ବନ୍ଧୁତ୍ୱ

ରାମପୁର ଗାଆଁ ନିକଟରେ ଏକ ଛୋଟିଆ ଜଙ୍ଗଲ ଥାଏ । ସେହି ଜଙ୍ଗଲରେ ଗୋଟିଏ ହରିଣ ଏବଂ ଗୋଟିଏ କୁଆ ବାସ କରୁଥାଆନ୍ତି । ସେମାନଙ୍କ ମଧ୍ୟରେ ସଂପର୍କ ଏତେ ନିବିଡ ଥିଲା ଯେ, କେହି କାହାକୁ ପାଖଛଡା କରୁନଥାନ୍ତି । ଦିନେ ହରିଣକୁ ଦେଖି ଶୃଗାଳ ମନରେ ଲୋଭ ଜାତ ହେଲା । କେଉଁ ଉପାୟରେ ତାକୁ ମାରିବ ଚିନ୍ତା କଲା । ମନେ ମନେ ଭାବିଲା, ସତରେ ଏହି ହରିଣଟି କେତେ ହୃଷ୍ଟପୁଷ୍ଟ ଓ...

Read More

ଗୋ-ପାଳକର ପତ୍ନୀ

ଗୋଟିଏ ଗ୍ରାମରେ ଶହ ଶହ ଗାଈ ଗୋରୁଙ୍କୁ ନେଇ ଗୋଟିଏ ପିଲା ବାସ କରୁଥାଏ । ସେ ନିତୀ ଗାଈ ଗୋରୁମାନଙ୍କୁ ଚରାଇବାକୁ ଯାଏ । ଗାଈ ଗୋରୁ ମାନଙ୍କର ସେବାଯତ୍ନରେ ତାର ସମୟ କଟିଯାଏ । ଘରେ ତାର ସୁନ୍ଦରୀ ପତ୍ନୀ ଏକାକୀ ରହୁଥାଏ । ଗୋପାଳକର ଘର ପାଖରେ ଗ୍ରାମର ମୁଖିଆଙ୍କ ଘର । ଘରେ ଯାବତୀୟ କାମ ଶେଷ କରି ଗୋପାଳକର ପତ୍ନୀ ମୁଖିଆଙ୍କ ଘରକୁ ଯାଏ । ମୁଖିଆ ମଧ୍ୟ ଗୋପାଳକର...

Read More

ବାଘ ଏବଂ ସୁବର୍ଣ୍ଣ କଙ୍କଣ

 ଥରେ ଜଣେ ବ୍ରାହ୍ମଣ ତୀର୍ଥ କରିବାପାଇଁ ବାହାରିଲା । ଯିବା ବାଟରେ ଏକ ବଡ ଜଙ୍ଗଲ ଅତିକ୍ରମ କରିବାକୁ ପଡିବ । ସେ ଜଙ୍ଗଲରେ କିଛି ବାଟ ଯିବାପରେ ଦେଖିଲା ଗୋଟିଏ ବାଘ ଘାସ ଖାଉଛି । ବାଘଟି ହ୍ରଦ କୂଳରେ ବସିଥାଏ । ବାଘଟି ଘାସ ଖାଉଥିବାର ଦେଖି ବ୍ରାହ୍ମଣକୁ ଆଶ୍ଚର୍ଯ୍ୟ ଲାଗିଲା । ଯିଏ ସବୁବେଳେ ଜୀବଜନ୍ତୁ ମାରି ଖାଇବା କଥା, ସେ ପୁଣି ଘାସ ଖାଉଛି । ପୁଣି ବାଘ ହାତରେ...

Read More

ଶାଗୁଣା ଏବଂ ବିରାଡି

 ଗୋଟିଏ ନଦୀ କୂଳରେ ଏକ ବିରାଟ ବରଗଛ ଥିଲା । ସେହି ବରଗଛର କୋରଡରେ ଏକ ଶାଗୁଣା ବାସ କରୁଥିଲା । ଶାଗୁଣାଟି ବୁଢା ହୋଇଯାଇଥିବାରୁ ତାର ଆଖିକୁ କିଛି ଦେଖା ଯାଉ ନଥିଲା । ତେଣୁ ସେ ଖାଦ୍ୟ ସଂଗ୍ରହ କରିବାକୁ ବାହାରକୁ ଯାଇ ପାରେ ନାହିଁ । ସେହି ଗଛରେ ଆହୁରି ଅନେକ ପକ୍ଷୀ ବାସ କରୁଥାଆନ୍ତି । ସେହି ପକ୍ଷୀମାନେ ପ୍ରତିଦିନ ଖାଦ୍ୟ ସଂଗ୍ରହ କରିବାକୁ ଯାଆନ୍ତି । ବୁଢା...

