ପକ୍ଷ ଅପସରା

ଭୋଳାନାଥଙ୍କ ଝିଅ ରୂପାଲି ପଂଚମ ଶ୍ରେଣୀରେ ପାଠ ପଢୁଥାଏ । ଅତି ସୁଧାର ଝିଅଟିଏ ସେ । ଏତେ ଅଭାବ ଅସୁବିଧା ଭିତରେ ସେ କେବେ ହେଲେ ବି ଟିକେ ମନଦୁଃଖ କରେ ନାହିଁ । ରୂପାଲିର ବଡ ଭାଇ ରଙ୍ଗଧର ସାଧାରଣ କବିରାଜ ଜଣେ । ସେଇ ଗାଆଁ ରାସ୍ତା ଉପରେ ଦୋକାନଟିଏ କରି ବସିଥାଆନ୍ତି । ଚେରମୂଳି କୁଟି ମୋଦକ ତିଆରି କରନ୍ତି ସେ । ଭୋଳାନନାଙ୍କର ତ ଜମି ବେଶି ନଥାଏ । ଠାକୁର ପୂଜା...

Read More

ମର୍ତ୍ତ୍ୟର ପରୀରାଣୀ

ଗୋଟିଏ ଗାଆଁରେ ବହୁଲୋକଙ୍କର ଝାଡା ବାନ୍ତି ହେଉଥାଏ । କାହାକୁ ବା ଜ୍ୱର ଧରି ଛାଡୁ ନଥାଏ । ହଳଦିଆକାମ୍ଳ, ଟାଇଫଏଡ୍ ଇତ୍ୟାଦି ରୋଗ ଅତି ସାଘାଂତିକ ଅବସ୍ଥା କରି ଦେଇଥାଏ । ସରକାରୀ ସ୍ତରରୁ ଡାକ୍ତରମାନେ ଔଷଧ ଦେଇଥାଆନ୍ତି । ସେହି ସମୟରେ ଖରାପ ପାଣି ପିଇବାକୁ ତ ଡାକ୍ତରମାନେ ବାରଣ କରୁଥାଆନ୍ତି । ନିଜ ନିଜ ହାତ ସାବୁନ୍ରେ ଧୋଇବା ପାଇଁ କହୁଥାଆନ୍ତି । ଏପରିକି ସଫା...

Read More

ଅଦୃଶ୍ୟ ପରୀ

ଅନାଦି ଓ ଆଦିକନ୍ଦ ଦୁଇଜଣ ଭାରି ସାଙ୍ଗ । ବହୁ ସମୟରେ ସେମାନେ ଯାଇ ତାଙ୍କ ଗାଆଁର ଶେଷ ମୁଣ୍ଡ ବରଗଛ ମୂଳେ ବସି ଗପସପ ହୁଅନ୍ତି । ଦିନେ ଦିନେ ସେମାନେ ଭୋଜିଭାତ ବି ଘରେ କରନ୍ତି । ଦୁଇ ପରିବାର ଏକତ୍ର ଗୋଟିଏ ଜାଗାରେ ବସି ମଜାରେ ଖାଆନ୍ତି । ତାଙ୍କ ବାଡି ପାଖକୁ ଲାଗି ଅନ୍ୟଲୋକର ବାଡିଟିଏ ଥାଏ । ଅନାଦି ଓ ଆଦିକନ୍ଦ ଦୁଇ ଜଣ ମିଶି ଗୋଡିଏ ବାଡି କିଣିଥିଲେ । ସେଠାରେ...

Read More

ପରୀଦ୍ୱୀପ

ଗୋଟିଏ ଅଜଣାଦ୍ୱୀପରେ ଅସୁରୁଣୀଟିଏ ରହୁଥିଲା । କେହି ହେଲେ ଜଣେ ସେହି ଦ୍ୱୀପର ସନ୍ଧାନ କେବେବି ନେଇ ନଥିଲେ । ସେ ଦ୍ୱୀପର ଚାରିପଟେ ଘଂଚ ବନାନୀର ଅନ୍ଧକାରରେ ଯେପରି ରାତ୍ର ଆଗମନ ହୋଇଛି । ସେହି ଜଙ୍ଗଲର ବଡ ଗଛଟିରେ ଗୋଟିଏ କୋରଡ ଥାଏ । ସେଠାରେ ନାଗୁଣୀଟିଏ ତାର କୁନି ଛୁଆଙ୍କୁ ଧରି ରହୁଥାଏ । ସଂନ୍ଧ୍ୟାବେଳେ ପଦାକୁ ବାହାରି ସେ ପବନ ଖାଏ ଏବଂ ଟିକେ ଶାନ୍ତିରେ...

