ସ୍ୱାଧୀନ ଜୀବନ ସବୁଠୁ ଭଲ

ବିଲୁଆ ଦିନେ ରାତିରେ ବୁଲୁ ବୁଲୁ ଗୋଟିଏ କୁକୁରକୁ ଦେଖିଲା । ସେ ବିଲୁଆର ତ ଖାଇବା ପିଇବାରେ ଆଦୌ ଠିକ୍ ନଥାଏ । ତେଣୁ ସେ ଭାରି ଦୁର୍ବଳ ହୋଇଯାଇଥିଲା । ମାତ୍ର କୁକୁର ମାଲିକର ଘରେ ଭଲ ଖାଦ୍ୟ ଖାଇ ମୋଟା ହୋଇଯାଇଥିଲା; ତହୁଁ ସେ କୁକୁର ବିଲୁଆକୁ ଏ ଅବସ୍ଥାରେ ଦେଖି କହିଲା, “ତୁ ଯଦି ମୋର ମାଲିକ ଘରେ କାମ କରିବୁ ତାହେଲେ ତୋତେ ଭଲ ଖାଇବାକୁ ମିଳିବ ।” ଏହା ଶୁଣି ସେ ବିଲୁଆର ମନ ବେଶ୍ ଖୁସି । ତା’ପରେ ସେ ବିଲୁଆ କୁକୁର...

Read More

ଲୋଭୀର ଧନ

ବହୁଦିନ ପୂର୍ବେ ଗୋଟିଏ ସହରରେ ଭଦ୍ର ନାମକ ଏକ ଧନୀ ଥାଏ । ତା’ଭଳି କଞ୍ଜୁସ୍ ଏ ପୃଥିବୀରେ ଦ୍ୱିତୀୟ ଆଉ କେହିନାହିଁ । ଦିନେ ରାସ୍ତାରେ ଯାଉଥିବା ବେଳେ ସେ ଭଦ୍ର ହଠାତ୍ ପଡିଗଲା । ଫଳରେ ତା’ କୁର୍ତ୍ତାରୁ ଟଙ୍କାସବୁ ରାସ୍ତାରେ ବିଂଚିହୋଇ ପଡିଲା । ଭଦ୍ର ତୁରନ୍ତ ସେସବୁକୁ ଗୋଟାଇ ଦେଖିଲା ତହିଁରୁ ଟଙ୍କାଟିଏ କମ୍ ଅଛି । ସେଇଟିକୁ ସେ ବହୁତ ଖୋଜିଲା ହେଲେ ଟଙ୍କାଟିକୁ ସେ ଆଦୌ ପାଇଲା ନାହିଁ । ଭଦ୍ର ଟିକିଏ ଆଗକୁ ଯାଇ ଠିଆ ହୋଇ...

Read More

ବହ୍ନି ଦ୍ୱୀପ

ଧବଳଗିରି ରାଜ୍ୟ ନର୍ମଦା ନଦୀ ତୀରରେ ଅବସ୍ଥିତ ଥିଲା । ସେ ଅନେକ ପୁରା କାଳର କଥା । ସେତେବେଳେ ରାଜା ତାରକେଶ୍ୱର ସେ ରାଜ୍ୟ ଶାସନ କରୁଥିଲେ । ତାଙ୍କର ଦୁଇ ପୁଅ ଥିଲେ, ସେମାନେ ହେଲେ – ଶୂରସେନ ଓ ଚିତ୍ରସେନ । ବଡ ଶୂରସେନଙ୍କ ବୟସ ପଚିଶ; ମାତ୍ର ସାନ ଚିତ୍ରସେନଙ୍କ ବୟସ ଅଠର ।                 ଦିନେ ସକାଳେ ସେ ଦୁଇ ରାଜପୁତ୍ର ବଣ ଭିତରକୁ ଶୀକାର ପାଇଁ ବାହାରିଗଲେ । ବଣ ଭିତରେ ପଲେ ହରିଣ ସେମାନଙ୍କ ଆଖିରେ ପଡିଲେ । ଘୋଡା...

