ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

Category - ହିତୋପଦେଶ କାହାଣୀ

ବୁଦ୍ଧି ନ ଥିଲେ ହଟହଟା ହେବାକୁ ହୁଏ

ଜାମ୍ମୁ-କାଶ୍ମୀରର ଲୋକକଥା । ଏଠାରେ କାମଧନ୍ଦା ନ ମିଳିବାରୁ ଥରେ ଦଶ ଜଣ କୃଷକ ଅନ୍ୟତ୍ର କାମଧନ୍ଦାରେ ବାହାରିଗଲେ । ସେ ଅଂଚଳରେ ଶିକ୍ଷା ଦୀକ୍ଷାର ପ୍ରସାର ଘଟି ନଥିବାରୁ ସେମାନେ ପାଠପଢି ନଥିଲେ । ପ୍ରାୟତଃ ବୋକା ଭଳି ଆଚରଣ ପ୍ରଦର୍ଶନ କରୁଥିଲେ ।        ଦଶଜଣଯାକ କୃଷକ ଚାଲିଥାନ୍ତି । ହଠାତ୍ କାହିଁକି କ’ଣ ମନହେଲା, ସେମାନଙ୍କ ଭିତରୁ ଜଣେ ସେମାନଙ୍କର ସଂଖ୍ୟା...

Read More

ସଫଳତା ପାଇଁ ଉଦ୍ୟମ ଲୋଡା

ଦକ୍ଷିଣ ଆଫ୍ରିକାରେ ବସବାସ କରୁଥିବା ଆଦିମ ଅଧିବାସୀଙ୍କର ଜଣେ ରାଜା ଥିଲେ । ରାଜା ଜଣକ ଥିଲେ ଜଣେ ବିଚକ୍ଷଣ ଘୋଡା ଦୌଡାଳୀ । ସେ ଘୋଡା ଛୁଟାଇଲା ବେଳେ ଭୂଇଁରୁ ଧୂଳି ଉଡି ଆକାଶରେ ମେଘର ଭ୍ରମ ସୃଷ୍ଟି କରିଥାଏ । ସତେଯେମିତି ଆକାଶରେ ସୂର୍ଯ୍ୟ ଲୁଚି ଯାଇ ଦିନକୁ ରାତି କରିଦେଉଥିଲେ । ତାଙ୍କୁ କୌଣସି ଘୋଡାଦୌଡାଳି ଟପିଯାଉନଥିଲେ । ଫଳରେ ତାଙ୍କ ମନରେ ଅପାର ଗର୍ବ...

Read More

ମୌସୁମୀ ବର୍ଷା

       ପୂର୍ବକାଳରେ ବର୍ଷାର କୌଣସି ଠିକ୍ ଠିକଣା ନଥିଲା । ଯେତେବେଳେ ଇଚ୍ଛା ସେତେବେଳେ ବର୍ଷା ହେଉଥିଲା । ଫଳରେ ଚାଷକରି ଫସଲ ଉପୁଜାଇବା କାଠିକର ପାଠ ହୋଇଯାଉଥିଲା । ବିଶେଷକରି କଠିନ ମାଟିକୁ ଚାଷକରିବା ପାଇଁ ବଳଦମାନେ ବହୁ କଷ୍ଟ ଭୋଗୁଥିଲେ । ତଥାପି ଯେତେ କଷ୍ଟ ହେଲେ ବି ଚାଷ କାମ ଚାଲିଥାଏ ।        ମର୍ତ୍ତ୍ୟରେ ବଳଦମାନେ ଚାଷ କଲାବେଳେ ଯେଉଁ କଷ୍ଟ ହେଉଥିଲା...

Read More

ଅତି ଲୋଭ କରନାହିଁ

କାମ୍ବୋଡିଆର ଲୋକକଥା । ସୃଷ୍ଟି ସର୍ଜନା ବେଳେ ଈଶ୍ୱର ସମସ୍ତ ପ୍ରାଣୀଙ୍କୁ ଗୋଟିଏ ଲେଖାଏଁ ଜିଭ ଦେଇଥିଲେ । ହେଲେ ମଣିଷକୁ ଜିଭଟିଏ ଦେଇ ନଥିଲେ । ଏହା ଦେଖି ମଣିଷ ଗୁହାରୀ ଜଣାଇବା ପାଇଁ ଈଶ୍ୱରଙ୍କ ନିକଟରେ ପହଁଚିଗଲା ।        ଅଭିଯୋଗ ଶୁଣିଲାପରେ ଈଶ୍ୱର କହିଲେ, “ମଣିଷ, ତୁ କାହିଁକି ମନ ଦୁଃଖ କରୁଛୁ? ତୋତେ ଜିଭସିନା ଦେଇନି ପ୍ରଖର ବୁଦ୍ଧିତ ଦେଇଛି । ଏଥିପାଇଁ...