Read More

ବିପଦର ବାନ୍ଧବୀ ଅପ୍ସରା

ଗୋଟିଏ ଗାଁରେ ବାପା ମାଆଙ୍କ ସହିତ ତାଙ୍କ ଝିଅ ରୂପେଲି ବି ରହୁଥିଲା । ଅତି ସୁନ୍ଦରିଆ ଝିଅ ସେ ରୂପେଲି । ତେଣୁ ତାକୁ ଅତି ଗେହ୍ଲା କରନ୍ତି ତା ବାପା ମା’ । ସିଏ ଯେତେବେଳେ ଯାହା ମାଗେ ତାକୁ ବି ଦିଅନ୍ତି । ଦିନେ କଦଳୀ ବଗିଚା ଭିତରେ ତା’ର ସାଙ୍ଗମାନଙ୍କ ସହ ରୂପେଲି ଖେଳୁଥାଏ । ଠିକ୍ ସେହି ସମୟରେ ଗୋଟିଏ ପଥର ଉପରେ ରୂପେଲିର ଗୋଡ ବାଜିଗଲା । ତେଣୁ ସେ ପଥରଟା...

Read More

କାଳିଆ ଭରସା

ସୁମନ ଅତ୍ୟନ୍ତ ଗରିବ ଘରର ପିଲାଟିଏ ହେଲେ ବି ସେ ଅତି ଭଦ୍ର ସ୍ୱଭାବର ଥିଲା । ତାକୁ ତା’ର ସାଙ୍ଗମାନେ କିନ୍ତୁ ମୋଟେ ଭଲପାଉ ନଥିଲେ । ସେ ସୁମନ ତା ମାଆ ସହିତ ଗୋଟିଏ ଭଙ୍ଗା କୁଡିଆରେ ରହୁଥିଲା । ତେଣୁ ତାର ସବୁ ସାଙ୍ଗମାନେ ତାକୁ ଥଟ୍ଟା କରୁଥିଲେ, ଘୃଣା ମଧ୍ୟ କରୁଥିଲେ । ଏପରିକି ତାକୁ ସାଙ୍ଗରେ କେହିବି ସ୍କୁଲ୍କୁ ନେଉନଥିଲେ । ତା ମାଆ ପର ଘରେ କାମଧନ୍ଦା କରି...

Read More

ଗର୍ବ ଭାଙ୍ଗିଦେଲେ ଜଳପରୀ

କେଉଟଟିଏ ମାଛଧରି ତା ପେଟ ପୋଷେ । ଯେଉଁଦିନ ସେ ମାଛ ଧରେ ନାହିଁ, ଜାଣ ସେଦିନ ତାର ରୋଜଗାର ବନ୍ଦ ରହେ । ତେଣୁ ସେଦିନ ସେ ଉପବାସରେ ଶୋଇଯାଏ । ଦିନେ ନଦୀରେ ମାଛ ଧରିବା ସମୟରେ ସେ କେଉଟର ଜାଲ ଭିତରେ କ’ଣ ପଡିଲା କେଜାଣି ସେ ତାକୁ କୂଳକୁ ଘୋଷାରି ଆଣିଲା ବେଳକୁ ତାହା ଖୁବ୍ ଓଜନିଆ ଲାଗିଲା । ଜାଲଟିକୁ କୂଳରେ ଆଣି ସେ କେଉଟଟି ଦେଖିଲା ବିରାଟ ଏକ କଇଁଛ ତା ଜାଲରେ...

Read More

ହଂସୀ ପରୀ

ଗୋଟିଏ ଗାଆଁରେ ଅତି ଗରିବ ଶ୍ରେଣୀର ଲୋକମାନେ ବାସ କରୁଥାଆନ୍ତି । ସେମାନେ ନିକମା ହୋଇ ବସିବା ପାଇଁ ଭାରି ଭଲ ପାଉଥିଲେ । ସକାଳ ହେଲେ ସେମାନେ ଖାଇପିଇ ତାସ୍, ପଶା, ଲୁଡୁ, ପାଲି ଆଦି ଖେଳୁଥିଲେ । ଦିନେ ଅଧେ ମୂଲଲାଗି ସେମାନେ ଯାହା ଆଣି ଥାଆନ୍ତି, ତାହାକୁ ଲୁଣ ଭାତ ହିସାବରେ ଖାଇ ସେମାନେ ତାଙ୍କ ଜୀବନ ଧାରଣ କରନ୍ତି । ସେମାନେ ନଈରୁ ମାଛ ବି ଧରନ୍ତି । ବିଲରୁ...

