ମହେନ୍ଦ୍ରର ଶେଷ ଅବଲମ୍ବନ ତା ବୋଉ ଥିଲା । ବାପା ତ ବହୁ ଆଗରୁ ଯାଇଥିଲେ । ବୋଉର ପରଲୋକ ପରେ ସେ ଆଉ ଗାଁରେ ନରହି ସହରକୁ ଯାଇ କୌଣସି କାମ ଧନ୍ଦା ଯୋଗାଡ କରିନେବାକୁ ସ୍ଥିର କଲା । ଗାଁରେ ଜଣେ ଆତ୍ମୀୟ ଥିଲେ । ସେ ବେଶ୍ ଭଲ ମଣିଷ । ମହେନ୍ଦ୍ର ନିଜ ଘରର ଦାୟିତ୍ୱ ତାଙ୍କୁ ସମର୍ପି ଦେଲା । ଜମି ଯାହା ଅଳ୍ପସଳ୍ପ ଥିଲା, ତାକୁ ପ୍ରତିବେଶୀମାନଙ୍କୁ...
Category - କାହାଣୀ
ଅନେକ ବର୍ଷ ତଳର କଥା । ବିଜୟପୁରର ପଶ୍ଚିମ ଅଂଚଳରେ ଜବଗ୍ରାମ ଇଲାକାରେ ଜଣେ ଦକ୍ଷ ରାଜପ୍ରତିନିଧି ଥିଲେ । ସେ ସ୍ଥାନୀୟ ପ୍ରଜାମାନଙ୍କୁ ଏପରି ସୁଖରେ ଲାଳନ ପାଳନ କରୁଥିଲେ ଯେ ସେମାନେ ରାଜପ୍ରତିନିଧିଙ୍କୁହିଁ ରାଜା ଭଳି ମାନ୍ୟ କରୁଥିଲେ । ଏଣେ ରାଜପ୍ରତିନିଧି ରାଜାଙ୍କ ପ୍ରତି ମଧ୍ୟ ଖୁବ୍ ବିଶ୍ୱସ୍ତ ଥିଲେ । ତେବେ ଦିନେ ବୃଦ୍ଧାବସ୍ଥାରେ ତାଙ୍କର...
ଚନ୍ଦ୍ରବର୍ମା ତାନ୍ତ୍ରିକ ବୋଲି ରାଜା ଶିବସିଂହଙ୍କ ଅନୁଚରମାନେ ଧରି ନେଇଥିଲେ । ଚନ୍ଦ୍ରବର୍ମା ଧୂସର ଦୁର୍ଗକୁ ଯିବାର ନକ୍ସା ବୁଢାଠୁଁ ନେଇ ନେଇଥିଲେ । ନାଗରିକମାନେ ଚନ୍ଦ୍ରବର୍ମାଙ୍କୁ ମହାତାନ୍ତ୍ରିକ ରୂପେ ସ୍ୱାଗତ କଲେ । ତୋରଣମାନ ଅତିକ୍ରମ କରି ଚନ୍ଦ୍ରବର୍ମା ଯେତେବେଳେ ରାଜଭବନ ପାଖରେ ଯାଇ ପହଁଚିଲେ, ସେତେବେଳେ ତାଙ୍କୁ ଭବନ ସାମ୍ନାରେ...
ନିଶା ସେମିତି ଗରଜୁଥାଏ । ଏଣେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମଧ୍ୟେ ମଧ୍ୟେ ବର୍ଷା ବି ପିଟୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମାତ୍ର ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି...
ପ୍ରାୟ ଶହେ ବର୍ଷ ତଳର କଥା । ପୁରୀରେ ସେତେବେଳେ ଅନେକ ଜ୍ୟୋତିଷ ଥିଲେ । ତହିଁ ଭିତରୁ ଜଣେ ହେଲେ ପଣ୍ଡିତ ହରି ମିଶ୍ର । ସେ ହାତ ଦେଖି ଓ ଜାତକ ପଢି ଜୀବିକା ଅର୍ଜନ କରୁଥିଲେ । ତେବେ ସେ ପୁରୀରେ ବସି ନ ରହି ଦୂର ଦୂର ଗାଁ ଗଣ୍ଡା ବୁଲି ଆୟ କରୁଥିଲେ । ଥରେ ସେ ସୁମନ୍ତଗଡ ଗ୍ରାମରେ ଯାଇ ପହଁଚିଲେ । ସେହି ଗ୍ରାମଟିରେ ତ ଅନେକ ଥିଲାବାଲା ଲୋକ...
