କର୍ମକ୍ଷେତ୍ରରେ ଦୃଢତାହିଁ ସଫଳତା ଆଣିଦିଏ

ତୁଳସୀ ଦାସ (୧୪୯୭ / ୧୫୩୨ – ୧୬୨୩ ଖ୍ରୀଷ୍ଟାଦ୍ଧ) ସତେଯେପରି ଜନ୍ମରୁ ପ୍ରତିକୂଳ ପରିସ୍ଥିତିକୁ ଆପଣେଇ ନେଇଥିଲେ । ତେଣୁ ଖୁବ୍ କମ୍ ବୟସରୁ ତାଙ୍କୁ ଭିକ୍ଷାଟନ କରିବାକୁ ପଡିଥିଲା । ଏମିତି ସେ ଭିକ୍ଷାଟନରେ ବୁଲୁବୁଲୁ ଥରେ କାଶୀଧାମରେ ଯାଇ ପହଁଚିଗଲେ ।                 କିଏ ବା ଜାଣିଥିଲା ଭିକ୍ଷା ମାଗି ବୁଲୁଥିବା ଏଇ ଅନାଥ ବାଳକ ଜଣକ ଦିନେ କେବଳ ତାଙ୍କ...

Read More

ଜଣେ ନିର୍ବୋଧ ନ ହେଲେ ସାହସୀ ହୋଇପାରିବ ନାହିଁ

ଜର୍ଜ ୱାଶିଂଟନ୍ ସେତେବେଳକୁ ଯୁବକ । ଥରେ ତାଙ୍କର ବାସଗୃହ ନିକଟରେ ହଠାତ୍ ପ୍ରବଳ ହଟ୍ଟଗୋଳ ଶୁଣାଗଲା । ତା’ପରେ ସେ ଘର ବାହାରକୁ ଯାଇ ଦେଖିଲେ ମଇଳା ବେଶପୋଷାକରେ ଥିବା ଜଣେ ବୃଦ୍ଧଙ୍କ ନିକଟରେ ଭିଡ ଜମିଛି । ସେ ବୃଦ୍ଧ ଜଣକ ହାତରେ ବନ୍ଧୁକଟିଏ ଧରିଛନ୍ତି । ସେ ଅଂଚଳର ସେ ଥିଲେ ଜଣେ ଜଣାଶୁଣା ସୈନିକ ।                 ସେ ବୃଦ୍ଧଙ୍କର ଚାକିରି ଜୀବନର ଏକ...

Read More

ଛୋଟ କାମ କରୁ କରୁ ବଡମଣିଷ ହେଲେ

ଅନେକ ବର୍ଷ ତଳର କଥା । ଇଂଲଣ୍ଡର ଏକ ନାଁ କରା ବିଜ୍ଞାନ ଗବେଷଣାଗାରରେ ବଡ ବଡ ବୈଜ୍ଞାନିକମାନଙ୍କୁ ବେଶ୍ ସମ୍ମାନ ମିଳୁଥାଏ । ସେଠାରେ କେବଳ ଖ୍ୟାତିସମ୍ପନ୍ନ ବୈଜ୍ଞାନିକମାନେ ହିଁ ଗବେଷଣା କରୁଥାନ୍ତି ।                 ଥରେ ଜଣେ ଯୁବ ବୈଜ୍ଞାନିକ ସେଠାରେ ଗବେଷଣା କରିବା ପାଇଁ ବଛାଗଲେ । ତାଙ୍କର ନାଁ ଥିଲା ନିଉଟନ୍ । ଏବେ ଆନନ୍ଦ ମନରେ ନିଉଟନ୍ ଗବେଷଣା...

Read More

ମଧୁର ବଚନ ଅଥବା ଉତ୍ତମ ଆଚରଣ ସମ୍ପର୍କ ଯୋଡି ଦିଏ

ଜଣେ ଅନ୍ୟ ଜଣକୁ ସାହଯ୍ୟ କରିବା ହିଁ ନୈତିକ କର୍ତ୍ତବ୍ୟ ଓ ମାନବିକତା । ଏହି ସାହାଯ୍ୟ ମଧୁର କଥାବାର୍ତ୍ତା ଅଥବା ଉତ୍ତମ ଆଚରଣ ଦ୍ୱାରା ମଧ୍ୟ କରାଯାଇଥାଏ । ଏହାଦ୍ୱାରା ମଣିଷ ଭିତରେ, ଦେଶ ଦେଶ ଭିତରେ ସମ୍ପର୍କ ଯୋଡି ହୋଇ ଯାଇଥାଏ । ଏ ସମ୍ବନ୍ଧରେ ବିଖ୍ୟାତ ଔପନ୍ୟାସିକ ତଥା ଚିତ୍ରକର କେ.ଏ.ଆବ୍ବାସ୍ଙ୍କ ଜୀବନରୁ ଘଟଣାଟିଏ ।                 ଘଟଣାଟି ଘଟିଥିଲା...