Read More

ପକ୍ଷୀ ଏବଂ ମାଙ୍କଡ କଥା

 ଗୋଟିଏ ନଦୀ କୂଳରେ ଏକ ବିରାଟ ବୃକ୍ଷ ଥାଏ । ସେହି ବୃକ୍ଷ ଡାଳରେ ଅନେକ ପକ୍ଷୀ ବସା ବାନ୍ଧି ରହିଥାଆନ୍ତି । ପ୍ରତ୍ୟହ ସକାଳେ ଖାଦ୍ୟ ସଂଗ୍ରହ କରିବାକୁ ଯାଆନ୍ତି । ସୂର୍ଯ୍ୟ ଅସ୍ତ ହେବା ପୂର୍ବରୁ ବସାକୁ ଫେରିଆସନ୍ତି । ବସାକୁ ଫେରିଆସିବା ପରେ କିଛି ସମୟ ପାଇଁ ନଦୀ କୂଳ ପକ୍ଷୀମାନଙ୍କର କଳରବରେ ମୁଖରିତ ହୋଇଉଠେ । ଏହି ନଦୀ କୂଳରେ ଏକ ଛୋଟିଆ ପାହାଡଟିଏ ଥାଏ ।...

Read More

କୁକୁର ଏବଂ ଗଧର କାହାଣୀ

ଗୋଟିଏ ଗ୍ରାମର ଶେଷ ମୁଣ୍ଡରେ ଧୋବାଟିଏ ବାସ କରୁଥିଲା । ଗ୍ରାମବାସୀମାନଙ୍କର ଲୁଗାପଟା ସଫା କରି ଦି’ପଇସା ରୋଜଗାର କରି ନିଜର ଗୁଜୁରାଣ ମେଂଟାଏ । ଧୋବା ତା’ର ଘରେ ଗୋଟେ କୁକୁର ଏବଂ ଗୋଟିଏ ଗଧ ପାଳିଥାଏ । ଜୀବ ଦୁଇଟି ମଧ୍ୟ ଧୋବାଟିକୁ ବେଶ୍ ମାନିଥାଆନ୍ତି । ଗଧ ଧୋବାର ଲୁଗାପଟା ନେବା ଆଣିବାରେ ସାହାଯ୍ୟ କରୁଥିଲାବେଳେ କୁକୁର ରାତିରେ ଚୋର ଜଗିବାପାଇଁ ନିୟୋଜିତ...

Read More

ଲାବଣ୍ୟବତୀ

ବହୁ ପୁରାକାଳର କଥା । କାନ୍ୟକୁବ୍ଜ ନାମକ ଗୋଟିଏ ଦେଶ ଥିଲା । କାନ୍ୟକୁବ୍ଜର ରାଜା ‘ତୁଙ୍ଗବଳ’ ନାମକ ଏକ ଯୁବକଙ୍କୁ ଗୋଟିଏ ରାଜ୍ୟର ରାଜ୍ୟପାଳ ବା ଶାସକ ଭାବରେ ନିଯୁକ୍ତ କଲେ । ‘ତୁଙ୍ଗବଳ’ ଦେଖିବାକୁ ଯେପରି ସୁନ୍ଦର, ସେହିପରି ମଧ୍ୟ ଧନବାନ୍ । ରାଜ୍ୟର ଶାସକ ଭାବରେ ନିଜର କାର୍ଯ୍ୟ ମଧ୍ୟ ସୂଚାରୁ ରୂପେ ସଂପାଦନ କରୁଥାଆନ୍ତି । ଦିନେ ତୁଙ୍ଗବଳ ରାସ୍ତାରେ ଚାଲି...

Read More

ନୀଳବର୍ଣ୍ଣ ଶୃଗାଳ କଥା

ଗୋଟିଏ ଗ୍ରାମକୁ ଲାଗି ଛୋଟିଆ ଜଙ୍ଗଲଟିଏ ଥାଏ । ସେହି ଜଂଗଲରେ ଏକ ଶୃଗାଳ ବାସ କରୁଥାଏ । ଦିନେ ସେ ଖାଦ୍ୟ ଅନ୍ୱେଷଣ କରୁ କରୁ ପାଖ ଗାଁ କୁ ଚାଲିଗଲା । ଗ୍ରାମ ମଧ୍ୟରେ ଏକ ଶୃଗାଳକୁ ଦେଖି ଗ୍ରାମର କୁକୁର ମାନେ ଉଚ୍ଚ ସ୍ୱରରେ ଭୁକିବାକୁ ଆରମ୍ଭ କଲେ, ଏବଂ ସେମାନଙ୍କର ମୁନିଆଁ ଦାନ୍ତରେ କାମୁଡିବାକୁ ଗୋଡାଇଲେ । ବିଚରା ଶୃଗାଳଟି କୁକୁର ମାନଙ୍କ ଦାଉରୁ ରକ୍ଷା ପାଇବା...

