ଶ୍ରୀ ରାମକୃଷ୍ଣ ପରମହଂସ

ଦିନେ ନୌକାଟିଏ ଆସି ନଦୀ ତଟରେ ଲାଗିଲା । ଗଦାଧର ଦୂରରୁ ଦେଖିଲେ ଜଣେ ମହିୟସୀ ମହିଳା ସେହି ନୌକାରୁ ଓହ୍ଲାଇଲେ । ତାଙ୍କ ହାତରେ ତ୍ରିଶୁଳ, ବସ୍ତ୍ର ଗେରୁଆ, ମୁଖମଣ୍ଡଳରେ ଆଧ୍ୟାତ୍ମିକ ସାଧନାର ଅପୂର୍ବ ପ୍ରକାଶ । ସେ ଥିଲେ ତନ୍ତ୍ରବିଦ୍ୟାରେ ପ୍ରବୀଣା ଜଣେ ଭୈରବୀ । ଗଦାଧର ଭୈରବୀକୁ ମାତୃବତ୍ ଜ୍ଞାନ କରି ତାଙ୍କୁ ସାଦର ନିମନ୍ତ୍ରଣ କଲେ । ଏଥିରୁ ସେ ଭୈରବୀ...

Read More

ନିରକ୍ଷର

ପୁରୁଣାକାଳର କଥା, ଗୋଟିଏ ଗାଁରେ ଜଣେ ଗରୀବ ଚାଷୀ ଥାଏ । ତା’ପାଖରେ ବୁଢୀଗାଈଟିଏ ଥାଏ । ସେଇତିକ ହିଁ ତା’ର ଧନସମ୍ପତ୍ତି । ଦିନେ ସେ ଗାଈଟି ଜମିଦାରଙ୍କ କ୍ଷେତ ପାଖରେ ଚରୁଥିଲା । ଦେଖିଲା ସୁନ୍ଦର ସବୁଜ ଛନଛନିଆ ଧାନ ଗଛ, କ୍ଷେତ ଚାରିପଟେ ବାଡ ଘେରା; ଶେଷରେ ଦେଖିଲା ଗୋଟିଏ ଜାଗାରେ ବାଡ ଭାଙ୍ଗି ଯାଇଛି, ସେହିବାଟରେ ଗାଈଟି ଗଳି ପଶିଗଲା ଓ ଧାନଗଛ ଖାଇବାରେ...

Read More

ବୀର ହନୁମାନ

ଶ୍ରୀରାମ ଯେତେବେଳେ ସୁଗ୍ରୀବଙ୍କୁ ରାବଣ ବିଷୟରେ ପଚାରିଲେ, ସେତେବେଳେ ସୁଗ୍ରୀବ ଦୁଃଖପୂର୍ଣ୍ଣ ସ୍ୱରରେ କହିଲେ, “ହେ ରାମ, ରାବଣର ରାଜ୍ୟ ଘର ଇତ୍ୟାଦି ବିଷୟରେ ମୁଁ କିଛି ବି ଆଦୌ ଜାଣେନାହିଁ । ତଥାପି ବି ଏତିକି ମୁଁ କହିପାରେ ଯେ ରାବଣ ଯେଉଁଠି ଥିଲେ ମଧ୍ୟ ମୁଁ ତା’ବିଷୟରେ ଖବର ସଂଗ୍ରହ କରି ସୀତା ଦେବୀଙ୍କୁ ଫେରାଇ ଆଣିବା ପାଇଁ ମୁଁ ଯତ୍ପରୋନାସ୍ତି ଚେଷ୍ଟା...

