ସାହାସିକ କାର୍ଯ୍ୟ

ହେମଗିରି ନାମରେ ଛୋଟିଆ ଗାଁଟିଏ ଥାଏ । ଦଶଜଣ ଡାକୁ ମିଶି ସେଠାରେ ଗୋଟିଏ ଡାକୁଦଳ ଗଢିଥା’ନ୍ତି । ଗାଁ ପାଖରେ ଥିବା ବଣ ଭିତରେ ସେ ଡାକୁମାନେ ରହୁଥାନ୍ତି । ହେମଗିରି ଗାଁ ସେମାନଙ୍କର ଶୀକାର କ୍ଷେତ୍ର ହୋଇଯାଇଥାଏ । ସେମାନେ ମଝିରେ ମଝିରେ ଏଇ ଗାଁକୁ ଆକ୍ରମଣ କରି ଗ୍ରାମବାସୀଙ୍କର ଧନସମ୍ପତ୍ତି ନେଇ ଯା’ଆନ୍ତି; ତା’ ଛଡା ଜଣେ ଦୁଇଜଣ ସୁନ୍ଦରୀ ଝିଅ ଓ ଗୋଟିଏ ଦୁଇଟି...

Read More

ଅପୂର୍ବ ଯୁକ୍ତି

ଗୋଟିଏ ଗ୍ରାମରେ ଚାରିଜଣ ଯୁବକ ଥିଲେ । ସେମାନେ ସାଙ୍ଗ ହୋଇ ଅନେକ କିଛି କରନ୍ତି; ଏପରିକି  ଚୋରୀ ମଧ୍ୟ କରନ୍ତି । ଥରେ ସେଇ ଗାଁର ଜଣେ ଚାଷୀର ଛେଳିଟିକୁ ଚୋରୀ କରି ସେମାନେ ଗାଁ ମୁଣ୍ଡରେ ଥିବା ବରଗଛ ମୂଳରେ କାଟି, ରାନ୍ଧି, ଖାଇଲେ ।                 ଚାଷୀଟି ଏକଥା ଶୁଣି ଭାବିଲା ଗ୍ରାମର ମୁଖିଆକୁ ଏକଥା କହି କିଛି ବି ଲାଭ ନାହିଁ । କାରଣ ସେମାନଙ୍କର...

Read More

ରାଜଜ୍ୟୋତିଷ

ପାରସ୍ୟ ଦେଶରେ ହୁସେନ ନାମକ ଏକ ଗରୀବ ଲୋକ ରହୁଥାଏ । ଅଳ୍ପ କିଛି ଜିନିଷ ବିକ୍ରିକରି ସେ ତା’ ପେଟ ପୋଷେ । ଦିନେ ତା’ର ସ୍ତ୍ରୀ ସ୍ନାନ କରିବା ପାଇଁ ସେ ନଗରୀର ସ୍ନାନାଗାରକୁ ଗଲା । ଠିକ୍ ସେଇ ସମୟରେ ଜଣେ ଧନୀ ସ୍ତ୍ରୀ ଆସି ପହଁଚି ଜଗୁଆଳୀକୁ କହିଲେ, “ଏହିକ୍ଷଣି ମୁଁ ସ୍ନାନ କରିବି, ତେଣୁ ସମଗ୍ର ସ୍ନାନାଗାର ଖାଲି କରିବା ଦରକାର ।”                 “ଯେ...

Read More

ସଂସାରର ସାଗର

ଗଜପୁର ଗ୍ରାମଟି ଏକ ବଡ ନଦୀ କୂଳରେ ଅବସ୍ଥିତ । ସେହି ଗ୍ରାମରେ ନରେନ୍ଦ୍ର ନାମକ ଯୁବକ ଜଣକ ଥାଏ ଯିଏ କି ବିଚକ୍ଷଣ ସନ୍ତରଣକାରୀ ।                 ସେହି ଗ୍ରାମରେ ଚମ୍ପା ନାମରେ ଜଣେ ସୁନ୍ଦର ଝିଅଟିଏ ଥାଏ । ପିଲା କାଳରୁ ତା’ର ବାପମା’ ମରିଯିବାରୁ, ତା’ର ମାମୁଁ ମାଇଁ ଆସି ତା’ ଘରେ ରହି ତାକୁ ପାଳିଲେ । କାରଣ ଚମ୍ପାର ବାପା ଥିଲେ ଧନୀ । ମାମୁଁଙ୍କ ପରିବାର...