Read More

ବାରୁଦର ଜନ୍ମ କଥା

ଏହି ଘଟଣାଟି ଅନେକ ବର୍ଷ ତଳର । ସମ୍ଭବତଃ ନବମ ଶତାଦ୍ଦୀର । ଚୀନଦେଶରେ ତାଙ୍ଗ୍ମାଙ୍ଗ୍ ପ୍ରଦେଶରେ ଦଳେ ସୈନିକ କ’ଣ ଗୋଟିଏ କାମରେ ଏଣେତେଣେ ବୁଲୁଥାନ୍ତି । ନିକଟରେ ପାହାଡଟିଏ । ସୈନିକମାନଙ୍କ ଭିତରୁ ଜଣେ ହାଲିଆ ହୋଇ ସେହି ପାହାଡତଳି ଗଛ ଛାଇରେ ବସିଗଲା । ସୈନିକଟି ଗଛଛାଇରେ ବସି ଏଣେତେଣେ ଚାହୁଁଚାହୁଁ କିଛି ଦୂରରେ ଦେଖିଲା ହଳଦିଆ ରଙ୍ଗର ମାଟି ଗଦା ହୋଇଛି । ସତେ...

Read More

ଅଭ୍ୟାସ ବଳରେ ଅସାଧ୍ୟ କାର୍ଯ୍ୟ ସାଧନ

ପ୍ରାଚୀନ ଅଲମ୍ପିକ୍ସର ଇତିହାସ ପୃଷ୍ଠା ଓଲଟାଇ ଦେଲେ ଗ୍ରୀକ୍ର ଜଣେ ସୁପ୍ରସିଦ୍ଧ ଖେଳାଳି ‘ମିଲୋ’ଙ୍କ କଥା ନଜରକୁ ଆସେ । ତାଙ୍କର କ୍ରୀଡା କୌଶଳ ଥିଲା ଅସାଧାରଣ ।                 ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାଦ୍ଦୀର କଥା । ଏହି ଶତାଦ୍ଦୀ ଶେଷହେଲା ବେଳକୁ ‘ମିଲୋ’ ଦକ୍ଷିଣ ଇଟାଲୀର କ୍ରୋଟନ୍ ସହରରେ ଜନ୍ମଗ୍ରହଣ କରିଥିଲେ । ସେ ଥିଲେ ଅଜେୟ ଶକ୍ତିର ଅଧିକାରୀ ।...

Read More

ଶତ୍ରୁକୁ ମିତ୍ର କରିବା ଉପାୟ

“ ରାଷ୍ଟ୍ରପତିଙ୍କର ବିଚିତ୍ର ନୀତିକୁ ଲୋକମାନେ ଦେଖି ହେଲେ ଚକିତ ଆବ୍ରାହମ୍ ଲିଙ୍କନ ସେ ରାଷ୍ଟ୍ରପତି ଶୁଣ ତାଙ୍କ ଜୀବନର ଚରିତ । ଶତ୍ରୁ ସୈନ୍ୟଙ୍କର ଛାଉଣୀରେ ପଶି ଜଣାଇଲେ ତାଙ୍କୁ ସହାନୁଭୂତି କହିଲେ ଶତ୍ରୁକୁ ମିତ୍ର କରିବାରେ ରହିଛି ଏଥିରେ ବିଚିତ୍ର ନୀତି ।” ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ଶତ୍ରୁ ଅଥବା ମିତ୍ର ଥାଆନ୍ତି । ମାତ୍ର ପୃଥିବୀରେ ଏମିତି...

Read More

ଯୋଗ୍ୟ ବ୍ୟକ୍ତିର ସ୍ଥାନ ସବୁଠାରେ

ଇଂଲଣ୍ଡର ରୟାଲ ଏକାଡେମୀ ଥରେ ଏକ ତୈଳଚିତ୍ର ପ୍ରଦର୍ଶନୀର ଆୟୋଜନ କରିଥାଏ । ସେ ପ୍ରଦର୍ଶନୀରେ ତ ଅନେକ ଶିଳ୍ପୀ ଭାଗ ନେଇଥିଲେ । ସେମାନଙ୍କ ଭିତରେ ପ୍ରଖ୍ୟାତ୍ ଚିତ୍ରଶିଳ୍ପୀ ଟର୍ଣ୍ଣର ବି ଥାଆନ୍ତି । ସେତେବେଳେ ଟର୍ଣ୍ଣରଙ୍କ ଅଙ୍କିତ ପ୍ରାକୃତିକ ଦୃଶ୍ୟସମ୍ଭାର ସାରା ବିଶ୍ୱରେ ଆଦୃତ ହୋଇଥିଲା ।                 ପ୍ରଦର୍ଶନୀର ଆୟୋଜକମାନେ ବଛାବଛା ଚିତ୍ରଗୁଡିକ...

