ଉତ୍ତରାଧିକାରୀ

ନିଶା ଗରଜୁଥାଏ । ତେଣେ ଠିକ୍ ସେହି ସମୟରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀ ମାନଙ୍କର ଅଟ୍ଟହାସ୍ୟବି ଶୁଭୁଥାଏ । ଭୟାଭହ ମୁହଁଟିମାନ ଘନଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ...

Read More

ଯଥାର୍ଥ ସମାଧାନ

ଗୋଟିଏ ଗ୍ରାମରେ ଅଧିକାଂଶ ଅଧିବାସୀ ଗରିବ ଚାଷୀ ଥିଲେ । ସେ ଗ୍ରାମରେ ଜଣେ ମଧ୍ୟବିତ୍ତ ଓ ଜଣେ ଧନୀ ଲୋକ        ବି ଥା’ନ୍ତି । ମଧ୍ୟବିତ୍ତ ଲୋକଟି ବହୁତ ଚାଲାକ୍ । ନିଜର ଥିବା ପୁଞ୍ଜିକୁ ସେ ଋଣ ଦେଇ ବହୁତ ସୁଧ ନେଇ ଖୁବ୍ ଅଳ୍ପଦିନରେ ଧନୀ ହୋଇ ଆରାମ୍ରେ ଥାଏ । ସେ ଚାରିତାଲା ଘର କରିଥାଏ ।                 ଏସବୁ ଦେଖି ବଡ ଧନୀ ଆଉ ମୋଟେ ସହି ପାରିଲା ନାହିଁ ।...

Read More

ଗୁଣବାନ୍ ଜାମାତା

ନାରଣପୁର ଗ୍ରାମରେ ଶମ୍ଭୁ ନାମକ ଜଣେ ଧନୀ ଥିଲେ । ତାଙ୍କର ଗୋଟିଏ ମାତ୍ର ଝିଅ ଥାଏ, ତା’ର ନାମ କମଳା । କମଳା ଦେଖିବାକୁ ବହୁତ ସୁନ୍ଦର, ଧନୀପିତାଙ୍କର ସେ ଏକମାତ୍ର ଉତ୍ତରାଧିକାରୀ । ତେଣୁ ସେଠାକୁ ସବୁଦିନେ ଲୋକେ ବିବାହ ପ୍ରସ୍ତାବ ନେଇ ଆସୁଥାନ୍ତି । କିନ୍ତୁ କମଳା ତା’ର ବାପାଙ୍କ ସହକାରୀ ବିବେକ୍କୁ ମନେ ମନେ ବହୁତ ପସନ୍ଦ କରିଥାଏ ।                 ବିବେକ...

Read More

ମହା ଠକ

ପୁରାଣକାଳର କଥା । ରୁଷ୍ ଦେଶରେ ବୁଢୀଟିଏ ଥାଏ । ତା’ର ଦୁଇଟି ପୁଅ ଥିଲେ । ଜଣେ ପିଲାବେଳୁ ମରିଗଲା । ଅନ୍ୟଟି ବଡ ହୋଇ ବିଦେଶକୁ ପଳାଇଲା । ଦିନେ ଜଣେ ସିପାହୀ ବୁଢୀ ପାଖକୁ ଆସି କହିଲା, “ମାଉସୀ, ବାଟରେ ରାତି ହୋଇଗଲା । ରାତିକ ପାଇଁ ମୋତେ ଏଠାରେ ଜାଗା ଦେବ? ସକାଳ ହେବା ମାତ୍ରେ ମୁଁ ଏଠାରୁ ପଳାଇବି ।”                 ବୁଢୀ ପଚାରିଲା “ଠିକ୍ ଅଛି ପୁଅ ।...

