ବୀର ହନୁମାନ

ସଂପାତିଙ୍କଠାରୁ ମାତା ସୀତାଙ୍କର କିଛିଟା ଖବର ସଂଗ୍ରହ କରିବା ପରେ ବାନରମାନେ ଅତ୍ୟନ୍ତ ଆନନ୍ଦରେ ନାଚିଲେ, କୁଦିଲେ; ଡିଆଁ ମାରି ମାରି ଯାଇ ସମୁଦ୍ର କୂଳରେ ପହଁଚିଲେ । ହେଲେ ସମୁଦ୍ରର ଭୟଙ୍କର ରୂପ ଦେଖି ସେମାନଙ୍କ ଆନନ୍ଦ ଆଉ ରହିଲା ନାହିଁ । ସେମାନଙ୍କର ମୁହଁ ହଠାତ୍ ଶୁଖିଗଲା । ଅସୀମ ନୀଳ ସମୁଦ୍ରର ଉତାଳ ତରଙ୍ଗମାଳା । ଦିଗ୍ବଳୟ ବ୍ୟାପୀ ରହିଛି, ତା’ର ଶେଷ...

Read More

ଶିବ କୃପା

ନନ୍ଦୀପୁର ଗ୍ରାମରେ ନୃସିଂହ ନାମକ ଜଣେ ନଡିଆ ବ୍ୟବସାୟୀ ତା’ର ନବବିବାହିତା ପତ୍ନୀ ନର୍ମଦା ସହିତ ରହୁଥାଏ । ତା’ର ଏକ ଅଜବ ଧାରଣା ଥାଏ ଯେ ସ୍ତ୍ରୀକୁ ସେ କେବେବି କୋମଳ ବ୍ୟବହାର କରିବ ନାହିଁ କାହିଁକିନା କଲେ ସେ ଆରମ୍ଭରୁ ତା’ ମୁଣ୍ଡ ଉପରେ ବସିବ ।       ଦିନେ ନର୍ମଦା ତା’ ସ୍ୱାମୀକୁ କହିଲା, “ଶୁଣ, ଆଜି ସଂଧ୍ୟାରେ ଟିକିଏ ଶିଘ୍ର ଆସିଯିବ । ଆମେ ଶିବ ମନ୍ଦିରକୁ...

Read More

ଦୁଃସ୍ୱପ୍ନ

ଅନେକ ଦିନ ତଳର କଥା । ବର୍ମାର ଗୋଟିଏ ଛୋଟ ଗାଁରେ ଲୋବସାଙ୍ଗ୍ ଥାଏ । ତା’ର ବୃତି ହେଲା ଟଙ୍କା ଧାର୍ ଦେଇ ସୁଧ ନେବା । ସେ ସୁଧ ବହୁତ ନିଏ; ତା’ଛଡା ସେ ତା’ ଜୀବନରେ ବୋଧହୁଏ ଆଉ କିଛି ମଧ୍ୟ ଜାଣେନାହିଁ । ଥରେ ସେ ଏକ ଦୂରାରୋଗ୍ୟରେ ପୀଡିତ ହୋଇ ଭାବିଲା, “ମୃତ୍ୟୁ ତ ଅନିବାର୍ଯ୍ୟ; ତେଣୁ ମୁଁ ଯେତେଦିନ ବଂଚିବି, ଭଗବାନ ଓ ଭକ୍ତଙ୍କ କଥା ଶୁଣିଲେ ଅନ୍ତତଃ ମୋର...

Read More

ସାତ ନକ୍ଷତ୍ର

ଥରେ ସ୍ୱର୍ଗରେ ଦେବେନ୍ଦ୍ର ସିଂହାସନରେ ବସି ଭାବିଲେ ସମସ୍ତିଙ୍କର ଇଚ୍ଛା ସେ ପୁରଣ କରିବେ; ବିଶେଷତଃ ଭୂଲୋକବାସୀଙ୍କର । ସେଥିପାଇଁ ସେ ସାତଜଣ ନକ୍ଷତ୍ରଙ୍କୁ ଡାକିଲେ । ଏହାପରେ ସେମାନେ ଉପସ୍ଥିତ ହୋଇ ଦେବେନ୍ଦ୍ରଙ୍କୁ ପଚାରିଲେ, “ଆମମାନଙ୍କ ପ୍ରତି କ’ଣ ଆଦେଶ ପ୍ରଭୁ?” ଏହା ଶୁଣି ଦେବେନ୍ଦ୍ର କହିଲେ, “ମୁଁ ସମସ୍ତ ଭୂଲୋକବାସୀଙ୍କୁ ସୁଖ ପ୍ରଦାନ କରିବାକୁ ଚାହୁଁଛି...