Read More

ଅଭିଳାଷ

ପୂର୍ବକାଳର କଥା । ସୁବୋଧ ନାମକ ଗୁରୁଙ୍କ ପାଖରେ ବତ୍ସଳ ନାମରେ ଜଣେ ଶିଷ୍ୟ ଥାଏ । ତା’ର ଶିକ୍ଷା ସମାପ୍ତ ହୋଇଥିଲେ ମଧ୍ୟ ସେ ଗୁରୁଙ୍କ ପାଖରେ ରହି ସେବା କରିବା ପାଇଁ ଇଚ୍ଛା ପ୍ରକଟ କଲା । ବତ୍ସଳର ଏଭଳି ଗୁରୁଭକ୍ତି ଦେଖି ଗୁରୁ ତାକୁ ଦଶଜଣ ବିଦ୍ୟାର୍ଥିଙ୍କୁ ଶିକ୍ଷା ଦେବାର ଭାର ଦେଲେ । ଗୁରୁଙ୍କଠାରୁ ପ୍ରଶଂସା ପାଇବା ଇଚ୍ଛାରେ ସେ ଛାତ୍ରଙ୍କୁ ବଡ ଶ୍ରଦ୍ଧା...

Read More

ସୁଲତାନାଙ୍କ ଚାତୁରୀ

ପାରସ୍ୟର ନୂଆ ସୁଲ୍ତାନ୍ ହେଲେ ସୟେଦ୍ ଅବଦୁଲ୍ଲା । ସେ ମନୋରଞ୍ଜନ କାର୍ଯ୍ୟକ୍ରମରେ ବହୁତ ଧନ ଖର୍ଚ୍ଚ କରୁଥିଲେ । ଅବସ୍ଥା ଏପରି ହେଲା ଯେ ରାଜ୍ୟର କଲ୍ୟାଣକାରୀ  ଯୋଜନା ବା ବିଶେଷ କୌଣସି କାର୍ଯ୍ୟପାଇଁ ରାଜକୋଷରେ ଅଧିକ ଧନ ରହିଲା ନାହିଁ । ଏହା ଏକ ବଡ ସମସ୍ୟା ଭାବରେ ଦେଖାଦେଲା ।                 ସୁଲତାନ ଓ ଉଜୀର ଏ ସମସ୍ୟା ଉପରେ ବହୁତ ଚିନ୍ତା କରିବାକୁ...

Read More

ଅମ୍ବରୀଷ

ଅମ୍ବରୀଷ ଥିଲେ ଜଣେ ଧର୍ମାତ୍ମା ରାଜା । ସେ ଥିଲେ ବିଷ୍ଣୁଭକ୍ତ । ବିଷ୍ଣୁ ତାଙ୍କୁ ବର ଦେଇଥିଲେ କି ତାଙ୍କ ସୁଦର୍ଶନ ଚକ୍ର ସର୍ବଦା ତାଙ୍କୁ ରକ୍ଷା କରୁଥିବ । ଥରେ ସେ ବର୍ଷେକାଳ କଠୋର ନୀତି ନିୟମ ପାଳିସାରି ଶେଷ ତିନିଦିନ ଉପବାସ କଲେ । ଶେଷଦିନ ସେ ଉପବାସ ଭଙ୍ଗ କରିବାକୁ ଯାଉଛନ୍ତି ଠିକ୍ ସେତିକିବେଳେ ସେଠାରେ ମୁନି ଦୁର୍ବାସା ଆସି ପହଁଚିଗଲେ । ଦୁର୍ବାସା...

Read More

ଧୂସର ଦୁର୍ଗ

ଥତାନ୍ତ୍ରିକ ଶଂଖୁ ରହୁଥିବା ନିର୍ଜନ ଅଂଚଳରେ ଚନ୍ଦ୍ରବର୍ମାଙ୍କ ସହ ହଠାତ୍ କାପାଳିନୀର ସାକ୍ଷାତ୍                 ହେଲା । ଶଂଖୁକୁ ଦମନ କରିବାର ଉପାୟ ଉଭୟେ ଚିନ୍ତା କଲେ । ସୂର୍ଯ୍ୟୋଦୟ ବେଳେ ଗୋଟିଏ                 ପାହାଡ ଉପରେ ଥିବା ଯେଉଁ ଶିଳା ଉପରେ ଠିଆ ହୋଇ ଶଂଖୁ ମନ୍ତ୍ର ପଢୁଥାଏ, ସେହି ଶିଳା ଦେହରେ ଦଉଡି ବାନ୍ଧି ରଖାଗଲା । ଶଂଖୁ ଆସି ତାହା ଉପରେ...

