ଅଜବ ପଙ୍ଖା

ନାନା ପ୍ରକାରର ପଙ୍ଖା ଜଣେ ରାଜା ରଖିବାକୁ ଖୁବ୍ ଭଲ ପାଉଥିଲେ, ଦିନେ ଖରାବେଳେ କେହି ଜଣେ “ଅଦ୍ଭୁତ ପଙ୍ଖା ନିଅ” ବୋଲି ଡାକି ଡାକି ସେହି ରାଜାଙ୍କ ରାଜପ୍ରାସାଦ ପାଖରେ ଯାଉଥିଲା । ଏହା ଶୁଣି ରାଜା ତାକୁ ତୁରନ୍ତ ଡକାଇ ପଠାଇଲେ ଓ ପଚାରିଲେ “ଏଥିରେ ଏପରି କ’ଣ ଅଦ୍ଭୁତ ଅଛି?”                 ତା’ପରେ ସେ ପଙ୍ଖାବାଲା କହିଲା “ହଜୁର ଇଏ ବଡ ଅଦ୍ଭୁତ ପଙ୍ଖା, ଏହା...

Read More

ପର୍ସିଅସ୍ ଓ ଆଣ୍ଡ୍ରେମିଡା

ସାହସୀ ପର୍ସିଅସ୍ ମେଡୁସାକୁ ମାରି ତା’ର ମୁଣ୍ଡ ନିଜ ପାଖରେ ରଖିଥା’ନ୍ତି । ଫେରିବା ସମୟରେ ସେ ସୁନ୍ଦରୀ ରାଜକୁମାରୀ ଆଣ୍ଡ୍ରେମିଡାଙ୍କୁ ଭୟଙ୍କର ସାମୁଦ୍ରିକ ପଶୁ କବଳରୁ ରକ୍ଷା କରିବାରୁ ତାଙ୍କ ପିତାମାତା ଏଥିରେ ଅତ୍ୟନ୍ତ ଖୁସି ହୋଇ ପର୍ସିଅସ୍ଙ୍କ ସହିତ ତାଙ୍କ ଝିଅ ତଥା ଆଣ୍ଡ୍ରେମିଡାର ବିବାହ କରାଇ ଦେଲେ । ସେମାନଙ୍କ ବିବାହ ବଡ ଆଡମ୍ବର ସହକାରେ ଅନୁଷ୍ଠିତ ହେଲା...

Read More

ମନ୍ତ୍ରୀ ନିର୍ବାଚନ

ପୁରାକାଳର କଥା । ଚିତ୍ରଧ୍ୱଜ କୋମଳ ଦେଶର ରାଜା ଥିଲେ । ତାଙ୍କର ସୁବୁଦ୍ଧି ନାମକ ଏକ ମନ୍ତ୍ରୀ ଥିଲେ । ତାଙ୍କ ନାମଟି ସିନା ସୁବୁଦ୍ଧି ହେଲେ ସ୍ୱଭାବରେ ସେ ବଡ ମନ୍ଦବୁଦ୍ଧି ଥିଲେ । ତାଙ୍କର କାର୍ଯ୍ୟକଳାପ ସବୁ ରାଜାଙ୍କ କାନରେ ପଡିଲା । ରାଜା ହଠାତ୍ ତାଙ୍କୁ ବାହାର କରି ନଦେଇ ଚାହୁଁଥିଲେ କି ଆଉ ଜଣେ କିଏ ଯୋଗ୍ୟ ବ୍ୟକ୍ତି ମିଳିଲେ ତା’ପରେ ଯାଇ ରାଜା...

Read More

ବୀର ହନୁମାନ

ହନୁମାନ ଲଙ୍କା ନଗରୀରେ ପ୍ରବେଶ କରି ନିଜ ମନ ଖୁସିରେ ବୁଲୁଥା’ନ୍ତି । ସେତେବେଳେ ତାଙ୍କର ଶରୀରଟି ଏତେ ଛୋଟ ଥିଲା ଯେ ତାଙ୍କୁ କେହି ବି ଜାଣିପାରବା ବଡ କଠିନ । ସେ ଦେଖିଲେ କେତେକ ରାକ୍ଷସଙ୍କର ଜଟା ତ ଆଉ କେତେକଙ୍କର ସମ୍ପୂର୍ଣ୍ଣ ଲଣ୍ଡା ମୁଣ୍ଡ, କେତେକଙ୍କର ଲମ୍ବା ବାଳ ଗାଲ ମୁଚ୍ଛ ତ ପୁଣି କେତେକ ଭୟଙ୍କର ନିଶ ସବୁ ରଖିଛନ୍ତି । କିଏ ହତିଆର ନେଇ ଖେଳ ଖେଳୁଛି ତ...