Read More

ଅନ୍ଧବିଶ୍ୱାସ

ଚୀନ୍ ଦେଶର ଲୋକ କଥା । ଗୋଟିଏ ଗାଁରେ ଜଣେ ଲୋକ ବାସ କରୁଥାଏ । ସେ ସବୁବେଳେ କୌଣସି ନା କୌଣସି ରୋଗରେ ପୀଡିତ ରହୁଥାନ୍ତି । ଏଥିଯୋଗୁଁ ତାଙ୍କୁ ରାତିରେ ନିଦ ଲାଗୁ ନଥାଏ । ଡାକ୍ତରଙ୍କ ଔଷଧ ଓ ପରାମର୍ଶରେ ତାଙ୍କୁ କୌଣସି ଉପକାର ମିଳୁ ନଥିଲା । ସୁତରାଂ ଲୋକଟି ସବୁବେଳେ ନିଜ ରୋଗ ନେଇ ଚିନ୍ତିତ ଥାଏ ।       ଦିନକର କଥା । ଲୋକଟି ମନରେ କ’ଣ ଭାବିଲା କେଜାଣି, ସେ...

Read More

ଯେ ପାଂଚେ ପରମନ୍ଦ

ଓଡିଶାର ଲୋକ କଥାଟିଏ । ଓଡିଶାର ମୁରୀବାହଲ ନାମକ ଅଂଚଳରେ ଧନୀରାମ ନାମକ ଜଣେ ଏକ ଗଉନ୍ତିଆ ଥିଲେ । ସେ ଗୋଟିଏ ଗଧ ଓ ଗୋଟିଏ ଛେଳି ପୋଷି ଥିଲେ । ଗଧଟି ଥିଲା ଭାରି ମଠୁଆ, ହେଲେ ବହୁତ ଖାଉଥିଲା । ଗଧର ଖାଦ୍ୟ ଯେତେ ଅଧିକ ହେଲେ ବି ମାଲିକର ଭାର ବୋହୁଥିବାରୁ ତାକୁ ଖାଦ୍ୟ ମିଳିଯାଉଥାଏ । ହେଲେ ଛେଳିକୁ ମାଲିକ ପଚାରୁନଥାଏ । ସେ ଆପେ ଆପେ ଗଛରୁ ଡାଳପତ୍ର ଖାଇ...

Read More

ସ୍ୱର୍ଗରେ ରାଜା ନିଯୁକ୍ତି

ଥରେ ସ୍ୱର୍ଗରେ ଦେବତାମାନଙ୍କର ରାଜା ପଦ ଖାଲି ପଡିଲା । ସେଥି ଲାଗି ଭଗବାନ ଠିକ୍ କଲେ, ମର୍ତ୍ତ୍ୟର ଜଣେ ସର୍ବଗୁଣ ସମ୍ପନ୍ନ ବ୍ୟକ୍ତିଙ୍କୁ ସ୍ୱର୍ଗରେ ରାଜା ପଦରେ ନିଯୁକ୍ତି ଦେବେ । ଏହି କଥା ମର୍ତ୍ତ୍ୟରେ ପ୍ରଚାର ହୋଇଯିବା କ୍ଷଣି ମର୍ତ୍ତ୍ୟର ରାଜାମାନଙ୍କ ଭିତରେ ପ୍ରତିଦ୍ୱନ୍ଦିତା ଚାଲିଲା । ଏହି ପଦବୀ ପାଇଁ ରାଜାମାନେ ନିଜକୁ ପ୍ରସ୍ତୁତ କରାଇନେଲେ ।       ...