Read More

ଦୁଇଟି ରାକ୍ଷସ

 ‘ଶୁଣ୍ଢ’ ଏବଂ ‘ଉପଶୁଣ୍ଢ’ ନାମକ ଦୁଇଜଣ ରାକ୍ଷସ ହଠାତ୍ ପୃଥିବୀ ପୃଷ୍ଠରେ ଉତ୍ପାତ ଆରମ୍ଭ କରିଦେଲେ । ସେମାନେ ସଂପର୍କରେ ଭାଇ ଥିଲେ । ସେମାନେ ଈଶ୍ୱରଙ୍କୁ ତପସ୍ୟା କରି ବରପ୍ରାପ୍ତ ହୋଇ ଶକ୍ତିଶାଳୀ ହୋଇଉଠିଲେ । ସେମାନେ ଚେଷ୍ଟା କଲେ ନିଜର ଶକ୍ତି ବଳରେ ସମସ୍ତ ରାକ୍ଷସମାନଙ୍କୁ ଜୟ କରିବା ସହିତ ତିନି ଭୁବନକୁ ମଧ୍ୟ ଜୟ କରିବେ । ରାକ୍ଷସମାନେ ଏମିତି ବରପ୍ରାପ୍ତ...

Read More

ମିଠା କଥାର ମହତ୍ୱ

ଗୋଟିଏ ଗ୍ରାମରେ ଏକ ବଢେଇଟିଏ ବାସ କରୁଥିଲା । ସେ ତା’ର ସ୍ତ୍ରୀ ଗୋଟିଏ ଚରିତ୍ରହୀନ ବୋଲି ଜାଣିଥିଲା କିନ୍ତୁ ତା’ ପାଖରେ କୌଣସି ପ୍ରମାଣ ନଥିବାରୁ ସେ ତା’ର ସ୍ତ୍ରୀକୁ କିଛି କହିପାରୁନଥାଏ । ଯେ ପର୍ଯ୍ୟନ୍ତ ସେ ନିଜ ଆଖିରେ ନ ଦେଖିଛି ସେ ପର୍ଯ୍ୟନ୍ତ ସେ ସ୍ତ୍ରୀ କୁ ବା’ କ’ଣ କହିବ?          ଦିନେ ସେ ତା’ର ସ୍ତ୍ରୀକୁ କହିଲା ମୁଁ ଏକ ଜରୁରୀ କାମରେ ସହରକୁ ଯିବି...

Read More

ବଳୁଆ କିଏ, ଡରୁଆ କିଏ?

ଅଗନା ଅଗନି ବନସ୍ତ ଭିତରେ ଗୋଟିଏ ବିରାଟ ପାହାଡ ଥିଲା । ସେ ପାହାଡଟା ଏତେବଡ ଥିଲାଯେ ତା’ର ଅଗ୍ର ଭାଗକୁ ଚାହିଁଲେ ତା’ର ଅଗ୍ରଭାଗ ଦିଶେନି । ଦିନେ ବଣର ରାଜା ସିଂହ ବନସାରା ଘୋଷଣା କରିଦେଲାଯେ- କୀଟ, ପତଙ୍ଗ, ପଶୁ, ପକ୍ଷୀ ଯିଏ ହଉନା କାହିଁକି ଯିଏ ପାହାଡର ଅଗ୍ରଭାଗରେ ଯାଇ ପହଁଚି ପାରିବ ସିଏ ତା’ର ମନ୍ତ୍ରୀ ହେବ । ସେଥିପାଇଁ ପଶୁ, ପକ୍ଷୀ ଓ କୀଟ ପତଙ୍ଗଙ୍କ...

