ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

Category - ହିତୋପଦେଶ କାହାଣୀ

ପାହାଡ ଚଢା

ଥରେ ଜଣେ ବିଦେଶୀ ଯୁବକ ବୁଲିବା ପାଇଁ ନେପାଳକୁ ଆସିଥାନ୍ତି । ସେଠାରେ ହିମାଳୟ ପର୍ବତକୁ ଦେଖି ଚଢିବା ପାଇଁ ମନ ବଳାଇଲେ । ହେଲେ ଏହା ତାଙ୍କ ପକ୍ଷରେ ଏକାବେଳକେ ଅସମ୍ଭବ ଥିଲା । ତଥାପି ତାଙ୍କ ମନରେ ଝୁଙ୍କ ସେ କେମିତି ହେଲେ ହିମାଳୟ ପର୍ବତ ଆରୋହଣ କରିବେ ।        ମନରେ ଦୃଢ ପ୍ରତିଜ୍ଞା ନେଇ ଯୁବକ ଜଣକ ସେଇଠି ରହିଗଲେ । ପ୍ରତିଦିନ ପର୍ବତାରୋହଣ ଅଭ୍ୟାସ ଚାଲିଲା...

Read More

ବୃକ୍ଷର ଜୀବନ

       ଗୋଟିଏ ଆମ୍ବ ଗଛରେ ଯଥେଷ୍ଟ ଫଳଫଳି ଲୋଟି ପଡୁଥାଏ । କ୍ରମେ ତାହା ପାଚି ମହମହ ବାସରେ ଚଉଦିଗ ମହକାଇ ଦେଲା । ଏତିକିବେଳେ ପିଲାମାନଙ୍କର ନଜର ପଡିଗଲା ସେହି ଗଛ ଉପରେ । ସେମାନେ ଆମ୍ବଖାଇବାକୁ ମନକଲେ । ହେଲେ କିପରି ତୋଳିବେ? ଛୋଟ ଛୋଟ ପିଲା, ତାଙ୍କର ଗଛ ଉପରକୁ ହାତ ପାଉନଥାଏ ଆମ୍ବ ତୋଳିବା ପାଇଁ । ତହୁଁ ପିଲାମାନେ ମନରେ ଆମ୍ବ ତୋଳିବା ଉପାୟ ପାଂଚିଲେ । ଏକ...

Read More

ବିଶ୍ୱାସରେ କେବେ ବିଷ ଦିଅନା

ଗୋଟିଏ ମାଙ୍କଡ ଓ ଠେକୁଆଟିଏ ମଇତ୍ର ବସିଥାନ୍ତି । ଠେକୁଆଟି ସ୍ୱଭାବରେ ଅତି ସରଳ ଥିଲା ସିନା, କିନ୍ତୁ ବେଶ୍ ଚାଲାକ୍ ଚତୁର ଓ ସଚ୍ଚୋଟ ଥିଲା । ମାତ୍ର ମାଙ୍କଡଟି ଥିଲା ଭାରି ଠକ ଓ ବୋକା ।        ଦିନକର କଥା ଜଙ୍ଗଲିଆ ରାସ୍ତା ଦେଇ ଜଣେ କଦଳୀ ବେପାରୀ ଯାଉଥାଏ, ଯେଉଁଠି ଦୁଇ ମଇତ୍ର ରହୁଥିଲେ । କଦଳୀ ବ୍ୟବସାୟୀର ମୁଣ୍ଡରେ ପାଚିଲାକଦଳୀ ଦେଖି ମାଙ୍କଡ ପାଟିରୁ ଲାଳ...

Read More

ଜହ୍ନରେ ଠେକୁଆ

   ଘଂଚଜଙ୍ଗଲରେ କୁଳୁକୁଳୁ ନାଦ କରି ବହିଚାଲିଛି ପାହାଡି ଝରଣାଟିଏ । ସେଇ ଝରଣା କୂଳରେ ଏକ ଝଙ୍କାଳିଆ ବୃକ୍ଷମୂଳେ ଏକାଠି ହୁଅନ୍ତି ତିନିବନ୍ଧୁ । ସେମାନେ ହେଲେ – ଚତୁର ବିଲୁଆ, ବୁଦ୍ଧିଆ ଠେକୁଆ ଓ ହୁଣ୍ଡାଳିଆ ପ୍ରକୃତିର ଏକ ମାଙ୍କଡ । ତିନି ବନ୍ଧୁଙ୍କର ବନ୍ଧୁତ୍ୱ ଖୁବ୍ ନିବିଡ ଥିଲା । ସେମାନେ ପ୍ରତିଦିନ କିଛି ସମୟ ଏକାଠି ବସି ବେଶ୍ ହସଖୁସି ହୁଅନ୍ତି ।       ...

