ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

Category - ପଞ୍ଚତନ୍ତ୍ର

ପ୍ରକୃତ ସୁସଙ୍ଗାତ

ଅଗନା ଅଗନି ବନସ୍ତ । ସେହି ବନସ୍ତରେ ଗୋଟିଏ ବିରାଟକାୟ ଶାଳ୍ମଳୀ ବୃକ୍ଷ ଥିଲା । ଚତୁର କାଉ ସମସ୍ତ ପ୍ରକାର ବିପଦକୁ ଆଖି ଆଗରେ ରଖି ସେହି ଶାଳ୍ମଳୀ ବୃକ୍ଷରେ ତା’ର ରହିବାର ବସାଟି ନିର୍ମାଣ କରି ରହୁଥାଏ । ସେହି ବୃକ୍ଷ ମୂଳରେ ଗୋଟିଏ ଉଚ୍ଚିଆ ଜାଗା ଥିଲା । ସେହି ଜାଗାରେ ମୂଷାଟିଏ ଗାତ ଗୋଟିଏ କରି ରହିଥାଏ । ପୁଣି ଶାଳ୍ମଳୀ ବୃକ୍ଷର ଅଳ୍ପ ଦୂରରେ ଯେଉଁ ପୋଖରୀଟି...

Read More

ଏକତାର ବଳ

ଘନ ବୃକ୍ଷରେ ପରିପୂର୍ଣ୍ଣ ଅରଣ୍ୟଟିଏ । ସେହି ଅରଣ୍ୟରେ ନାନାପ୍ରକାର ପଶୁପକ୍ଷୀଙ୍କର ଚଳପ୍ରଚଳ ଥାଏ । ଦିନେ ଶିକାରୀ ଗୋଟିଏ ଆସି ପକ୍ଷୀ ଧରିବା ଉଦ୍ଧେଶ୍ୟରେ ଭୂମି ଉପରେ କିଛି ଖୁଦ କଣିକା ବୁଣି ଜାଲ ବସାଇ ଦେଇ ଚାଲିଗଲା । ଏହି ସମୟରେ ଆକାଶରେ ଚିତ୍ରଗ୍ରୀବ ନାମକ ପକ୍ଷୀରାଜା ତା’ର ସାଙ୍ଗମାନଙ୍କୁ ଧରି ଆକାଶରେ ଉଡ଼ିଉଡ଼ି ଯାଉଥିଲେ । ସେମାନଙ୍କ ମଧ୍ୟରୁ ଗୋଟିଏ କପୋତର...

Read More

ବିଚରା ପଣ୍ଡିତ

ମୁକୁନ୍ଦନଗର ନାମକ ଏକ ସହର ଥିଲା । ସେହି ସରରରେ ଜଣେ ପଣ୍ଡିତ ବାସ କରୁଥିଲେ । ଆଜି କାଲିକା ଯୁଗ ଯେ ଓଲଟା ହୋଇଗଲା, ଦେବତା ବ୍ରାହ୍ମଣମାନଙ୍କୁ ଆଉ ଲୋକେ ମାନିଲେ ନାହିଁ । ଦେବତାଙ୍କ ପୂଜା କରିବାକୁ ହେଲେ ତ ବ୍ରାହ୍ମଣ ପଣ୍ଡିତମାନଙ୍କର ଲୋଡ଼ା । ଲୋକେ ତ ଦେବତା ମାନିଲେ ନାହିଁ । ବ୍ରାହ୍ମଣମାନଙ୍କୁ କାହିଁକି ଖୋଜିବେ ବା ମାନିବେ, ଏଥିପାଇଁ ପଣ୍ଡିତେ ଧନ ରୋଜଗାର...

