ନିଷ୍ଠାପର ସାଧନା ମଣିଷକୁ ମହାନ୍ କରିଦିଏ

ବିବେକାନନ୍ଦଙ୍କର ପିଲାଦିନର ନାମ ଥିଲା ‘ନରେନ୍ଦ୍ରନାଥ’, ତାଙ୍କ ଜନ୍ମ କଲିକତା ନଗରୀରେ ହୋଇଥିଲା । ସେଠାରେ ସୁବିଖ୍ୟାତ ରାମକୃଷ୍ଣ ମିଶନର ସଂସ୍ଥାପକ ହିସାବରେ ସେ ବେଶ୍ ଜଣାଶୁଣା ହୋଇଯାଇଥିଲେ । ସେତେବେଳେ ଇଣ୍ଡିଆନ ସଂସ୍କୃତିର ଅଗ୍ରଦୂତ ରାମକୃଷ୍ଣ ପରମହଂସଙ୍କ ନୀତି ଆଦର୍ଶରେ ପ୍ରଭାବିତ ହୋଇ ବାଳକ ନରେନ୍ଦ୍ର ସଦାଚାରୀ ହୋଇଯାଇଥିଲେ ।                 ଶେଷରେ...

Read More

ମଣିଷଟା ସିନା ବାଙ୍ଗରା, ହେଲେ ତା’ ଖ୍ୟାତି ବହୁତ ଲମ୍ବା

ଏକଦା ଆମ ଦେଶର ପ୍ରଧାନମନ୍ତ୍ରୀ ଥିଲେ ଲାଲବାହାଦୁର ଶାସ୍ତ୍ରୀ । ସେ ଥିଲେ ଅତ୍ୟନ୍ତ ସରଳ, ବିନୟୀ, ସାଧାରଣ ମଣିଷ ଜଣେ । ଗେଡା ମଣିଷଟିଏ ସିନା, ବିଚାର ବୁଦ୍ଧିରେ ବହୁତ ବଡ, କାହାକୁ ଡରିଲାବାଲା ସେ ନ ଥିଲେ ।                 ଗୋଟିଏ ଗରିବ ପରିବାରରୁ ବହୁତ ଦୁଃଖ, ଦୈନ୍ୟ ଭିତରେ ବଢି ସେ ଏତେ ବଡ ଆସନର ଅଧିକାରୀ ହୋଇପାରିଥିଲେ, ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ଆଉ...

Read More

ଗୋରା ସାହେବ କଳା ମଣିଷଙ୍କୁ କ୍ଷମା ମାଗିଲେ

“ବ୍ରିଟିଶ୍ ଶାସନ କାଳର କଥାଏ ଶୁଣିବାକୁ ଲାଗେ ଭାରି ଡର ଗୋରା କର୍ଣ୍ଣେଲଙ୍କ ବିରୋଧରେ ଥରେ ଅଭିଯୋଗ ଥିଲା ଗୁରୁତର । ସରକାରୀ ମାଜିଷ୍ଟ୍ରେଟ୍ ପଦେ ଥାଇ ଇଣ୍ଡିଆନ ଜଣେ ଦେଲେ ଶିକ୍ଷା ଅଭିଯୋଗ ଯେବେ ବିଚାର ସରିଲା କର୍ଣ୍ଣେଲ୍ ମାଗିଲେ କ୍ଷମା ଭିକ୍ଷା ।”                 ଦେଶପ୍ରେମୀ ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କର ଦେଶାତ୍ମବୋଧକ ସଂଗୀତ ‘ବନ୍ଦେ ମାତରଂ’ କାନରେ...

Read More

ସବୁ ମଣିଷଙ୍କୁ ସମାନ ମଣି ସେବା କର

ଥରେ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ନିକଟକୁ ଜଣେ ବ୍ୟକ୍ତି କୌଣସି କାର୍ଯ୍ୟରେ ତାଙ୍କର ବୃଦ୍ଧଚାକରକୁ ପଠାଇଥାନ୍ତି । ଖରାଦିନ ଦ୍ୱିପ୍ରହରଟାରେ ବୁଢା ଚାଲିଚାଲି ହାଲିଆ ହୋଇଯାଇଥିଲା । ସୁତରାଂ ବିଦ୍ୟାସାଗରଙ୍କ ଦାଣ୍ଡଦୁଆରେ ପହଁଚୁ ପହଁଚୁ ସେ ବୁଢା ଲଥ୍ କରି ବସିପଡିଲା ।                 ଏକଥା ବିଦ୍ୟାସାଗର ତାଙ୍କ ଘର ଭିତରେ ଥାଇ ଦେଖୁଥାନ୍ତି । ତତ୍କ୍ଷଣାତ୍...

Read More

ପ୍ରଥମେ ନିଜକୁ ପରିବର୍ତ୍ତନ କଲେ ଭଲ ମଣିଷ ହେବ

ବିନୋବାଭାବେଙ୍କ ନିକଟକୁ ଥରେ ଜଣେ ମଦ୍ୟପ ଯୁବକ ଆସିଲା । ସେତେବେଳେ ସେ ଅତ୍ୟନ୍ତ ଚିନ୍ତିତ ଓ ବିବ୍ରତ ଜଣାପଡୁଥିଲା । ଯୁବକକୁ ଦେଖି ବିନୋବା ଭାବେ ତା’ର ଚିନ୍ତାର କାରଣ ପଚାରିଲେ । ତହୁଁ ସେ ଯୁବକ ଜଣକ କହିଲା, “ମୋ’ ପିଛା ମଦ ମୋଟେ ଛାଡୁ ନାହିଁ । ଆପଣ କିଛି ଉପାୟ ବତାଇ ଦିଅନ୍ତୁ, ଯାହା ଫଳରେ କି ମୁଁ ଆଉ ମଦ କେବେବି ପିଇବି ନାହିଁ ।” ଏହା ଶୁଣି ବିନୋବା କିଛି...

Read More

ଇଏ ମଣିଷ ନା ଦେବତା

ହଜରତ୍ ଅବ୍ଦୁଲ୍ କାଦର ଜିଲାନୀ ଜଣେ ସମ୍ଭ୍ରାନ୍ତବଂଶୀୟ ପୁରୁଷ ଥିଲେ । ମାତ୍ର ତାଙ୍କର ଆଚରଣ ସାଧୁପ୍ରକୃତିର ଥିଲା ଓ ସେ ସମାଜର ମଙ୍ଗଳପାଇଁ ଲୋକମାନଙ୍କୁ ଦିଗ୍ଦର୍ଶନ ଦେଉଥିଲେ । ସୁତରାଂ ତାଙ୍କଠାରୁ ସୁଚିନ୍ତିତ ପରାମର୍ଶପାଇଁ ମଧ୍ୟ ଲୋକମାନେ ସବୁବେଳେ ଆସୁଥିଲେ ।                 ଥରେ ଜିଲାନୀଙ୍କ ପାଖକୁ କେତେକ ଲୋକ ଆସି ତାଙ୍କଠାରୁ ଧର୍ମୋପଦେଶ ଓ ପ୍ରବଚନ...

Read More

ସତ୍ୟର ପୂଜାରିଣୀ ହେଲା ନୋବେଲ ବିଜୟିନୀ

    “ପିଲାଟିଏ ସିନା ସତ କହୁଥିଲା ବିଦ୍ୟାଳୟେ ପାଠ ପଢିବା ବେଳେ     ସତ କହିବାକୁ ହେଲାନି ସାହସ ଲେଖିଲା କାଗଜ କଲମ ବଳେ ।     ଚିଠିଟିଏ ଲେଖି ପ୍ରଧାନଶିକ୍ଷକ ହାତେ ଦେଇ ଦଣ୍ଡ ପାଇଲେ ଯେତେ     ଗର୍ଡିମର ନାମେ ନୋବେଲ୍ ବିଜେତା ପ୍ରସିଦ୍ଧ ଲେଖିକା ଥିଲେ ଅତୀତେ ।”                 ଅନେକ ବର୍ଷ ତଳର କଥା । ସେତେବେଳେ ତ ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣବୈଷମ୍ୟ...

Read More

ଧନ୍ୟ ସେ କୃଷକ ପିଲାର ସାହସ

“ପିଲାଟି ଦିନରୁ ଜମିବାଡି କାର୍ଯ୍ୟ କରୁଥିଲା ତା’ର ବାପାଙ୍କ ସାଥେ କୃଷକ ଜାତିର ଅଭାବ କଷଣ ଜାଣିଥିଲା ସେଇ ପିଲାଟି ସତେ? ଗୋରା ବିରୋଧରେ ଲଢିବାକୁ ବଳ ଦେଇଥିଲା ଦିନେ କୃଷକ ଠାରେ ସାହସୀ ସର୍ଦ୍ଦାର ଥିଲେ ସେ ଯାହାଙ୍କୁ ଡରୁଥିଲେ ଗୋରା ଦେଖିଲେ ଥରେ ।” ଏକ କୃଷକ ପରିବାରରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ ଜନ୍ମଗ୍ରହଣ କରିଥିଲେ । ପିଲାଟି ଦିନରୁ ସେ ତ ତାଙ୍କ...

