ଜଣେ ଲୋକ ପୋଖରୀରୁ ମାଛ ଧରୁଥିଲା । ହଠାତ୍ ଗୋଟିଏ ଛୋଟ ମାଛ ତାଙ୍କ ଜାଲରେ ପଡିଲା । ଛୋଟ ମାଛଟି ସେ ଲୋକଙ୍କୁ କହିଲା “ମୋତେ ତୁ ପାଣିରେ ଛାଡି ଦେ କିଛି ଦିନ ପରେ ମୁଁ ବଡ ହେଲେ ମୋତେ ଧରି ତୁ ଖାଇବୁ ।” ଲୋକଟି କହିଲା ମୁଁ ତେତେ ଛାଡିଦେଲେ ପୁଣି କେବେ ଧରିପାରିବି କି ନାହିଁ ତାର ତ କିଛି ବି ଠିକ୍ ଠିକଣା ନାହିଁ । ଏଣୁ ଯାହା ମିଳିଛି ତାକୁ...
Category - କାହାଣୀ
ଦିନେ ମୂଷା ଛୁଆଟି ଗାତରୁ ବାହାରି ଜଙ୍ଗଲକୁ ବୁଲିବାକୁ ଗଲା । ବୁଲିବୁଲି ଯାହା ସବୁ ସେ ମୂଷା ଛୁଆଟି ଦେଖିଲା ତା ମା ଆଗରେ କହିଲା । ସେ ମୂଷା ଛୁଆଟି କହିଲା ଯେ ସେ ଦୁଇଟି ଜୀବ ଦେଖିଲା । ଗୋଟିଏ ଭାରି ସୁନ୍ଦର, ତା’ର ଦେହରେ ଓ ମୁହଁରେ ବହୁତ ବାଳ ଥିଲା । ଆଉ ତା’ର ଗୋଟିଏ ଲାଙ୍ଗୁଡ଼ ବି ଥିଲା । ମୂଷା ଛୁଆଟିକୁ ଦେଖି ସେ ଭାରି ଭଲ ସ୍ୱରରେ ମିଆଉଁ ମିଆଉଁ ହେଲା ।...
ଦିନେ ଜଙ୍ଗଲରେ ମୟୂର ଖୁସି ହୋଇ ନାଚିବାକୁ ଆରମ୍ଭ କଲା । ଗୋଟିଏ ବିଲୁଆ ତା’ ନାଚ ଦେଖି ଭାରି ଖୁସି ହେଉଥାଏ, ସେଇ ସମୟରେ ଗୋଟିଏ କୋଇଲି ଗଛ ଡାଳରୁ ଗାଇବା ଆରମ୍ଭ କଲା । ତାପରେ ସେ ମୟୂର ନାଚ ବନ୍ଦ କରି ବିଲୁଆକୁ କହିଲା ମୋର ଗୋଟିଏ ବଡ ଦୁଃଖ ଯେ, ମୁଁ କୋଇଲି ପରି ଗାଇ ପାରୁନାହିଁ । ଏକଥା ଶୁଣି ବିଲୁଆ ମୟୂରକୁ କହିଲା, ତୁ କେତେ ସୁନ୍ଦର ନାଚ...
ଦିନେ ଜଣେ ଚାଷୀ ସବୁ ଜିନିଷ ଧରି ଶଗଡ ଗାଡିରେ ଗାଁ’କୁ ଯାଉଥିଲେ । ସେଦିନ ବର୍ଷା ଯୋଗୁଁ ରାସ୍ତା ଭାରି ଖରାପ୍ ହୋଇଥିଲା । ତେଣୁ ସେ ରାସ୍ତାର କାଦୁଅରେ ଶଗଡର ଗୋଟାଏ ଚକ ଅଚାନକ ଗଳିପଡିଲା । ଫଳରେ ବଳଦମାନେ ଆଉ ସେ ଚକକୁ ଟାଣି ଉଠାଇ ପାରିଲେ ନାହିଁ । ତେଣୁ ସେ ଶଗଡଟି ସେଇଠି ହିଁ ଅଟକି ଗଲା । ଚାଷୀ ଜଣକ ରାସ୍ତାରେ ବସି ସାହାଯ୍ୟ ପାଇଁ ଭଗବାନଙ୍କୁ ପ୍ରାର୍ଥନା କଲେ...
ଗୋଟିଏ ପୋଖରୀରେ ବହୁତ ବେଙ୍ଗ ଥିଲେ । ସେମାନେ ସବୁ ପୋଖରୀରେ ଭାଷି ଭାଷି ଖେଳୁଥିଲେ । ଦିନେ ପାଖରୁ କିଛି ପିଲା ବେଙ୍ଗ ମାନଙ୍କୁ ଢେଲା ମାଡ କଲେ ଫଳରେ କେତେ ଗୁଡିଏ ବେଙ୍ଗ ମରିଗଲେ । ଏହା ଦେଖି ପିଲାମାନେ ଭାରି ଖୁସି ହେଲେ । ତାପରେ ସେ ପିଲାମାନେ ସବୁବେଳେ ଏପରି ପୋଖରୀକୁ ଢେଲାମାରି ବେଙ୍ଗମାନଙ୍କୁ ମାରିବା ଆରମ୍ଭ କଲେ । ଦିନେ ସେ ବାଟରେ ଜଣେ...
ଥରେ ଜଙ୍ଗଲକୁ ଘର ଚଟିଆ ଚଢେଇ ବୁଲିବାକୁ ଯାଇଥିଲା । ସେ ଦେଖିଲା ଛଂଚାଣଟି ଗୋଟିଏ ଠେକୁଆ ଧରି ଉଡିଚାଲିଗଲା । ଏହା ଦେଖି ସେ ଘରଚଟିଆକୁ ଭାରି ଭଲ ଲାଗିଲା ଏବଂ ସେ ବି ଚାହିଁଲା ଗୋଟିଏ ଠେକୁଆ ଧରି ଉଡିଯିବା ପାଇଁ । ଠେକୁଆଟି ଚଟିଆ ଠାରୁ ବଡ ହୋଇଥିବାରୁ ଯେତେ ଚେଷ୍ଟା କଲେ ବି ଠେକୁଆକୁ ଉଠାଇ ଉଡି ପାରିଲା ନାହିଁ ସେ ଚଟିଆ । ଚଟିଆର ଏଇ ଉଠାଇବାର ପରିଶ୍ରମ ଭିତରେ...
ଷାର୍ଣ୍ଣାସିକ ପରୀକ୍ଷା ପରେ ପରେ ପ୍ରତି ସ୍କୁଲ୍ରେ ପିକ୍ନିକ୍ କରି ଥାନ୍ତି । ଏପରି ସ୍ଥଳେ ଶିଲା ଏବଂ ମୀରା ନିଜ ସ୍କୁଲ୍ ତରଫରୁ ପିକ୍ନିକ୍ କରିବାକୁ ଗୋଟିଏ ସୁନ୍ଦର ଦ୍ୱୀପକୁ ଯାଇ ଥାନ୍ତି । ସେହି ଦ୍ୱୀପରେ ପହଁଚିବା ପରେ ସେଠାରେ ଗୋଟିଏ ବୃଦ୍ଧ ଲୋକଙ୍କୁ ବୁଲୁ ଥିବାର ଦେଖିଲା ଶିଲା । ସେହି ବୃଦ୍ଧ ଲୋକଙ୍କ ସହିତ କଥାବାର୍ତ୍ତା କରିବା ପାଇଁ ସେମାନେ ବୃଦ୍ଧ...