Read More

ବୀର ହନୁମାନ

ହନୁମାନ ତୀର ବେଗରେ ଯାଇ ଚନ୍ଦ୍ରସେନାଙ୍କ କକ୍ଷରେ ପହଁଚିଲେ ସେହି ମହଲଟି ଅତି ମୂଲ୍ୟବାନ ପଥର ଓ ଧାତୁରେ ନିର୍ମିତ ହୋଇଥାଏ । ଅତି ସୁନ୍ଦର କାରୁକାର୍ଯ୍ୟରେ ପୂର୍ଣ୍ଣ । ସେଠାରେ କେହି ପ୍ରହରୀ ନ ଥିଲେ ବୋଧହୁଏ କାଳୀ ମନ୍ଦିରକୁ ସମସ୍ତେ ଉତ୍ସବ ଦେଖିବାକୁ ଯାଇଥା’ନ୍ତି । କିନ୍ତୁ ସେ ଦେଖିଲେ ଏକ ଭୟାନକ ସର୍ପରାକ୍ଷସ ।                 ଦୁହେଁ ଦୁହିଁକୁ ଭଲଭାବରେ...

Read More

ମଣିଷ ସ୍ୱଭାବ

ଗୋବର୍ଦ୍ଧନ ପୁରରେ ଗୋପାଳ ନାମକ ଜଣେ ବ୍ୟକ୍ତି ଥା’ନ୍ତି । ସେ ତାଙ୍କ ପିଲାଟିଦିନରୁ ଅତି ସରଳ ଭଦ୍ର ଓ ଉପକାରୀ ଥିଲେ । ସେ କାହାକୁ ଉତ୍ସାହ ଦିଅନ୍ତି ତ, କାହାକୁ ସେବା କରନ୍ତି, କିମ୍ବା ଧନ ସାହାଯ୍ୟ ଦିଅନ୍ତି । ତେଣୁ ସାରା ଗ୍ରାମରେ ତାଙ୍କୁ ସମସ୍ତେ ଦେବତା ବୋଲି ପୂଜା କରନ୍ତି ।                 ଯାହାର ଯାହା ଦରକାର ସେ ଗୋପାଳଙ୍କ ପାଖକୁ ଧାଇଁଲା । ସେମାନେ...

Read More

ଦୟାବତୀ ଭରତାମ୍ମା

ଗୋଟିଏ ଜଙ୍ଗଲରେ ଭରତ ପକ୍ଷୀଟିଏ ରହୁଥିଲା । ସେ ସଦାବେଳେ ସମସ୍ତଙ୍କର ଉପକାର କରେ । ଏମିତି ଭାବରେ ତା’ର ଜୀବନକାଳ କଟିଗଲା ଓ ସେ ମରିଗଲା । ତାର ପୁଣ୍ୟଫଳ ଏତେ ଥିଲା ଯେ ଦେବଲୋକରୁ ବିମାନ ଆସି ତାକୁ ସ୍ୱର୍ଗକୁ ନେଇଗଲେ ।                 ସେଠାରେ ଦେବତାମାନେ ପକ୍ଷୀଟିକୁ ବଡ ଆଦର ଯତ୍ନ କରି କହିଲେ, “ଆମେ ତୁମ ଉପରେ ସନ୍ତୁଷ୍ଟ କ’ଣ ବର ମାଗିବ ମାଗିନିଅ ।”...

Read More

ତାନ୍ତ୍ରିକ

ରାଜଗଡର ରାଜକୁମାରୀ ରୂପମତୀ ଥିଲେ । ସେ ନିଜର ନାମକୁ ସାର୍ଥକ କରିଛନ୍ତି; ସେ ଦେଖିବାକୁ ଅତ୍ୟନ୍ତ ରୂପବତୀ । କିନ୍ତୁ ଏକମାତ୍ର କନ୍ୟା ବୋଲି ଶିଶୁକାଳରୁ ଅତିବେଶି ଆଦର ପାଇ ସେ ନଷ୍ଟ ହୋଇଛନ୍ତି । ଅତି ଯିଦ୍ଖୋର, ହଠାତ୍ କିଛି ଅବାନ୍ତର କଥା ମନରେ ଆସିଲା ତ ସେ ତାହା ନକରି କେବେବି ଛାଡିବେ ନାହିଁ । ସଖୀଗଣଙ୍କ ମଧ୍ୟରେ ବିମଳା ଥିଲା ତାଙ୍କର ଅତି ପ୍ରିୟ ଓ ଘନିଷ୍ଠ...

