ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

Category - ହିତୋପଦେଶ କାହାଣୀ

ଦୁଷ୍ଟଙ୍କଠାରୁ ଦୂରରେ

ଥରେ କୁକୁଡାର ଦେହ ବହୁତ ଖରାପ୍ ହେଲା । ଏହା ଶୁଣି ତା’ ସାଙ୍ଗମାନେ ତାକୁ ଦେଖିବାକୁ ଆସିଲେ ।                 ଦିନେ ବିଲେଇ ସେ କୁକୁଡାକୁ ଦେଖିବାକୁ ଆସି କହିଲା, “କୁକୁଡା ଭାଇ, ତୁମର ଦେହ ଖରାପ କଥା ଶୁଣି ମୋର ମନ ବି ଭାରି ଖରାପ୍ ହେଲା । ତୁମ ଦେହ ଭଲ ହେବାଯାଏଁ ମୁଁ ସବୁଦିନେ ଏମିତି ତୁମପାଖକୁ ଆସୁଥିବି । ତୁମର କିଛି ଦରକାର ଥିଲେ ମୋତେ ନିଶ୍ଚୟ କହିବ ।”...

Read More

ମିଛ ହିଁ କାଳ

ଜଣେ ପିଲା ପାହାଡ ଉପରେ ମେଣ୍ଢା ଚରାଉଥାଏ । ସେଠି ତ ତା’ସାଙ୍ଗରେ ଗପସପ କରିବାକୁ କେହି ବି ମିଳନ୍ତି ନାହିଁ । ସେଥିପାଇଁ ସେ ସାଙ୍ଗମାନଙ୍କୁ ତା’ପାଖକୁ ନେବାରେ ଗୋଟିଏ ଉପାୟ ପାଂଚିଲା ।                 ଦିନେ ମିଛଟାରେ ହେଟାବାଘ ଆସୁଛି ବୋଲି ସେ ବହୁତ ପାଟି କଲା । ସାଙ୍ଗମାନେ ତା’ର ପାଟିଶୁଣି ତା’ପାଖକୁ ଦୌଡି ଗଲେ । ଯାଇ ଦେଖିଲେ ଯେ, ହେଟାବାଘ ଆସି ନାହିଁ ...

Read More

ଦୁଷ୍ଟ ବାଘର ବାହାନା

ଦିନେ ହେଟାବାଘ ଜଙ୍ଗଲରେ ବୁଲୁ ବୁଲୁ ଗୋଟିଏ ମେଣ୍ଢା ଛୁଆକୁ ଝରଣାରେ ପାଣି ପିଉଥିବାର ଦେଖିଲା । ତା’ପରେ ଏ ହେଟାର ସେ ମେଣ୍ଢା ଛୁଆକୁ ଖାଇବାକୁ ଭାରି ଇଚ୍ଛା ହେଲା । ତେଣୁ ସେ ଭାବିଲା ପ୍ରଥମେ ଏ ମେଣ୍ଢା ଛୁଆର ଗୋଟିଏ କିଛି ଭୁଲ୍ ଦେଖାଇବି ଏବଂ ତା’ପରେ ଯାଇ ତାକୁ ଖାଇବି । ଏହା ଭାବି ସେ ହେଟାବାଘ ମେଣ୍ଢା ଛୁଆକୁ କହିଲା, “ତୁ ଏ ପାଣି କାହିଁକି ଗୋଳିଆ କରୁଛୁ...

Read More

ହରିଣର ସୁନ୍ଦର ଶିଙ୍ଗ

ଦିନେ ଗୋଟିଏ ହରିଣ ପାଣି ପିଉ ପିଉ ସେ ତା’ର ଛବି ପାଣିରେ ଦେଖିଲା । ଶିଙ୍ଗ ଦୁଇଟି ତାର ମୁଣ୍ଡ ଉପରେ ମୁକୁଟ ପରି ରହି ତାକୁ ବଡ ସୁନ୍ଦର ଦିଶୁଛି । ତେଣୁ ସେ ହରିଣ ଭାବିଲା, “ମୋର ଦେହର ସବୁ ଅଂଶଠାରୁ କେବଳ ଏହି ଶିଙ୍ଗ ଦୁଇଟି ହିଁ ସବୁଠାରୁ ଭଲ ।”                 ହରିଣକୁ ଶିକାରୀ ତ କେବେବି ମାରିପାରେ ନାହିଁ । କାରଣ ହରିଣ ବହୁତ ଜୋର୍ରେ ଦୌଡି ଚାଲିଯାଏ ।...