Read More

କଚ

ଯେତେବେଳେ ବାରମ୍ବାର ଦେବତା ଓ ଅସୁରମାନଙ୍କ ମଧ୍ୟରେ ଯୁଦ୍ଧ ହେଉଥାଏ, ସେତେବେଳେ ଯୁଦ୍ଧରେ ନିହତ ଅସୁରମାନଙ୍କୁ ସେମାନଙ୍କ ଗୁରୁ ଶୁକ୍ରାଚାର୍ଯ୍ୟ ମୃତସଞ୍ଜିବନୀ ମନ୍ତ୍ର ପଢି ସେମାନଙ୍କୁ ପୁନର୍ଜୀବନ ଦେଉଥାନ୍ତି । ଏଣୁ ଦେବତାମାନେ ମଧ୍ୟ ସ୍ଥିର କଲେ, ଯେ କୌଣସି ପ୍ରକାରେ ହେଉ ପଛେ ସେମାନଙ୍କୁ ବି ମୃତସଞ୍ଜିବନୀ ଶିଖିନେବାକୁ ହେବ । ଏପରି ଭାବି ସେମାନେ ଦେବଗୁରୁ...

Read More

ଝିଅର ବିବେକ

ସିପ୍ରା ନଦୀ କୂଳରେ ଛୋଟ ଗାଁଟିଏ ଥାଏ । ସେହି ଗାଁଟିର ନାଁ ରାୟପୁର । ଅନେକ ପୁରାକାଳରୁ ସେ ଗାଁରେ ଗୋଟିଏ ମହାଦେବ ମନ୍ଦିର ଥାଏ । ଶିବରାତ୍ରୀବେଳେ ସେଠାରେ ଗୋଟାଏ ବଡ ମେଳା ବସୁଥାଏ । ତେଣୁ ପ୍ରାୟ ଆଠ ଦଶଦିନ କାଳ ଗାଁ ଲୋକେ ନିଜ ନିଜ ସୁଖ ଦୁଃଖ ସବୁ ଭୁଲିଯାଇ ସେହି ମେଳାରେ ମଶ୍ଗୁଲ୍ ରହୁଥାନ୍ତି । ମେଳା ଦେଖିବା ଲାଗି ଦୂର ଗାଁ ଗଣ୍ଡାରୁ ବହୁତ ଲୋକ ଆସୁଥାନ୍ତି...

Read More

ବୀର ହରିହର

ମହେନ୍ଦ୍ର ସିଂହ ଶଙ୍ଖେଶ୍ୱରର ଜଣେ ବଡ ଜମିଦାର ଥିଲେ । ତାଙ୍କ ପୈତୃକ ଜମିଦାରି ଶଙ୍ଖେଶ୍ୱରଠୁଁ କିଛି ଦୂରରେ ସେ ଆଉ ଖଣ୍ଡିଏ ଜମିଦାରି କିଣିଥିଲେ । ସେଠାକାର ପ୍ରଜାମାନେ ଠିକ୍ ସମୟରେ ଆସି କଚେରୀରେ କର ଦାଖଲ୍ ନ କରିବାରୁ ଜମିଦାରଙ୍କୁ ତାଙ୍କ ଗୁମାସ୍ତା କହିଲେ, “ସେମାନଙ୍କୁ ତାଗ୍ଦା ନ ଦେଲେ ସେମାନେ କର କଦାପି ବି ଦେବେ ନାହିଁ ।”                 ଏକଥା ଶୁଣି...