Read More

କେଁ କେଁ ଶଗଡ

ଗୋଟିଏ ଶଗଡରେ ବହୁତ ଅଧିକ ଓଜନର ଜିନିଷ ପତ୍ର ଲଦା ହୋଇଥାଏ । ତେଣୁ ବଳଦ ଦୁଇଟି କଷ୍ଟକରି ସେ ଶଗଡକୁ ଟାଣୁଥାନ୍ତି । ଏଣେ ଶଗଡଟା ବି କେଁ କଟର ହୋଇ ଚାଲିଥାଏ । ଅନବରତ ଏ ଶବ୍ଦରେ ସେ ଶଗଡିଆ ଜଣକ ଭୀଷଣ ରାଗିଗଲା । ତା’ପରେ ସେ ଶଗଡିଆ ଶଗଡ ଚକକୁ ପାହାରେ ପକେଇ କହିଲା – ବଳଦ ଦୁହେଁ ତ ଚୁପ୍ଚାପ୍ ଶଗଡ ଟାଣୁଛନ୍ତି । ହେଲେ ବୃଥାରେ କାହିଁକି କେଁ କଟର ହେଉଛୁ?
ଯାହାର ଯେତେ କମ୍ କାମ ତାହାର ସେତେ ଅଧିକ ପ୍ରତିବାଦ ।

Read More

କରୁଣାବତୀ କଥା

ପରଦିନ ମଧ୍ୟ ସେଇ ଏକା ଅବସ୍ଥା । ଭୋଜରାଜ ଯେମିତି ସିଂହାସନ ନିକଟରେ ପହଁଚିଛନ୍ତି, ଚତୁର୍ବିଂଶ ପୁତ୍ତଳିକା ଆଗେଇ ଆସି କହିଲା, “ମଣିମା! ପ୍ରଥମେ ମୋଠାରୁ ଏ କାହାଣୀ ଶୁଣନ୍ତୁ । ତା’ପରେ ନିଜ ବିଚାର ଅନୁସାରେ ଯଦି ଯୋଗ୍ୟ ବିବେଚିତ ମନେ କରନ୍ତି ତେବେ ସିଂହାସନରେ ବସନ୍ତୁ । ମୋର କିଛି କରିବାର ନାହିଁ ।        ମହାରାଜ ବିକ୍ରମାଦିତ୍ୟ ଥିଲେ ପ୍ରଜାନୁରଞ୍ଜକ, ନ୍ୟାୟବାଦୀ, ଦାନୀ, ସହାନୁଭୂତି ସଂପନ୍ନ ଜଣେ ବିରଳ ଦୃଷ୍ଟାନ୍ତର...

Read More

କଖାରୁ ଓ ରାଜାଝିଅ

ବହୁତ ଦିନ ତଳର କଥା । ଗୋଟିଏ କୃଷକ ଓ ତା’ସ୍ତ୍ରୀ ବିଲରେ ଚାଷ କରି ପେଟ ପୋଷୁଥାନ୍ତି । ସେମାନଙ୍କର କୌଣସି ପିଲାପିଲି ନଥାନ୍ତି ।                 ଦିନେ ସେମାନେ ବିଲରେ ଚାଷ କରୁଛନ୍ତି, ହଠାତ୍ ସେ କୃଷକ ତା’ ସ୍ତ୍ରୀକୁ କହିଲା, ‘ମୋତେ ଖୁବ୍ ଭୋକ ଲାଗୁଛି । ତେଣୁ ତୁ ଘରକୁ ଯାଇ କିଛି ମକା ଭାଜି ଆଣ ।’                 କୃଷକର ସ୍ତ୍ରୀ ଘରକୁ ଆସି ମକା ଭାଜିଲା । ସେତେବେଳେ ବିଲରେ କାମକରି ସେ ତ ଖୁବ୍ ହାଲିଆ ହୋଇପଡିଥାଏ...

