ବିଚିତ୍ର ବଂଶୀ

ଏକଦା ନିଶା ଗରଜୁ ଥାଏ, ତେଣେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଠିକ୍ ସେତିକିବେଳେ ଆଖପାଖ ଅରଣ୍ୟରୁ ଭାସି ଆସୁଥାଏ ସାଇଁ ସାଇଁ ଶବ୍ଦ, ଘଡଘଡି, ଶ୍ୱାନ, ଶ୍ୱାପଦଙ୍କ ରଡି ସହିତ ଅଶରିରୀ ମାନଙ୍କର ଅଟ୍ଟହାସ୍ୟ ବି ଭାସି ଆସୁଥାଏ, ତଥା ଭୟଙ୍କର ମୁଖଟିମାନ ଘନ ଘନ ବିଜୁଳି ଆଲୁଅରେ ଝଲ୍ସି ଉଠୁଥାଏ ।                 କିନ୍ତୁ ରାଜା...

Read More

ମାରୁତି କବି

ରତ୍ନପୁର ପ୍ରଦେଶର ସୀମାବର୍ତ୍ତୀ କିଛି ଗ୍ରାମ ସମୁଦ୍ର ନିକଟରେ ଅବସ୍ଥିତ ଥିଲା । ତେଣୁ ବହୁ ସମୟରେ ଏହି ଗ୍ରାମଗୁଡିକ ସାମୁଦ୍ରିକ ଝଡତୋଫାନର ଶିକାର ହେଉଥିଲେ । ପାଶ୍ୱବର୍ତ୍ତୀ କ୍ଷୁଦ୍ର ଜଙ୍ଗଲରେ ନିଆଁଲାଗି ସେହି ଗ୍ରାମର ବହୁତ କ୍ଷତି ଘଟୁଥିଲା । ଏହି ବିପଦରୁ ଗ୍ରାମବାସୀ ମାନେ ସମ୍ପୂର୍ଣ୍ଣ ଭାବରେ ତ୍ରାହି ପାଇଛନ୍ତି କି ନାହିଁ, ପ୍ରଚଣ୍ଡ ବର୍ଷା ଓ ପବନ ଆରମ୍ଭ...

Read More

ପରୋପକାର

ଏକ ପ୍ରସିଦ୍ଧ ଗୁରୁକୁଳ ହିରଣ୍ୟନଗରୀଠାରେ ଥାଏ । ଏଠାରେ ବିଦ୍ୟାଧ୍ୟୟନ ପାଇଁ ଦୂର ଦୂରାନ୍ତରୁ ଅନେକ ଶିକ୍ଷାର୍ଥୀମାନେ ଆସିଥାନ୍ତି । ଲୋକମାନଙ୍କ ମନରେ ଦୃଢ ବିଶ୍ୱାସ ଥାଏ ଯେ, ଏଠାରୁ ଶିକ୍ଷାପ୍ରାପ୍ତ ଯୋଗ୍ୟ ଛାତ୍ର ମାନଙ୍କୁ ରାଜଦରବାରରେ ଅବଶ୍ୟ ନିଯୁକ୍ତି ମିଳିବ ।                 ଥରେ ଗୁରୁ ବିଦ୍ୟାନନ୍ଦ ତାଙ୍କ ବିଦ୍ୟାର୍ଥୀମାନଙ୍କ ସହିତ ପରୋପକାରର...

Read More

ମହାଭାରତ

ମୁନି ମୈତ୍ରୟଙ୍କ ପ୍ରସ୍ଥାନଅନ୍ତେ, ଧୃତରାଷ୍ଟ୍ର ବିଦୁରଙ୍କୁ କିମ୍ଭୀର ସଂହାର ବୃତ୍ତାନ୍ତଟି ଶୁଣାଇବା ପାଇଁ କହିଲେ । ତେଣୁ ବିଦୂର ବର୍ଣ୍ଣନା ଆରମ୍ଭ କଲେ ।                 ଅରଣ୍ୟବାସ ଉଦ୍ଧେଶ୍ୟରେ ଯାଇଥିବା ପାଣ୍ଡବଗଣ, ତିନିଦିନ ଉପରାନ୍ତେ ଅର୍ଦ୍ଧରାତ୍ର ସମୟରେ କାମ୍ୟକବନ ମଧ୍ୟ ଦେଇ ଯାତ୍ରା କରୁଥାନ୍ତି । ଅକସ୍ମାତ ସେମାନଙ୍କ ପଥରୋଧ କରି ଏକ ଭୟଙ୍କର ରାକ୍ଷସ...

