ଚମ୍ପା ଓ ଚୁନ୍ନି

ମଧୁପୁରର ଜଙ୍ଗଲରେ ଗୋଟିଏ କାଠୁରିଆ ଥିଲା । ତା’ର ଦୁଇଟି ଝିଅ – ଚମ୍ପା ଓ ଚୁନ୍ନି । ଚମ୍ପା ବର୍ଷକର ହେବାବେଳେ ତା’ ମା’ ମରି ଯିବାରୁ କାଠୁରିଆ ଦୁର୍ଗା ନାମକ ଜଣେ ଯୁବତୀକୁ ବିବାହ କଲା – ତା’ ଝିଅର ନାଁ ହେଲା ଚୁନ୍ନି ।                 ଦୁର୍ଗା ବଠୋର ସ୍ୱଭାବର ଥିଲା । ଚମ୍ପାକୁ ସେ ବହୁତ କାମ କରିବାକୁ ଦିଏ ଓ ସବୁବେଳେ ତାକୁ ଖାଲି ସେ ଗାଳି ଦିଏ ।...

Read More

ମେଷପାଳକର ବୁଦ୍ଧି

ଗୋଟିଏ ଗାଁରେ ଲୋଲା ବୋଲି ଗୋଟିଏ ମେଷପାଳକ ଥାଏ । ଅନେକ ଗୁଡିଏ ମେଣ୍ଢା ସେ ରଖିଥାଏ । ଗାଁ ମୁଣ୍ଡରେ ଘର ବନାଇ ସେମାନଙ୍କୁ ସେ ଜଗି ରହିଥାଏ । କ୍ରମେ ମେଣ୍ଢାମାନଙ୍କ ସଂଖ୍ୟା ବଢିବାରୁ ସେମାନଙ୍କୁ ଏକଲା ଜଗିବାକୁ ତା’ପକ୍ଷେ ଭାରି କଷ୍ଟ ହେଲା । ମଝିରେ ମଝିରେ ହେଟା ଓ ଗଧିଆ ବାଘ ଆସି ଗୋଟାଏ ଦୁଇଟା ମେଣ୍ଢା ମାରି ପକାନ୍ତି ।                 ଏହି ସମସ୍ୟାଟି କଥା...

Read More

ପୂର୍ଣ୍ଣବାବୁଙ୍କ ସମସ୍ୟା

ରାମପୁରର ବଡ ବ୍ୟବସାୟୀ ହେଲେ ପୂର୍ଣ୍ଣବାବୁ । ତାଙ୍କୁ ଷାଠିଏ ବର୍ଷ ହେବା ମାତ୍ରେ ସେ ତାଙ୍କ ବ୍ୟବସାୟର ସମସ୍ତ ଦାୟିତ୍ୱ ନିଜ ପୁଅ କେଶବ ଉପରେ ଦେଇ ଘରେ ବସି ବସି ଖାଲି ଆରାମ୍ କଲେ । କାମ ନକରି ବସିବାର ତ ତାଙ୍କର ଅଭ୍ୟାସ ନାହିଁ; ତେଣୁ ସେ ଏବେ କ’ଣ କରିବେ? ବେଳେ ବେଳେ ସେ ତାଙ୍କ ପତ୍ନୀ ବା ପୁଅ ବୋହୁଙ୍କ ସହିତ ଝଗଡା କରନ୍ତି । ପୁଣି ଆପେ ଆପେ ସେ ଚୁପ୍...

Read More

ଯଶ ଲିପ୍ସା

ସୋନପୁରର ରାଜା ଜଣେ ବଡ ହସଖୁସି ମିଜାଜର ଲୋକ ଥିଲେ । ପୁଣି ସେ ମଧ୍ୟ ଅତି ବୁଦ୍ଧିମାନ୍ ବି ଥିଲେ । ଥରେ ସେ ତାଙ୍କ ରାଜ୍ୟରେ ଘୋଷଣା କଲେ ଯେ, ଯେଉଁମାନଙ୍କର ଯଶୋ ଲିପ୍ସା ନାହିଁ ସେମାନେ ସମସ୍ତେ କାଲି ଦରବାରକୁ ଆସିବେ । ସେମାନଙ୍କୁ ସମ୍ମାନ ଦିଆଯିବ ।                 ସେଦିନ ସମ୍ମାନ ପାଇବା ଆଶାରେ କେତେ ଲୋକ ଆସିଥା’ନ୍ତି । ସେମାନଙ୍କୁ ଦେଖି ରାଜା ଥଟ୍ଟା...