Read More

ବଳରାମ ଓ ଜଗନ୍ନାଥ

ସେ କାଳର କଥା । ଆଜକୁ ଚାରିଶହ ବର୍ଷ ପୂର୍ବେ ଓଡିଶାରେ ଗଜପତି ପ୍ରତାପରୁଦ୍ରଦେବ ଶାସନ କରୁଥିଲେ । ତାଙ୍କର ଜଣେ ମନ୍ତ୍ରୀ ଥିଲେ ସୋମନାଥ । ଏହି ମନ୍ତ୍ରୀଙ୍କର ପୁଅ ଭକ୍ତକବି ବଳରାମ। ଓଡିଶାରେ ସେ ବଳରାମ ଙ୍କୁ ଅବା କିଏ ନ ଜାଣେ । ତାଙ୍କ ଲିଖିତ ଜଗମୋହନ ରାମାୟଣ ଓଡିଆମାନେ କେତେ ଆଦରରେ ପଢିଥାଆନ୍ତି । ସେ ବଳରାମ ଦାସ ତ ଜଗନ୍ନାଥଙ୍କର ଭାରି ଭକ୍ତ ଥିଲେ । ଜଗନ୍ନାଥଙ୍କୁ ଦର୍ଶନ ନ କଲେ ଜଳତୁଳସୀ ବି ସେ ବଳରାମ ଆଦୌ ଛୁଉଁ ନ...

Read More

ଶତ୍ରୁକୁ ସାହାଯ୍ୟ

ଦିନେ ଜଣେ ଲୋକ ବେଂଟ ନଥିବା କୁରାଢୀଟିଏ ଧରି ଜଙ୍ଗଲକୁ ଗଲା । ସେ ଲୋକଟି କୁରାଢୀକୁ ଧରି ଏପଟସେପଟ ବୁଲୁଥାଏ । ତା’ର ଏ ଅବସ୍ଥା ଦେଖି ଗଛମାନେ ତାକୁ ସାହାଯ୍ୟ କରିବାକୁ ବାହାରିଲେ । ସେ ଲୋକଟି କହିଲା, “ଗୋଟିଏ ଛୋଟ କାଠ ଖଣ୍ଡେ ଦେଲେ ମୁଁ ଏ କୁରାଢୀରେ ବେଂଟ ଲଗାନ୍ତି ।” ଏହା ଶୁଣି ଗଛମାନେ ତାକୁ ଖଣ୍ଡେ କାଠ ଦେଲେ । ତାପରେ ସେ ଲୋକଟି ତା’ କୁରାଢୀରେ ବେଂଟ ଲଗାଇ ସବୁ ଗଛ କାଟିବାକୁ ଆରମ୍ଭ କଲା । ଏହା ଦେଖି ଗୋଟିଏ ବୁଢାଗଛ...

Read More

ସୁନାମାଛ କଥା

ବହୁ ଦିନ ତଳର କଥା । ଗୋଟିଏ ରାଇଜରେ ଜଣେ ଅସୁର ରାଜା ରହୁଥିଲେ । ସେ ବହୁତ ପ୍ରତାପୀ । ଦେବତା ମାନଙ୍କୁ ମାନୁ ନଥିଲେ । ଚାକର ଭଳି ସେମାନଙ୍କୁ ଖଟାଉ ଥିଲେ ।          ଅସୁର ରାଜା ଦିନେ ଆଦେଶ ଦେଲେ ରାଜ୍ୟରେ ଯାଗଯଜ୍ଞ ଦିଅଁ ଦେବତା ପୂଜାପୁଜି କେହି କରି ପାରିବେ ନାହିଁ । ଯିଏ ଏସବୁ କରିବ ତାର ମୁଣ୍ଡ କାଟ ହେବ ।          ଏ କଥା ଶୁଣି ସମସ୍ତେ ଭୟରେ ଥରହର ହେଲେ । କେତେ ବେଳେ କ’ଣ ରାଜାଙ୍କ ଆଦେଶ ହେଉଛି କହିବା ବହୁତ...