Read More

ଅଦ୍ଭୁତ ବାୟସ

ନରିଆ ନାମକ ଜଣେ ବ୍ୟକ୍ତି ଜଙ୍ଗଲରୁ ଚଢେଇ ଧରି ତାକୁ ସେ ସହରରେ ବିକି ଆପଣା ପେଟ ପୋଷେ । ତା’ର ସ୍ତ୍ରୀ ନଥାଏ; ମାତ୍ର ସୁଦାମ ନାମରେ ତା’ର ପୁଅଟିଏ ଥାଏ । ବାପ ଥିବାତକ ସେ ବେଶ୍ ଗେହ୍ଲୋରେ ଚଳୁଥିଲା । ସେ ପୁଅଟି ଟିକିଏ ବଡ ହୋଇ ଯିବା ପରେ ହଠାତ୍ ଦିନେ ତା’ ବାପା ମରିଗଲେ । ତା’ପରେ ସେ ପିଲାଟି ନିଜକୁ ବଡ ଅସହାୟ ଅନୁଭବ କଲା । ତଥାପି ମନରେ ଧୈର୍ଯ୍ୟ ଓ ସାହସ ରଖି...

Read More

ଶିବୁର ଚାଲାକି

କାଞ୍ଚିପୁର ଗ୍ରାମରେ ଶିବୁ ନାମରେ ମେଣ୍ଢାରଖୁଆଳଟିଏ ଥାଏ । ସେ ତା’ ମାଲିକର ମେଣ୍ଢାଗୁଡିକୁ ନେଇ ସକାଳୁ ଯାଇ ସଂଧ୍ୟାରେ ଫେରେ । ଥରେ ତା’ର କୌଣସି ଏକ କାମ ପାଇଁ ଟଙ୍କା ନିହାତି ଦରକାର ହେଲା । ମାତ୍ର ସମସ୍ତିଙ୍କୁ ମାଗି ମାଗି କେହି ବି ନ ଦେବାରୁ ଶେଷରେ ମେଣ୍ଢାଟିଏ ଲୁଚାଇ କରି ତାକୁ ସେ ବିକ୍ରୟ କରିଦେଲା । ରାତିରେ ମାଲିକ ଶିବୁକୁ ପଚାରିଲେ, “ଆରେ ଶିବୁ, ଆଜି...

Read More

ପିଶାଚୀ

ଗୋଟିଏ ଗାଁରେ ରାମୁ ନାମକ ଚାଷୀଟିଏ ରହୁଥାଏ । ବାହା ହେବାର ଖୁବ୍ ଅଳ୍ପଦିନ ପରେ ତା’ର ପତ୍ନୀ ବିୟୋଗ ଘଟିଲା । ବିଚାରା ଏବେ ସେ ଏକେଲା ତା’ଘର ଚଳାଉ ଥାଏ । ସେହି ଗାଁରେ ରୂପା ବୋଲି ଅନାଥ ଗରିବ ଝିଅଟିଏ ଥାଏ । କାମଦାମ କରି ସେ ତା’ ନିଜ ପେଟ ପୋଷେ ।                 ରୂପା ରାମୁ ଘରେ ସବୁ ପ୍ରକାର କାମ ପାଇଟି କରେ । ଏମିତିକି ତା’ କ୍ଷେତକୁ ମଧ୍ୟ ଯାଇ ସେ କାମ...

Read More

ଚଷାର ଯୁକ୍ତି

ରମେଶ ଶର୍ମା ଗୋଟିଏ ବିଦ୍ୟାଳୟରେ ଶିକ୍ଷକ ଥିଲେ । ଅବସର ନେବା ପରେ ସେ ନିଜକୁ ଜଣେ ଧର୍ମଗୁରୁ ଭାବେ ବୋଲାଇବାକୁ ତାଙ୍କର ଭାରି ମନ ହେଲା । ସେ ସେଉଠୁ ତାଙ୍କ ଦାଢୀ ବଢାଇ, ବାବାଜୀ ବେଶ ଧରି ଗୋଟାଏ ଦୂର ଗାଁକୁ ଯାଇ ସେଠାରେ ଥିବା ଗୋଟାଏ ବରଗଛ ତଳେ ଚକା ପକାଇ ବସିଲେ । ଗାଁ ଲୋକେ ଆସି ତାଙ୍କୁ ଓଳିଗି ହେଲେ । ଶର୍ମା କହିଲେ, “ତମେମାନେ ସମସ୍ତେ ଆଜି ଖରାବେଳେ ଆସ ।...

