ଶତ୍ରୁକୁ ସତ୍କାର

ରାତି ପାହି ସକାଳ ହେଲା, ରାଜା ଦିୱାନ୍କୁ ତୁରନ୍ତ ଆସିବାକୁ କହିଲେ । ସମ୍ବାଦ ପାଇ ଦିୱାନ୍ ସଙ୍ଗେ ସଙ୍ଗେ ଆସି ଛାମୁଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ଗଲା । ଦିୱାନ୍ଙ୍କୁ ଦେଖି ରାଜା ତାଙ୍କୁ ଆଦେଶ ଦେଲେ – ଦେଖ ଆଜି ରାତ୍ରିର ଦ୍ୱିତୀୟ ଘଡି ପରେ ଏକ ସାପ ଆସି ମୋତେ ଦଂଶନ କରିବ । ସେଥି ଲାଗି ତୁମେ ମୁଁ ଯାହା କହୁଛି ପାଳନ କର । ଦିୱାନ୍ କହିଲା – ତାହା ହେଲେ ଆଦେଶ...

Read More

ବିଟ ପୁରୁଷର ପ୍ରେମ

ରାଜା ଏବେ ରାଣୀଙ୍କୁ ଧରି ଗଙ୍ଗା କୂଳକୁ ଗଲେ । ଏ କଥା ରାଜ୍ୟ ସାରା ପ୍ରଚାର ହୋଇ ଯିବାରୁ ସମସ୍ତଙ୍କ ମନରେ ଦୁଃଖ ହେଲା । ରାଇଜ ସାରାର ପ୍ରଜା ମାନେ ଆସି ରାଣୀଙ୍କର ଗୋଡ ହାତ ଧରି ଅନୁରୋଧ କଲେ । ରାଣୀଙ୍କ ମନ ବଦଳିଲା ନାହିଁ । ସେ କହିଲେ ଯିଏ ଯାହା କୁହନ୍ତୁ ପଛେ, ମୁଁ କିନ୍ତୁ ରାଜାଙ୍କ ଠାରୁ ସେହି ସତ୍ୟ କଥାକୁ ଜାଣିବାକୁ ଚାହେଁ ।                 ଶେଷରେ...

Read More

ଶୁଆ ପକ୍ଷୀର ଚାତୁରୀ

 ସେ ରାଜା ବିଜୟ ସେନ୍ଙ୍କ ଶୁଆ, ଖୁବ୍ ଚତୁର ଆଉ ବୁଦ୍ଧିଆ ମଧ୍ୟ, ସେ ଶୁଆ ଯାଇ ବସି ଥାଏ ରାଜ କୁମାରୀ ଛଇଳାଙ୍କ ଉଆସ କାନ୍ଥରେ , ରାଜ କୁମାରୀ ବଡ ଚାଲାଖ, ସେ ସେହି ଶୁଆଟିକୁ ଧରିବାକୁ ଚେଷ୍ଟା କଲା, ପାଖକୁ ଆସିବା ଲାଗି ଶୁଆକୁ ବହୁ ପ୍ରଲୋଭନ ଦେଖାଇଲା, ଶୁଆ ରାଜ କୁମାରୀର ସମସ୍ତ ପ୍ରଲୋଭନ କଥାକୁ ବୁଝି ସାରିଥିଲେ । ସେ ରାଜ କୁମାରୀ ପାଖକୁ ଯାଇ ତା’ ହାତରେ ଧରା...

Read More

ପରର ସ୍ତ୍ରୀ ରାଜକନ୍ୟା

ଶୁଆ କହିଲା ଶାରୀଲୋ ମୁଁ ତୋତେ ପୁରୁଷର ପରୋପକାର କଥା ସିନା କହିଲି, ହେଲେ ତୁମର ମାଇପ ଜାତିଯେ କେଡେ ବେଇମାନୀ ସେ କଥା ମଧ୍ୟ ଶୁଣ ।  ଏହା ପରେ ଶୁଆ ଆରମ୍ଭ କଲା – ରାଜା ଝିଅ ଛଇଳାକୁ । ବିଜୟ ସେନ୍ ସେହି ପଳାତକ ରାଜ କୁମାରୀଙ୍କ ସହିତ ବିବାହ କରାଇ ଦେଇ ନିଜର ପ୍ରତିଜ୍ଞା ପୂରଣ କଲେ ତାପରେ ସେମାନଙ୍କୁ ଛାଡି ଦେଇ ନିଜେ ଅଶ୍ୱରେ ବସି ଶୁଆ ସହିତ ନିଜ ରାଜ୍ୟକୁ ଫେରି...