Read More

ବ୍ରିଟେନ୍ ରାଜାଙ୍କୁ ଅଦ୍ଭୁତ ଦଣ୍ଡ

“ବ୍ରିଟେନର ରାଜା ନ୍ୟାୟାଳୟେ ଥରେ ଅପରାଧୀ ହୋଇଗଲେ ସାବ୍ୟସ୍ତ କି’ ଦଣ୍ଡ ବିଧାନ ହେବ ତାଙ୍କ ଲାଗି ନ୍ୟାୟାଧୀଶ ହେଲେ ଅତ୍ୟନ୍ତ ବ୍ୟସ୍ତ । ଶେଷରେ ଅଦ୍ଭୁତ ଦଣ୍ଡ ମିଳିଗଲା ମୁକୁଟ ବିହୀନ ତାଙ୍କର ମୁଣ୍ଡ ଦେଶର ମୁଦ୍ରା ଓ ଡାକ ଟିକଟରେ ରହିବ ଘୋଷଣା ହୋଇଲା ଦଣ୍ଡ ।” ଏକଦା ବ୍ରିଟେନ୍ର ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ସେ ଦେଶର ସମ୍ରାଟ୍ ସପ୍ତମ ଏଡ୍ୱାର୍ଡ ନିଜେ ଅପରାଧୀ ସାବ୍ୟସ୍ତ ହେଲେ । ନିୟମାନୁସାରେ ଅଦାଲତଦ୍ୱାରା ଦୋଷୀକୁ ତ...

Read More

ମାଲ୍ୟାଣୀ କଥା

ତୃତୀୟ ପ୍ରହର ହୁଅନ୍ତେ ବିକ୍ରମ ରାଜା ଯାଇ ବେତାଳଙ୍କୁ କହିଲେ ତମ୍ଭେ ଯାଇ ଖଟ ଖୁରାରେ ରହିବ । ମୁଁ ଯାହା ପ୍ରଶ୍ନ କରିବି ତୁମ୍ଭେ ଓଲଟା ଉତ୍ତର ଦେବ । ରାଜାଙ୍କ ଆଦେଶ ମାନି ବେତାଳ ଖଟ ଖୁରାରେ ରହିଲେ । ମୌନାବତୀଙ୍କୁ ରାଜା ଡାକିଲେ । ସେ ନଶୁଣନ୍ତେ ଖଟ ଖୁରାକୁ କହିଲେ ତୁମ ଜେମା ତ ଶୁଣୁ ନାହାଁନ୍ତି ତୁମ୍ଭ ସାଙ୍ଗରେ ଆଳାପ କରିବା ।         ଜଣେ ରାଜାଙ୍କର ସେବିକା ଜଣେ ଗଉଡୁଣୀ ଓ ଜଣେ ମାଲ୍ୟାଣୀ ଥିଲେ । ଦୁଇଜଣଙ୍କ...

Read More

ତ୍ୟାଗ ଓ ନିଷ୍ଠାର ଫଳ

ଉଦ୍ୟମବଳରେ ଅସାଧ୍ୟସାଧନ ହୋଇଥାଏ ବୋଲି ଅଛି ପ୍ରମାଣ     ଦୀନହୀନ ନିଃସ୍ୱ ଅବସ୍ଥା କଦାପି ହୁଏ ନାହିଁ ପ୍ରତିରୋଧ କାରଣ ।     ‘ମାନ୍ୟା’ ନାମେ ଚାରିବରଷର ଝିଅ ଚାକରାଣୀ ସାଜି ଅର୍ଜିଲା ଟଙ୍କା     ସେ ଟଙ୍କାରେ ଘର ଚଳାଇ ଶେଷରେ ପାଠପଢି ହେଲା ଜଗତଜିତା ।     ବଡହେଲା ପରେ ବୈଜ୍ଞାନିକ ଭାବେ ବିଶ୍ୱଦରବାରେ ହୋଇଲା ଖ୍ୟାତ     ଆବିଷ୍କାର କରି ‘ରେଡିୟମ୍’ ଦିନେ ନୋବେଲ ପ୍ରାଇଜ ହେଲା ପ୍ରାପତ ।                 ଆଜିକୁ...