Read More

ଶିକ୍ଷାକୁ କାମରେ ଲଗାଇଲେ ସୁଫଳ ମିଳେ

       ପାରସ୍ୟ ଦେଶର କଥା । ସେଠାକାର ଲୋକଙ୍କ ବିଶ୍ୱାସ ଅଛିଯେ, ସେମାନଙ୍କୁ ଅଗ୍ନିର ବ୍ୟବହାର ଶିଖାଇଥିଲେ ‘ନୁର୍’ ନାମକ ଜଣେ ମହାପୁରୁଷ ।        ପ୍ରଥମେ ନୁର୍ ତାଙ୍କର କିଛି ଶିଷ୍ୟଙ୍କୁ ଅଗ୍ନି ସୃଷ୍ଟିର ଗୋପନ କଥା କହିଥିଲେ । ଏହି ବିଦ୍ୟା ହାସଲ କରିବା ପରେ ଶିଷ୍ୟମାନେ ପାରସ୍ୟର ବିଭିନ୍ନ ଅଂଚଳକୁ ଯାଇ ସେ ବିଦ୍ୟା ଶିକ୍ଷା ଦେଲେ । କେତେକ ସେଇ ବିଦ୍ୟାକୁ...

Read More

ଏକାଗ୍ର ଚିତ୍ତରେ କାର୍ଯ୍ୟ କଲେ, ସୁଫଳ ନିଶ୍ଚୟ ମିଳିଥାଏ

       ଜଣେ ରାଜା ଥିଲେ । ନିଜ ରାଜ୍ୟର ସେନାପତିଙ୍କର କାର୍ଯ୍ୟଦକ୍ଷତାକୁ ନେଇ ସେ ମନରେ ଅପାର ଗର୍ବ କରୁଥାନ୍ତି । ସେନାପତି ମଧ୍ୟ ଖୁବ୍ ପାରଙ୍ଗମ ଥିଲେ । ତାଙ୍କ ବନ୍ଧୁକରୁ ଗୁଳି କେବେ ବି ଲକ୍ଷ୍ୟଭ୍ରଷ୍ଟ ହେବା କଥା କେହି ଜାଣିନାହାନ୍ତି । ଫଳରେ ତାଙ୍କର ଖ୍ୟାତି ବ୍ୟାପିଯାଇଥିଲା ସର୍ବତ୍ର ।        ଯେତେବେଳେ ସେହି ରାଜ୍ୟକୁ କେବେ କୁଆଡୁ ଅତିଥି ଆସନ୍ତି...

Read More

କାହାର ମନ୍ଦ କଥା କାହା ଆଗରେ କହନାହିଁ

ଥରେ ଜଣେଯୁବକ ବିଦେଶ ଯାଇଥିଲେ । ସେଠାରେ ସେ ତାଙ୍କର ପୁରୁଣା ବନ୍ଧୁଙ୍କୁ ଭେଟିଲେ । ଦୁହେଁ ପିଲାଦିନେ ପାଠପଢିଲା ବେଳର ସହପାଠୀ ଥିଲେ ଓ ଭଲ ପାଠପଢୁଥିବା ଯୋଗୁଁ ପ୍ରତିଦ୍ୱନ୍ଦୀ ବି ଥିଲେ । କଲେଜ ପାଠ ପଢା ବେଳେ ମଧ୍ୟ ଦୁହେଁ ଜଣେ ଅଧ୍ୟାପକଙ୍କର ପ୍ରିୟପାତ୍ର ଥିଲେ ।        ପାଠପଢା ଶେଷ ହେଲା ପରେ ସେମାନଙ୍କ ଭିତରୁ ଜଣେ ବିଦେଶ ଯାଇ ଚାକିରି କରି ସେହିଠାରେ ହିଁ...

Read More

ଭିନ୍ନ ଭାବଧାରା

       ଥରେ ଜଣେ ବ୍ୟକ୍ତି ତାଙ୍କର ଗୁରୁଙ୍କୁ ପଚାରିଲେ, “ମହାଶୟ ! ମୋ ମନରେ ଏକ ପ୍ରଶ୍ନ ଜାଗି ଉଠିଛି । ଦୟାକରି ତା’ର ଉତ୍ତର ମୋତେ ଦିଅନ୍ତୁ ।”        ପ୍ରଶ୍ନ ଥିଲା ଏହିପରି – ଗୋଟିଏ ପରିବେଶ, ସମାନ ବାପା ମାଆ ଏବଂ ଏକାଭଳି ଲାଳନପାଳନ ଭିତରେ ମଧ୍ୟ ପିଲାଏ ଭିନ୍ନ ଭିନ୍ନ ବ୍ୟକ୍ତିତ୍ୱରେ ପରିଣତ ହୁଅନ୍ତି, ଏହା କିପରି ସମ୍ଭବ?”        ଗୁରୁ କହିଲେ, “ଏହାର...

Read More

ଭିନ୍ନ ମତ

       ଥରେ ଜଣେ ଭଦ୍ରବ୍ୟକ୍ତି ଏକ ଦେଉଳ ନିର୍ମାଣ କାର୍ଯ୍ୟ ଦେଖିବାକୁ ଗଲେ । ସେଠାରେ ଅନେକ ଶିଳ୍ପୀ କାମ କରୁଥାନ୍ତି ।        ସେଇ ଭଦ୍ରବ୍ୟକ୍ତି ଜଣକ ଜଣେ ଶିଳ୍ପୀକୁ ପଚାରିଲେ, “ଭାଇ, ଏଠାରେ କ’ଣ କରୁଛ?” ମୁଁ ପରା ପଥର ଖୋଦେଇ କାର୍ଯ୍ୟରେ ନିଯୁକ୍ତି ପାଇ ସେହି କାମ କରୁଛି? ଆଉ କ’ ଣ କରନ୍ତି?”        ସେହି ଭଦ୍ରବ୍ୟକ୍ତି ଜଣକ ପୁଣି ଆଗକୁ ଚାଲିଲେ । ସେ ଆଉ...

Read More

ଉପସ୍ଥିତ ବୁଦ୍ଧି ବିପଦରୁ ରକ୍ଷା କରେ

       ଗୋଟିଏ ଜଙ୍ଗଲରେ ଯୋଡିଏ ପକ୍ଷୀ ରହୁଥିଲେ । ସେମାନଙ୍କର ଚମତ୍କାର ଗୁଣରେ ସମସ୍ତେ ଆଶ୍ଚର୍ଯ୍ୟ ହେଉଥିଲେ । ପକ୍ଷୀ ଦ୍ୱୟ ମଣିଷ ଭଳି କଥାବାର୍ତା ହେଉଥିଲେ । ଯାହା କହୁଥିଲେ ଆଶ୍ଚର୍ଯ୍ୟଜନକ ଭାବରେ ତାହା ଫଳି ଯାଉଥିଲା ।        ଥରେ ଜଣେ ବାଣୁଆର ଏଇ ପକ୍ଷୀ ଦୁଇଟି ଉପରେ ନଜର ପଡିଗଲା । ସେ ମନେ ମନେ ଭାବିଲା ଏଭଳି ପକ୍ଷୀରୁ ଗୋଟିକୁ ଧରି ନେଲେ ମୋର ବହୁତ...

Read More

ସାଧୁ ଲୋଭ ଯୋଗୁ ମଲେ

       ଥରେ ତିନିଜଣ ସାଧୁ ସାଥୀ ହୋଇ ଏକ ନଈକୂଳିଆ ରାସ୍ତା ଦେଇ ଚାଲିଥାନ୍ତି । ସେମାନଙ୍କ ଭିତରେ ଜଣେ ତରୁଣ, ଜଣେ ପ୍ରୌଢ ଓ ଜଣେ ବୃଦ୍ଧ ଥିଲେ । ବର୍ଷାଋତୁ ସମୟ, ନଈର ଦୁଇକୂଳ ଲଘିଂ ବନ୍ୟାଜଳ ପ୍ରବାହିତ ହେଉଥାଏ । ବନ୍ୟା ଜଳରେ ଗଛପତ୍ର, ଶୁଖିଲା କାଠଗଡ ଆଦି ଭାସି ଆସୁଥାଏ ।        ହଠାତ୍ ତରୁଣ ସାଧୁଜଣକ ଦୃଷ୍ଟିରେ ପଡିଲା କଳା ରଂଗର କମ୍ବଳଟି ଭଳି କ’ଣ...

Read More

ବାମ ହାତର ଦୁଖଃ

       ଏକଦା ଶରୀରର ବାମହାତ ମନରେ ଡାହାଣ ହାତ ପ୍ରତି ଈର୍ଷାଭାବ ଜାତ ହେଲା । ତହୁଁ ବାମହାତ ମଣିଷକୁ କହିଲା, “ତୁମେ ତୁମର ଡାହାଣ ହାତକୁ ନେଇ ଭଲ ଭଲ କାମ ସବୁ କରୁଛ । ଯେପରି ଡାହାଣ ହାତରେ ବହିଲେଖା, ଛବିଅଙ୍କା ଓ ଖାଦ୍ୟ ଖାଇବା କାମ ବି ହେଉଛି । ଏତଦ୍ ବ୍ୟତିତ ସମସ୍ତ ଧର୍ମ କର୍ମରେ ଡାହାଣ ହାତ ବି ଲୋଡା ପଡିଯାଏ । ମାତ୍ର ମୁଁ ସମସ୍ତ ପ୍ରକାର ଅପରିଷ୍କାର...

Read More

ଆୟ ଦେଖି ବ୍ୟୟ କର

         ବାପାମାଆ ଛେଉଣ୍ଡ ପିଲାଟିଏ ତା’ର ଅଜାଘରେ ରହି ପାଠ ପଢୁଥାଏ । ଅଜା ଥିଲେ ଜଣେ ପେନସନ୍ ଭୋଗୀ କର୍ମଚାରୀ । ଖୁବ୍ କମ୍ ପେନସନ୍ ପାଉଥାନ୍ତି ସେ, ଯେଉଁଥିରେ ତାଙ୍କର ଘରଖର୍ଚ୍ଚ ଚଳିବା କଷ୍ଟ । ତଥାପି ନାତି ନବଘନକୁ ପାଖରେ ରଖି ପାଠପଢାଇବାକୁ ପରମ କର୍ତବ୍ୟବୋଲି ଧରି ନେଇଛନ୍ତି ଅଜା ।        ଦିନକର କଥା, ନବଘନ ସ୍କୁଲରୁ ମୁହଁ ଶୁଖାଇ ଫେରୁଥାଏ । ଆଈ ତାକୁ...

Read More

ଯେସାକୁ ତେସା

       ଏକଦା ଜଣେ ଦରିଦ୍ର ବ୍ୟକ୍ତି ନିଜର ଅଧ୍ୟବସାୟ ବଳରେ ବଡ ଶିଳ୍ପପତି ହୋଇଗଲେ । ମାତ୍ର ତାଙ୍କ ମନରେ ଆଦୌ ସୁଖ ନ ଥିଲା । ଏହାର ପ୍ରଧାନ କାରଣ ଥିଲା ତାଙ୍କର ଏକମାତ୍ର ପୁଅ ଧନଗର୍ବରେ ମତ ହୋଇ ସମସ୍ତଙ୍କୁ ଖରାପ ବ୍ୟବହାର ଦେଖାଉଥିଲା । ତାକୁ ଯେତେ ପ୍ରକାର ଶିକ୍ଷା ଦେଲେ ମଧ୍ୟ ସେ ବଦଳିଲା ନାହିଁ ।        ଦିନେ ଶିଳ୍ପପତି ପୁଅର ଏଭଳି ଦୁରାବସ୍ଥା ଜଣେ...

Read More

ଅମାନିଆ ଛୁଆ

       ଅଗନାଅଗନି ବନସ୍ତ । ସେଇଠି ଥାଆନ୍ତି ଅନେକ ଜୀବଜନ୍ତୁ । ସେମାନଙ୍କ ଭିତରେ ହରିଣୀଟିଏ ତା’ର ଏକମାତ୍ର ଛୁଆକୁ ନେଇ ରହୁଥାଏ ।        ଦିନକର କଥା ହରିଣୀର ଛୁଆ ତା’ ମାଆ ପାଖରେ ଅଳି କଲା ବାହାରକୁ ଯାଇ ଟିକିଏ ବୁଲି ଆସିବ ବୋଲି । ହେଲେ ମାଆ ତାକୁ ବାରଣ କରି କହିଲା, “ଜଙ୍ଗଲଟା ସାରା ହିଂସ୍ରଜନ୍ତୁରେ ଭରପୂର । ତୋତେ ସେମାନେ ଖାଇ ଦେବାକୁ ମୁହୂର୍ତେ ବି...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