Read More

ବହ୍ନି ଦ୍ୱୀପ

ଚିତ୍ରସେନ ଆକସ୍ମିକ ଭାବରେ ବଣ ଭିତରେ ଗୋଟିଏ ଅଜବ ଉଆସର ଅଧିକାରୀ ହେଲେ । ତାଙ୍କ ପିତା ମହାରାଜା ତାରକେଶ୍ୱର ସେ ସମ୍ବାଦ ପାଇ ସେଠାକୁ ଆସି ତାଙ୍କ ସହ ସାକ୍ଷାତ୍ କଲେ । କେବେ କୌଣସି ପ୍ରକାର ଦରକାର ପଡିଲେ ତତ୍କ୍ଷଣାତ୍ ତାଙ୍କୁ ଖବର ଦେବାକୁ ପରାମର୍ଶ ଦେଇ ସେ ତାଙ୍କଠାରୁ ବିଦାୟ ନେଲେ । ତା’ପରେ–                 ପିତା ମହାରାଜ ତାରକେଶ୍ୱରଙ୍କୁ ବିଦାୟ ଦେଇ...

Read More

ପରଶ ପଥର

ନିଶା ଗରଜୁଥାଏ । ତା’ସହିତ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମଧ୍ୟେ ମଧ୍ୟେ ବର୍ଷା ବି ପିଟୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ବି ଶୁଭୁଥାଏ । ଭୟାବହ ମୁହଁଟିମାନ ଘନ ଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ ।                 କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି...

Read More

ମୁଦ୍ରିକାର ଗୌରବ

ଜମିଦାର ଜୟସିଂହ ସେଦିନ ତାଙ୍କ ଉଦ୍ୟାନରେ ବୁଲୁଥିଲେ । ଠିକ୍ ସେତିକିବେଳେ କେତେକ ପ୍ରଜା ସେମାନଙ୍କ ଗୁହାରି ଶୁଣାଇବାକୁ ଆସିଲେ । ସେମାନଙ୍କ ମୁଖପାତ୍ର ଶ୍ୟାମସୁନ୍ଦର ଜମିଦାରଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା କହିଲେ ।                 ଜମିଦାର ସେ ବିଷୟରେ ତାଙ୍କ ରାୟ ଦେବା ପୂର୍ବରୁ ନିଜେ ପିନ୍ଧିଥିବା ଗୋଟିଏ ମୁଦି ପ୍ରତି ଶ୍ୟାମସୁନ୍ଦରଙ୍କ ଦୃଷ୍ଟି ଆକର୍ଷଣ...

Read More

ଉଡୁପିର କୃଷ୍ଣ ମନ୍ଦିର

କିମ୍ବଦନ୍ତୀ କହେ ଯେ, ଶ୍ରୀକୃଷ୍ଣ ବଡ ହୋଇଯିବା ପରେ ଥରେ ତାଙ୍କ ଜନନୀ ଦେବକୀ ତାଙ୍କୁ ଶିଶୁ ରୂପେ ଦେଖିବାକୁ ଭାରି ମନ କଲେ । ତେଣୁ ସ୍ୱର୍ଗର ବିନ୍ଧାଣୀ ବିଶ୍ୱକର୍ମା ବାଳକୃଷ୍ଣଙ୍କର ଏକ ମୂର୍ତ୍ତି ଗଢି ତାଙ୍କୁ ଦେଲେ । ସମୟ କ୍ରମେ ସେହି ମୂର୍ତ୍ତି ଅର୍ଜୁନଙ୍କ ହାତରେ ପଡିଲା । ପ୍ରଭାସ ଠାରେ ଶ୍ରୀକୃଷ୍ଣ ଦେହତ୍ୟାଗ କରିବା ଉତାରୁ ଅର୍ଜୁନ ସେ ମୂର୍ତ୍ତିକୁ ଗୋଟିଏ...