Read More

ରାଜାଙ୍କ ମାଙ୍କଡ

ବହୁତ ଦିନ ତଳେ ଜଣେ ରାଜା ମାଙ୍କଡମାନଙ୍କୁ ବହୁତ ଭଲ ପାଉଥିଲେ । ଏପରିକି ସେ ରାଜା ଗୋଟିଏ ମାଙ୍କଡକୁ ନିଜର ଦେହରକ୍ଷୀ କରି ରଖିଥିଲେ ।                 ଦିନେ ସେ ରାଜାଙ୍କୁ ଭାରି କ୍ଳାନ୍ତ ଲାଗିଲା । ତେଣୁ ସେ ଶୋଇବାକୁ ଚାହିଁଲେ ମାତ୍ର ତା’ପୂର୍ବରୁ ସେ ତାଙ୍କ ଦେହରକ୍ଷୀ ମାଙ୍କଡକୁ କହିଲେ “ତୁମେ ଏଠାରେ ଜଗି କରି ବସ କେହି ଯେପରି ମୋ ନିଦ ନ ଭାଙ୍ଗନ୍ତି ।”                 ଏକଥା ଶୁଣି ସେ ମାଙ୍କଡ ଗୋଟାଏ ଖଣ୍ଡା ଧରି...

Read More

କୁଆ ଏବଂ ଗୋଖର ସାପ କଥା

       ଘଂଚ ଜଙ୍ଗଲ ମଧ୍ୟରେ ଏକ ବିରାଟ ବଟବୃକ୍ଷ ଥିଲା । ସେହି ବଟ ବୃକ୍ଷରେ ଏକ କୋରଡ କରି କୁଆ ଦମ୍ପତି ବସବାସ କରୁଥାନ୍ତି । ସେହି ବଟବୃକ୍ଷ ପାଖରେ ଏକ କଳା ଗୋଖର ସାପ ବାସ କରୁଥାଏ । କିଛି ଦିନ ପରେ କୁଆଟି ତା’ର ବସାରେ ଡିମ୍ବ ଦେଲା । ଦୁଷ୍ଟ ଗୋଖର ସାପଟି ଏହା ଜାଣିପାରି କୁଆର ବସାରେ ପଶି ତାର ଡିମ୍ବକୁ ନଷ୍ଟ କରିଦେଲା ।        ଏହି ବଟ ବୃକ୍ଷର ପାଖରେ ଆଉ ଗୋଟିଏ ବଟ ବୃକ୍ଷ ଥାଏ । ସେଠାରେ ଗୋଟିଏ ଶୃଗାଳ ବାସ କରୁଥାଏ...

Read More

ବଳୁଆ ପଡୋଶୀ

ଥରେ ନଈରେ ଗୋଟିଏ ମାଟିହାଣ୍ଡି ଏବଂ ଗୋଟିଏ କଂସାହାଣ୍ଡି ଭାସି ଭାସି ଯାଉଥିଲେ । କଂସାହାଣ୍ଡି ମାଟିହାଣ୍ଡିକୁ କହିଲା, “ତୁ ଏତେ ଦୂରରେ କାହିଁକି ଭାସୁଛୁ, ମୋ ପାଖକୁ ଆ, ସାଙ୍ଗ ହୋଇ ଯିବା । ଏହା ଶୁଣି ସେ ମାଟିହାଣ୍ଡି କହିଲା, “ସେହି ତ ମୋର ଡର, ପାଖ ପାଖ ହୋଇ ଭାସିଲେ ଯଦି ଆମେ ଦୁଇଜଣ ବାଡେଇ ହୋଇଯିବା, ମୁଁ ତ ଫାଟି ଯିବି; କିନ୍ତୁ ତୁମର ତ କିଛି ବି କ୍ଷତି ହେବ ନାହିଁ । ତେଣୁ ମୋର ଭଲ ପାଇଁ ମୋତେ ତୁମଠାରୁ ଦୂରରେ ଭାସି...

