ଦିନେ ଖରାବେଳେ କୁଆକୁ ପାଣି ପିଇବାକୁ କେଉଁଠି ବି ମିଳିଲା ନାହିଁ । ମାତ୍ର କିଛି ଦୂର ଗଲାପରେ ସେ କୁଆ ଦେଖିଲା ଗୋଟିଏ ମାଠିଆରେ କିଛି ପାଣି ଅଛି । କିନ୍ତୁ ପାଣି ବହୁତ କମ୍ ଥିବାରୁ ସେ କୁଆ ତାକୁ ମୋଟେ ପିଇ ପାରିଲା ନାହିଁ । ପିଇବା ଲାଗି ସେ କୁଆଟି ବହୁତ ଚେଷ୍ଟା କଲା, ଏପରିକି ମାଠିଆକୁ ଗଡେଇକି ପିଇବାକୁ ଚେଷ୍ଟା କଲା, କିନ୍ତୁ କୁଆ ପାରିଲା ନାହିଁ ।...
Category - ହିତୋପଦେଶ କାହାଣୀ
ଦିନେ ଶଗଡିଆ ତାର ଶଗଡ ଗାଡି ନେଇ ପାହାଡ ଉପରେ ଯାଉଥିଲା । ବହୁତ ରାସ୍ତା ଉଠାଣି ପଡିବାରୁ ବଳଦମାନେ ଥକିଗଲେ ଓ ଶଗଡ ଚକାରୁ ବି କେଁ କଟର ଶବ୍ଦ ବାହାରିଲା । କିନ୍ତୁ ସେ ଶଗଡିଆ ଗାଡି ଉପରେ ବସି ବଳଦଙ୍କୁ ବାଡେଇ ଚାଲିଥାଏ । ଶେଷରେ ଉଠାଣି ବେଶି ହେବାରୁ ବଳଦ ଆଉ ଟାଣି ପାରିଲେ ନାହିଁ । ଏଣେ ଶଗଡିଆ ଖାଲି ପାଟିକରି ଗାଳି ଦେଉଥାଏ । “ମୁଁ ଏତେ...
ଗୋଟିଏ ଖଚର ସବୁବେଳେ ଜୋର୍ରେ ଦୌଡିବାକୁ ଚେଷ୍ଟା କରେ କିନ୍ତୁ ସେ ପାରେ ନାହିଁ । ସେଥିପାଇଁ ତାର ମନରେ ଭାରି ଦୁଃଖ ଥାଏ । ଦିନେ ତାର ଶିଆଳ ସାଙ୍ଗରେ ଦେଖାହେଲା । ସେ ଖଚର ଶିଆଳକୁ କହିଲା, ଦେଖ ଭାଇ, ମୋ ମାଆର ଦୌଡିବାରେ ଚାରିଆଡେ ନାଁ ଥିଲା କିନ୍ତୁ ମୁଁ ଆଜି ଭଲକରି ଦୌଡି ପାରୁନାହିଁ । ଏହା ଶୁଣି ଶିଆଳ କହିଲା “ହଁ ଭାଇ ତା ତ ମୁଁ ବୁଝିଲି...
ଖରାଦିନେ ଚାରିଆଡେ ସୁବିଧାରେ ଖାଇବାକୁ ମିଳୁଥାଏ । ପିମ୍ପୁଡି ଦିନଯାକ କାମ କରି ଯାହା ବି ପାଏ ସେଥିରୁ ଅଧା ଖାଏ ଓ ବାକି ଅଧା ବର୍ଷା ଦିନ ପାଇଁ ରଖିଦିଏ । କିନ୍ତୁ ଝିଂଟିକା ଏସବୁ ଆଦୌ ଭାବେ ନାହିଁ, ଯାହା ଖାଇବାକୁ ମିଳେ ତାକୁ ସେ ଖାଇଦିଏ ଏବଂ ବାକି ସମୟ ଗୀତ ଗାଇ କଟେଇ ଦିଏ । ଏପରିକି ସେ ଝିଂଟିକା ବର୍ଷାଦିନ ପାଇଁ ବି କିଛି ଜିନିଷ ସାଇତି ରଖେ ନାହିଁ ।...
ଦିନେ କୋକିଶିଆଳଟିଏ ସିଂହକୁ ବାଟରେ ଦେଖିଲା । ସିଂହକୁ ଦେଖିଲା ମାତ୍ରେ ସେ କୋକିଶିଆଳଟି ଛାନିଆଁ ହୋଇ ଦୌଡି ପଳାଇଲା । ତାପରେ ଆଉ ଦିନେ ପୁଣି ସେହିପରି ସେ ଦୁହିଁଙ୍କର ଦେଖାହୋଇଗଲା । ଏଥରକ ସେ କୋକିଶିଆଳକୁ ବି ଡର ଲାଗିଲା; କିନ୍ତୁ ଏତେ ନୁହେଁ, ତେଣୁ ସେ ଟିକେ ଦୂରେଇ କରି ଛିଡାହେଲା । ଏହିପରି କେତେଥର ଦେଖା ହେବା ପରେ କୋକିଶିଆଳର...