Read More

ସବୁଠାରୁ ମଣିଷର ବିଷ ଅଧିକ ଉତ୍କଟ

କଥାଟା ସୃଷ୍ଟି ସର୍ଜନା ବେଳର । ସେତେବେଳେ ସାପ ଓ ମଣିଷ ଭିତରେ ପ୍ରଗାଢ ବନ୍ଧୁତ୍ୱ ରହିଥିଲା । କେହି କାହାକୁ ନ ଦେଖିଲେ ଦଣ୍ଡେ ରହିପାରୁ ନ ଥିଲେ । ସୃଷ୍ଟି ଆରମ୍ଭରେ ଭଗବାନ ସମସ୍ତଙ୍କୁ କିଛି ନା କିଛି ଜିନିଷ ବାଂଟିଲେ । ତହୁଁ ପ୍ରାଣୀମାନେ ପହଁଚି ନିଜ ନିଜକୁ ସୁହାଇଲା ଭଳି ଦ୍ରବ୍ୟ ମାଗିନେଲେ ।        ବଂଟାବଂଟି ଶେଷ ହେଲା ବେଳକୁ ମଣିଷ ଓ ସାପ ସାଙ୍ଗ ହୋଇ...

Read More

ଆଦର୍ଶ ଗୁରୁ

ଜଣେ ବୌଦ୍ଧ ସାଧୁ ତାଙ୍କର ଶିଷ୍ୟ ସହିତ ଯାଉଥିଲେ । ବାଟରେ ଶିଷ୍ୟ ଦେଖିଲା କୃଷକ ତା’ର ଜମିରେ ହଳ କରୁଛି । ଶିଷ୍ୟ ସେହି ଜମି ପାଖରେ ଚାଷ କାର୍ଯ୍ୟ ନିରୀକ୍ଷଣ କରୁକରୁ ଦେଖିଲା, ଲଙ୍ଗଳ ମୁନରେ ମାଟି ଭିତରୁ ନାନା କୀଟ ବାହାରି ଆସୁଛନ୍ତି । ମେସାନଙ୍କୁ ପକ୍ଷୀମାନେ ଥଂଟରେ ନେଇ ଖୁସିରେ ଖାଉଛନ୍ତି ।        ଏହା ଦେଖି ଶିଷ୍ୟଟି ଭାବିଲା ଏସବୁ ନିତାନ୍ତ ଅନ୍ୟାୟ...

Read More

ରାଜାଙ୍କ ମନର ତିନୋଟି ପ୍ରଶ୍ନ

       ଏକଦା ଜଣେ ରାଜାଙ୍କ ମନରେ ତିନୋଟି ପ୍ରଶ୍ନ ଜାଗି ଉଠିଲା ।        ସେଇ ପ୍ରଶ୍ନଗୁଡିକ ଥିଲା – ସବୁଠାରୁ ଭଲ ଲୋକ କିଏ?        ସବୁଠାରୁ ଭଲ କର୍ମ କ’ଣ?        ସବୁଠାରୁ ଭଲ ସମୟ କେତେବେଳେ ଆସେ?        ଏହିସବୁ ପ୍ରଶ୍ନର ଉତ୍ତର ସଭାସଦ୍ଗଣ ଯିଏ ଯେଝା ଢଙ୍ଗରେ ଦେଉଥାନ୍ତି, ହେଲେ କାହାର ଉତ୍ତର ରାଜାଙ୍କ ମନକୁ ପାଉନଥାଏ ।        ଦିନକର କଥା। ରାଜା...

Read More

ଅଭିନେତାଙ୍କ ଭିନ୍ନ ବିଚାର

ଏକଦା ଜଣେ ଅଭିନେତା ରାଜାଙ୍କ ଦରବାରରେ ଶଙ୍କରାଚାର୍ଯ୍ୟଙ୍କ ବେଶରେ ପହଁଚିଗଲେ । ସେ ଅତ୍ୟନ୍ତ ବିଦ୍ୱାନ ଥିବାରୁ ରାଜଦରବାରରେ ଅନେକ ସମୟ ଧରି ଧର୍ମଚର୍ଚ୍ଚାରେ ବ୍ୟସ୍ତ ରହିଲେ । ଆଲୋଚନା ଅତ୍ୟନ୍ତ ଭାବଗର୍ଭକ ଓ ଉପାଦେୟ ଥିବାରୁ ରାଜା ଏକାବେଳକେ ଭାବବିହ୍ୱଳ ହୋଇ ପଡିଥାନ୍ତି ।         ଏବେ ରାଜା ଅତ୍ୟନ୍ତ ଖୁସିହୋଇ ଶଙ୍କରାଚାର୍ଯ୍ୟ ବେଶଧାରୀ ସେହି ଅଭିନେତାଙ୍କୁ...