Read More

ପରୋପକାରୀ

ଦିନେ ସୁକାନ୍ତ ତାଙ୍କ କ୍ଷେତରେ ଫଳିଥିବା କଖାରୁ ସବୁ ବଳଦ ଗାଡିରେ ଲଦି ସହରକୁ ବିକ୍ରି କରିବାକୁ ଗଲେ; ବିକ୍ରିକରି ଘରକୁ ଫେରୁଥାନ୍ତି । ଦେଖିଲେ ରାସ୍ତାରେ ବଡ ପଥରଟାଏ ପଡିଛି । ତାକୁ ନ ଘୁଂଚାଇଲେ ତ ଗାଡି ଯିବ ନାହିଁ । ଏକୁଟିଆ ସେ ନିଜେ ମଧ୍ୟ ପଥରକୁ ଉଠାଇ ପାରିବେ ନାହିଁ । ସେ ଅସହାୟ ଭାବରେ ଏପଟେ ସେପଟେ ଚାହିଁ ଦେଖିଲେ ଅନତିଦୂରରେ ଜଣେ ମଣିଷ ପଥର ଉପରେ...

Read More

ରୂପଧରଙ୍କ ଯାତ୍ରା

(ଅନେକ ବାଧାବିଘ୍ନ ଅତିକ୍ରମ କରି ଓ ଅଧିକାଂଶ ନୌକା ଓ ଲୋକଙ୍କୁ ହରାଇବା ପରେ ସେ ସୁକେଶିନୀ ନାମକ ଦେବୀଙ୍କ ଦ୍ୱୀପରେ ଆସି ପହଁଚିଲେ; ସେ ନିଜ ଅନୁଚରମାନଙ୍କୁ ଦୁଇଦଳରେ ବିଭକ୍ତ କରି ମାୟାବୀ ନାମକ ଅନୁଚର ଓ ସେ ନିଜେ ଦୁଇ ଦଳର ଦଳପତି ହେଲେ । ଦୂରରୁ ଦେଖାଯାଉଥିବା ଏକ ଘର ବିଷୟରେ ବୁଝିବାକୁ ଅନିଚ୍ଛା ସତ୍ତ୍ୱେ ମାୟାବୀ ତାର ଦଳକୁ ନେଇ ଗଲା । ଏହି ଘର ଦେବୀ...

Read More

ଅସଲ କଥା

ବାହାଦୁର ନାମରେ ଚାକରଟିଏ ରଙ୍ଗପୁର ଜମିଦାରଙ୍କ ପାଖରେ ଥାଏ । ତା’ର କାମ ହେଲା କଚେରୀ ଘରର କାନ୍ଥ, ଚୌକି, ଇତ୍ୟାଦି ଭଲ ଭାବରେ ସଫା କରିବା । ବାହାଦୁର ସେସବୁ ସଫା କରେ, ହେଲେ ବାବୁଙ୍କର ରୂପା ପାନବଟାଟି ବେଶି ସୁନ୍ଦର କରି ସେ ପରିଷ୍କାର କରେ । ବସିବସି ତାକୁ ମାଜି ସେ ଚକ୍ ଚକ୍ କରେ ।                 ଏସବୁ କଥା ଦେଖି ଦେଖି ଦିନେ ମାଲିକ କହିଲେ, “ବାହାଦୁର...