Read More

ମଧୁର ଅନୁଭୁତି

ମହୀଧର ଚକ୍ଷୁହୀନ ଅଟନ୍ତି । ତାଙ୍କ ପତ୍ନୀଙ୍କର ମୃତ୍ୟୁପରେ ତାଙ୍କର ଦେଖାଶୁଣା ଦାୟିତ୍ୱ ପୁତ୍ରମାନେ ବହନ କରୁଥାନ୍ତି । ଥରେ ତାଙ୍କର ଘରକୁ ଜଣେ ପ୍ରସିଦ୍ଧ ଚିତ୍ରକର ଆସିଲେ । ସେ ଏକ ସୁନ୍ଦରୀ ରମଣୀର ଚିତ୍ର ଅଙ୍କନ କରିବାକୁ ଚାହୁଁଥିଲେ । କିନ୍ତୁ ମହୀଧରଙ୍କ ତିନିଜଣ ଯାକ ବୋହୂ ସୌନ୍ଦର୍ଯ୍ୟରେ ଏକକୁ ଆରେକବଳି ଥିଲେ । ତେଣୁ ସେ ଚିତ୍ରକର ଦ୍ୱନ୍ଦ୍ୱରେ ପଡିଗଲେ ।...

Read More

କଲ୍ୟାଣୀର ପରିଣୟ

ପାର୍ବତୀଙ୍କ ପୁତ୍ର ଆନନ୍ଦର ବିଭାଘର ପ୍ରସ୍ତାବ ସ୍ଥିରୀକୃତ ହେବା ସମ୍ବାଦରେ ଅନସୂୟା ଖୁବ୍ ମର୍ମାହତ ହେଲେ । ସେ ତାଙ୍କଘରେ ଭଡାରେ ରହୁଥିଲେ । ଶେଷରେ ବିବାହର ଶୁଭଦିନଟି ଆସି ପହଁଚିଲା ।                 ବାହାର ବିବାହମଣ୍ଡପରୁ କୋଳାହଳ ଶୁଭୁଥାଏ । ବାଦ୍ୟବାଜୁ ଥାଏ । ଛୋଟପିଲାମାନେ ଖୁସିରେ ଧାଁ ଦଉଡ କରୁଥାନ୍ତି । ଏସବୁ ଘଟଣା ଅନସୂୟାଙ୍କ ଦୁଃଖି ମନକୁ ଆହୁରି...

Read More

ଆତ୍ମ ସନ୍ତୋଷ

ଶ୍ରୀପତି ଓ ଜଗପତି ଉଭୟେ ରାମପୁର ଗ୍ରାମ ନିବାସୀ । ଶ୍ରୀପତି ଧନୀ ମାତ୍ର ଜଗପତି ଗରିବ । ତଥାପି ବି ସେ ଉଭୟଙ୍କ ମଧ୍ୟରେ ନିବିଡ ବନ୍ଧୁତା ଥାଏ । ଥରେ ସେ ଦୁଇବନ୍ଧୁ ସାଙ୍ଗ ହୋଇ ଗୋଟିଏ ସ୍ଥାନକୁ ଯାଉଥାନ୍ତି । ଏକ ଗ୍ରାମର ପଥ ପାଶ୍ୱର୍ରେ କୂପଟିଏ ଥାଏ । ଦୁଇଜଣ ତରୁଣୀ ସେଠାକୁ ଜଳ ନେବାପାଇଁ ଆସିଥାନ୍ତି । ସେତେବେଳେ ତ ଶ୍ରୀପତି ତୃଷାର୍ତ୍ତ ଅନୁଭବ କରୁଥିଲେ ।...