Read More

ବିଚିତ୍ର ପୁଷ୍ପ

(ନାଗପୁରୀ ରାଜଭବନରୁ ଯେଉଁ “ଶତାଦ୍ଦିକା” ପୁଷ୍ପ ଚୋରି ହୋଇଥିଲା ତାହା ସମୁଦ୍ରତଟରେ ଥିବା ନୌକାରୁ ମିଳିଲା । ତା’ପରେ ଦଳପତି ନାଗସିଂହ ଓ କେତେକ ସୈନ୍ୟଙ୍କ ସହ ଉତୁଙ୍ଗ “ଶତାଦ୍ଦିକା” ଫୁଲ ନେଇ ରାକ୍ଷସ ଜନ୍ତୁକୁ ଖୋଜିବାକୁ ଗଲେ । ଅଳ୍ପବାଟ ଯିବା ପରେ ନାଗସିଂହ ଉତୁଙ୍ଗଙ୍କୁ ସମୁଦ୍ରରେ ଠେଲି ପକାଇଦେଲେ ଓ “ଶତାଦ୍ଦିକା” ଫୁଲ ଧରି ଗଲେ । ଉତୁଙ୍ଗ କୌଣସି ମତେ କୂଳ...

Read More

ବିବେକ

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ଭାସି ଆସୁଥାଏ ସାଇଁ ସାଇଁ ପବନ । ଘଡ ଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ  । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ  । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ନ...

Read More

ବୁଦ୍ଧିମାନ ଗୁରୁନାଥ

ଗୁରୁନାଥ ନାମକ ବୁଦ୍ଧିମାନ ଯୁବକଟିଏ ଥାଏ । ସେ ଚାହିଁଲା ଗ୍ରାମ ଛାଡି ସହରରେ ବସବାସ କରିବ । ସହରରେ ବୁଲୁବୁଲୁ ରାମରାଜ ନାମକ ଜଣେ ବ୍ୟକ୍ତିଙ୍କ ସହ ତା’ର ଦେଖା ହେଲା । କଥା ହେଉହେଉ ସେ ରାମରାଜ କହିଲେ, “ମୁଁ ବାହାରେ ସ୍ୱାସ୍ଥ୍ୟବାନ୍ ଦେଖା ଗଲେ ମଧ୍ୟ ଭିତରେ ଶ୍ୱାସ ବେମାରୀ ଯୋଗୁଁ ବଡ କଷ୍ଟପାଉଛି । ଡାକ୍ତର କହିଛି ଜଳବାୟୁ ପରିବର୍ତ୍ତନ ନକଲେ ମୋ ବେମାରୀର କିଛି...

Read More

ଧର୍ମ ଅଧର୍ମ

ନୀରଜା ସହରରୁ ପ୍ରଥମଥର ପାଇଁ ତା’ ପିଇସି ଝିଅର ବିବାହ ଦେଖିବାକୁ ତା’ ବାପା ନୀଳକଣ୍ଠଙ୍କ ସହ ଗ୍ରାମକୁ ଆସିଥାଏ । ତା’ର ବାପା ନୀଳକଣ୍ଠ ସହରର ଜଣେ ବିଖ୍ୟାତ ହୀରା ବ୍ୟବସାୟୀ ।                 ବିବାହ ପରେ ନୀଳକଣ୍ଠ ସହର ଯିବାକୁ ବାହାରିଲେ । କିନ୍ତୁ ନୀରଜା ତା’ ବାପାଙ୍କୁ କହିଲା, “ଏଠାରେ ମୋତେ ବଡ ଭଲ ଲାଗୁଛି । ତେଣୁ ମୁଁ ଆଉ ସପ୍ତାହକ ପରେ ଫେରିବି ।”...