Read More

ପରୀସୁନ୍ଦରୀ, ବୋକାଙ୍କୁ କରିଲେ ବୁଦ୍ଧିଆ

ଗୋଟିଏ ଗାଁରେ ଚାରିଜଣ ବୋକାପିଲା ସାଙ୍ଗ ହୋଇ ପଢିବା ପାଇଁ ଯାଆନ୍ତି । ତାଙ୍କୁ ବିଦ୍ୟାଳୟରେ କୌଣସି ପିଲା ବି ନିଜ ସାଙ୍ଗ କରନ୍ତି ନାହିଁ । ଏପରିକି ସେମାନଙ୍କୁ ଦେଖି କେହିବି ନିଜ ପାଟି ଫିଟାନ୍ତି ନାହିଁ । ଶିକ୍ଷକମାନେ ସେମାନଙ୍କୁ ଯାହା ପାଠ ପଚାରନ୍ତି ସେମାନେ କାହାର କିଛିବି ଉତ୍ତର ଦେଇପାରନ୍ତି ନାହିଁ । ସେହି ବୋକାମାନଙ୍କ କଥା ବୋକାମାନେ ହିଁ ଠିକ୍...

Read More

ସୁନ୍ଦରୀ ପରୀରାଣୀ

ଦଇତାପୁର ଗାଆଁର ମଧୁ ଦାସଙ୍କ ପୁଅ ବାବନା ହାଇସ୍କୁଲରେ ପାଠ ପଢୁଥାଏ । ସିଏ ଯେତେ ଟିଉସନ୍ ହେଲେ ବି ତା’ ମୁଣ୍ଡରେ ପାଠ ମୋଟେ ପଶୁ ନଥାଏ । ବହିପତ୍ର, ଖାତା, କଲମର କୌଣସି ଅଭାବ ରଖନ୍ତି ନାହିଁ ମଧୁଦାସ । ସେ ମଧୁଦାସ ତାଙ୍କ ଗାଆଁର ଛକ ମୁଣ୍ଡରେ ଗୋଟିଏ ବଡ ତେଜରାତି ଦୋକାନ କରିଥାଆନ୍ତି । ଆଖପାଖ ପାଂଚଖଣ୍ଡ ଗାଆଁର ଲୋକେ ତାଙ୍କରି ଦୋକାନରୁ ହିଁ ସଉଦା ନିଅନ୍ତି ।...

Read More

ବ୍ରହ୍ମଚର୍ଯ୍ୟର ଶକ୍ତି

“ଜର୍ମାନ ଦେଶକୁ ଭ୍ରମଣରେ ଥରେ ଯାଇଥିଲେ ବିବେକାନନ୍ଦ ଅଧଘଂଟାକରେ ଚାରିଶ’ ପୃଷ୍ଠାର ବହି ପଢି ଲଭିଥିଲେ ଆନନ୍ଦ । ବିଶିଷ୍ଟ ପଣ୍ଡିତ ଡୟସନ୍ ଏହା ଦେଖି ମନେ ଅତି ଚକିତ ହେଲେ ଏହିଭଳି କାର୍ଯ୍ୟ ଆପଣଙ୍କ ଦ୍ୱାରା କିପରି ସମ୍ଭବ ହେଲା ପଚାରିଲେ । ସ୍ୱାମିଜୀ କହିଲେ ବ୍ରହ୍ମଚର୍ଯ୍ୟ ଶକ୍ତି ଦ୍ୱାରା ହୋଇଅଛି ଏହା ସମ୍ଭବ ଅତୀତେ ଯେଭଳି ମୁନି ଋଷିମାନେ ଅସମ୍ଭବ କରୁଥିଲେ...