Read More

ଦସ୍ୟୁ ରାଜକୁମାର

ସୁମେଧ ରାଜ୍ୟର ସିଂହାସନ ମାଡି ବସି ବୀରସିଂହ ଶାନ୍ତି ପାଉ ନଥାଏ । ତା’ ବିରୁଦ୍ଧରେ ଲୋକେ ଷଡଯନ୍ତ୍ର କରୁଛନ୍ତି, କ୍ରମେ ଏ ଆଶଙ୍କା ତା’ ମନରେ ବଦ୍ଧମୂଳ ହେଉଥାଏ । ସେ ତା’ର ନବନିଯୁକ୍ତ ସେନାପତି ସାହାଯ୍ୟରେ ପ୍ରଜାସାଧାରଣଙ୍କୁ ଭୀଷଣ କଷ୍ଟ ଦେଉଥାଏ । କିନ୍ତୁ ଲୋକଙ୍କ ଭିତରେ ଭୟ ସଂଚାର କରିବା ଦିଗରେ ତା’ର ଉଦ୍ୟମ ବିଶେଷ ଫଳପ୍ରଦ ହେଉ ନଥାଏ ।     ତା’ପରେ…...

Read More

ଦାସତ୍ତ୍ଵର ଶୃଙ୍ଖଳ

ଏଣେ ନିଶା ଗରଜୁଥାଏ । ତେଣେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଠିକ୍ ସେହି ସମୟରେ ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ମଝିରେ ମଝିରେ ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ବି ଶୁଭୁଥାଏ । ଆହୁରି ପୁଣି ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।...

Read More

ଶୁକପକ୍ଷୀର ଭାଷା

ବୁଢୀଟିଏ ଥାଏ; ସେ ବହୁତ ଧନସମ୍ପତ୍ତିର ମାଲିକାଣୀ । କିନ୍ତୁ ନାତୁଣୀଟି ବ୍ୟତୀତ ତା’ର ଏ ସଂସାରରେ ନିଜର ବୋଲି ଆଉ କେହି ବି ନଥିଲେ । ବୁଢଟି ତା ନାତୁଣୀକୁ ସର୍ବଦା କଡା ଶାସନ ଭିତରେ ରଖିଥାଏ । ତାକୁ ସେ ବାହାରକୁ କେବେବି ଖେଳିବାକୁ ଛାଡେନାହିଁ ବା ବାହାରୁ କିଏ ସାଙ୍ଗଝିଅ ଆସିବାକୁ ଚାହିଁଲେ ସେ ବୁଢୀ ମନା କରିଦିଏ । ଏହିପରି ଭାବେ ସେ ନାତୁଣୀଟି ତା’ ଜେଜେମା...

Read More

ତିନୋଟି ପରୀକ୍ଷା

ସାରା ରାତି ଘୋଡା ଚଢି କୃଷ୍ଣବର୍ମା ପରଦିନ ଦ୍ୱିପ୍ରହର ବେଳକୁ କୌମୁଦି ଦେଶରେ ଯାଇ ପହଁଚିଲେ । ସେହି ଜଙ୍ଗଲରେ ଏକ ସ୍ଥାନରେ ସେ ଦେଖିଲେ ଏକ ବିରାଟ ଚନ୍ଦନ ବୃକ୍ଷ । ସେହି ବୃକ୍ଷର ନିମ୍ନଭାଗରେ ଦୁଇଟି ସର୍ପ ଖୋଦିତ ହୋଇଥିବା ଏକ ଶିଳା ମଧ୍ୟ ରହିଛି । ବହୁତ ସାବଧାନ ହୋଇ ସେ ଚତୁର୍ଦ୍ଦିଗ ତନ୍ନ ତନ୍ନ କରି ଦେଖିଲେ । ଘୋଡାକୁ ବାନ୍ଧି ଦେଇ ସେ ଖୋଦିତ ଶିଳା ପାଖକୁ ଗଲେ...