Read More

ବାଚାଳ ଶୁକପକ୍ଷୀ

ଗୋଟିଏ ଗ୍ରାମରେ ରାଜାରାମ ନାମକ ଜଣେ ଜମିଦାର ଥା’ନ୍ତି । ତାଙ୍କର ବହୁତ ଗର୍ବଥାଏ ଯେ ନିଜ ଗ୍ରାମ ତଥା ପଡୋଶୀ ଗ୍ରାମମାନଙ୍କ ମଧ୍ୟରେ ତାଙ୍କପରି ବିଦ୍ୟାବୁଦ୍ଧି ଓ ସମ୍ପତ୍ତି ଆଉ କାହାର ମଧ୍ୟ ନାହିଁ । ନଗରରେ ସେ ଯାହାକିଛି ବି ନୂଆ ଦେଖନ୍ତି ତାକୁ ସେ ତୁରନ୍ତ କିଣି ପକାନ୍ତି । ଆଉ ସମସ୍ତିଙ୍କ ଆଗରେ ବଡେଇ ଦେଖେଇ ହୋଇ କୁହନ୍ତି ।                 ଦିନେ...

Read More

ବୀର ହନୁମାନ

ଦ୍ୱାପର ଯୁଗରେ ଯଦୁବଂଶରେ ଭଗବାନ୍ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କଲେ । ସେତେବେଳେ ତ ପୃଥିବୀ କଂସ ପ୍ରଭୃତି ଅନେକ ଅସୁରଙ୍କ ଦ୍ୱାରା ଅତ୍ୟାଚାରିତ ହେଉଥିଲା । ଶ୍ରୀକୃଷ୍ଣ ସେମାନଙ୍କୁ ବଧ କରି ପୃଥିବୀ ଭାର ନିବାରଣ କଲେ । ତାଙ୍କ ଜ୍ୟେଷ୍ଠ ଭ୍ରାତା ବଳରାମ ମଧ୍ୟ ବଡ ଯୋଦ୍ଧା ଥିଲେ  । ଶ୍ରୀକୃଷ୍ଣ ନରକାସୁରକୁ ବଧ କଲେ । ସତ୍ୟଭାମା ସେ ଯୁଦ୍ଧରେ ଶ୍ରୀକୃଷ୍ଣଙ୍କୁ ସାହାଯ୍ୟ...

Read More

ରୋଗ

କୁବେରପୁରୀରେ ନାଗରାଜ ବୋଲି ଜଣେ ଧନୀ ବ୍ୟକ୍ତି ଥିଲେ । ତାଙ୍କର ଅପର୍ଯ୍ୟାପ୍ତ ଧନ, କିନ୍ତୁ ସେ ସର୍ବଦା ଅସୁସ୍ଥ ଥା’ନ୍ତି । ଅନେକ ବୈଦ୍ୟ ଆସି ଅନେକ ଧନ ଖର୍ଚ୍ଚ ହେଲା । ତଥାପି ମଧ୍ୟ ସେ ସୁସ୍ଥ ହେଲେ ନାହିଁ । ବୈଦ୍ୟମାନେ କହିଲେ, “ଆମର ଔଷଧ ଶାସ୍ତ୍ରରେ ଯେତିକି ଜ୍ଞାନ ଥିଲା ସବୁକିଛି ଉପଯୋଗ କଲୁ । ରୋଗ କ’ଣ ଆମେ ସଠିକ୍ ନିର୍ଣ୍ଣୟ ନ କରିବାରୁ ଏଇ ଦଶା ।”...

Read More

ବିଚିତ୍ର ବେଣୁ

ଆନନ୍ଦ ଗୋଟେ ଗରିବ ପିଲା ଥିଲା । କିନ୍ତୁ ତା’ ବାପା ତାକୁ ଆଦର କରି ନଷ୍ଟ କଲା । ବାପା ବହୁତ ଦିନ ପର୍ଯ୍ୟନ୍ତ ତାକୁ ପାଳିଲା, କିନ୍ତୁ ବଡ ହେଲେ ବି ସେ କିଛି କାମ କରେନି, ଅଳସୁଆ ହୋଇ ଘରେ ସେମିତି ବସିଥାଏ । ଏଥର ତା’ ବାପା ଭାବିଲା ତାକୁ କୌଣସି କାମରେ ଲଗାଇଦେବ ।                 ଚାକିରୀ ଖୋଜି ଖୋଜି ମିଳିଲା ନାହିଁ । କେହି ତାକୁ ରଖିବାକୁ ଚାହିଁଲେ ନାହିଁ...