ଜଗତ ଦାସ ଜଣେ ସାଧାରଣ ଗୃହସ୍ଥ । ତେବେ ତା’ର ଯେତିକି ଜମି ଆବଶ୍ୟକ, ତାହାଠୁ କିଛି ଅଧିକ ଥିଲା । ନିଜର ଗୋଟିଏ ବୋଲି ଝିଅର ବାହାଘର ଟିକିଏ ଧୁମ ଧାମ ରେ କରିବାକୁ ମନସ୍ଥ କରି ସେ ଦୁଇ ଏକର ଜମି ଜମିଦାରଙ୍କୁ ବିକିଦେଲା । ଦୁଇ ହଜାର ଟଙ୍କା ପାଇଲା । ଏହା ଯେଉଁ ସମୟର କଥା କୁହାଯାଉଛି, ସେତେବେଳେ ପଚାଶଟି ସ୍ୱର୍ଣ୍ଣମୁଦ୍ରାର ମୂଲ୍ୟ ଦୁଇ ହଜାର ଟଙ୍କା ଥିଲା । ଜଗତ...
କଲ୍ୟାଣପୁର ନାମକ ଗୋଟିଏ ଗ୍ରାମରେ ଏକ ଦେବୀ ମନ୍ଦିର ଥାଏ । ଶିବରାମ ସେ ମନ୍ଦିରର ପୂଜାରୀ ଥିଲେ । ନିକଟରେ କେଶବପୁର ନାମରେ ଆଉ ଗୋଟିଏ ଗ୍ରାମ ଥାଏ । ସେ ଗାଁର ଜମିଦାର ଥରେ କୌଣସି ଉତ୍ସବରେ ଦେବୀଙ୍କୁ ଅନେକ ଅଳଙ୍କାର ଭେଟି ଦେଇଥା’ନ୍ତି । ସେ ଅଳଙ୍କାର କେହି ଚୋରାଇ ନେବନାହିଁ ବୋଲି ସେ ପୂଜାରୀ ଶିବରାମଙ୍କ ଉପରେ ଅଳଙ୍କାର ଦେଖାଶୁଣା କରିବାର ଭାର ନ୍ୟସ୍ତ କଲେ ।...
ପ୍ରାଚୀନ କାଳରେ ଚଣକ ଗ୍ରାମରେ ଚଣି ନାମକ ଏକ ବ୍ୟକ୍ତି ଥିଲେ । ସେ ବ୍ୟକ୍ତି ଆଜୀବକମତାବଲମ୍ବୀ ଥିଲେ । ତାଙ୍କ ପତ୍ନୀଙ୍କ ନାମ ଚଣେଶ୍ୱରୀ ଥିଲା । ତାଙ୍କରି ପୁତ୍ର ହେଉଛନ୍ତି ଇତିହାସ ପ୍ରସିଦ୍ଧ ବ୍ୟକ୍ତି ଚାଣକ୍ୟ । ଚାଣକ୍ୟ ଜନ୍ମରୁହିଁ ଏକ ବ୍ୟତିକ୍ରମ ଥିଲେ । ସବୁଗୁଡିକ ଦାନ୍ତ ଥାଇ ସେ ଜନ୍ମ ହୋଇଥିଲେ । ମୁନିମାନେ କହିଲେ ଯେ ଦାନ୍ତ ଥାଇ ଜନ୍ମ...
ବସ୍ତରର ଅମୀର ଶେଖ ହସନ୍ ଜଣେ କୁଶଳୀ ଶାସକ ଥିଲେ । ଦିନେ ସହରର କଟୁଆଳ ଜଣେ ଯୁବକକୁ ଧରି ଆଣି ତାଙ୍କ ପାଖରେ ପହଁଚି କହିଲା, “ହଜୁର! ଏଇ ସଲୀମ ନାମକ ଯୁବକ ଜଣେ ବୁଦ୍ଧିମାନ ଚୋର । ଖୁବ୍ ଯୋର ବର୍ଷା ହେଉଥିବା ବେଳେ ସେ ଆମ ସହରର ଧନୀ ବ୍ୟକ୍ତି ଦାଉଦ୍ ଖାଁ ଘରେ ପଶି ଚୋରୀ କରୁଥିଲା । ଧରା ପଡିଛି ।” ଅମୀର ଯୁବକ ଆଡକୁ ଚାହିଁ ଦେଖିଲେ ଯେ ତା’...