Read More

ଶ୍ରୀଜଗନ୍ନାଥଙ୍କ କାହାଣୀ

ରାଜା ଇନ୍ଦ୍ରଦ୍ୟୁମ୍ନ ବିଶାଳ ମନ୍ଦିର ନିର୍ମାଣ କରି ଚତୁର୍ଦ୍ଦିଗକୁ ଦିଅଁ ସନ୍ଧାନ କରିବା ନିମନ୍ତେ ଚାରିଜଣ ସନ୍ଧାନୀ ଯୁବକଙ୍କୁ ପ୍ରେରଣ କଲେ । ବିଦ୍ୟାପତି ଯାଇ ବଣ ମୂଲକରେ ଶବର-ରାଜା ବିଶ୍ୱାବସୁଙ୍କ କନ୍ୟା ଲଳିତାଙ୍କୁ ଭେଟିଲେ ଓ ତାଙ୍କୁ ସେ ବିଭା କଲେ । ପ୍ରତିଦିନ ପ୍ରତ୍ୟୁଷରେ ବିଶ୍ୱାବସୁ କୌଣସି ରହସ୍ୟମୟ ଦିଅଁକୁ ପୂଜିବାକୁ ଯାଉଥିବାର ଜାଣି ବିଦ୍ୟାପତି...

Read More

ପ୍ରତ୍ୟୁତ୍ପନ୍ନମତି

ବିଜୟନଗର ଦରବାରରେ ଜଣେ ଯାଦୁକର ଥା’ନ୍ତି । ତାଙ୍କ ନାମ ଜୟନ୍ତ । ଥରେ ରାଜା ଗୋଟିଏ ପ୍ରଦର୍ଶନୀ କରିବା ପାଇଁ ଘୋଷଣା କଲେ । ସେଥିରେ ସବୁ ମୂଲ୍ୟବାନ୍ ଓ ବିଶେଷ ଜିନିଷ ସବୁ ରଖାଯିବାର କଥା । ପ୍ରଦର୍ଶନୀ ଖୋଲିଲା । ଜୟନ୍ତ ନିଜର ବନ୍ଧୁ ହରିଶଙ୍କୁ ସଙ୍ଗରେ ନେଇ ସେହି ପ୍ରଦର୍ଶନୀ ଦେଖିବାକୁ ଗଲେ । ହରିଶ ପ୍ରହରୀର ଆଖିରେ ଧୂଳି ଦେଇ ନବରତ୍ନ ହାରଟିଏ ଚୋରୀ କଲେ ।...

Read More

ବୁଦ୍ଧିମାନ ବୃଦ୍ଧ

ବହୁ ପୁରୁଣା କାଳର କଥା । ଗ୍ରୀସ୍ ଦେଶର ଏକ ଛୋଟ ଗ୍ରାମରେ ଜଣେ ବୁଢା ଓ ତା’ର ସ୍ତ୍ରୀ ରହୁଥାନ୍ତି । ଦିନେ ବୃଦ୍ଧ ତାଙ୍କ ପତ୍ନୀଙ୍କୁ କହିଲେ, “ଶୁଣ, ଏବେ କିଛି ପଇସାର ଦରକାର । ତୁମେ ହାଟକୁ ଯାଇ ଗାଈଟିଏ ବିକ୍ରି କରି ଆସ । ମୁଁ ନିଜେ ଯାଇଥା’ନ୍ତି ଯେ ହେଲେ ମୋ ଗୋଡରେ ବ୍ୟଥା ହେଉଛି ।”                 ସ୍ତ୍ରୀ ଗାଈଟିଏ ଧରି ହାଟକୁ ଗଲା । ବାଟରେ ତିନୋଟି ଚୋର...