Read More

ଯାହାଙ୍କର ଦରବ ତାଙ୍କୁ ଦେଲେ ସେ ଖୁସି ହେବେ କେମିତି

ଜଣେ ବ୍ରାହ୍ମଣ ଠାକୁର ପୂଜା ନିମନ୍ତେ ଅନ୍ୟ ଜଣେ ଲୋକର ବଗିଚାରେ ପଶି ଫୁଲ ତୋଳୁଥିଲେ । ଏହା ଦେଖି ସମାଜ ସଂସ୍କାରକ ରାଜା ରାମମୋହନ ରାୟ କହିଲେ, “ତୁମେ ଏଭଳି କରୁଛ କାହିଁକି? ପ୍ରଥମତଃ ଅନ୍ୟବାଡିରେ ପଶି ଚୋରି କରୁଛ ଏବଂ ଦ୍ୱିତୀୟରେ ଠାକୁର ଅନ୍ୟମାନଙ୍କ ମନୋରଂଜନ ପାଇଁ ବୃକ୍ଷରେ ସଜେଇ ରଖିଥିବା ଫୁଲଗୁଡିକ ତୋଳି ସେଗୁଡିକୁ ନଷ୍ଟ କରି ଦେଉଛ । ଏହା କି ପ୍ରକାର ଭଲ...

Read More

ପକ୍ଷୀପାଗଳ ବାଳକ

“ପିଲାଟିଏ ଯା’ର ବୟସ ଏଗାର ମାରିଲା ବନ୍ଧୁକେ ବିଚିତ୍ର ପକ୍ଷୀ     କେଉଁ ଜାତି ପକ୍ଷୀ ଚିହ୍ନିବା ପାଇଁ ସେ ପଚାରିଲା ନାନା ଲୋକଙ୍କୁ ଦେଖି ।     ପିଲାଟିକୁ ଦେଖି ଲୋକମାନେ କେତେ ଥଟ୍ଟାମଜା କଲେ ପାଗଳ ବୋଲି     ପ୍ରକୃତରେ ସିଏ ପାଗଳ ନ ଥିଲେ, ଥିଲେ ପକ୍ଷୀପ୍ରେମୀ ସଲ୍ଲିମ୍ ଅଲ୍ଲି ।”                 ଅନେକ ଦିନ ତଳର କଥା, ଦଶକି ଏଗାର ବର୍ଷର ପିଲା ହାତରେ...

Read More

ପଙ୍ଗୁ ଲଙ୍ଘିପାରେ ଦୁର୍ଗମ ଗିରି

ଦିନେ ଜଣେ ଭଦ୍ରଲୋକ ଗୁରୁ ୟୁ.ଜି.କୃଷ୍ଣମୂର୍ତ୍ତିଙ୍କ ନିକଟରେ ପହଁଚି କହିଲେ, “ମହାଶୟ! ମୋର ଏକମାତ୍ର ଝିଅଟି ହେଉଛି ଭିନ୍ନକ୍ଷମ । ତା’ର ଦୁଇଟି ଯାକ ଗୋଡ ପୁରାପୁରି ଅଚଳ । ସେଥିଲାଗି ସେ ଏକ ତିନିଚକିଆ ହ୍ୱିଲ୍ ଚେୟାରରେ ବସି ଚଲାବୁଲା କରେ । ମାତ୍ର ସେ ବଡ ସାହସୀ । ହେଲେ ତା’ର ଏକ ସମସ୍ୟା ରହିଛି । ସେ ଭିନ୍ନକ୍ଷମ ହୋଇଥିବାରୁ ଅନ୍ୟ ଲୋକମାନେ ତା’ପ୍ରତି...

Read More

ସଫଳତା ପାଇଁ ବର୍ଷ ବର୍ଷର ସାଧନା ଲୋଡା

  ସ୍ୱର୍ଗତ ବିସ୍ମିଲ୍ଲା ଖାଁ ଥିଲେ ଜଣେ ଅତି ସରଳ ମଣିଷ । ସମଗ୍ର ବିଶ୍ୱରେ ସାହାନାଇ ବାଦନକୁ ଲୋକପ୍ରିୟ କରିବାରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସେ ଇଣ୍ଡିଆ ସରକାରଙ୍କ ଦ୍ୱାରା “ଇଣ୍ଡିଆରତ୍ନ” ଉପାଧିରେ ଭୂଷିତ ହୋଇଥିଲେ । ସାଧନା କେବେ ବି ବ୍ୟର୍ଥ ହୁଏ ନାହିଁ । ଦିନେ ନା ଦିନେ ତାହା ନିଶ୍ଚୟ ସଫଳତା ଆଣିଦିଏ । ଏହି କଥା ଦିନେ ବିସ୍ମିଲ୍ଲା ଜନସମାଜକୁ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