Read More

କେହି କାହାର ପ୍ରଭୁ ନୁହଁନ୍ତି

       ଜଣେ ପଣ୍ଡିତ ତାଙ୍କର ଚାକରକୁ ନେଇ କୌଣସି ଏକ ସ୍ଥାନକୁ ଶାସ୍ତ୍ର ଆଲୋଚନା କରିବା ପାଇଁ ଯାଉଥାନ୍ତି । ଆଗେ ଆଗେ ପଣ୍ଡିତ ଛତାମୁଣ୍ଡେଇ ଯାଉଥିଲା ବେଳେ ପଛେ ପଛେ ଚାକର ଶାସ୍ତ୍ର ଲେଖାଥିବା ବହିଗୁଡିକ ଗଣ୍ଠିଲି କରି ମୁଣ୍ଡେଇ ଚାଲିଥାଏ । ବାଟରେ ଯିଏ ପଚାରେ ତାକୁ ପଣ୍ଡିତେ କହନ୍ତି ଇଏ ମୋର ଚାକର ନିହାତି ଗଜମୂର୍ଖଟାଏ ।”        ଏହିଭଳି ସମସ୍ତଙ୍କ ଆଗରେ କହି...

Read More

ଚୋରର ଆଚରଣ ବଦଳିଗଲା

ଜଣେ ଚୋର ରାତିରେ ଚୋରି କରିବା ପାଇଁ ଯାଉଥାଏ । ବାଟରେ ଦେଖିଲା ଏକ ମନ୍ଦିର ପ୍ରାଙ୍ଗଣରେ ଅନେକ ଲୋକ ରୁଣ୍ଢ ହୋଇଥାନ୍ତି ଓ ଏକ ଉଚ୍ଚସ୍ଥାନରେ ବସି ଜଣେ ସାଧୁ ଉପଦେଶ ଦେଉଥାନ୍ତି । ଏବେ ଚୋରଟି ସେହି ଲୋକଙ୍କ ମେଳରେ ବସି ସାଧୁଙ୍କ ଉପଦେଶ ଶୁଣିଲା ।        ସେଦିନ ଚୋରକୁ ଉପଦେଶଗୁଡିକ ବହୁତ ଭଲଲାଗିବାରୁ ସତ୍ସଙ୍ଗ ଶେଷ ହୋଇଗଲେ ବି ସେଠାରେ ବସି ରହିଲା । ଯିଏ ଯୁଆଡେ...

Read More

ଯଶହିଁ ମାନବର ଅତୁଳନୀୟ ସଂପଦ

       ଏକଦା ରାଜା ତାଙ୍କର ମନ୍ତ୍ରୀଙ୍କ ସହିତ ଗନ୍ଧମାର୍ଦ୍ଧନ ପର୍ବତରେ ବୁଲୁଥାନ୍ତି । ସେଠାରେ ବହୁ ସୁଗନ୍ଧିତ ପୁଷ୍ପ ଓ ଔଷଧୀୟ ବୃକ୍ଷ ଥିଲା । ଏହି ପର୍ବତର ନୈସର୍ଗିକ ଶୋଭା ଦେଖି ରାଜା ମୁଗ୍ଧ ହୋଇଗଲେ ।        ସେମାନେ ଦୃଶ୍ୟରାଜି ଉପଭୋଗ କରୁ କରୁ ଆଗକୁ ଚାଲିଥାନ୍ତି । କିଛି ବାଟ ଗଲାପରେ ଦେଖିଲେ ଏକ ପଥର ଉପରେ ଜଣେ ସାଧୁ ବସିଛନ୍ତି । ଶୀତକାଳଟାରେ...

Read More

ସମୟର ମୂଲ୍ୟ

ଥରେ କୌଣସି ଏକ କଲେଜ୍ ଅଧ୍ୟାପକ ଶିକ୍ଷାଦାନ ଦେଉଥାନ୍ତି । ସେ ଲକ୍ଷ୍ୟ କରୁଥିଲେ, ପାଠପଢା ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଥିଲେ ମଧ୍ୟ ଜଣକ ପରେ ଜଣେ ଛାତ୍ର ଆସି ବିଳମ୍ବରେ ପହଁଚୁଥାନ୍ତି । ସେ ପିଲାଙ୍କର କାହିଁକି ଡେରି ହେଲା ବୋଲି ଅଧ୍ୟାପକ ଜଣଜଣ କରି ପଚାରିଲେ । ମାତ୍ର ସେମାନେ ଡେରିପାଇଁ ନାନା ବାହାନା ଦେଖାଇ ଖସି ଯିବାକୁ ଚାହିଁଲେ ।        ହେଲେ ପ୍ରକୃତ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