Read More

ଅନ୍ଧପିଲାର କରାମତି

“ମୋଚି ପରିବାରେ ଜନ୍ମଲାଭ କରି ପାଂଚବରଷର ପିଲାଟିଏ ଖେଳୁଥିଲା ବେଳେ ଚମଡା ଭିତରୁ ଛିଟିକି ଆସିଲା ଛୁରୀଟିଏ । ବାଜିବାରୁ ଛୁରୀ ଆଖିରେ ତକ୍ଷଣି ବହିଗଲା ଧାର ଧାର ରକ୍ତ ଫଳରେ ପିଲାର ଆଖି ଦୁଇଗୋଟି ଚାହୁଁଚାହୁଁ ହୋଇଗଲା ନଷ୍ଟ । ଅନ୍ଧ ହୋଇ ମଧ୍ୟ ସେହି ପିଲାଦିନେ ପାଠ ପଢି ସୁବିଖ୍ୟାତ ହେଲେ ଲୁଇବ୍ରେଲ୍ ନାମେ ସେହି ବ୍ୟକ୍ତି ଯିଏ ବେଲ୍ଲି ଲିପି ଉଦ୍ଭାବନ କଲେ ।”...

Read More

ଏତେ ସପନକୁ ରାତି କାହିଁ

ଛାତ୍ରାବାସରେ ତ ଅନେକ ପିଲା ରହି ପାଠ ପଢୁଥାନ୍ତି । ଦିନକର କଥା । କଲେଜ ଅଧ୍ୟକ୍ଷ ବିଳମ୍ବିତ ରାତିରେ ପିଲାମାନେ କ’ଣ କରୁଛନ୍ତି ବୋଲି ସେମାନଙ୍କୁ ଦେଖିବାକୁ ବାହାରିଲେ । ସେତେବେଳେକୁ ତ ସେ କଲେଜର ସେମିଷ୍ଟାର ପରୀକ୍ଷା ଶେଷ ହୋଇଯାଇଥାଏ । ଫଳରେ ସେ ପିଲାଙ୍କର ଆଉ ବିଳମ୍ବିତ ରାତି ଯାଏଁ ପାଠ ପଢିବା ନ ଥାଏ । ତେଣୁ ପିଲାମାନେ ରାତି ଦଶଟା ପରେ ଶୋଇଯାଇଥାନ୍ତି ।...

Read More

ସାହସ ଓ ଧୈର୍ଯ୍ୟ ବଳରେ ଅସମ୍ଭବ କାର୍ଯ୍ୟ ସମ୍ଭବ ହୁଏ

ଜର୍ମାନୀର ସାତବର୍ଷର ବାଳକ, ନାଁ ତା’ର ଫ୍ରେଡ୍ରିକ୍ । ଦିନେ ତା’ର ବାପାଙ୍କଠାରୁ ସେ ପୁରାଣ କାହାଣୀ ଶୁଣୁଥାଏ । ପ୍ରାୟ ତିନିହଜାର ବର୍ଷ ତଳର ଘଟଣା । ଏସିଆ ମହାଦେଶର ପଶ୍ଚିମ ସମୁଦ୍ର ଉପକୂଳରେ ‘ଟ୍ରୟ’ ନାମକ ଏକ ନଗରୀ ଥିଲା । ତା’ ଚାରିପଟେ ବିରାଟ ପାଚେରି ଘେରି ରହିଥିବାରୁ ତାକୁ କେହି ମଧ୍ୟ ଜୟ କରିପାରୁ ନ ଥିଲେ ।                 ଟ୍ରୟ ସଭ୍ୟତା ପରେ...