Read More

ବିବେକ ଧର୍ମ

ବିଭୁତିଦେବ ଚମ୍ପକ ରାଜ୍ୟ ଉପରେ ରାଜୁତି କରୁଥିଲେ । ଲୋକେ କହୁଥିଲେ, ବିଭୁତିଦେବଙ୍କୁ ଦାତାପଣ ଓ ସତ୍ୟବାଦିତାରେ ପୁରାଣ ଯୁଗର ରାଜା ହରିଶ୍ଚନ୍ଦ୍ରଙ୍କ ସହ ତୁଳନା କରାଯାଇ ପାରେ ।                 ରାଜା ବିଭୁତିଦେବଙ୍କ ସୁଖ୍ୟାତି ଚତୁର୍ଦ୍ଦିଗକୁ ବ୍ୟାପିଗଲା । ତେଣୁ ଅନ୍ୟ ରାଜାମାନେ ତାଙ୍କ ପ୍ରତି ଇର୍ଷାନ୍ୱିତ ହେଲେ । ସେ ଦାନୀ ଏବଂ ନ୍ୟାୟପରାୟଣ, କେବଳ ଏହା...

Read More

ପ୍ରତିଶୃତି

ଶେଠ୍ ହରିତ୍ କିଶୋର ବେମାର ପଡିଥାନ୍ତି । ଅନେକ ଦିନଯାଏଁ ସେ ଶଯ୍ୟାଶାୟୀ ରହିଲେ । ତାଙ୍କ ଲୋକେ ଜଣେ ନୂଆ ବୈଦ୍ୟଙ୍କୁ ଡକାଇଲେ । ଶେଠ୍ କହିଲେ, “ବୈଦ୍ୟଜୀ! ଅସୁସ୍ଥତା ଯୋଗୁଁ ମୋ ମନ ବି ଆଉ ଠିକ୍ କାମ କରୁନାହିଁ । ମୁଁ ଯାହା କହିବା ଠିକ୍ ନୁହେଁ, ତାହା କହିଦେଉଛି । ମାତ୍ର ଯାହା କହିବା ଠିକ୍, ତାହା କହି ପାରୁନାହିଁ ।”                 ବୈଦ୍ୟ କହିଲେ “ଚିନ୍ତା...

Read More

ପିତା ଓ ପୁତ୍ର

ପିତା ରୂପୀ ପୁତ୍ର ବିଜୟ ବଜାରରୁ ଘରକୁ ଫେରିବା ବେଳକୁ ମେଘ ଘୋଟି ଚାରିଦିଗ ଅନ୍ଧାରୁଆ ହୋଇଥାଏ । ସେ ଦେଖିଲା ତା’ ଘର ଆଗରେ ପିଲାଟିଏ ଠିଆ ହୋଇ ସିଟି ମାରୁଛି । ତାକୁ ଦେଖି ବିଜୟର ଆନନ୍ଦ ହଠାତ୍ ବହୁତ ବଢିଗଲା । ସେ ତା’ ସାଙ୍ଗ ରଙ୍ଗନାଥ । ବିଜୟ ବି ତା’ ସିଟିର ଉତ୍ତରରେ ସିଟି ବଜାଇବାକୁ ଚେଷ୍ଟା କଲା । କିନ୍ତୁ କୌଣସି ମତେ ତା’ ଅଧରୋଷ୍ଠରୁ ସିଟି ବାହାରିଲା...