Read More

ମୁଁ ଘାତକିନୀ ରାଜ ଜେମା

ଏହା ପରେ ଅନେକ ଦିନ ବିତି ଯାଇଛି । ରାଜ କୁମାର ସୁସ୍ଥ ହୋଇ ସେହି ଗ୍ରାମରେ ଥିଲା । ଗ୍ରାମର ଲୋକ ମାନେ ରାଜ କୁମାର ବିଷୟରେ ସମସ୍ତ ଜାଣି ଥିଲେ । ରାଜ କୁମାର କେବଳ ରାଜ କନ୍ୟା ଛଇଳା ନିମନ୍ତେ ପାଗଳ ପ୍ରାୟ ହୋଇ ଥାଆନ୍ତି । ଗ୍ରାମର ଲୋକ ଯେତେ ବୁଝାଇଲେ ମଧ୍ୟ ସେ ବୁଝୁ ନଥାନ୍ତି । ଜ୍ୟୋତିଷ କହି ଛନ୍ତି ଯେ ରାଜ କୁମାରୀ ଛଇଳା ବଂଚିଛି । ପୁଣି ସେ ଅନ୍ୟକୁ ବିବାହ...

Read More

ଯଦୁମଣି ରହସ୍ୟ

                ଆଶୁ କବି ଯଦୁମଣି ଖ୍ରୀ.ଅ. ୧୭୮୧ ମସିହାରେ ଆଠଗଡ ଠାରେ ଜନ୍ମ ଗ୍ରହଣ କରି ଥିଲେ । ପରେ ଆଠଗଡରୁ କବି ଯଦୁମଣିଙ୍କ ପରିବାର ନୟାଗଡକୁ ଚାଲି ଆସି ସେଠାକାର ‘ଇଟାମାଟୀ’ ଗ୍ରାମରେ ଅବସ୍ଥାନ କରି ଥିଲେ । କବି ଯଦୁମଣି ଜାତିରେ ଥିଲେ ବଢେଇ । ରାଜାନୁଗ୍ରହ ଓ ପୃଷ୍ଠପୋଷକତା ଥିଲା ତାଙ୍କ ଜୀବିକାର୍ଜନର ସମ୍ବଳ । ‘ପ୍ରବନ୍ଧ ପୂର୍ଣ୍ଣ ଚନ୍ଦ୍ର’ ଓ ‘ରାଘବ...

Read More

ଯୌନାଙ୍ଗ ପୂଜା ଏବଂ ବୁଦ୍ଧ

ବର୍ତ୍ତମାନର ଇଣ୍ଡିଆ ହେଉଛି ମୂର୍ତ୍ତି ପୂଜା ବହୁଦେବବାଦର ଦେଶ। ବର୍ତ୍ତମାନର ଇଣ୍ଡିଆ ପୂର୍ବରେ କୌଣସି ଜାତୀୟ ଦେଶ ଧାରୀ ଐକ୍ୟର ପ୍ରତୀକ ନଥିଲା। ବର୍ତ୍ତମାନର ଇଣ୍ଡିଆ ପ୍ରାଚୀନରେ ଗୋଟେ ଅନେକ ରାଜା ରାଜୁଡା ତଥା ଅନେକ ଜାତୀୟ ଆଦିବାସୀ ଗୋଷ୍ଠୀର ଏକ ସମୂହ ଭୁଭଗା ଥିଲା। ଏହି ବିଶାଳ ଭୁଭାଗରେ  ଅନେକ ଭାଷାଭାଷୀ ଲୋକ ରହି ଆସୁଅଛନ୍ତି। ଭାଷା ହେଉଛି ଏକ ଆଦିମ...