Read More

କୁ-ସଙ୍ଗରୁ ବୁଦ୍ଧି ନାଶ

ଏକଦା ଶୁଦ୍ରାରଣ୍ୟରେ କର୍ପୂର ତିଳକ ନାମକ ଏକ ହାତୀ ବାସ କରୁଥିଲା । ତା’ର ବିଶାଳ ଶରୀର ଦେଖି ଶୃଗାଳମାନେ ବିଚାର କଲେ ଯଦି କୌଣସି ଉପାୟରେ ଏହି ହାତୀକୁ ମରାଯାଇ ପାରନ୍ତା ତେବେ ଏହାର ମାଂସକୁ ବହୁତ ଦିନ ପର୍ଯ୍ୟନ୍ତ ଖାଇ ବଂଚି ପାରନ୍ତେ । ତା’ଛଡା କ୍ଷୁଧା ନିବାରଣ ପାଇଁ ଆଉ ଖାଦ୍ୟ ଖୋଜିବାକୁ ପଡନ୍ତା ନାହିଁ । ସେହି ଶୃଗାଳ ମାନଙ୍କ ମଧ୍ୟରୁ ଗୋଟିଏ ବୃଦ୍ଧ ଶୃଗାଳ...

Read More

ଗୁରୁଭକ୍ତି

ଋଷି  ଧୌମ୍ୟଙ୍କର ଆଶ୍ରମରେ ରହି ଅନେକ ଗୁଡିଏ ଛାତ୍ର ବିଦ୍ୟାଶିକ୍ଷା କରୁଥିଲେ । ସେ ଛାତ୍ରମାନଙ୍କୁ ମନଯୋଗ ସହକାରେ ପଢାଉଥିଲେ ଓ କଠିନ ପରୀକ୍ଷା ମଧ୍ୟ କରୁଥିଲେ । ଗୁରୁ ବିଭିନ୍ନ ଛାତ୍ରଙ୍କୁ ଭିନ୍ନ ଭିନ୍ନ ପ୍ରକାରରେ ପରୀକ୍ଷା କରି ଜାଣି ପାରନ୍ତିଯେ ଛାତ୍ରର କିପରି ଗୁରୁଭକ୍ତି ଅଛି ଓ ପାଠ ପ୍ରତି କେତେ ଆଗ୍ରହ ଅଛି ।         ଦିନକର କଥା, ସେଦିନ ପ୍ରବଳ ବର୍ଷା...

Read More

ଶୁଣା କଥାକୁ ବି ବିଶ୍ୱାସ କରାଯାଏ

 ଜଣେ ବିଦ୍ୱାନ ପଣ୍ଡିତ ଥିଲେ । ସେହି ବିଦ୍ୱାନ ପଣ୍ଡିତଙ୍କର ଜଣେ ମୂର୍ଖ ଚାକର ଥିଲା । ଦିନେ ପଣ୍ଡିତଙ୍କ ଘରୁ ପଣ୍ଡିତିଆଣିଙ୍କର ଗୋଟିଏ ମାଳି କିଏ ନେଇଗଲା । ମୂର୍ଖ ଚାକରଟି ଯାଇ ପଣ୍ଡିତଙ୍କ ଆଗରେ ପହଁଚି କହିଲା – “ଆଜ୍ଞା ପଣ୍ଡିତିଆଣିଙ୍କର ମାଳିଟିକୁ କୌଣସି ଚୋର ନେଇ ଯାଇଛି ।” ଏକଥା ଶୁଣି ପଣ୍ଡିତେ କହିଲେ – “ନାଇଁ ନାଇଁ ନିଜ ଆଖିରେ ନଦେଖି କାହାକୁ ଚୋର...

Read More

ଯେପରି କର୍ମ ସେପରି ଫଳ

 ଗୋଟିଏ ରାଜ୍ୟରେ ଜଣେ ବଡ ଜମିଦାର ଥିଲେ । ସେ ଥିଲେ ଅତି ନିଷ୍ଠୁର, ଗର୍ବୀ ଓ ଅହଙ୍କାରୀ ବ୍ୟକ୍ତି କିନ୍ତୁ ତାଙ୍କର ସ୍ତ୍ରୀ ଥିଲେ ଦୟାଶୀଳା, କ୍ଷମାଶୀଳା ଓ ବୁଦ୍ଧିମତୀ । ଦୁହିଁଙ୍କର ଚରିତ୍ର ଓ ଆଚରଣରେ ଆଦୌଁ ମେଳ ନଥିଲା । ତାଙ୍କର ଅମାପ ସମ୍ପତ୍ତି ଥିଲେ ମଧ୍ୟ ସେ ନିଃସନ୍ତାନ ଥିଲେ । ସେଇ କାରଣରୁ ସ୍ୱାମୀ-ସ୍ତ୍ରୀ ଦୁହେଁ ବହୁତ ଦୁଃଖୀ ଥିଲେ ।         ଦିନେ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