Read More

ରେଡକ୍ରସ ଜନ୍ମଦାତା

ପିଲାଟିକୁ ପାଂଚ କି ଛଅ ବର୍ଷ ହେବ । ତା’ର ଚେହେରା ଦେଖିବାକୁ ବେଶ୍ ସୁନ୍ଦର । ପିଲାଟିର ମା’ ସକାଳୁ ସକାଳୁ ଫଳ ଝୁଡିଟିଏ ଧରି କୁଆଡେ ଯାଆନ୍ତି ସେ ଆଦୌ ଜାଣିପାରେନି । ତେଣୁ ସେ ଏକୁଟିଆ ଘରେ ଥାଏ । ମାଆଙ୍କ ସାଙ୍ଗରେ ଯିବାକୁ ଯେତେ ଅଳି କଲେ ବି ମାଆ ତାକୁ ସାଙ୍ଗରେ କଦାପି ମଧ୍ୟ ନିଅନ୍ତି ନାହିଁ । ତେଣୁ ସେ ତା’ ମା’ର ଫେରିବା ବାଟକୁ ସେମିତି ଚାହିଁରହେ ।...

Read More

ସବୁଠାରୁ ଖରାପ ପିଲା ବି ପୁରସ୍କାର ପାଇଲା

“ଆୟରଲ୍ୟାଣ୍ଡର ଘଟଣାଟି ଥିଲା ଚକିତ ଲାଗିବ ଶୁଣିଲେ କାନେ ପୁରସ୍କାର ବିତରଣ ଚାଲିଥାଏ ଏକ ବିଦ୍ୟାଳୟ ପ୍ରାଙ୍ଗଣେ ଦିନେ । ଉତ୍ସବ ଶେଷରେ ଅତିଥି କହିଲେ ପିଲା ମଧ୍ୟେ ଯିଏ ଖରାପ ଅତି ଖରାପ ନ ଭାବି ମୋ’ ପାଖକୁ ଆସି ପୁରସ୍କାର ନେଇଯାଅ ଝଟତି । ଶୁଣୁ ଶୁଣୁ ଏହା ଦୁଷ୍ଟ ପିଲାଟିଏ ଅତି ନିର୍ଭୟରେ ଚଢିଲା ମଂଚ କହିଲା ସ୍କୁଲର ବଡ ଦୁଷ୍ଟ ମୁହିଁ କହୁ ନାହିଁ ଜମା ତିଳେ ହେଁ...

Read More

ରୋଗୀକୁ ଭଲ ପାଅ ରୋଗକୁ ନୁହେଁ

ବ୍ରିଟେନ୍ର ଡାକ୍ତର କଲିନ୍ସ ଏକ ଖ୍ୟାତନାମା ଡାକ୍ତରଖାନାରେ ଡାକ୍ତର ଥିଲେ । ସେ ସବୁବେଳେ ଗରିବ, ନିଃସ୍ୱ ରୋଗୀଙ୍କୁ ମାଗଣା ସେବା ଯୋଗାଇ ଦେବାକୁ ଚାହୁଁଥିଲେ । ସୁତରାଂ ସେ ଲଣ୍ଡନରେ ରହି ଅଜସ୍ର ଟଙ୍କା ରୋଜଗାର କରିବାକୁ ଆଦୌ ଚାହିଁଲେ ନାହିଁ । ଫଳରେ ଡାକ୍ତର କଲିନ୍ସ୍ ଚାକିରି ଛାଡିଦେଇ କଙ୍ଗୋର ଘଂଚ ଜଙ୍ଗଲିଆ ଅଂଚଳକୁ ଚାଲିଗଲେ । ସେଠାରେ ସେ କୁଷ୍ଠରୋଗୀଙ୍କୁ...

Read More

ଏକାଗ୍ରତା, ଧୈର୍ଯ୍ୟ ଓ ଅଧ୍ୟବସାୟ ଅସାଧାରଣ ସଫଳତା ଆଣିଦିଏ

ସେତେବେଳେ ରୁଜ୍ଭେଲ୍ଟ ଆମେରିକାର ରାଷ୍ଟ୍ରପତି ଥାଆନ୍ତି । ଦିନେ ଜଣେ ରାଷ୍ଟ୍ରଦୂତ ତାଙ୍କୁ ଭେଟିଲେ । ସେ ତ ରାଷ୍ଟ୍ରପତିଙ୍କର ଅସାଧାରଣ ପ୍ରତିଭା ବିଷୟରେ ଆଗରୁ ଜାଣିଥିଲେ ଓ ତାଙ୍କ ପ୍ରତି ପ୍ରଭାବିତ ମଧ୍ୟ ହୋଇଥିଲେ । ସୁତରାଂ ରାଷ୍ଟ୍ରପତିଙ୍କୁ ସାକ୍ଷାତ୍ କରିବା ଅବସରରେ ସେ ଏକ ପ୍ରଶ୍ନ ପଚାରିବା ପାଇଁ ଇଚ୍ଛା ପ୍ରକଟ କଲେ ।                 ଏବେ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