Read More

ଭାଗ୍ୟକୁ ବିଶ୍ୱାସ

                ଭାଗ୍ୟପୁରୀ ନାମକ ଏକ ରାଜ୍ୟ ଥିଲା । ସେହି ରାଜ୍ୟରେ ସୋମିଳକ ନାମରେ ଜଣେ ତନ୍ତ୍ରୀ ବାସ କରୁଥିଲେ । ବିଚରା ଖୁବ୍ ଦରିଦ୍ର ଥିଲା । ପ୍ରତିଦିନ ହାଡ଼ଭଙ୍ଗା ପରିଶ୍ରମ କରି ସେ ଲୁଗା ବୁଣେ । ଏଥିରୁ ଯାହା ପାରିଶ୍ରମିକ ପାଏ ସେହିଥିରେ ହିଁ ସୁଖ ଦୁଃଖରେ ପରିବାର ପ୍ରତିପୋଷଣ କରେ । କିନ୍ତୁ ସେ ଯେତିକି ପରିଶ୍ରମ କରେ ସେତିକି ପରିଶ୍ରମେରେ ତାର...

Read More

ଅସମ୍ଭବ ତର୍କ

                ସମୃଦ୍ଧିଶାଳୀ ନାମକ ଗୋଟିଏ ରାଜ୍ୟ ଥିଲା । ସେହି ରାଜ୍ୟରେ ଜୀର୍ଣ୍ଣାଧନ ନାମକ ଗୋଟିଏ ବଣିଆ ଥିଲା । ଭାଗ୍ୟକଥା, ଆଜି ଯିଏ ରାଜେନ୍ଦ୍ର ଆସନେ କାଲି ସେ ଫକୀର । କୌଣସି କାରଣରୁ ବଣିଆଟି ଗରୀବ ହୋଇଯିବାରୁ ସେ ଚିନ୍ତାକଲା ଯେ କିଛି ଧନ ରୋଜଗାର ନିମନ୍ତେ ସେ ବିଦେଶ ଯିବ । ତେବେ ବିଦେଶ ଯିବା ଲାଗି ତ ପୁଣି ଧନର ଆବଶ୍ୟକତା ଅଛି । ଏଥିଲାଗି ତା’...

Read More

ପାପବୁଦ୍ଧି ଓ ଧର୍ମବୁଦ୍ଧି

ଗୋଟିଏ ରାଜ୍ୟରେ ଦୁଇଜଣ ସାଙ୍ଗ ଥାଆନ୍ତି । ଜଣଙ୍କର ନାମ ଧର୍ମବୁଦ୍ଧି ଓ ଅନ୍ୟ ଜଣଙ୍କର ନାମ ପାପବୁଦ୍ଧି । ଧର୍ମବୁଦ୍ଧି ସାଙ୍ଗଟି ସଦା ସତ୍ୟ କହେ, ଅନିଷ୍ଠ ଚିନ୍ତା କରେ ନାହିଁ । ଭାରି ସରଳ ଓ ସାଧୁ ପ୍ରକୃତିର । କିନ୍ତୁ ନାମ ଅନୁସାରେ ପାପବୁଦ୍ଧି ଖୁବ୍ ଜଟିଳ ଏବଂ କୁଟୀଳ ପ୍ରକୃତିର ।                 ଏମିତି ଅନେକ ମନ୍ଦ ଚରିତ୍ରର ଲୋକ ଅଛନ୍ତି । ସେମାନେ...

Read More

ବୋକାମିର ଫଳ

ଗାଁ ମୁଣ୍ଡରେ ଗୋଟିଏ ବଡ଼ ପୋଖରୀ ଥିଲା । ସେହି ପୋଖରୀରେ ଦୁଇଗୋଟି ହଂସ ମଧ୍ୟ ରହୁଥିଲେ । ସେମାନେ ରାତ୍ରି ସାରା ପୋଖରୀ ହୁଡ଼ାରେ ବିତାଇ ଥାଆନ୍ତି ପୁଣି ଦିନ ହେଲେ ପୋଖରୀରେ ପହଁରି ପହଁରି ନିଜର ଖାଦ୍ୟ ସଂଗ୍ରହ କରି ଖାଆନ୍ତି ଓ ଆନନ୍ଦରେ ଜଳରେ ସନ୍ତରଣ କରନ୍ତି ।                 ସେହିପରି ପୋଖରୀ ଭିତରେ ଗୋଟିଏ କଇଁଛ ଥିଲା । କଇଁଛ ଦିନସାରା ପାଣି ମଧ୍ୟରେ ବୁଡ଼ି...