Read More

କାଉର ମୟୂର ଚାଲି

ଯେତେ ବେଳେ କାଉ ମୟୂରକୁ ଦେଖେ ସେତେ ବେଳେ ତାର ମନରେ ପ୍ରତି ହିଂସା ଜାତ ହୋଇ ଥାଏ । କାରଣ ତାର ସୁନ୍ଦର ରୂପରେ ସେ ବିମୋହିତ ହେବା ସହିତ ତା ମନରେ ହିଂସା ଜାତ ହେଉ ଥିଲା । ସେ ଭଗବାନଙ୍କୁ କୁହେ ଯେ ଭଗବାନ ତୁମେ ମୟୂରକୁ ଏତେ ସୁନ୍ଦର ରୂପ ଦେଲ ଅଥଚ ମୋତେ… । ଯଦି ମୋତେ ମୟୂର ଭଳି ସୁନ୍ଦର ରୂପ ଟିଏ ଦେଇ ଥାନ୍ତ ତେବେ ମୋର ଆନନ୍ଦର ସୀମା ରହି ନଥାନ୍ତା । ମୁଁ ଖୁବ୍ ଆନନ୍ଦରେ ଦିନ ଅତିବାହିତ କରି ଥାନ୍ତି । ଏକଦା...

Read More

କୁଶଳଙ୍କ କୌଶଳ

ଚନ୍ଦନପୁର ଗ୍ରାମରେ କୁଶଳ ନାମରେ ଜଣେ ପଣ୍ଡିତ ଥିଲେ । ସେହି ଗ୍ରାମରେ ଅନେକ ଶ୍ରମିକ ଓ ବ୍ୟବସାୟୀ ମଧ୍ୟ ଥିଲେ । ତେଣୁ କୁଶଳଙ୍କର ପାଣ୍ଡିତ୍ୟକୁ ଚିହ୍ନିବା ଭଳି ଲୋକ କେହି ନ ଥିଲେ । ତେଣୁ ସେ ବାଧ୍ୟ ହୋଇ ରାଜାଙ୍କୁ ଦେଖା କରିବା ପାଇଁ ରାଜଧାନୀ ଗଲେ ।                 ବହୁତ ଚେଷ୍ଟା କରି ମଧ୍ୟ ରାଜାଙ୍କ ସହିତ ଦେଖା ମିଳିଲା ନାହିଁ । ସେତିକିବେଳେ ଚତୁରଙ୍କ ସହିତ ତାଙ୍କର ଦେଖା ହେଲା; ସେ ତାଙ୍କର ପିଲାଦିନର ସାଥୀ ଥିଲେ...

Read More

ତିନି ପରୀକ୍ଷା

ନିଶା ଗରଜୁଥାଏ । ତୁହାକୁ ତୁହା ଝିପିଝିପି ବର୍ଷା ବି ହେଉଥାଏ । ଶୀତଳ ପବନରେ ଗଛଲତାମାନେ ଥରି ଯାଉଥାନ୍ତି । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।                 କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ ପୂର୍ବକ ସେହି...

Read More

ରୋଜି ଓ ପରୀରାଣୀ

ସେ କାଳରେ ଫ୍ରାନ୍ସରେ ଜଣେ ରାଜା ରାଜୁତି କରୁଥିଲେ । ବହୁକାଳଯାଏଁ ତାଙ୍କ ରାଣୀଙ୍କର କିଛି ବି ସନ୍ତାନ ହେଲା ନାହିଁ । ଏହି କାରଣରୁ ରାଜା ରାଣୀ ଦୁହେଁ ବଡ ମନ ଦୁଃଖରେ ଥାଆନ୍ତି । କେତେ ଦିଅଁ ଦେବତା ଡାକିଲା ପରେ ଯାଇ ରାଣୀଙ୍କର ଚନ୍ଦ୍ରଉଦିଆ ପରି ଦୁଇଟି ଜାଆଁଳା ଝିଅ ହେଲେ । ସେ ଦୁହେଁ ଦେଖିବାକୁ ଭାରି ସୁନ୍ଦର ଥିଲେ । ଦୁଇଜଣଙ୍କ ନାଁ ଦିଆହେଲା ‘ଗୋଲାପ’ ଆଉ ‘ହେନା’ । ତିନିବର୍ଷ ପରେ ରାଣୀଙ୍କର ଆଉ ଗୋଟିଏ ଝିଅ ହେଲା ।...