Read More

କାଉର ଦୁଃସାହସ

ଦିନେ ଛଂଚାଣ ଗୋଟିଏ ଛୋଟ ମେଣ୍ଢାଛୁଆକୁ ପଡିଆରୁ ଟେକି ନେଇ ଗଛ ଉପରେ ଆରାମ୍ରେ ବସି ଖାଇଲା । ଠିକ୍ ଏହି ସମୟରେ ଆଉ ଗୋଟିଏ ଗଛ ଉପରେ ବସି କାଉଟି ଏସବୁ ଦେଖୁଥିଲା । ଏହା ଦେଖି ସେ କାଉଟି ଭାବିଲା ଯେ ଏପରି ଶିକାର କରିବା ପ୍ରକୃତରେ ଗୋଟେ ଭଲ ଉପାୟ । ସେ ମଧ୍ୟ ଏହିପରି ଶିକାର କରି ଖାଇବ ।                 ଦିନେ ସେ କାଉଟି ଗୋଟିଏ ବଡ ମେଣ୍ଢା ଉପରେ ବସି ତାକୁ...

Read More

ପୁଅଙ୍କ ପାଇଁ ବୁଢାର ଧନ

ବୁଢା ମଲାବେଳେ ତା’ର ଦୁଇ ପୁଅଙ୍କୁ ଡାକି କହିଲା, “ମୁଁ ଆମ ବଗିଚାରେ ତୁମ ପାଇଁ କିଛି ଧନ ପୋତି ଦେଇଯାଇଛି ।”                 ଏହା ଶୁଣି ସେ ଦୁଇ ପୁଅ ଭାରି ଖୁସି ହୋଇଗଲେ ଓ ବୁଢା ମଲାପରେ ବଗିଚାକୁ ଖୋଳିଲେ; କିନ୍ତୁ କିଛି ବି ପାଇଲେ ନାହିଁ । ତାପରେ ବାରମ୍ବାର ବଗିଚାକୁ ଖୋଳି ଖୋଜିବାରେ ଲାଗିଗଲେ, ହେଲେ ତାକୁ କିଛି ବି ଧନ ମିଳିଲା ନାହିଁ ।...

Read More

ସିଂହର ଛୁଆ

ଦିନେ ଜଙ୍ଗଲରେ ସବୁ ଜୀବଜନ୍ତୁମାନଙ୍କର ଏକ ସଭା ହେଲା । ଆଉ ସେ ସଭାରେ ସମସ୍ତେ କାହାର କେତୋଟି ପିଲା ସେ ବିଷୟରେ କଥାବାର୍ତ୍ତା ହେଲେ । କିଏ କହିଲା ମୋର ଦୁଇଟି ପିଲା, ତ ଆଉ କିଏ କହିଲା ମୋର ଚାରୋଟି ପିଲା । ଶେଷରେ ଘୁଷୁରି କହିଲା, “ମୋର ବାରଟା ପିଲା” ।                 ଏହି ସମୟରେ ସିଂହ ଆସି ପହଁଚିଗଲା । ଏହା ଶୁଣି ସେ କହିଲା, “ମୋର ତ ଗୋଟିଏ ମାତ୍ର...

Read More

ଗୋଟିଏ ଭଲ ଉପାୟ

ଦିନେ ଜଙ୍ଗଲରେ ବିଲେଇ ଓ କୋକିଶିଆଳିର ଦେଖାହେଲା । କୋକିଶିଆଳିଟି ବିଲେଇକୁ କହିଲା, “ଶତ୍ରୁଠାରୁ ରକ୍ଷା ପାଇବାକୁ ମୋ’ ପାଖରେ ବହୁତ ଉପାୟ ଅଛି । ମୁଁ ତୋତେ ସେଥିରୁ କିଛି ଉପାୟ ଶିଖାଇ ଦେବି ।”                 ଏହା ଶୁଣି ସେ ବିଲେଇ କହିଲା, “ମୁଁ କିନ୍ତୁ ମାତ୍ର ଗୋଟିଏ ଉପାୟ ଜାଣିଛି ।”                 ଏହି ସମୟରେ କୁକୁର ଭୁକିବାର ଶବ୍ଦ ଶୁଣାଗଲା ।...