Read More

ତୃତୀୟ ପ୍ରତିବେଶୀ

ପ୍ରସାଦ ଓ ବିମଳ ପ୍ରତିବେଶୀ ଥିଲେ । ତେବେ ସେମାନେ ଯେଉଁ ଦୁଇଟି ଘର ଭଡା ନେଇ ରହୁଥିଲେ, ସେ ଘର ଦୁଇଟି ମଝିରେ ଆଉ ଗୋଟିଏ ଘର ଥିଲା । ସେ ମଝି ଘରଟି ବହୁଦିନ ପର୍ଯ୍ୟନ୍ତ ଖାଲି ପଡିଥିଲା । ପ୍ରସାଦ ଓ ବିମଳ ଭିତରେ ବେଶ୍ ସଦ୍ଭାବ ଥିଲା । ବିମଳର କେତୋଟି ଛେଳି ଥିଲେ । ଏହା ଯେଉଁ ସମୟର କଥା କୁହାଯାଉଛି, ସେ ସମୟରେ ସହର ଗୁଡିକ ଆଜି ଭଳି ଜନାକୀର୍ଣ୍ଣ ହୋଇ ନଥିଲେ ।...

Read More

କୃଷ୍ଣାବତାର

ପୌଣ୍ଡ୍ର ବାସୁଦେବ ବୋଲି ଜଣେ ରାଜା ଥା’ନ୍ତି । ସେ ନିଜକୁ ଭଗବାନ୍ ବାସୁଦେବ ବୋଲି କହୁଥାନ୍ତି ଓ ଶ୍ରୀକୃଷ୍ଣଙ୍କୁ ଠକ ବୋଲି କହୁଥା’ନ୍ତି । ଏସବୁ ମଜା ଦେଖିବା ତ ନାରଦଙ୍କ କାମ । ଦିନେ ଋଷିବର ନାରଦ କୌତୁକ ଦେଖିବା ପାଇଁ ପୌଣ୍ଡ୍ର ବାସୁଦେବଙ୍କ ପାଖରେ ଯାଇ ପହଁଚିଲେ । ନାରଦଙ୍କୁ ଦେଖି ବହୁତ ଭକ୍ତି ଦେଖାଇ ତଥା ତାଙ୍କ ପାଦ ଧୋଇ ତାଙ୍କୁ ଆସନରେ ବସାଇ ସେ କହିଲେ...

Read More

ବିଫଳ କୌଶଳ

ଗୋଟିଏ ଗାଁରେ ଜଣେ ଧନୀଲୋକ ଥା’ନ୍ତି । ସେ ସମସ୍ତ ଗରିବ ଲୋକଙ୍କର ଦୁଃଖ ବୁଝୁଥା’ନ୍ତି । ସଦା ସର୍ବଦା ଦାନ ଧର୍ମରେ ତାଙ୍କର ସମସ୍ତ ଧନ ଖର୍ଚ୍ଚ ହୁଏ । ଏମିତିକି ତାଙ୍କ ଘରୁ କେହି କେବେବି ଖାଲି ହାତରେ ଫେରେ ନାହିଁ ।                 ପାଖ ଗାଁରେ ଆଉ ଜଣେ ଧନୀଲୋକ ଥା’ନ୍ତି । ସେ କିନ୍ତୁ ଖୁବ୍ କଞ୍ଜୁସ୍ । ତା’ଙ୍କର ଦାନାଟିଏ ନଷ୍ଟ ହୋଇଗଲେ ଦେହରେ କମ୍ପ ଆସେ ।...

Read More

ଭୟ ପାଇଁ ଔଷଧ

ପାଟପୁରରେ ନୀଳାମ୍ବର ନାମକ ଜଣେ ବ୍ୟକ୍ତି ଥାଏ । ତା’ର ପରିବାର ବୋଲି ସ୍ତ୍ରୀ କନକ ଓ ପୁଅ ଝିଅ ଦୁଇଟି । ତା’ଘରେ ଦୁଇଟି ଦୁଧିଆଳୀ ମଇଁଷି ଆଉ କିଛି ଜମି ନେଇ ସେ ଦୁଃଖକଷ୍ଟରେ ଚଳୁଥାଏ । ଥରେ ଏପରି ଅକାଳ ପଡିଲା ଯେ ବର୍ଷା ନହେବାରୁ ଧାନ ନଷ୍ଟ ହେଲା । ପୁଣି ଭଲ ଘାସପତ୍ର ଖାଇବାକୁ ନପାଇ ମଇଁଷି ଦୁଇଟି ମଧ୍ୟ ହଠାତ୍ ମରିଗଲେ । ଏଣେ ଘର ଚଳାଇବାକୁ ତାକୁ ବହୁତ କଷ୍ଟ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