Read More

ନ୍ୟାୟ ବିଚାର

ମଣିରାମ ସୋନପୁର ଗ୍ରାମରେ ରହୁଥାଏ । ସେ ତା’ ଘର ପଛପଟରେ ପୋଇଶାଗ ଲଗାଇଥାଏ । ସବୁଦିନେ ସେଥିରେ ସେ ପାଣି ଦେଉଥାଏ ଓ କିଛି କିଛି ଖତ ବି ଦେଉଥାଏ । ବଡ ସୁନ୍ଦର ଭାବରେ ଗାଢସବୁଜ ରଙ୍ଗର ବଡ ବଡ ପତ୍ର ସହ ପୋଇଲଟା ଖୁବ୍ ଲଟାଇଲା ଓ ପାଚିରୀ ଉପରକୁ ମଧ୍ୟ ମାଡିଗଲା ।                 ସେଇ ଗାଁର ଚାଷୀ ଭୀମର ଛେଳି ସବୁଦିନେ ପାଚିରି ଚଢି ପୋଇଲଟା ଖାଇଯାଏ । ଏକଥା ଦେଖି...

Read More

ମନଗୁଣେ ରୋଗ

ଚନ୍ଦନପୁର ଗ୍ରାମରେ ସତ୍ୟବ୍ରତ ନାମକ ଜଣେ ପ୍ରସିଦ୍ଧ ବୈଦ୍ୟ ବାସ କରୁଥିଲେ । ଲୋକମାନେ ତାଙ୍କୁ ଧନ୍ୱନ୍ତରୀଙ୍କ ଏକ ଅବତାର ରୂପେ ମାନୁଥିଲେ । ତାଙ୍କର ଏକମାତ୍ର ପୁତ୍ର, ତା’ର ନାଁ ଦେବବ୍ରତ । ପିତା, ମାତାଙ୍କର ଅଶେଷ ସ୍ନେହ, ଯତ୍ନରେ ସେ ଲାଳିତ ପାଳିତ । ସେ ବୁଦ୍ଧିମାନ ହେଲେ ମଧ୍ୟ, ଅତି ମାତ୍ରାରେ ଜିଦ୍ଖୋର । ଏସବୁ ଦେଖି ତା’ ପିତାମାତା ଭାବୁଥିଲେ ଯେ ବୟସ...

Read More

ବୁଝାମଣା

ଶ୍ୟାମ ଓ ସୁଶୀଳାଙ୍କର ଏକମାତ୍ର କନ୍ୟା ଉର୍ମିଳା । ସେହି କାରଣରୁ ଅତି ଆଦରରେ ସେ ବଢିଥାଏ । ଉର୍ମିଳା ମା’ଙ୍କୁ ଛାଡି ଦଣ୍ଡେ ମଧ୍ୟ ରହିପାରେ ନାହିଁ । ଧୀରେ ଧୀରେ ସେ ଉର୍ମିଳା ବିବାହ – ଉପଯୋଗୀ ବୟସରେ ଆସି ଉପନୀତା ହେଲା । ପିତା-ମାତା ଗୁରୁତ୍ୱର ସହ ଉପଯୁକ୍ତ ବରପାତ୍ର ସନ୍ଧାନରେ ଲାଗିପଡିଲେ । ସୁଶୀଳା ଓ ଶ୍ୟାମ କନ୍ୟାକୁ ଅତ୍ୟଧିକ ସ୍ନେହ କରୁଥିବାରୁ, ସେମାନେ...

Read More

ସମ୍ରାଟ ଅଶୋକ

(ତକ୍ଷଶିଳାରେ ସୃଷ୍ଟି ହୋଇଥିବା ବିଦ୍ରୋହ, ସଫଳତାର ସହ ଦମନ କରି ବିଜୟୀ ଅଶୋକ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଥିଲେ । ସୁଶେମ ତାଙ୍କୁ ପଥ ମଧ୍ୟରେ ହତ୍ୟା କରିବା ପାଇଁ ଯୋଜନା କରିଥିଲେ, ତାହା ବିଫଳ ହେଲା । ଜ୍ୟେଷ୍ଠପୁତ୍ରର କୁଟିଳ ବୁଦ୍ଧିସମ୍ବନ୍ଧରେ ଜାଣି ରାଜା ବିନ୍ଦୁସାର ଦାରୁଣ ଆଘାତ ପାଇଲେ । ଦୁଇ କୁମାରଙ୍କ ମଧ୍ୟରୁ ଜଣକୁ ରାଜ-ପ୍ରତିନିଧି ରୂପେ ଉଜ୍ଜୟିନୀକୁ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