Read More

ନାରାୟଣ ଓ ନଡିଆ

ବଳଭଦ୍ର ନାମକ ଜଣେ ଯୁବକ ଗୁରୁକୂଳରେ ଶିକ୍ଷା ଶେଷକରି ନିଜ ଗ୍ରାମକୁ ଲେଉଟି ଆସିଲେ । ବଳଭଦ୍ରଙ୍କ ପିତା ଜଣେ ବିଦ୍ୱାନ ବ୍ୟକ୍ତି ଥିଲେ । ସେ କ୍ଷେତବାଡି କରିବା ସଙ୍ଗେସଙ୍ଗେ ଲେଖାପଢା ମଧ୍ୟ କରୁଥା’ନ୍ତି । ସେ ସଂସ୍କୃତ ଗ୍ରନ୍ଥସବୁ ଅନୁବାଦ କରି ସହରର ଜଣେ ଧନୀଲୋକଙ୍କ ପାଖକୁ ପଠାଇ ଦିଅନ୍ତି । ଧନୀଲୋକ ତାଙ୍କୁ ବେଶ୍ ଭଲ ପାରିଶ୍ରମିକ ଦିଅନ୍ତି । ବଳଭଦ୍ରଙ୍କ ପିତା...

Read More

ଯାଦୁ ମହଲ

(ଯାଦୁ ମହଲରୁ ବାହାରି ରାଜକୁମାରୀ ବିଦ୍ୟାବତୀ ଓ ମହେନ୍ଦ୍ରନାଥ ସଂଧ୍ୟା ପୂର୍ବରୁ ଆସି ମୁନି ଜିତେନ୍ଦ୍ରନାଥଙ୍କ କୁଟୀରରେ ପହଁଚିଲେ । ମୁନି ସେମାନଙ୍କୁ ଦେଖି ଖୁବ୍ ଖୁସି ହେଲେ ଓ ସେମାନଙ୍କୁ ନିଜ ଜୀବନ କାହାଣୀ ଶୁଣାଇଲେ । ସେଥିରୁ ଜଣାଗଲା ଯେ, ସେ ମୁନି ଜଣକ ହେଉଛନ୍ତି ମହେନ୍ଦ୍ରଙ୍କର ଖୋଦ୍ ନିଜ କାକା, ଯାହାଙ୍କର କି ବହୁ ଦିନରୁ କୌଣସି ଆତାପତା ମିଳୁ ନଥିଲା ।...

Read More

ମହାଶିଳ୍ପୀ

ଏଣେ ନିଶା ଗରଜୁଥାଏ । ତେଣେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ସେତେବେଳେ ତା’ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନର ଶବ୍ଦ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଭୟାବହ ମୁହଁଟିମାନ ଘନଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ । କିନ୍ତୁ ସେ ରାଜା ବିକ୍ରମାର୍କ...

Read More

ଖୋସାମତିର ତୃଷା

ଶିବ ନାମକ ଯୁବକଟିଏ ସହରରେ ଉଚ୍ଚଶିକ୍ଷା ଲାଭକରି ନିଜ ଗ୍ରାମକୁ ସେ ଫେରି ଆସିଲା । ତା’ର ବାପା ବହୁଦିନରୁ ମରିଯାଇଥା’ନ୍ତି । ଘରେ କେବଳ ତା’ର ବିଧବା ମା’ । ଶିବ ମା’ଙ୍କୁ କହିଲା, “ମା’ ମୁଁ ଏବେ ଚାକିରୀ ଖୋଜିବାକୁ ଯିବି ।”                 ଶିବର ମା’ ଏଥିରେ ଖୁସି ହୋଇ କହିଲେ, “ପୁଅ, ତୁ ରଘୁନାଥପୁରର ଧନଞ୍ଜୟଙ୍କ ପାଖକୁ ପ୍ରଥମେ ଯିବୁ । ସେ ତୋ ବାପାଙ୍କ...