ଗୋଟିଏ ଗଧ ଓ ଗୋଟିଏ କୁକୁର ରାସ୍ତାରେ ଯାଉଥିଲେ । ଆଉ ସେହି ରାସ୍ତାରେ ଗୋଟିଏ ବହି ପଡିଥିବାର ସେମାନେ ଦେଖିଲେ । ବହିଟିକୁ ତୁରନ୍ତ ଉଠାଇ ଗଧ ପଢିବାକୁ ଆରମ୍ଭ କଲା ଓ କୁକୁର ଶୁଣିଲା । ସେଥିରେ କେବଳ ଘାସ, ଚାଉଳ ଓ ପନିପରିବା ବିଷୟ ଲେଖା ହୋଇଥିଲା । କୁକୁର ସେସବୁ ଶୁଣି ଶୁଣି ଖୁବ୍ ବିରକ୍ତ ହୋଇ କହିଲା, “ସେ ସବୁ ଛାଡ, ଯେଉଁଠି ମାଂସ ଓ ହାଡ ଖାଇବା ବିଷୟରେ ଲେଖା...
ଗୋଟିଏ ଲୋକର ଦୁଇଟି କୁକୁର ଥିଲା । ସେ ଲୋକଟି ଗୋଟିଏ କୁକୁରକୁ ଶିକାର କରିବାକୁ ସବୁଦିନ ପଠାଏ ଏବଂ ଅନ୍ୟ କୁକୁରଟିକୁ ନିଜ ପାଖରେ ବସେଇ ରଖିଥାଏ । ଶିକାରୀ କୁକୁର ସବୁଦିନେ ଯାଇ କିଛି ଜନ୍ତୁ ମାରିକରି ଆଣେ ଏବଂ ଶିକରୀ ସେଥିରୁ ଆର କୁକୁରକୁ ଅଧେ ଭାଗ ଦିଏ । ଏହା ଦେଖି ସେ ଶିକାରୀ-କୁକୁରର ମନରେ ଭାରି ଦୁଃଖ ହେଲା ଓ ସେ ଅନ୍ୟ କୁକୁରକୁ କହିଲା, “ମୁଁ କଷ୍ଟ କରି...
ଗୋଟିଏ କୁକୁର ଖଣ୍ଡେ ମାଂସ ଧରି ପୋଲରେ ଚଢି ନଈ ପାରି ହେଉଥିଲା । ହଠାତ୍ ସେ ପାଣିକୁ ଅନାଇ ଦେଖିଲା ଯେ, ନଈ ଭିତରେ ଆଉ ଗୋଟିଏ କୁକୁର ଗୋଟିଏ ବଡ ମାଂସ ଖଣ୍ଡ ମୁହଁରେ ଧରିଛି । ତେଣୁ ସେ ପ୍ରଥମ କୁକୁରର ବି ସେ ବଡ ମାଂସ ଖଣ୍ଡ ପାଇଁ ବହୁତ ଲୋଭ ହେଲା । ସେ ନିଜର ମାଂସ ଖଣ୍ଡକୁ ପକାଇ ଦେଇ ନଈରେ ଦେଖିଥିବା କୁକୁର ଉପରକୁ ଡେଇଁ ପଡିଲା । ପାଣି ଭିତରେ ଡେଇଁ ପଡିବା ପରେ...
ଠାକୁରଙ୍କର ମୂର୍ତ୍ତିକୁ ଗୋଟିଏ ଜାଗାରୁ ଅନ୍ୟ ଗୋଟିଏ ଜାଗାକୁ ନେବାର ଥିଲା । ସେଥିପାଇଁ ସେ ମୂର୍ତ୍ତିକୁ ଗଧ ପିଠି ଉପରେ ରଖି ନିଆଗଲା । ରାସ୍ତାରେ ଖାଲି ଲୋକମାନେ ସେ ମୂର୍ତ୍ତିକୁ ନମସ୍କାର କରୁଥାନ୍ତି । କିଛିବାଟ ଗଲାପରେ ଗଧ ଭାବିଲା ଯେ ତାକୁ ଲୋକମାନେ ନମସ୍କାର କରୁଛନ୍ତି । ଏହା ଭାବି ତା’ର ମନ ଗର୍ବରେ ଫୁଲିଗଲା । କିଛି ସମୟ ପରେ ସେ ଗଧ ଆଉ ତା’ ମାଲିକର...