Read More

ଅଦ୍ଭୁତ ଦର୍ପଣ

ନିଶା ଗରଜୁଥାଏ । ଠିକ୍ ସେତିକିବେଳେ ବାହାରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଏଣେ ସାଏଁ ସାଏଁ ଶବ୍ଦ ବଣ ଗହନରୁ ଶୁଭୁଥାଏ । ମଝିରେ ମଝିରେ ପୁଣି ଶ୍ୱାନ ଶ୍ୱାପଦଙ୍କ ରଡି ସହିତ ଅଶରିରୀମାନଙ୍କ ଅଟ୍ଟହାସ୍ୟ ବି ଶୁଣାଯାଉଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।                 କିନ୍ତୁ ରାଜା...

Read More

ଶ୍ରମଚୋର

ମଣିରାମ ଗୁପ୍ତା ନାମରେ ଜଣେ ବ୍ୟବସାୟୀ ମଧୁର ନଗରୀରେ ଥା’ନ୍ତି । ତାଙ୍କ ବ୍ୟବସାୟ ପ୍ରତିଷ୍ଠାନରେ ଅନେକ ଲୋକ ଚାକିରୀ କରିଥାନ୍ତି । ସେମାନଙ୍କ ମଧ୍ୟରୁ ଅନେକେ ବସି ବସି ଗପ କରି ଅଯଥାରେ ସମୟ କଟାନ୍ତି । ନିଜର ଦାଇତ୍ତ୍ଵରେ ଥିବା କାମ ଭଲ ଭାବରେ କରିପାରନ୍ତି ନାହିଁ । ମଣିଗୁପ୍ତ ମଝିରେ ମଝିରେ ସେମାନଙ୍କ ଉପରେ ରାଗନ୍ତି । ସେମାନଙ୍କ ମଧ୍ୟରେ ଜଣେ ଥା’ନ୍ତି ତାଙ୍କ...

Read More

ବୋତଲ ଭୂତ

ଅନସୂୟାର ବିବାହ ପରେ ଶାଶୁଘରେ ଆସି ସେ ଦେଖିଲା ତା’ଜେଜେଶାଶୁ ବଡ ରାଗି । ସ୍ୱାମୀ ସୁଦାମ ବଡ ଶାନ୍ତସ୍ୱଭାବର ପିଲା । କିନ୍ତୁ ତା’ର ଜେଜେମା ବଡ ବଦରାଗୀ । ଘରର ସମସ୍ତ କାର୍ଯ୍ୟ ନୂଆ ବୋହୁ ଉପରେ ସେ ଲଦି ଦିଅନ୍ତି । କାମ କରି ନପାରିଲେ ଯାଚ୍ଛାତା ଗାଳି ଦିଅନ୍ତି । ଅନସୂୟା ବସି କାନ୍ଦେ । କାହାକୁ କିଛି ସେ କୁହେ ନାହିଁ । ସୁଦାମର ପିଲାଦିନୁ ବାପାମା’...

Read More

ଜ୍ୟୋତିଷ ଶୁକପକ୍ଷୀ

ମାଣ୍ଡବ ଦେଶର ରାଜା ତାଙ୍କ କନ୍ୟା ରାଜକୁମାରୀ ରତ୍ନମାଳାଙ୍କର ସ୍ୱୟମ୍ବର କରିବା ପାଇଁ ମନସ୍ଥ କରି ସମସ୍ତ ରାଜ୍ୟକୁ ନିମନ୍ତ୍ରଣ ଦେଲେ । ମାଣ୍ଡବ ରାଜ୍ୟର ପଡୋଶୀ ତ୍ରିଶାମ୍ବି ରାଜ୍ୟର ଯୁବରାଜ ସଂଦୀପ ତ ବହୁ ପୂର୍ବରୁ ରତ୍ନମାଳାଙ୍କର ସୌନ୍ଦର୍ଯ୍ୟ ଓ ଗୁଣ ବିଷୟରେ ଶୁଣିଥିଲେ । ସେ ମନସ୍ଥ କଲେ ସ୍ୱୟମ୍ବରକୁ ଯିବେ । କିନ୍ତୁ ସମସ୍ତେ ଏକଥା ଜାଣନ୍ତୁ ବୋଲି ସେ ଚାହୁଁ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