Read More

ସାଧୁତା ଓ ସତ୍ୟବାଦିତା ମାନବର ଅମୂଲ୍ୟ ସମ୍ପଦ

ସାଉଦୀଆରବରେ ‘ବୁଖାରୀ’ ନାମକ ଜଣେ ବିଦ୍ୱାନ ବ୍ୟକ୍ତି ଥିଲେ । ତାଙ୍କର ସାଧୁତା, ନିଷ୍ଠା, ସଚ୍ଚୋଟପଣିଆ, ଚରିତ୍ରବତା ଯୋଗୁଁ ସେ ପ୍ରସିଦ୍ଧି ଲାଭ କରିଥିଲେ । ଏକଦା ସେ ସମୁଦ୍ର ପଥରେ ଦୀର୍ଘପଥ ଯାତ୍ରା କରୁଥିଲେ । ଯାତ୍ରାବେଳେ ଆବଶ୍ୟକସ୍ଥଳେ ଖର୍ଚ୍ଚ କରିବା ଲାଗି ସେ ତାଙ୍କ ସାଥୀରେ ଆରବୀୟ ମୁଦ୍ରା ଏକହଜାର ‘ଦିନାର’ ମୁଦ୍ରାର ଏକ ପୁଟୁଳି ବାନ୍ଧି ନେଇଥାନ୍ତି ।...

Read More

ଅମୂଲ୍ୟ ଉପଦେଶ

ଥରେ ଦଳେ ଯାତ୍ରୀ କୌଣସି ଏକ ସ୍ଥାନକୁ ଯାତ୍ରା କରୁଥାନ୍ତି । ବାଟରେ ଯାଉ ଯାଉ ସେମାନେ ଦେଖିଲେ ଜଣେ ସ୍ତ୍ରୀ ଲୋକ ଅତି ବିକଳରେ କାନ୍ଦୁଛି । ସେହି ସ୍ଥାନଟି ଏକ ପାହାଡ ତଳି ଅଂଚଳ ଥିଲା । ସେଠାରେ ଏକ କବର ନିର୍ମିତ ହୋଇଥିଲା । ତାକୁ ପଚାରିବାରୁ ଜଣାଗଣା ଯେ, ସେହିଠାରେ ସେ ସ୍ତ୍ରୀଲୋକର ଶ୍ୱଶୁର ଓ ତାର ପୁଅକୁ ବାଘ ମାରି ଖାଇ ଦେଇଛି । ସେମାନଙ୍କ ସ୍ମୃତି...

Read More

ଏକାଗ୍ରତା ଓ ଆଗ୍ରହ କାର୍ଯ୍ୟରେ ସଫଳତା ଆଣିଦିଏ ।

୧୭୪୬ ମସିହା ସେପ୍ଟେମ୍ବର ୨୦ ତାରିଖରେ ସାର୍ ଉଇଲିୟମ୍ ଜୋନ୍ସ ନାମରେ ଜଣେ ବ୍ୟକ୍ତି ଇଂଲଣ୍ଡରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଜଣେ ସୁବିଖ୍ୟାତ ଗଣିତଜ୍ଞ ଏବଂ ମାତା ସୁଗୃହିଣୀ ଥିଲେ । ୧୭୭୩ରେ ସେ ଏମ୍.ଏ. ଏବଂ ୧୭୭୮ ରେ ରୟାଲ୍ ସୋସାଇଟ୍ର ଫେଲୋସିପ୍ ପରେ ତାଙ୍କୁ ସାର୍ ଉପାଧି ପ୍ରଦାନ କରାଯାଇଥିଲା । କାରଣ ସେହି ସମୟରେ ଜୋନ୍ସ ଫରାସୀ ଓ ତୁର୍କୀଭାଷାରେ...