ପ୍ରିୟନାଥ ଓ ସୁପ୍ରିୟା ସ୍ୱାମୀ ସ୍ତ୍ରୀ ଥିଲେ । ସେମାନଙ୍କ ନାମରେ ଯେପରି ସାମଞ୍ଜସ୍ୟ ଥିଲା, ସ୍ୱଭାବରେ ବି ସେହିପରି ଥିଲା । ସେମାନଙ୍କ ସ୍ୱଭାବର ଯାହା ବିଶେଷତ୍ୱ, ତାହା ବିବାହ ପରେ ପରେ ଉଭୟଙ୍କ ପାଖରେ ସ୍ପଷ୍ଟ ହୋଇ ଯାଇଥିଲା । ତାହା ଏହି ପ୍ରକାରେ ଘଟିଥିଲା; ସେଦିନ ପ୍ରିୟନାଥ ଓ ସୁପ୍ରିୟା ସେମାନଙ୍କର ଜଣେ ବନ୍ଧୁବାନ୍ଧବଙ୍କ ଘରେ ବାହାଘର...
ପୁରାକାଳରେ ଜଣେ ରାଜା ଥିଲେ । ଯିଏ ଗୋଟାଏ କିଛି ଭଲ କଥା କହିଦେଲା କି ରାଜାଙ୍କ ପ୍ରତି ସୌଜନ୍ୟ ଦେଖାଇଲା ତ ତାକୁ ପୁରସ୍କାର! ଦିନେ ରାଜା ରାଜଧାନୀଠାରୁ କିଛି ଦୂରରେ ଥିବା ତାଙ୍କର ଗୋଟିଏ ଉଦ୍ୟାନକୁ ବୁଲି ଯାଇଥାନ୍ତି । ତାଙ୍କ ଆଖିରେ ଗୋଟାଏ ନୂଆ ପକ୍ଷୀ ପଡିଲା । ସେ ତାକୁ ଧରି ଆଣିଲେ । ପକ୍ଷୀର ନାମ ପଚାରିବାରୁ କେହି କହି ପାରିଲେ ନାହିଁ । ଜଣେ ସେବକ କହିଲା...
କୁନ୍ତଳ ରାଜ୍ୟର ରାଜା ଜଗଦେବଙ୍କ ଦରବାରରେ ଜଣେ ବିଶିଷ୍ଟ କବି ଥିଲେ । ତାଙ୍କ ନାମ ଲଳିତ ମିଶ୍ର । ରାଜା ତାଙ୍କୁ ବହୁତ ସମ୍ମାନ କରୁଥିଲେ । କଥାରେ କଥାରେ ତାଙ୍କ କବିତାରୁ ଉଦ୍ଧୃତି ଦେଉଥିଲେ । ଲଳିତ ମିଶ୍ର ଯେ ବାସ୍ତବିକ ଜଣେ ପ୍ରତିଭାଧର କବିଥିଲେ, ଏଥିରେ କାହାରିବି ସନ୍ଦେହ ନଥିଲା । ରାଜ୍ୟର ଅନ୍ୟ ଗୁଣୀ କବିମାନେ ତାଙ୍କୁ ସେମାନଙ୍କ ଆଦର୍ଶ...
ଚନ୍ଦ୍ରବର୍ମା ଓ କାପାଳିନୀ ଶଙ୍ଖୁଥିବା ପାହାଡ ଉପରକୁ ଉଠିଗଲେ । ଶଙ୍ଖୁ ବାଟରେ ଅଚେତନ ଅବସ୍ଥାରେ ପଥର ଖସିଯିବା ଯୋଗୁଁ ତଳେ ପଡି କୁଆଡେ ଲୁପ୍ତ ହୋଇ ଯିବାର ସେମାନେ ଦେଖିଲେ । ପାହାଡ ଉପରେ ଚନ୍ଦ୍ରବର୍ମା କାଳକେତୁର ସହାୟତାରେ କାପାଳିନୀ ସକାଶେ ଗୋଟିଏ ଛୋଟିଆ ଘର ତୋଳିଦେଲେ । ତା’ପରେ ସେ ବିଦାୟ ନେଲେ । ବଣ ଭିତରେ ତାଙ୍କୁ ଗୋଟିଏ ବଳିଷ୍ଠ ଲୁହା ଜଂଜିର ମିଳିଲା ।...
ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମଧ୍ୟେ ମଧ୍ୟେ ବର୍ଷା ବି ପିଟୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି ପାଖକୁ...