Read More

ଶିବ, ବିଷ୍ଣୁ, ବୁଦ୍ଧ, ଜଗନ୍ନାଥ ଏବଂ ଓଡିଶା

ବର୍ତ୍ତମାନର ଇଣ୍ଡିଆ ହେଉଛି ମୂର୍ତ୍ତି ପୂଜା ବହୁଦେବବାଦର ଦେଶ। ବର୍ତ୍ତମାନର ଇଣ୍ଡିଆ ପୂର୍ବରେ କୌଣସି ଜାତୀୟ ଦେଶ ଧାରୀ ଐକ୍ୟର ପ୍ରତୀକ ନଥିଲା। ବର୍ତ୍ତମାନର ଇଣ୍ଡିଆ ପ୍ରାଚୀନରେ ଗୋଟେ ଅନେକ ରାଜା ରାଜୁଡା ତଥା ଅନେକ ଜାତୀୟ ଆଦିବାସୀ ଗୋଷ୍ଠୀର ଏକ ସମୂହ ଭୁଭଗା ଥିଲା। ଏହି ବିଶାଳ ଭୁଭାଗରେ ଅନେକ ଭାଷାଭାଷୀ ଲୋକ ରହି ଆସୁଅଛନ୍ତି। ଭାଷା ହେଉଛି ଏକ ଆଦିମ ଗୋଷ୍ଠୀର...

Read More

ହାତୀମୁଣ୍ଡ ଧାରୀ ମନୁଷ୍ୟ ପୂଜା

ହିନ୍ଦୁ ଧର୍ମ ଅନୁସାରେ ଗଣେଶ ହେଉଛନ୍ତି ବିଦ୍ୟା ଏବଂ ବୁଦ୍ଧିର ଠାକୁର । ଗଣେଶଙ୍କୁ ପୂଜାକଲେ ଅନୁଗାମୀମାନଙ୍କୁ ବିଦ୍ୟା ଏବଂ ବୁଦ୍ଧି ମିଳେ । ଗଣେଶଙ୍କୁ ହିନ୍ଦୁ ଧର୍ମାମ୍ବଲମ୍ବୀ ଲୋକମାନେ ବିନା ପ୍ରଶ୍ନରେ ଉତ୍ତରାଧିକାରୀଙ୍କ ସ୍ୱୀକୃତି ଯୋଗୁ ଅନ୍ଧଭାବରେ ନିଜର ବିଦ୍ୟାର ଈଶ୍ୱର ଭାବରେ ପୂଜା କରିଆସୁଛନ୍ତି । ଆସ୍ତିକମାନେ କୁହନ୍ତି ଧର୍ମକୁ ଯୁକ୍ତିଦ୍ୱାରା ନଦେଖି...

Read More

ଧର୍ମ ସହିବ ନାହଁ

ଇଣ୍ଡିଆରେ ଆଉ ଗୋଟିଏ ବଡ ରାଜ୍ୟ ଥିଲା ସେ ରାଜ୍ୟର ନାମ ସୁବର୍ଣ୍ଣ ନଗର । ସେହି ରାଜ୍ୟରେ ଯେ ରାଜା ଥିଲେ ତାଙ୍କର ନାମ ଅନଙ୍ଗ ଉଦୟ । ଦିନେ ରାଜାଙ୍କର କୋଷ୍ଠି ଗଣନାରୁ ପଣ୍ଡିତେ କହିଲେ ଯେ ଭୃଗୁଙ୍କ ପୋଥି ଅନୁସାରେ ଆମର ଛାମୁ ପୂର୍ବ ଜନ୍ମରେ ଜଣେ ଖୁବ୍ ବଡ ଧନୀ ସୌଦାଗର ଥିଲେ । ତାଙ୍କର ସ୍ତ୍ରୀଙ୍କର ନାମ କେଶରୀ । କେଶରୀ ଦେଖିବା ଲାଗି ଅନିନ୍ଦ୍ୟ ସୁନ୍ଦରୀ, ବୟସ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