Read More

ମାତୃହନ୍ତା ପର୍ଶୁରାମ

କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ କିଛିଟି ସତ୍ୟତା ଥାଇ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ...

Read More

ମହାଭାରତ

ଯଦି ଭାରତ ଏକ ନାମ ନହୁଏ ତେବେ “ମହାଭାରତ” ଅର୍ଥ ହେଉଛି “ମହା ଯୁଦ୍ଧ” ଅର୍ଥାତ୍ ଏଠାରେ ଭାରତର ଅର୍ଥ ହେଉଛି “ଯୁଦ୍ଧ” ଯଦି ଭାରତ ଏକ ନାମ ଅଟେ ତେବେ “ମହାଭାରତ” ଅର୍ଥ ଏକ ବଡ ନାମ ଯାହାକି ଅର୍ଥ ହୀନ । ଉଦାହରଣ ସ୍ୱରୂପ ଯଦି କୃଷ୍ଣ ଜଣଙ୍କର ନାମ ହୁଏ ତେବେ ମହାକୃଷ୍ଣ ଅର୍ଥ କଣ ହୋଇପାରେ ନିଜେ ବୁଝିବାକୁ ଚେଷ୍ଟା କରନ୍ତୁ । ମହାଭାରତ କୁରୁକ୍ଷେତ୍ରରେ ହୋଇଥିଲା ଯାହା...

Read More

ବ୍ରହ୍ମା ଏବଂ ସରସ୍ବତୀ

ପୌରାଣିକ ଗାଥା ଅନୁଯାଇ ବ୍ରହ୍ମା ହେଉଛନ୍ତି ସୃଷ୍ଟି କର୍ତ୍ତା । ସରସ୍ବତୀ ପୁରାଣ ଅନୁଯାଇ ବ୍ରହ୍ମା ସିଧା ନିଜ ଶୂକ୍ରାଣୁ ବା ବୀର୍ଯ୍ୟ ଦ୍ୱାରା ନିଜ ସୁନ୍ଦରୀ ଝିଅ ସରସ୍ବତୀଙ୍କ ଜନ୍ମଦାତା ପିତା । କିଛି ଲେଖନୀ ମଧ୍ୟ ପ୍ରମାଣ କରନ୍ତି ଯେ ବ୍ରହ୍ମା ଯେତେବେଳେ କାମାତୁର ହୋଇ ଉର୍ବଶୀ ରୁପକୁ ଉପଭୋଗ କରି ହସ୍ତ ମୈଥୁନ କରୁଥିଲେ ସତେବେଳେ ଏକ ପାତ୍ର ଦ୍ୱାରା ନିଜ...

Read More

ହିତୋପଦେଶ

 ହିତୋପଦେଶ କାହାଣୀ ଗୁଡିକ ବହୁ ପୁରାତନ କାଳର କାହାଣୀ, ଯାହାକି ଆମର କୋମଳମତି ଶିଶୁମାନଙ୍କର ଜୀବନ ଯାପନ ପ୍ରଣାଳୀକୁ ସୁମାର୍ଗରେ ପରିଚାଳିତ କରିବାକୁ ନିର୍ଦେଶ ଦିଏ । ଏହି ହିତୋପଦେଶ କାହାଣୀ ଗୁଡିକ ଇଣ୍ଡିଆର ବୃହତ୍ କଥା ସାହିତ୍ୟର ମାନ୍ୟତା ଲାଭ କରିପାରିଛି । ଏହାକୁ ବାଦ୍ ଦେଲେ ଇଣ୍ଡିୟ ସାହିତ୍ୟରେ ଆହୁରି କେତେକ କଥା ସାହିତ୍ୟ ପରିଲକ୍ଷିତ ହୁଏ । ଯେମିତିକି...