ଦିନେ ଗୋଟିଏ ଗଧ ନିଜର ପିଠି ଉପରେ ସିଂହର ଚମଡା ପକାଇ ବୁଲି ବାହାରିଲା, ଏହାପରେ ତାକୁ ବାଟରେ ଯିଏ ବି ଦେଖିଲା, ସିଂହ ଆସୁଛି ଭାବି ଭୟରେ ଦଉଡି ପଳାଇଲା । ଏହା ଦେଖି ସେ ଗଧ ଲୋକଙ୍କୁ ଆହୁରି ଡରାଇବା ଲାଗି ସେମାନଙ୍କ ପଛରେ ଗୋଡାଇବାକୁ ଆରମ୍ଭ କଲା । ସେ ଗଧ ଦଉଡିଲା ବେଳେ ହଠାତ୍ ତା’ ପିଠିରୁ ସିଂହର ଚମଡାଟି ଖସି ପଡିଲା । ଯେମିତି ସିଂହ ଚମଡାଟି ଖସିପଡିଛି...
ଜଣେ ଲୋକର ଗୋଟିଏ ଛେଳି ଏବଂ ଗୋଟିଏ ଗଧ ଥିଲା । ସେ ଗଧକୁ ତ ବହୁତ କାମ କରିବାକୁ ପଡେ । ସେଥିପାଇଁ ମାଲିକ ତାକୁ ଭଲକରି ଖାଇବାକୁ ଦିଏ, କିନ୍ତୁ ଛେଳିକୁ ମୋଟେ ଖାଇବାକୁ ମିଳେ ନାହିଁ । ଛେଳିର ଏଥିରେ ବହୁତ ହିଂସା ହେଲା ଓ ସେ ଗଧର ଅନିଷ୍ଟ କରିବାକୁ ଚେଷ୍ଟା କଲା । ଦିନେ ଛେଳି ଆସି ସେ ଗଧକୁ କହିଲା, ଭାଇ ତୁ ତ ବହୁତ କାମ କରୁଛୁ ଏବଂ କଷ୍ଟରେ ବି ଅଛୁ । ତେଣୁ ତୁ...
ଗୋଟିଏ ଛୋଟ ଛେଳି ଛୁଆ ଏକୁଟିଆ ବୁଲୁଥିଲା । ସେତେବେଳେ କେଉଁଠାରୁ ଗୋଟିଏ ହେଟାବାଘ ସେଠାରେ ଆସି ପହଁଚିଗଲା । ହେଟାବାଘ ସେ ଛେଳିକୁ ଯେତେବେଳେ ଖାଇବାକୁ ବାହାରିଲା ଛେଳିଛୁଆ କହିଲା, “ତୁ ମୋତେ ନିଶ୍ଚୟ ଖାଇବୁ, କିନ୍ତୁ ତୁ ଏତେ ଭଲ ବଇଁଶୀ ବଜାଉ ଯେ ତୋଠାରୁ ବଇଁଶୀ ଶୁଣିବାକୁ ମୋର ବହୁତ ଇଚ୍ଛା ହେଉଛି, ତୁ ଆଗ ଟିକେ ବଇଁଶୀ ବଜା, ତାପରେ ପଛେ ମୋତେ ତୁ ଖାଇବୁ” ।...
ଗୋଟିଏ ବିରୁଡି ସାପର ମୁଣ୍ଡ ଉପରେ ବସି ସେ ସାପକୁ ବହୁତ ହଇରାଣ କଲା । ଏଥିରେ ସେ ସାପ ରାଗିଯାଇ ତାର ପ୍ରତିଶୋଧ ନେବାକୁ ଭାବିଲା । ତେଣୁ ସେ ଗୋଟିଏ ଶଗଡ ଆସୁଥିବା ଦେଖି ଭାବିଲା, ଶଗଡ ତଳେ ମୁଣ୍ଡ ଦେଇ ଦେଲେ ବିରୁଡିଟା ପେଷିହୋଇ ମରିଯିବ । ଏହା ଭାବି ସେ ସାପ ଶଗଡ ତଳେ ମୁଣ୍ଡ ଦେଇ ଦେଲା । ମୁଣ୍ଡ ଉପରେ ଯେଉଁ ବିରୁଡି ବସିଥିଲା ସେ ତ ଚାପି...
ଜଣେ ବଣିକ ତା’ର ଘୋଡା ଏବଂ ଗଧକୁ ଧରି ବାହାରକୁ ଗଲା । ସେ ବଣିକ ତ ଗଧ ପିଠିରେ ବହୁତ ଗୁଡାଏ ଜିନିଷ ଲଦି ଦେଇଥିଲା, ଯାହାଦ୍ୱାରା କି ସେ ଗଧ ଭାର ବୋହି ବୋହି ଥକିଗଲା । ତେଣୁ ସେ ଗଧ ଘୋଡାକୁ କହିଲା, “ଭାଇ ମୁଁ ଆଉ ଏତେ ଭାର ନେଇପାରୁ ନାହିଁ, ମୋଠାରୁ ଅଳ୍ପ କିଛି ଭାର ତୁ ତୋ ପିଠିରେ ନେଇଗଲେ, ମୁଁ ବାକିତକ ବୋଝ ନେଇ ଖୁସିରେ ଚାଲିପାରନ୍ତି ।” ...