Read More

ଦୁଇଜଣଙ୍କ କଳିରେ ତୃତୀୟର ଲାଭ

ଥରେ ସିଂହ ଓ ଭାଲୁ ଜଙ୍ଗଲରେ ଖଣ୍ଡେ ମାଂସ ପଡିଥିବାର ଦେଖିଲେ । ସେହି ମାଂସକୁ ଖାଇବାକୁ ଦୁଇଜଣଙ୍କ ଭିତରେ ଝଗଡା ହେଲା । ଏପରିକି ସେ ଝଗଡା ଲଢେଇ ଯାଏଁ ବି ଗଲା । ଲଢେଇ କରି କରି ସେମାନେ ଦୁହେଁ ହାଲିଆ ହୋଇ ଶେଷରେ ତଳେ ପଡିଗଲେ ।                 ଏ ଅବସ୍ଥା ଦେଖି ବାଟରେ ଯାଉଥିବା ବିଲୁଆ ସେ ମାଂସ ଖଣ୍ଡକ ଉଠାଇ ନେଇ ପଳାଇଗଲା । ସେତେବେଳେ ଏ ଦୁଇଜଣଙ୍କର ସେ...

Read More

ଅତିଲୋଭ

ଗୋଟିଏ ମାଠିଆରେ ବହୁତ କୋଳି ରଖାଯାଇଥିଲା । ତାକୁ ଦେଖି ଜଣେ ପିଲାର ପାଟିରୁ ଖାଲି ଲାଳ ବୋହିଲା । ସେ ସବୁତକ କୋଳି ଖାଇଦେବାକୁ ଚାହିଁଲା । ତେଣୁ ସେ ପିଲାଟି ହାତ ପୂରାଇ ମୁଠାଏ କୋଳି ଧରିଲା । କିନ୍ତୁ ତା’ର ହାତ ମୁଠାଟି ମାଠିଆ ମୁହଁରେ ଅଟକିଗଲା । ହେଲେ ସେ ପିଲାଟି ଆଉ ତା’ହାତ ବାହାରକୁ ଆଣି ପାରିଲା ନାହିଁ । ତେଣୁ ସେ ଖାଲି ମନ ଦୁଃଖରେ ବସି କାନ୍ଦିଲା ।...

Read More

ଖୋସାମତିଆ

କୁଆ ଖଣ୍ଡେ ମାଂସ ତା’ପାଟିରେ ଧରି ଗଛ ଉପରେ ବସିଥିଲା । ଠିକ୍ ସେ ଖାଇବାକୁ ଯାଉଛି ସେତେବେଳେ ବିଲୁଆ ତାକୁ ଦେଖିଲା । ସେ ମାଂସ ଖଣ୍ଡକ କୁଆଠାରୁ ଆଣି ଖାଇବାକୁ ଏ ବିଲୁଆର ଭାରି ଇଚ୍ଛା ହେଲା । ତେଣୁ ସେ ବିଲୁଆ ତୁରନ୍ତ ଗଛ ତଳକୁ ଯାଇ କୁଆର ପ୍ରଶଂସା କରିବାକୁ ଲାଗିଲା । ସେ କହିଲା, “କୁଆ ଭାଈ ତୋର ବେକଟି କି ସୁନ୍ଦର, ତୋର ଗୋଡଗୁଡିକ କି ସୁନ୍ଦର! ତାହେଲେ ତୋର...