ଏକଦା ଗୋଟିଏ ନଗରରେ ପଂଚୁ ଦାଦା ନାମକ ଜଣେ ଯୁବକ ରହୁ ଥିଲା । ପିତୃପୁରୁଷଙ୍କ ଠାରୁ ତାଙ୍କୁ କିଛି ସମ୍ପତ୍ତି ମିଳି ଥିଲା । କିନ୍ତୁ ତାହାର ଉପଯୁକ୍ତ ରକ୍ଷଣା ବେକ୍ଷଣାର ଅଭାବରେ ତାହାକୁ ସେ ଅତି ଶୀଘ୍ର ନିଜ ପେଟ ପାଇଁ ମୂଳ ପୋଛ କରି ଦେଇ ଥିଲା । ଅର୍ଥାତ୍ ତାହାକୁ ସବୁ ବିକ୍ରି କରି ଦେଇ ଥିଲା ସେହି ପଂଚୁ ଦାଦା । ସେ ବହୁତ କର୍ମ କୋଢିଆ ଥିଲା । ତେଣୁ କାମ କରି...
ଗୋଟିଏ ଶାର୍ଗୁଣା ତା’ର କିଛି ଛୁଆ ସହିତ ତାଳ ଗଛ ଉପରେ ବସା ବନାଇ ରହି ଆସୁ ଥିଲା । ଦିନେ ତାଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ ଖାଇବାକୁ ମିଳି ନଥିଲା । ସେମାନେ କେବଳ ଭୋକରେ ଆଉଟୁ ପାଉଟୁ ହେବାକୁ ଲାଗିଲେ । ଶାର୍ଗୁଣା ତାଙ୍କର ଭୋକ ମେଂଟାଇବାକୁ ଜଙ୍ଗଲର ସେପଟେ ଭୋଜନର ତଲାସ୍ରେ ଚାଲି ଗଲା । ହଠାତ୍ ଶାର୍ଗୁଣାର ନଜରରେ ଗୋଟିଏ ବିଲୁଆ ଛୁଆ ପଡିଲା । ମନକୁ ମନ...
ଗୋଟିଏ ସିଂହ ହରିଣକୁ ଖାଇ ସାରିବା ପରେ ହରିଣ ଜିଭରେ ମୁହଁକୁ ଚାଟି ଚୁଟି କହିଲା – ଯେତେ ବେଳେ ମୁଁ କୌଣସି ହରିଣକୁ ଧରି ନିଏ । ସର୍ବଦା ମୋତେ କିଛି ନା କିଛି ନୂତନ କୌଶଳ ଖୋଜି ବାହାର କରିବାକୁ ପଡେ । କିଛି ଦିନ ପରେ ସିଂହଟି ନଦୀ ତଟରେ ଗୋଟିଏ ହରିଣକୁ ଦେଖିଲା ସିଂହଟି ଗର୍ଜନ କରି କହିଲା – ଏଁ ସେଇଠି କ’ଣ କରୁଛ? ହରିଣ କହିଲା ହଜୁର୍ – ପାଣି ପିଉଛି ।...
ଗୋଟିଏ ଗାଡି ବାଲା ନିଜର ଗାଡି ନେଇ ଜଙ୍ଗଲରେ ପହଁଚିଲା । ସେଠାରେ ସେ କାଠ ଭର୍ତ୍ତି କରି ତା’ପରେ ଭର୍ତ୍ତି ଗାଡିକୁ ନେଇ ଘରକୁ ଫେରୁ ଥିଲା । ରାସ୍ତାରେ ଗୋଟିଏ ଜୋର ପାର୍ କରିବାକୁ ପଡିଲା । କିନ୍ତୁ ଭାଗ୍ୟ ବଶତଃ ଜୋରର କାଦୁଅରେ ତାର ଗାଡିର ଚକ ଫସି ଗଲା ଆଉ ସେ ଜୋର ପାର୍ ହୋଇ ପାରିଲା ନାହିଁ । ଗାଡି ବାଲା ବହୁତ ଚେଷ୍ଟା କଲା ସତ୍ୱେ ବି ଗାଡିର ଚକ କାଦୁଅରୁ...