Read More

ଯମଙ୍କ ମହିଷ

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମଧ୍ୟେ ମଧ୍ୟେ ବର୍ଷା ମଧ୍ୟ ପିଟୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଶୁଭୁଥାଏ ଅଶରୀରୀମାନଙ୍କ ଅଟ୍ଟହାସ୍ୟ । ଘନ ଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ ଭୟାବହ ମୁହଁଟିମାନ ।                 କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ...

Read More

ଲକ୍ଷ୍ୟ ଭେଦ

ସୁକୁମାର ଦିନେ ଅନ୍ୟ ମନଷ୍କ ଭାବରେ ବୁଲୁ ବୁଲୁ ହଠାତ୍ ବଣ ଭିତରକୁ ପଶି ଆସିଥିଲା । ତା’ପରେ ସେ ଜଣେ ସାଧୁଙ୍କୁ ଭେଟିଲା ।                 ସାଧୁ ପ୍ରଶ୍ନ କଲେ, “ଯୁବକ! ତମେ କ’ଣ ହିଂସ୍ର ଜନ୍ତୁଙ୍କ କବଳରୁ ଆତ୍ମରକ୍ଷାର ମନ୍ତ୍ର ଜାଣ?”                 ତହୁଁ ସୁକୁମାର କହିଲା, “ମହାଶୟ! ବାଘ ମୋତେ ଖାଇଗଲେ ଭାରି ଭଲ ହେବ । କାହିଁକିନା ମୁଁ ମୋ ଜୀବନରେ କିଛି...

Read More

ପ୍ରଶଂସା ପତ୍ର

ଶ୍ରୀପୁର ଥିଲା ଗୋଟିଏ ବଡ ଜମିଦାରି । ତାହାକୁ ଛୋଟିଆ ରାଜ୍ୟଟିଏ କହିଲେ ବି କିଛି ଅତ୍ୟୁକ୍ତି ହେବ ନାହିଁ ।                 ଜମିଦାର ବଳବନ୍ତ ରାୟ ନିଜ ଜମିଦାରି ବାହାରେ ଆଉ ଖଣ୍ଡିଏ ଛୋଟିଆ ଜମିଦାରି କିଣିଲେ । ତାଙ୍କ ପ୍ରତିନିଧି ଭାବରେ ସେଠାରେ ଯିଏ ରହିବେ ତାଙ୍କୁ ନାଏବ କୁହାଯିବ । କାହାକୁ ନାଏବ ଭାବରେ ନିଯୁକ୍ତି ଦେଇ ସେଠାକୁ ପଠାଇବେ, ଏହା ହେଲା ତାଙ୍କର...

Read More

ଉଦାସୀନରାଜପୁତ୍ର

ସେତେବେଳେ କାଶୀ ନଗରୀରେ ରାଜା ବ୍ରହ୍ମଦତ ରାଜୁତି କରୁଥିଲେ । ତାଙ୍କ ପାଟରାଣୀ ମଦ୍ରଦେଶର ରାଜକନ୍ୟା ଚନ୍ଦ୍ରାଦେବୀ ଥିଲେ ।                 ରାଜା ସୁଚାରୁ ରୂପେ ରାଜକାର୍ଯ୍ୟ ପରିଚାଳନା କରୁଥିଲେ ଓ ନିଜେ ନିଜ କର୍ତ୍ତବ୍ୟ ପରାୟଣତା ଯୋଗୁଁ ବେଶ୍ ଖୁସିଥିଲେ । ପ୍ରଜାମାନେ ବି ଅତ୍ୟନ୍ତ ସନ୍ତୁଷ୍ଟ ଥିଲେ । କିନ୍ତୁ କ୍ରମେ ତାଙ୍କୁ ଗୋଟିଏ ଚିନ୍ତା ଘାରିଲା ।...

Read More

ମନ୍ଦିର ଅମରନାଥ

ଦିନେ ଦେବୀ ପାର୍ବତୀ ଶିବଙ୍କୁ ପଚାରିଲେ, “ପରମେଶ୍ୱର! ଆପଣ ସର୍ବଦା କାହିଁକି ଗୋଟିଏ ମୁଣ୍ଡମାଳ ଧାରଣ କରିଥାନ୍ତି?” ଏକଥା ଶୁଣି ଶିବ ହସିଲେ ଏବଂ କହିଲେ, “ଦେବୀ, ତୁମେ କେତେଥର ଜନ୍ମ ହୋଇ ତପସ୍ୟା କରିଛ । ଏସବୁ ତୁମରି ପୂର୍ବ ଜନ୍ମର ସ୍ମୃତି ତୁମରି ମୁଣ୍ଡମାଳ ।” ଶିବଙ୍କ ଏପରି କଥା ଶୁଣି ଦେବୀ ହଠାତ୍ ଚମକି ପଡିଲେ ଓ ପ୍ରଶ୍ନ କଲେ, “ଆଚ୍ଛା, ତୁମର ତ କେବେ ବି...

Read More

ଦରବାରୀ ପେଟୁ

ଗଙ୍ଗାପୁରର ଟୋକା ଦୁର୍ଯ୍ୟୋଧନ ଭାରି ଗପୁଡି, କିନ୍ତୁ କାମଦାମ ମୋଟେ ସେ କରେ ନାହିଁ । ଗାଁରେ ଯାହାର ଯେଉଁଦିନ ବିଶ୍ରାମ ଲୋଡାଥାଏ କିମ୍ବା ଯିଏ ଅସୁସ୍ଥ ଥାଏ, ତା’ ପାଖରେ ଦୁର୍ଯ୍ୟୋଧନ ବସି ଦୁନିଆଯାକର ଅଜବ କଥା ସବୁ ଗପେ । ସେମାନେ କିଛି ହେଲେ ବି ମନେ କରନ୍ତି ନାହିଁ, କିନ୍ତୁ ଯେଉଁମାନଙ୍କର କାମଦାମ ଅଛି, ସେମାନଙ୍କ ପାଖରେ ବସି ଗପସପ କରି ସେମାନଙ୍କ ସମୟ ନଷ୍ଟ...

Read More

ନେଳି ଟୋପି

ପଶ୍ଚିମଘାଟ ପର୍ବତମାଳାର ପାଦ ଦେଶରେ ଶଙ୍ଖଗ୍ରାମ ନାମକ ଏକ ପଲ୍ଲିରେ ଜୟକୁମାର ନାମକ ଯୁବକ ଥାଏ । ତା’ର ଗୋଟିଏ ନୌକା ଥାଏ । ସେହି ନୌକାରେ ସେ ଲୋକଙ୍କୁ ନଦୀ ପାରି କରାଏ । କିଏ ଗୋଟାଏ ପଇସା ଦିଏ ତ ପୁଣି କିଏ ତାକୁ ମୁଠିଏ ଚାଉଳ ଦିଏ । ଯାତ୍ରୀ ନଥିବା ବେଳେ ସେ ନୌକାରୁ ଜାଲ ପକାଏ । ମୋଟାମୋଟି ଜୟକୁମାର ସେଥିରେ ଚଳୁଥାଏ ।                 ଦିନେ ସେ ଦେଖିଲା...

Read More

ବିକି ଜାଣିଥିଲେ –

ଗୋବିନ୍ଦ ଲୁଗା ଦୋକାନ କରିଥାଏ । ସେ ଥରେ ସହରରୁ ଖଣ୍ଡିଏ ଦାମିକା ପଶମ ଚଦର ନେଇ ଆସିଲା । ସେତେବେଳେ ତା’ ଶଳା ନିତେଇ ତ ବୁଲି ଆସିଥାଏ । ସେ ତା’ ଭିଣେଇକୁ କହିଲା, “ଗୋବିନ୍ଦ ଭାଇ, ଏ ଶାଲ୍ କିଏ କିଣିବ?” ଏହା ଶୁଣି ଗୋବିନ୍ଦ କହିଲା, “ଆରେ ଭାଇ, ବିକି ଜାଣିଥିଲେ ସବୁ ସମ୍ଭବ ।” ଏହା କହି ଗୋବିନ୍ଦ ନିତେଇକୁ ଦୂରରୁ ଆସୁଥିବା ଜଣେ ଭଦ୍ରଲୋକଙ୍କୁ ଦେଖାଇ ଦେଇ ଚୁପ୍...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