Read More

କୌଣସି କାର୍ଯ୍ୟ ଅସାଧ୍ୟ ନୁହେଁ

ୱାଲ୍ଟର ସ୍କଟ୍ ସ୍କଟଲ୍ୟାଣ୍ଡ୍ର ରାଜଧାନୀ ଏଡିନ୍ବର୍ଗଠାରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଉଚ୍ଚ ମାନବିକ ଚିନ୍ତାଧାରାର ସୁପ୍ରସିଦ୍ଧ ଲେଖକ ଥିଲେ । ସେ ନିଜର ଅଧ୍ୟବସାୟ ବଳରେ ଏଡିନ୍ବର୍ଗ ସହରର ସେରିଫ୍ (ପ୍ରଶାସନିକ ଅଧିକାରୀ) ହୋଇପାରିଥିଲେ । ତାଙ୍କ ସମୟରେ ୱାଲ୍ଟର ସ୍କଟ୍ ସେଇ ସହରର ଲୋକଙ୍କୁ ଉତ୍ତମ ପ୍ରଶାସନିକ ସେବା ଯୋଗାଇ ଦେଇଥିଲେ ।                ...

Read More

ଛୋଟ କାମ କରିବାକୁ ଘୃଣା କର ନାହିଁ

ଦିନକର କଥା । ଜଣେ ବ୍ୟକ୍ତି ସସ୍ତ୍ରୀକ ଏକ ରାସ୍ତାରେ କୁଆଡେ ଯାଉଥାନ୍ତି । ରାସ୍ତାରେ ଯାଉ ଯାଉ ସେମାନେ ହଠାତ୍ ଦେଖିଲେ ସେନାବାହିନୀର ଏକ ଗାଡି କାଦୁଅରେ ପଶିଯାଇଛି । ଯେତେ ଠେଲାପେଲା କଲେ ବି ତାହା ସେଠାରୁ ଆଦୌ ବାହାରି ପାରୁନି । ସୈନିକଙ୍କର ପ୍ରାଣମୂର୍ଚ୍ଛା ଉଦ୍ୟମ ବ୍ୟର୍ଥ ହେବାରୁ ଶେଷରେ ସେମାନେ ଯାଇ ଏକ ଗଛମୂଳ ଛାଇରେ ଥକ୍କା ମାରି ବସିଛନ୍ତି । ଅନ୍ତତଃ ଆଉ...

Read More

କାର୍ଯ୍ୟରେ ସଫଳତା ପାଇଁ ନିରନ୍ତର ପ୍ରୟାସ ଲୋଡା

ବିଶ୍ୱବିଖ୍ୟାତ ବୈଜ୍ଞାନିକ ଥୋମାସ୍ଏଡିସନ୍ ଙ୍କ ଜୀବନକଥା । ସେ ସବୁବେଳେ କିଛି ନୂଆ ନୂଆ ବସ୍ତୁ ଉଦ୍ଭାବନ ପାଇଁ ଜୀବନବ୍ୟାପୀ ଉଦ୍ୟମ କରିଥିଲେ । ତାଙ୍କର ଉଦ୍ଭାବନ ମାନବ ସମାଜ ଓ ବିଜ୍ଞାନଜଗତପାଇଁ ଅମୂଲ୍ୟ ଅବଦାନ ଚିରସ୍ମରଣୀୟ । ବିଦ୍ୟୁତ୍ ବଲ୍ବ, ଷ୍ଟୋରେଜ୍ ବ୍ୟାଟେରୀ ଭଳି ଅନେକ ଦରକାରୀ ଉପକରଣର ସେ ଥିଲେ ଜନକ ।                 ବୈଜ୍ଞାନିକ ଏଡିସନ୍ ତ ସର୍ବଦା...

Read More

ଏକତାର ମନ୍ତ୍ର

ଇଣ୍ଡିଆ ପରାଧୀନ ଥିବା ବେଳର ଘଟଣା । ସେତେବେଳେ ଗୋରା ଶାସନ କବଳରୁ ଇଣ୍ଡିଆକୁ ମୁକ୍ତ କରିବା ପାଇଁ ଆନ୍ଦୋଳନ ମୁଣ୍ଡ ଟେକୁଥାଏ । ଏକ ପକ୍ଷରେ ଚରମପନ୍ଥୀ ଓ ଅନ୍ୟ ପକ୍ଷରେ ନରମପନ୍ଥୀ । ସଶସ୍ତ୍ର ଆନ୍ଦୋଳନ ମାଧ୍ୟମରେ ଇଂରେଜମାନଙ୍କୁ ଦେଶରୁ ତଡିବା ଚରମପନ୍ଥୀମାନଙ୍କର ଲକ୍ଷ୍ୟ ଥିଲା । ମାତ୍ର ଗାନ୍ଧିଜୀ ଥିଲେ ନରମପନ୍ଥୀ ନେତା, ଯିଏ କି ଅହିଂସା ଆନ୍ଦୋଳନ ମାଧ୍ୟମରେ ହିଁ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