ଗୋଟିଏ ଗଧ ଖୋଲା ପଡିଆରେ ଉଠିଥିବା କୋମଳ ଘାସ ଚରୁ ଥିଲା । ଅଚାନକ ଯେତେ ବେଳେ ସେ ମୁଣ୍ଡ ଉଠାଇଲା, ଆଉ ଦେଖିଲା ଗୋଟିଏ ବାଘ ତା ଆଡକୁ ମାଡି ଆସୁଛି । ଗଧ ଦେଖିଲା ଯେ ଆଉ ପ୍ରାଣ ବଂଚାଇବା ତା ପକ୍ଷରେ ଖୁବ୍ କଷ୍ଟକର ପାଠ । ବାଘ ସାମନାରେ ଦୌଡି ପଳାଇବା ଅସମ୍ଭବ । ତେଣୁ ସେ ଏଭଳି ପରିସ୍ଥିତିରେ କ’ଣ କରିବ? ଜୀବନ ବଂଚାଇବ କେମିତି । କଥାରେ ଅଛି “ଅକଲ ବଡୀ ୟା ଭୈଁସ୍”...
ସିପାହୀଟି ବହୁତ ବଳବାନ୍, ବହୁତ ବାହାଦୂର, ବହୁତ ଯୁଦ୍ଧଖୋର ମଧ୍ୟ ଥିଲା । ତାର ଘୋଡା ମଧ୍ୟ ସେହି ଭଳି ବଳବାନ୍, ବାହାଦୂର୍, ନିର୍ଭୀକ ତଥା ଯୁଦ୍ଧଖୋର ଥିଲା । ଏକଦା ସିପାହୀ ଜଣକ ନିଜ ଘୋଡାରେ ନିଜେ ବସି କୌଣସି ଏକ ପାହାଡୀ ରାସ୍ତାରେ ଯାଉ ଥିଲା ।ଅଚାନକ ଘୋଡାର ଗୋଡ ଗୋଟିଏ ପଥର ଉପରେ ବାଜି ଘୋଡାର ନାଲ ଛିଣ୍ଡି ଗଲା । ନାଲ ବାହାରି ଯିବାରୁ ଘୋଡାକୁ ବହୁତ କଷ୍ଟ...
ଗୋଟିଏ ବଗ କ୍ଷେତ ଭିତରେ ବସା ବନାଇ ରହି ଥିଲା । ସେହିଠାରେ ବଗଟି ମଧ୍ୟ ନିଜ ଛୁଆଙ୍କୁ ଲାଳନ ପାଳନ କରୁ ଥିଲା । ଯେତେବେଳେ କ୍ଷେତରେ ଧାନ ପାଚିଗଲା ବଗଟି ଚିନ୍ତା କରିବାକୁ ଲାଗିଲା । ବର୍ତ୍ତମାନ କ୍ଷେତରେ ଧାନ କାଟିବା ଚାଲିବ । ସେଥି ପାଇଁ ଏଠାରେ ରହିବା ତଥା ଛୁଆଙ୍କୁ ଲାଳନ ପାଳନ କରିବା ଅସମ୍ଭବ । କିନ୍ତୁ ଛୁଆ ମାନେ ବର୍ତ୍ତମାନ ସୁଦ୍ଧା ଉଡିବାକୁ ଶିଖି...
ଯେତେ ବେଳେ କାଉ ମୟୂରକୁ ଦେଖେ ସେତେ ବେଳେ ତାର ମନରେ ପ୍ରତି ହିଂସା ଜାତ ହୋଇ ଥାଏ । କାରଣ ତାର ସୁନ୍ଦର ରୂପରେ ସେ ବିମୋହିତ ହେବା ସହିତ ତା ମନରେ ହିଂସା ଜାତ ହେଉ ଥିଲା । ସେ ଭଗବାନଙ୍କୁ କୁହେ ଯେ ଭଗବାନ ତୁମେ ମୟୂରକୁ ଏତେ ସୁନ୍ଦର ରୂପ ଦେଲ ଅଥଚ ମୋତେ… । ଯଦି ମୋତେ ମୟୂର ଭଳି ସୁନ୍ଦର ରୂପ ଟିଏ ଦେଇ ଥାନ୍ତ ତେବେ ମୋର ଆନନ୍ଦର ସୀମା ରହି ନଥାନ୍ତା ।...