Read More

ଅହଙ୍କାର ର ଫଳ

ସାଗରର କୂଳକୁ ଲାଗି ଅସଂଖ୍ୟ ଝାଉଁ ବୃକ୍ଷ ଥିବା ଛୋଟିଆ ଜଙ୍ଗଲ । ସେହି ଝାଉଁ ବୃକ୍ଷରେ ସ୍ୱାମୀ ସ୍ତ୍ରୀ ଭାବରେ ଦୁଇଟି ପକ୍ଷୀ ବାସ କରୁଥାଆନ୍ତି । ସେମାନେ କୁଆ କୋଇଲି କପୋତ କପୋତୀ ପରି ପକ୍ଷୀ । ନାମ ତାଙ୍କର ଟେଣ୍ଟେଇ ପକ୍ଷୀ ।                 ସେମାନଙ୍କ ଅହଂକାର ଏତେ ଯେ ସେମାନେ ବଡ଼ ସାନ ମାନିବାକୁ ପ୍ରସ୍ତୁତ ନୁହଁନ୍ତି । ସଦାବେଳେ ଅହଂକାରୀ ମନ, ଏଡ଼େ ଗର୍ବୀ...

Read More

ଛଦ୍ମକୁ ସାବଧାନ

ସଙ୍ଗମ ରାଜପ୍ରାସାଦଠାରୁ ବହୁତ ଦୂରରେ ଗୋଟିଏ ଘଞ୍ଚ ଅରଣ୍ୟ ଥିଲା । ସେହି ଅରଣ୍ୟରେ ବହୁ ସଂଖ୍ୟକ ବ୍ୟାଘ୍ର, ହସ୍ତୀ, ସିଂହ, ବାର୍ହା, ମୃଗ, ଶୃଗାଳ ଆଦି ବହୁତ ହିଂସ୍ରଜୀବ ବାସ କରୁଥାଆନ୍ତି । ହଠାତ୍ ସେହି ଅରଣ୍ୟରେ ପଶୁମାନଙ୍କର ଖାଇବା ଲାଗି ଖାଦ୍ୟ ସଙ୍କଟ ଦେଖାଦେଲା । ପଶୁପକ୍ଷୀମାନେ ସେହି ଅରଣ୍ୟରେ ବାସ କରୁଥିଲେ ମଧ୍ୟ ପ୍ରତିଦିନ ସକାଳ ହେଲେ ଖାଦ୍ୟ ଅନ୍ୱେଷଣରେ...

Read More

କପଟୀ ଅନ୍ତର

ବଡ଼ ଘଞ୍ଚ ଅରଣ୍ୟ ଗୋଟିଏ । ସେହି ଅରଣ୍ୟ ମଧ୍ୟରେ ଥାଏ ଗୋଟିଏ ପୁଷ୍କରିଣୀ । ପୁଷ୍କରିଣୀରେ ନାନା ଜାତିର ଛୋଟ ଛୋଟ ମାଛ ଥାଆନ୍ତି । ଆଉ ଅନେକ ପାଣି ଥିବାରୁ ମାଛମାନେ ଖୁବ୍ ମନ ଆନନ୍ଦରେ ଖେଳାବୁଲା କରନ୍ତି ।                 ଏହାରି ମଧ୍ୟରେ ଗୋଟିଏ କଳା ଜଟିଆ ବଗ ଆସି ସେହି ପୁଷ୍କରିଣୀ ତୁଠରେ ବସିଲା । କାହାରିକୁ କିଛି କହିଲା ନାହିଁ । ପ୍ରତିଦିନ ପୁଷ୍କରିଣୀ...

