋଟିଏ ଗ୍ରାମରେ ସୋମୁ ନାମକ ଏକ ଗରୀବ ବୃଦ୍ଧ ଚାଷୀ ଥାଏ । ବିଚରା ଘାସ କାଟି ସେସବୁ ବିକି ନିଜ ପେଟ ପୋଷୁଥାଏ । ତା’ ସ୍ତ୍ରୀ ଗୌରୀ ଦିନେ ଏ ବୁଢାକୁ ଏକ ଛିଣ୍ଡାକନାର ଥଳୀ ଦେଲା । ବୁଢା ବଣକୁ ଯାଇ ଥଳୀଟି ବୃକ୍ଷ ଶାଖାରେ ଟଙ୍ଗାଇ ଦେଇ ଘାସ କାଟିବାକୁ ଗଲା । ଅଳ୍ପ ସମୟ ପରେ ନାନା ପ୍ରକାର ଶବ୍ଦ ଶୁଣି ସେ ଟିକେ ପଛକୁ ଚାହିଁ ଦେଖେ ତ ଦଳେ ମାଙ୍କଡ କାହୁଁ ଆସି ତା’...

Read More

ହଂସ ଓ ଡିମ୍ବକ

ଶାଳ୍ୱ ଦେଶର ରାଜା ବ୍ରହ୍ମଦତ ନିଃସନ୍ତାନ ଥିଲେ । ଜଣେ ଋଷି ତାଙ୍କୁ କହିଲେ, “ତୁମର ପ୍ରଜାମାନେତ ହିଁ ତୁମର ସନ୍ତାନ । ସେମାନଙ୍କ ଭିତରୁ ତୁମେ କୌଣସି ମହତ୍ ଓ ବୀର ସ୍ୱଭାବର ପିଲା ବାଛି ନିଅ । ସେ ହେବ ତୁମର ଉତ୍ତରାଧିକାରୀ ।” କିନ୍ତୁ ଏଥିରେ ସେ ରାଜାଙ୍କ ମନ ମୋଟେ ମାନିଲା ନାହିଁ । ଏଣୁ ସେ ରାଜା କୈଳାଶ ପର୍ବତକୁ ଯାଇ ଶିବଙ୍କୁ ସେଠାରେ ଧ୍ୟାନ କଲେ ।...

Read More

ସ୍ୱପ୍ନ ବିଳାସ

ଅନେକ ଦିନ ତଳର କଥା । ଅବନ୍ତୀପୁର ରାଜ୍ୟର ଗୋଟିଏ ଗାଁରେ ଗୋଟାଏ ବାଳକ ଥାଏ, ଯାହାକୁ ଲୋକେ ବିଳାସ ବୋଲି ଡାକୁଥାନ୍ତି । କଥା କ’ଣ କି, ଭୋଗବିଳାସରେ ରହିବା ପାଇଁ ତା’ର ବାସନା ଏଡେ ପ୍ରବଳ ଯେ ଲୋକେ ତା’ର ଅସଲ ନାମ ଭୁଲିଯାଇଥାନ୍ତି ।                 ଏକଦିଗରେ ଭୋଗବିଳାସରେ ରହିବାର ଇଚ୍ଛା, ଅନ୍ୟ ଦିଗରେ କିନ୍ତୁ ପରିଶ୍ରମ କରିବା ପାଇଁ ଅନିଚ୍ଛା – ଏହାହିଁ ହେଲା...

Read More

ଦୁଇ ଡାକୁ

ଗୋପାଳ ଓ ଚନ୍ଦ୍ରଭାନୁ ଦୁଇ ମିତ୍ର ଥିଲେ । ସେ ଦୁହେଁ ଗରିବ ଘରର ପିଲା । ଚାଷବାସ କଲେ ଚଳନ୍ତା, କିନ୍ତୁ ସେମାନେ ଅଳ୍ପ ପାଠ ପଢି ପକାଇଥିଲେ ବୋଲି ଗାଁ ଲୋକଙ୍କ ଆଗରେ କ୍ଷେତବାଡିରେ କାମ କରିବାକୁ ଅସମ୍ମାନଜନକ ମଣୁ ଥିଲେ!                 ଗୋପାଳ ଦିନେ କହିଲା “ଚାଲ, ସହରକୁ ଯିବା ।”                 ତା’କଥା ଶୁଣି ଚନ୍ଦ୍ରଭାନୁ କହିଲା “ମୁଁ ବି ସେଇଆ...

Read More

କନକ ଉପତ୍ୟକାର କାହାଣୀ

ରହସ୍ୟମୟ ଜଳପ୍ରପାତ ଅତିକ୍ରମ କରି ରାଜୁ ଯାଇ ଜ୍ଞାନ-ବିଜ୍ଞାନ ରାଜ୍ୟରେ ପହଁଚିଗଲା । ସେ ରାଜ୍ୟର ବକ୍ର-ଦାଢୀବନ୍ତ ପୁରୋହିତ ତା’ଉପରେ ବିରକ୍ତ ହୋଇ ତାକୁ ଧରିବା ପାଇଁ ସିପାହୀମାନଙ୍କୁ ନିର୍ଦେଶ ଦେଲା । ରାଜୁ ଦୌଡି ପଳାଇ ଯାଉ ଯାଉ ଗୋଟିଏ ପାହାଡ ଉପରେ ଲୋମହର୍ଷକ ଦୃଶ୍ୟଟିଏ ଦେଖି ହଠାତ୍ ରହିଗଲା ।              ତା’ପରେ… ରାଜୁ ଦେଖିଲା, ପାହାଡ ଉପରେ...

Read More

ମାନବ ଓ ଦାନବ

ଥରେ ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ବର୍ଷା ବି କାଚିକି ହେଉଥାଏ । ସାଇଁ ସାଇଁ ଶବ୍ଦ ଗଛଲତା ଭିତରୁ ଭାସି ଆସୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଶୁଭୁଥାଏ ଅଶରୀରୀମାନଙ୍କ ଅଟ୍ଟହାସ୍ୟ । ଏଣେ ସେ ଘନ ଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ ଭୟାବହ ମୁହଁଟିମାନ ।                 କିନ୍ତୁ ସେ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