Read More

ପାଣ୍ଡିତ୍ୟ

ସେତେବେଳେ ଚନ୍ଦ୍ରଦେବ ଚମ୍ପାନଗରୀର ସିଂହାସନରେ ନୂଆ ହୋଇ ଅଭିଷିକ୍ତ ହୋଇଥାନ୍ତି । ସେ ଯୁବକ ଲୋକ । ସିଂହାସନରେ ବସିବାର କଳ୍ପନା ସ୍ୱପ୍ନରେ ବି ତାଙ୍କ ମନକୁ ତ କେବେବି ଆସି ନଥିଲା । ହଠାତ୍ ରାଜା ମରିଗଲେ । ତାଙ୍କର ଏକମାତ୍ର ପୁଅ ରାଜାଙ୍କ ମୃତ୍ୟୁର ଅଳ୍ପଦିନ ଆଗରୁ ଶୀକାର କରିବାକୁ ଯାଇ ପ୍ରାଣ ହରାଇଥିଲେ । ରାଜ୍ୟ ହଠାତ୍ ଉତ୍ତରାଧିକାରୀ-ଶୂନ୍ୟ ହୋଇଗଲା । ଦୂର...

Read More

ଶିବଲୀଳା

ତିନ୍ନଡୁ ସେହିଠାରେ ହିଁ ରହିଗଲେ, ତାଙ୍କ ସହିତ ଆସିଥିବା ଶବରମାନେ ସେଠାରୁ ଫେରିଗଲେ । ସେ ଭାବିଲେ, “ଆହା, କେତେଦିନ ହେବ ମୋର ପ୍ରଭୁ ଉପବାସରେ ରହିଛନ୍ତି, ଯାଏଁ ମୁଁ କିଛି ଖାଦ୍ୟର ଯୋଗାଡ ତାଙ୍କ ପାଇଁ କରେ ।” ତା’ପରେ ତିନ୍ନଡୁ ନିଜର ଧନୁଷବାଣ ଧରି ଜଙ୍ଗଲକୁ ଗଲେ । ଜଙ୍ଗଲରୁ ଜନ୍ତୁଟିଏ ଶିକାର କରି ତାକୁ ସେ ନିଆଁରେ ସିଝାଇ ନେଇ ଆସିଲେ ଓ ନଦୀରୁ କିଛି ପାଣି...

Read More

ଶିବଭକ୍ତ ଯୁବକ

ବୀରସିଂହ ନାମରେ ଏକ ଶିବଭକ୍ତ ଯୁବକ ଥାଏ । ସେ ଭଗବାନ ଶିବଙ୍କୁ ସର୍ବଦା ଉପାସନା କରେ । ତା’ର ପିଲାଦିନୁ ବାପ ମା’ ମରି ଯାଇଥା’ନ୍ତି । ତେଣୁ ତା’ର କାକାହିଁ ତାକୁ ପାଳି ପୋଷି ମଣିଷ କରିଥିଲେ । ବୀରସିଂହର ବିବାହ ବୟସ ହେବାରୁ ତା’ର କାକା ଚନ୍ଦ୍ରସିଂହ ଦିନେ କନ୍ୟା ଖୋଜି ଯାଇ ନିଜ ଶଶୁର ଘର ଗ୍ରାମ ହରିପୁରରେ ପହଁଚିଲେ । ସେଠାରେ ତାଙ୍କ ଶ୍ୟାଳକ ରବିଗୁପ୍ତଙ୍କ...

Read More

ପ୍ରାର୍ଥୀ ମନୋନୟନ

ଦୁର୍ଗାପୁରର ଜମିଦାର ଲକ୍ଷ୍ମୀକାନ୍ତଙ୍କ ମାଳୀ ଭୋଳା ବୁଢା ହୋଇଯିବାରୁ ତା’କାମରୁ ସେ ଏଥର ଅବସର ନେବାକୁ ଚାହିଁଲା । ତେଣୁ ଜମିଦାର ତା’ର ଦରମା ବ୍ୟତୀତ ତାକୁ ଆଉ ଅଧିକ କିଛି ଧନ ଦେଇ କାମରୁ ଛୁଟି ଦେଲେ । ମାତ୍ର ଯିବା ପୂର୍ବରୁ ଜମିଦାର ସେ ଭୋଳାକୁ କହିଲେ, “ଦେଖ, ଭୋଳା, ତୁ ଯିବା ପୂର୍ବରୁ ତୋ ସ୍ଥାନରେ ତୋ ପରି ଜଣେ ଭଲ ମଣିଷକୁ ରଖାଇଦେଇ ଯିବୁ ।”...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