Read More

ସନ୍ନ୍ୟାସୀ ଏବଂ ମୂଷା

ଗୋଟିଏ ଜଂଗଲରେ ଜଣେ ସନ୍ନ୍ୟାସୀ ବାସ କରୁଥିଲେ । ସେ ଯେପରି ଧାର୍ମିକ ଥିଲେ, ସେହିପରି ନୀତିନିଷ୍ଠ ଥିଲେ । ଦିନେ ସନ୍ନ୍ୟାସୀ ଜଣକ ତପସ୍ୟା କରୁଥିବା ସମୟରେ ହଠାତ୍ ତାଙ୍କ ସାମ୍ନାରେ ଏକ ମୂଷା ଆକାଶ ମାର୍ଗରୁ ଖସି ପଡିଲା । ଫଳରେ ସନ୍ନ୍ୟାସୀଙ୍କର ତପସ୍ୟା ଭଂଗ ହେଲାପରେ ସେ ଆକାଶ ମାର୍ଗକୁ ଚାହିଁଲେ । ଆକାଶ ମାର୍ଗରୁ ସେ ଏକ କୁଆକୁ ଦେଖିଲେ । କୁଆକୁ ଦେଖି...

Read More

କୁଆ ଏବଂ କଳାନାଗ

ଘଂଚ ଜଙ୍ଗଲ ମଧ୍ୟରେ ଏକ ବିରାଟ ବରଗଛ ଥିଲା । ସେହି ବର ଗଛରେ ଥିବା କୋରଡ ମଧ୍ୟରେ ଏକ କୁଆ ଦମ୍ପତ୍ତି ବାସ କରୁଥିଲେ । ଏଇଗଛ ପାଖରେ ଏକ କଳା ଗୋଖର ସାପ ବାସ କରୁଥାଏ । କିଛି ଦିନ ପରେ କୁଆଟି ତା’ର ବସାରେ ଡିମ୍ବ ଦେଲା । ଦୁଷ୍ଟ ଗୋଖର ସାପଟି ଏହା ଜାଣିପାରି କୁଆ ବସାରେ ପଶି ତା’ର ଡିମ୍ବକୁ ନଷ୍ଟ କରିଦେଲା । ସାପଟି ଏହିପରି ଥରେ ନୁହେଁ ବାରମ୍ବାର କଲା । ସାପର...

Read More

ମାଙ୍କଡ ଏବଂ ଘଂଟି

ବହୁ ବର୍ଷ ପୂର୍ବେ ପର୍ବତର ପାଦ ଦେଶରେ ‘ଘଂଟକର୍ଣ୍ଣ’ ନାମକ ଏକ ରାକ୍ଷସ ବାସ କରୁଥିଲା । ଦିନେ ଗୋଟିଏ ଚୋର କେଉଁଠାରୁ ଚୋରି କରି ଏକ ଘଂଟି ଧରି ସେହିବାଟ ଦେଇ ଯିବା ସମୟରେ ଗୋଟିଏ ମହାବଳ ବାଘର ହାବୁଡରେ ପଡିଗଲା । ବାଘ ତାକୁ ମାରି ଖାଇଦେଲା । ଚୋରଟି ମରିଯିବାପରେ ସାଂଗରେ ଆଣିଥିବା ଘଂଟିଟି ସେଠାରେ ପଡିରହିଲା । କିଛି ସମୟପରେ ଗୋଟିଏ ମାଙ୍କଡ ଆସି ସେଠାରେ...

Read More

ସିଂହ ଏବଂ ମୂଷା

ବହୁ ପୁରାକାଳର କଥା । ପର୍ବତର ପାଦଦେଶରେ ଥିବା ଏକ ଜଂଗଲରେ ସିଂହଟିଏ ବାସ କରୁଥିଲା । ଦିନେ ସେ ତାର ଗୁମ୍ଫାରେ ଗାଢ ନିଦରେ ଶୋଇଥାଏ । ହଠାତ୍ ଗୋଟିଏ ମୂଷା କେଉଁଆଡୁ ଆସି ସିଂହର ଶରୀର ଉପରେ ଚଢି ଡିଆଁ ଡେଇଁ କରୁଥାଏ । ମୂଷାର ଚଗଲାମୀରେ ସିଂହର ନିଦ ଭାଙ୍ଗିଗଲା । ସେ ଦେଖିଲା ମୂଷାଟି ତାର କେଶର ଗୁଡିକୁ କାମୁଡି କେତେ ଯାଗାରେ ଖଣ୍ଡିଆ ଖାବରା କରିଦେଇଛି । ସେ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