Read More

ଅକୃତଜ୍ଞକୁ ଶାସ୍ତି

ଦିନେ ଗୋଟିଏ କୁକୁର ଡେଇଁ ଡେଇଁ ଖେଳୁଥିଲା । ମାତ୍ର ସେ ତା’ପଛରେ ଥିବା କୁଅକୁ ମୋଟେ ଦେଖି ନଥିଲା । ତେଣୁ ଡେଇଁଲା ବେଳେ ସେ କୁକୁରଟି ହଠାତ୍ କୁଅରେ ପଡିଗଲା ।                 ଜଣେ ଲୋକ ସେ କୁକୁରକୁ କୁଅରେ ପଡିଥିବାର ଦେଖି କୁଅ ଭିତରକୁ ପଶିଲା ଓ ତାକୁ ପାଣିରୁ ଉଠାଇ ଆଣିଲା । ଠିକ୍ ଉଠାଇ ଆଣିଲା ବେଳେ କୁକୁରଟା ସେ ଲୋକର ହାତକୁ କାମୁଡି ଦେଲା । ଏଥିରେ...

Read More

ଦିବାସ୍ୱପ୍ନ

ଦିନେ ଜଣେ ତେଲି ତେଲ ବିକିବାକୁ ତେଲହାଣ୍ଡି ମୁଣ୍ଡେଇ ହାଟକୁ ଯାଉଥିଲା । ଯାଉ ଯାଉ ସେ ତେଲି ଭାବିଲା ଏ ତେଲ ବିକି ଯେଉଁ ପଇସା ହେବ ସେଥିରୁ ସେ କିଛି କୁକୁଡା କିଣିବ ଏବଂ କୁକୁଡା ଅଣ୍ଡା ଦେଲେ, ସେ ଅଣ୍ଡାତକ ନେଇ ହାଟରେ ବିକି ସେ ବହୁତ ପଇସା କମେଇବ । ପଇସା ହୋଇଗଲେ ଭଲ ଭଲ ପୋଷାକ ପିନ୍ଧି ସେ ଗାଁରେ ବୁଲିବ । ତା’ ସାଙ୍ଗରେ ଲୋକମାନେ ମିଶିବାକୁ ଚାହିଁଲେ, ସେ...

Read More

ବିଲେଇ ବେକରେ ଘଂଟି ବାନ୍ଧିବ କିଏ?

ମୂଷାମାନେ ବିଲେଇ ଡରରେ ବ୍ୟସ୍ତ ହୋଇ ଗୋଟିଏ ସଭା ଡାକିଲେ । ସେମାନଙ୍କର ମୁଖ୍ୟ ଚିନ୍ତା ହେଲା କିପରି ବିଲେଇଠାରୁ ରକ୍ଷା ପାଇବେ । ବହୁତ ଚିନ୍ତା କଲାପରେ ଜଣେ ମୂଷା କହିଲା, “ଯଦି ଆମେ ବିଲେଇ ବେକରେ ଗୋଟିଏ ଘଂଟି ବାନ୍ଧିଦେବା, ତେବେ ବିଲେଇ ଆସିବା କ୍ଷଣି ଆମେ ସେଇ ଘଂଟି ଶବ୍ଦ ଶୁଣି ବିଲେଇଠାରୁ ଦୌଡି ପଳାଇ ଯାଇ ନିଜକୁ ରକ୍ଷା କରିପାରିବା ।” ଏଥିରେ ସମସ୍ତେ ଖୁସି...

Read More

ବିଲୁଆର ଉପଦେଶ

ଦିନେ ବିଲୁଆଟିଏ ବୁଲୁ ବୁଲୁ ହଠାତ୍ କୂଅରେ ପଡିଗଲା । ତା’ପରେ ସେ ବିଲୁଆ ଯେତେ ଚେଷ୍ଟା କଲେବି କୁଅରୁ ଆଉ ବାହାରି ପାରିଲା ନାହିଁ । ଠିକ୍ ଏହି ସମୟରେ ଗୋଟିଏ ଛେଳି ସେ ବାଟେ ଯାଉଥିଲା । ସେ ବିଲୁଆକୁ କୂଅ ଭିତରେ ପଡିଥିବାର ଦେଖି ପଚାରିଲା, “ତୁ କାହିଁକି କୂଅରେ ପଡିଛୁ ।” ତହୁଁ ସେ ବିଲୁଆ ଛେଳିକୁ କହିଲା, “କେଉଁଠି ତ ଆଉ ପାଣି ମିଳୁନାହିଁ । ତେଣୁ ମୁଁ ଏଠି ଭଲ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