Read More

ଅଦ୍ଭୁତ ମଣିଚୁଳ କଥା

ଏହା ମଧ୍ୟରେ ବହୁ ପଥ ଗମନ କରିବା ମଧ୍ୟରେ କିଛି ଦିନ ବିତି ଯାଇଛି । ଗଙ୍ଗା କୂଳ ଯାଏଁ ଅନେକ ଗୁଡିଏ ପଥ ଅତିକ୍ରମ କରିବା ପରେ  ଚତୁର ବ୍ୟଙ୍ଗକାର ଓ ବୋଲକରା ଯାଇ ସିନ୍ଧୁ ନାମକ ଏକ ରାଜ୍ୟରେ ପହଁଚି ଗଲେ । ସେମାନେ ଯାଇ ଯେଉଁ ସ୍ଥାନରେ ପହଁଚିଲେ ସେହି ସ୍ଥାନରେ ଗୋଟିଏ ପ୍ରାଚୀନ ମନ୍ଦିର ଥିଲା । ସେହି ମନ୍ଦିରକୁ ଲାଗି ଅନ୍ୟ ଏକ ପଥର ଗୃହରେ ନିର୍ମିତ ହୋଇ ଥିଲା ସମାଧି ଗୋଟିଏ, ପୁଣି ସେହି ସମାଧିକୁ ଲାଗି ଶଂଙ୍ଖ ମଲମଲ ପଥରରେ...

Read More

ମେଧାବୀ

ଚନ୍ଦ୍ରଧର ନାମରେ ଏକ ଯୁବକ ଥିଲା । ସେ ବହୁତ ବୁଦ୍ଧିମାନ ଥିଲା । ତା’ର ଗ୍ରହଣ ଶକ୍ତି ଓ ସ୍ମରଣ ଶକ୍ତି ଏତେ ବେଶି ଥିଲା ଯେ ଥରେ ଯାହା ସେ ପଢେ ତାକୁ ସେ କେବେହେଲେ ବି ଭୁଲେନାହିଁ । ଏଣୁ ତାକୁ ସାରାଗ୍ରାମରେ ସମସ୍ତେ ମେଧାବୀ ବୋଲି ଜାଣନ୍ତି । କିନ୍ତୁ ତାଙ୍କ ପିତା ତାଙ୍କୁ କହନ୍ତି, “ସୁନନ୍ଦ ହେଉଛି ଏହି ଗ୍ରାମରେ ପ୍ରକୃତ ମେଧାବୀ । ଯଦି ତୋତେ ସେ ମେଧାବୀ ବୋଲି କହେ ତେବେ ଯାଇ ତୁ ମେଧାବୀ ହେବୁ ।”                ...

Read More

ମହାଭାରତ

କୁନ୍ତୀ, ବ୍ରାହ୍ମଣ ପରିବାରର ବିପଦ ବିଷୟରେ ଖବର ନେବାକୁ ଗଲେ । ସେତେବେଳେ ଦୁଃଖୀ ବ୍ରାହ୍ମଣ ବିଳାପ କରୁ କରୁ କହୁଥାନ୍ତି, “ଏହି ସଂସାରରେ ପତ୍ନୀ ଓ ସନ୍ତାନଙ୍କୁ ନେଇ ସୁଖରେ ଦିନ ବିତାଇବାର ଆଉ କୌଣସି ଉପାୟ ନାହିଁ । ମୁଁ ତୁମକୁ କେତେ ଆଗରୁ କହୁଥିଲି ଯେ ଏହି ଗ୍ରାମ ଛାଡି ଆମେ ଅନ୍ୟତ୍ର ଚାଲିଯିବା; ହେଲେ ତୁମେ ତ ମୋ କଥା ଆଦୌ ଶୁଣିଲ ନାହିଁ । ସେତେବେଳେ ତୁମେ ଯଦି ମୋ କଥା ମାନିଥାନ୍ତ, ତେବେ ଆଜି ଏଡେ ବଡ ବିପତ୍ତି ଆମ...

Read More

ନୋବେଲ ପୁରସ୍କାର କମିଟିର ରାତ୍ରିଭୋଜନ ବାତିଲ୍

“ଧନ୍ୟ ଆମ ମାