ଧନ୍ୟ ଶିବାଜୀ ଧନ୍ୟ

ପୁରୁଣା କାଳ  କଥା । ଛତ୍ରପତି ଶିବାଜୀ ରାଜା ହୋଇ ଶାସନ ଭାର ସମ୍ଭାଳିଥାନ୍ତି । ରାଜ୍ୟ ପରେ ରାଜ୍ୟ ଜୟ କରୁଥାନ୍ତି । ଥରେ ଏକ ରାଜ୍ୟ ଜୟ କରିବା ପାଇଁ ସେନାପତିଙ୍କୁ ଶିବାଜୀ ନିର୍ଦ୍ଧେଶ ଦେଲେ । ଶିବାଜୀଙ୍କ ନିର୍ଦ୍ଧେଶ କାର୍ଯ୍ୟକାରୀ ହେଲା । ସେନାପତି ତାଙ୍କ ସେନା ଧରି ରାଜ୍ୟ ଜୟ କରିବାକୁ ବାହାରିଗଲେ । ଅନେକ ଦିନ ବିତିଗଲା । ଦିନେ ସିଂହାସନରେ ଶିବାଜୀ...

Read More

କୃତଜ୍ଞ ଓ କୃତଘ୍ନ

ଜଣେ ରାଜା ଥିଲେ । ସେ ଭାରି ଅହଙ୍କାରୀ । ଅନ୍ୟର ପ୍ରଶଂସାକୁ ସେ ଆଦୌ କେବେବି ସହଜରେ ଗ୍ରହଣ କରିପାରୁ ନଥିଲେ । ସେହି ରାଜ୍ୟରେ ଜଣେ ସାଧୁ ଥିଲେ । ପ୍ରଜାଗଣ ସେ ସାଧୁଙ୍କୁ ବହୁତ ପ୍ରଶଂସା କରୁଥିଲେ ଓ ତାଙ୍କର ଆଦର ମଧ୍ୟ କରୁଥିଲେ । ସାଧୁଙ୍କ ଏପରି ପ୍ରଶଂସା ଶୁଣି ଦିନେ ରାଜା ସେ ସାଧୁଙ୍କୁ ଦେଖା କରିବାକୁ ଗଲେ । ସେହି ସମୟରେ ସେ ସାଧୁ ଜଣକ ଗୋଟିଏ କୁକୁର ଉପରେ...

Read More

ପ୍ରବୀଣଙ୍କ ପାଇଁ ଚାରିମାର୍ଗ

ଏକ ସହର । ସେଠାରେ ଅନେକ ପରିବାର ଭିତରେ ରହିଥାନ୍ତି ଏକ ବୃଦ୍ଧ ଦମ୍ପତି । ସବୁବେଳେ, ସବୁ ସମୟରେ ସେମାନଙ୍କ ମନରେ ଥାଏ ଗଭୀର ଦୁଃଖ । ଦେଖୁ ଦେଖୁ ସେମାନଙ୍କର ଯୌବନ ଚାଲିଗଲା । ଅନେକ କିଛି କରିବାର ଆଶା ଶେଷରେ ତାଙ୍କର ନିରାଶାରେ ପରିଣତ ହୋଇଗଲା । କିଛି ବି କରି ହେଲା ନାହିଁ । ଶେଷକୁ ବାର୍ଦ୍ଧକ୍ୟ ବାଧକ ସାଜିଲା । ଦୁଃଖରେ ଅନୁଶୋଚନା କରିବା ଛଡା ସେମାନେ ଆଉ ଏବେ...

Read More

ଅଯୋଗ୍ୟ ସନ୍ତାନ

କୌଣସି ଏକ ଗାଁରେ, ଗୋଟାଏ ବାମନ ଦମ୍ପତି ବାସ କରୁଥିଲେ । ଶିକ୍ଷାଦୀକ୍ଷା, ଧନସମ୍ପତ୍ତି ସବୁ କିଛି ସେମାନଙ୍କ ପାଖରେ ଥିଲା । ହେଲେ ଗୋଟାଏ ଦୁଃଖ ସେମାନଙ୍କୁ ସବୁ ବେଳେ ଘାରୁ ଥିଲା । ତାହା ହେଉଛି ସେମାନଙ୍କ ଶାରୀରିକ ବିକୃତି । କମ୍ ଉଚ୍ଚତା ତଥା ଅସୁନ୍ଦର ହୋଇଥିବାରୁ ସେମାନେ ସର୍ବଦା ମନକଷ୍ଟରେ ଥିଲେ । ଏହିଭଳି ସମୟରେ ପତ୍ନୀଜଣକ ହେଲେ ସନ୍ତାନ ସମ୍ଭବା । ତେଣୁ...

Read More

ଆଶୀର୍ବାଦ ବି ଅଭିଶାପ

ଜଣେ ଜମିଦାର ଥିଲେ । ତାଙ୍କର ଧନସମ୍ପତ୍ତି ବି କିଛି କମ୍ ନଥିଲା । କିନ୍ତୁ ସେ ନ୍ୟାୟବନ୍ତ ହେବା ପରିବର୍ତ୍ତେ ଥିଲେ ଅହଂକାରୀ, ନିଷ୍ଠୁର ତଥା ସଂସ୍କାର ଶୂନ୍ୟ । ଅପର ପକ୍ଷରେ ତାଙ୍କ ପତ୍ନୀ କିନ୍ତୁ ଥିଲେ ବୁଦ୍ଧିମତୀ, ଦୟାଶୀଳା ଓ କ୍ଷମାଶୀଳା । ତେଣୁ ସେ ଦୁହିଁଙ୍କ ଚରିତ୍ରରେ ଆଦୌ ମେଳ ଖାଉ ନଥିଲା । ଅମାପ ଧନସମ୍ପତ୍ତି ଥିବା ସତ୍ତ୍ୱେ ମଧ୍ୟ ସେମାନେ ଦୁହେଁ...

Read More

ବଦ୍ ଖର୍ଚ୍ଚ ଓ ସଂଚୟ

ଆମ ଚାରି ପାଖରେ ଘଟି ଯାଉଥିବା ଅନେକ ଛୋଟ, ବଡ ଘଟଣାରୁ ବି ଅନେକ କିଛି ଶିଖିବାକୁ ମିଳିଥାଏ । ଏହିଭଳି ଗୋଟାଏ ଘଟଣା ସ୍ୱାଧୀନତା ପୂର୍ବରୁ ଲାହୋର ସହରରେ ଘଟିଥିଲା । ଏକ ଅନାଥ ଆଶ୍ରମ ତିଆରି କରିବା ପାଇଁ ଲାହୋର୍ ସହରର କିଛି ବ୍ୟକ୍ତି ବିଭିନ୍ନ ବ୍ୟକ୍ତିବିଶେଷଙ୍କଠାରୁ ଚାନ୍ଦା ଆଦାୟ କରୁଥାନ୍ତି । ସେହି ସମୟରେ କଂଗ୍ରେସର ଅଗ୍ରଣୀ ନେତା ତଥା ପ୍ରତିଷ୍ଠିତ ଓକିଇ...

Read More

ଆଚରଣରେ ପରିବର୍ତ୍ତନ

କୌଣସି ଏକ ଗାଁରେ ଜଣେ ମହିଳା ରହୁଥାନ୍ତି । ସତ କହିବାକୁ ଗଲେ ସେ ଭାରି ଈଶ୍ୱରବିଶ୍ୱାସୀ । ପ୍ରତିଦିନ ସକାଳୁ ଗାଧୋଇବା ପରେ ସେ ଘଂଟା ଘଂଟା ଧରି ବଡ ପାଟିରେ “ଓଁ ବିଷ୍ଣୁ ଦେବାୟ ନମଃ” ବୋଲି ଜପ କରୁଥାନ୍ତି । କିନ୍ତୁ ପ୍ରକୃତରେ ସେ ମହିଳା ଜଣକ ଥାଆନ୍ତି ଭାରି କ୍ରୁର ସ୍ୱଭାବର । ସବୁବେଳେ ପାଖ ପଡୋଶୀଙ୍କ ସହିତ ବିନା କାରଣରେ ସେ ଖାଲି ଝଗଡା କରୁଥାନ୍ତି ।...

Read More

ମଣିଷ ପ୍ରକୃତି

ଥରେ ଜଣେ ବ୍ୟକ୍ତି ଏକ ଜଙ୍ଗଲ ମଧ୍ୟ ଦେଇ ଯାଉଥିଲେ । ଅନେକ ବାଟ ଗଲା ପରେ ଖୁବ୍ କ୍ଳାନ୍ତ ହୋଇ ସେ ଏକ ଗଛ ତଳେ ବସିଗଲେ । ଏହି ସମୟରେ ହଠାତ୍ ତାଙ୍କର ନଜର ପଡିଥିବା ଏକ ବୋତଲ ଉପରେ ପଡିଲା । ଏଣେ ତେଣେ ଅନାଇ ସେ ବ୍ୟକ୍ତି ଜଣକ ବୋତଲଟିକୁ ଉଠାଇଲେ । ସେ ବୋତଲଟି ବି ଭାରି ସୁନ୍ଦର ଲାଗୁଥାଏ । ତେଣୁ ଏ ବ୍ୟକ୍ତି ଜଣକ ଅତି ଆଗ୍ରହରେ ବୋତଲଟିକୁ ଦେଖୁ ଦେଖୁ ସେହି...

Read More

ସହନଶୀଳତା

ଏକ ସହରରେ ଜଣେ ମନ୍ଦ ସ୍ୱଭାବର ବ୍ୟକ୍ତି ରହୁଥିଲେ । ଧନ-ସମ୍ପତ୍ତି-କ୍ଷମତା ସବୁକିଛି ତାଙ୍କ ପାଖରେ ଥିଲା । ତେଣୁ ଅତି ଗର୍ବରେ ସେ ଧରାକୁ ସରା ମଣୁଥିଲେ । ଅନ୍ୟକୁ ତାତ୍ସଲ୍ୟ ଓ ଥଟ୍ଟା କରିବାକୁ ସେ ଭାରି ଭଲ ପାଉଥିଲେ । ଦିନେ ରାସ୍ତାରେ ଯାଉଥିବା ଜଣେ ମହାତ୍ମାଙ୍କୁ ଏ ମନ୍ଦ ବ୍ୟକ୍ତିଜଣକ ନିଜ ଘରକୁ ଖାଇବା ପାଇଁ ଡାକିଲେ । ତହୁଁ ସେ ସାଧୁ ଜଣକ ମନ୍ଦ ବ୍ୟକ୍ତିଙ୍କ...

Read More

ପ୍ରସନ୍ନତା

ହରିନାରାୟଣ ନାମକ ଜଣେ ବ୍ୟକ୍ତିର ମୁଖରେ ସର୍ବଦା ହସ ଲାଗି ରହିଥାଏ । ତେଣୁ ଭାରି ହସଖୁସିରେ ସେ ରହୁଥାଏ । କେହି କେବେବି ତାକୁ ଦୁଃଖ କରିବାର ମୋଟେ ଦେଖି ନଥାନ୍ତି । ହରିନାରାୟଣକୁ ଜଣେ ଭଦ୍ରବ୍ୟକ୍ତି କିଛିଦିନ ଲକ୍ଷ୍ୟ କଲାପରେ, ଦିନେ ତାଙ୍କୁ ପଚାରିଲେ “ଭାଇ ତୁମକୁ କେତେ ବା ମଜୁରୀ ମିଳୁଛି ଯେ ସେହିଥିରେ ତୁମେ ସର୍ବଦା ଏପରି ଆନନ୍ଦରେ ଅଛ?” ଏକଥା ଶୁଣି ସେ...

Read More

ମଣିଷ ପଣିଆ

କହି ରଖେ, ପ୍ରତ୍ୟେକ ମଣିଷ ଭିତରେ ଥିବା “ମଣିଷ ପଣିଆ” ହିଁ ମଣିଷକୁ ଚିର ସ୍ମରଣୀୟ କରିଥାଏ । ଏହି ପରିପ୍ରେକ୍ଷୀରେ ଏକ ସତ୍ୟ ଘଟଣା କିପରି ଜଣେ ରାଜପୁତ ବୀରଙ୍କୁ ଚିର ସ୍ମରଣୀୟ କରି ଦେଇଛି ତାହା ହିଁ ଜାଣିବାର କଥା । ନିଜର ସତ୍ୟ ରକ୍ଷା ଓ ପ୍ରତିଶୃତିକୁ ପାଳନ କରି ବୀର ଜଣକ ମୋଗଲ ସମ୍ରାଟ ଆକବରଙ୍କ ଭିତରେ ଥିବା ମଣିଷପଣିଆଟିକକୁ ଉଜ୍ଜୀବିତ କରି ପାରିଥିଲେ ।...

Read More

ଦୟା ସାଗର

ସବୁ ସଫଳତାର ପଛରେ ରହିଥାଏ ପ୍ରଚେଷ୍ଟା । ପ୍ରଚେଷ୍ଟା ବିନା କୌଣସି ସଫଳତା ଆଦୌ ହାସଲ କରାଯାଇ ପାରିବ ନାହିଁ । ଭାଗ୍ୟ ଓ ଭଗବାନଙ୍କ ଉପରେ ସବୁକିଛି ଛାଡିଦେଇ, ଯେଉଁମାନେ ନିଷ୍କ୍ରିୟ ହୋଇ ବସି ରହନ୍ତି, ସେମାନଙ୍କଠାରୁ ବଡ ନିର୍ବୋଧ ଏ ସାରା ସଂସାର ଭିତରେ ଆଉ କେହି ବି ନଥାନ୍ତି । ତିଳରୁ ତେଲ ବାହାରେ, ଧାନରୁ ଚାଉଳ ବାହାରେ – ଏହା ସତ୍ୟ, କିନ୍ତୁ ଉଦ୍ୟମ ନକଲେ...

Read More

ପରୀରାଇଜ

ପାହାନ୍ତା ରାତିରେ ଆକାଶରେ ଖଣ୍ଡ ଖଣ୍ଡ ବାଦଲ ସବୁ ଭାସି ବୁଲୁଥାଏ । ତା ସାଙ୍ଗକୁ ଥଣ୍ଡା ପବନ ବି ଉତ୍ତର ଦିଗରୁ ବହୁଥାଏ । ଲାଗୁଥାଏ ଯେପରି ନିଶ୍ଚୟ ବର୍ଷା ହେବ । ତେଣୁ ଆକାଶ ଖୁବ୍ ଭୟଙ୍କର ଦେଖାଯାଉଛି । ଏହି ସମୟରେ ସୋମୁର ମାଆ ସୋମୁକୁ କହିଲେ ତୋର କାଲି ଜନ୍ମ ଦିନ । ଜିନିଷ ପତ୍ର ସଜାଡୁ ସଜାଡୁ ଆସି ପାହାନ୍ତା ରାତି ହେଲାଣି । ଚାଲ ଏଥର ଆମେ ଶୋଇବାକୁ ଯିବା ।...

Read More

ସୁନ୍ଦରୀପରୀ ଗୁଣ୍ଡୁଚି ମୂଷି

ନଦୀ ପଠାରେ ଗୋଟିଏ ବଡ ବରଗଛ ଚାରିଆଡକୁ ତାର ଓହଳ ଲମ୍ବାଇ ବଢିଥାଏ । ତେଣୁ ବଡ ଆକାରର ଛାୟା ସୃଷ୍ଟି କରିଥାଏ ସେହି ଗଛଟି । ବହୁତ ପଥିକ ସେଠି ବିଶ୍ରାମ ନିଅନ୍ତି । ଗଛରେ ଚଢେଇ, ଗୁଣ୍ଡୁଚି ମୂଷା, ସାପ, ଗୋଧି, ନେଉଳ ଇତ୍ୟାଦି ବସା କରିଥାନ୍ତି । ସେ ନଦୀ ପଠାର ନାଳତଳକୁ ଗୋଟିଏ ଦରିଦ୍ର ବସ୍ତି ରହିଥାଏ । ସେଠାରେ ବଡ ଦୁସ୍ଥ ଓ ଅସହାୟ ଭାବରେ ବାସ କରିଥାଏ ପ୍ରେମୀ...

Read More

ସାହାଯ୍ୟକାରୀ ଜଙ୍ଗଲପରୀ

ମାଳତୀପୁର ଗାଆଁରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଥାଏ । ସେହି ବିଦ୍ୟାଳୟରେ ରାଜୁ ପାଠ ପଢୁଥାଏ । ତା ମା’ ଥିଲା ବିଧବା ଓ ଅତି ଗରିବ । ମା’ କାମଧନ୍ଦା କରି ରାଜୁର ସବୁ ଇଚ୍ଛାକୁ ପୂରଣ କରୁଥାଏ । ଦିନେ ସେ ରାଜୁର ମାଆକୁ ଭୀଷଣ ଜ୍ୱର ହେଲା । ସେ ଆଉ ପୂର୍ବପରି କାମ ଧନ୍ଦା କରିପାରିଲା ନାହିଁ । ରାଜୁ ତା ବିଦ୍ୟାଳୟକୁ ଯାଏ ସିନା, ହେଲେ ତା ମନଟା ଥାଏ ତା ମାଆ ପାଖରେ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