Read More

ମିଥ୍ୟାଭିମାନ

କମଳପୁର ଗ୍ରାମରେ କୈଳାସ ଶାସ୍ତ୍ରୀ ନାମକ ଜଣେ ଜ୍ୟୋତିଷ ରହୁଥା’ନ୍ତି । ସେ ଭବିଷ୍ୟତ ବିଷୟରେ ଗଣନା କରି କହୁଥିଲେ । ଏବଂ ଗ୍ରହମାନଙ୍କର କୁଦୃଷ୍ଟିରୁ ରକ୍ଷା ପାଇବା ପାଇଁ ପୂଜା ଅର୍ଚ୍ଚନା ମଧ୍ୟ କରାଉଥିଲେ ।                 କଥାରେ କହନ୍ତି ଯେଉଁଠାରେ ଦ୍ରୁମ ନାହିଁ ସେଠାରେ ବରଗଛ ମଧ୍ୟ ନିଜକୁ ଦ୍ରୁମ ବୋଲାଇବ । ସେହି ଦୃଷ୍ଟିରୁ ଦେଖିଲେ ସେଠାରେ ଅନ୍ୟ ଜ୍ୟୋତିଷ...

Read More

ଭୀତୁ

ଦୁଇଶହ ବର୍ଷ ପୂର୍ବର କାହାଣୀ – କେରଳରେ ତାଲଙ୍ଗୋଡୁ ଗ୍ରାମରେ ପାର୍ବତୀ ଆମ୍ମା ନାମକ ଏକ ମହିଳା ଥା’ନ୍ତି । ତାଙ୍କ ସ୍ୱାମୀଙ୍କ ନାମ ଥିଲା ରାମକୁଟ୍ଟି । ରାମକୁଟ୍ଟି ରାଜାଙ୍କ ଦରବାରରେ କାମ କରୁଥିଲେ । ତେଣୁ ସେ ଏତେ ବ୍ୟସ୍ତ ଥା’ନ୍ତି ଯେ ତାଙ୍କର ଘରକୁ ଫେରିବା ସମୟର କୌଣସି ସଠିକତା ନଥାଏ ।                 ପାର୍ବତୀ ଆମ୍ମାଙ୍କର ଅଧିକାଂଶ ସମୟ ଭଗବାନ୍...

Read More

ବୀର ହନୁମାନ

ସୂର୍ଯ୍ୟୋଦୟ ପରେ ପରେ ବାନର ସେନା ଓ ରାକ୍ଷସସେନାଙ୍କ ମଧ୍ୟରେ ଯୁଦ୍ଧ ଲାଗିଗଲା । ଖୁବ୍ ମରାମରି ପିଟାପିଟି ହୋଇ ରକ୍ତନଦୀ ବହିଲା । ରାକ୍ଷସଙ୍କର ନିଷ୍ଠୁର ଓ ଭୟଙ୍କର ଆକ୍ରମଣରେ ବାନରସେନା ଛିନ୍ଛତ୍ର ହୋଇଗଲେ । ବାନରମାନେ ସିନା ବୀରତ୍ୱ ସହକାରେ ଯୁଦ୍ଧ କରୁଥିଲେ, କିନ୍ତୁ ସେମାନଙ୍କ ପ୍ରକୃତି ତ ସରଳ । ସେମାନଙ୍କୁ କୂଟକପଟ ଜଣା ନଥିଲା । ଶ୍ରୀରାମଙ୍କ ପ୍ରତି ଭକ୍ତି...

Read More

ଅବ୍ଦୁଲ୍ଲାର ଚାଲାକି

ପୁରୁଣା କାଳର କଥା । ନୁରଶାହ ବାଗଦାଦରେ ସୁଲତାନ୍ ଥା’ନ୍ତି; ସେ ହସଖୁସି ଓ ଥଟ୍ଟାତମସାକୁ ଖୁବ୍ ଭଲ ପାଉଥିଲେ ।                 ଥରେ ବାଗଦାଦ୍ ସହରର ଏକ ବଡ ଧନୀ ବ୍ୟବସାୟୀ ରହମତୁଲ୍ଲାଙ୍କର ମୃତ୍ୟୁ ହୋଇଗଲା । ତାଙ୍କର କେହି ବି ଉତ୍ତରାଧିକାରୀ ନ ଥିଲେ । ବାଗଦାଦ୍ରେ ଅବ୍ଦୁଲ୍ଲା ନାମକ ଏକ ଗରୀବ ପ୍ରଜା ରହୁଥାଏ । ସେ ରହମତୁଲ୍ଲାଙ୍କ ସମ୍ପତ୍ତିରୁ କିଛି ପାଇବ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