Read More

ବିଶ୍ୱାସରେ ବିଷ

ମର୍କତ ନଗର ନାମକ ଏକ ରାଜ୍ୟ ଥିଲା । ସେହି ରାଜ୍ୟରେ ଶମ୍ଭୁକେଶ ନାମକ ଜଣେ ରାଜା ଥାଆନ୍ତି । ସେ ରାଜା ବହୁତ ବିଳାସ ବ୍ୟସନରେ କାଳାତିପାତ କରୁଥାଆନ୍ତି । ସେ ରାଜାଙ୍କର ହାତୀ ଦାନ୍ତର ପଲଙ୍କ ଥିଲା । ସେ ପଲଙ୍କରେ ମଖମଲି ଗଦି । ଗଦିରେ ପୁଣି ରାଜାଙ୍କର ଶୋଇବା ଆଗରୁ ନାନା ପ୍ରକାର ସୁଗନ୍ଧିତ ଅତର ସିଞ୍ଚା ଯାଉଥିଲା । କେତେ ଦାସ ଦାସୀ ଦିନରାତି ଚବିଶ ଘଣ୍ଟା...

Read More

ଦୋମୁହାଁ ବିଚାର

ଘଞ୍ଚ ଅରଣ୍ୟ । ତା’ ମଧ୍ୟରେ ବହୁ ଜାତିର ଫଳ ଫୁଲ, ଲତାଦି ବୃକ୍ଷରେ ପୂର୍ଣ୍ଣ ହୋଇ ରହିଥାଏ । କେତେ ଜାତିର ସାତ ରଙ୍ଗରେ ଫୁଲ ସବୁ ବୃକ୍ଷରେ ଫୁଟି ହସୁଥାଏ । ନାଲି ହଳଦୀ ଆଉ ସବୁଜ ରଙ୍ଗର ପେନ୍ଥା ପେନ୍ଥା ଫଳ ମଧ୍ୟ ଝୁଲୁଥାଏ । ତେବେ କହିବାକୁ ଗଲେ ତାହା ଏପରି ଏକ ଅରଣ୍ୟ ଯେ ଝରଣାଠାରୁ ଫଳଫୁଲଯାଏ କୌଣସି କଥାରେ ଅଭାବ ନଥିଲା ।                 ତେଣୁ ଏପରି ଏକ...

Read More

ପଣ୍ଡିତ ବିଷ୍ଣୁଶର୍ମା ଓ ପଞ୍ଚତନ୍ତ୍ର

ପୃଥିବୀରେ ଯେତେ କାହାଣୀ ପଢ଼ିବାର କାହାଣୀ ଗ୍ରନ୍ଥ ଗ୍ରନ୍ଥାଗାରମାନଙ୍କରେ ରହିଅଛି ତନ୍ମଧ୍ୟରୁ ଏହି ଗ୍ରନ୍ଥଟି ସର୍ବଶ୍ରେଷ୍ଠ କାହାଣୀ ପୁସ୍ତକ ଭାବରେ ପରିଚିତ । ଏହି ଗ୍ରନ୍ଥଟି ଅନେକ ଗୁଡ଼ିଏ ଶିକ୍ଷଣୀୟ ତଥା ଉଦାହରଣ ବିଶିଷ୍ଟ କାହାଣୀ ରହିଥିଲେ ମଧ୍ୟ ଏହାର ନାମ ମଧ୍ୟ ଗୋଟିଏ – ତାହା ହେଉଛି ପଞ୍ଚତନ୍ତ୍ର । ଏହି ଗଳ୍ପ ବହୁ ଉଦାହରଣକୁ ନ୍ୟାୟ ବିଚାରକୁ ନେଇ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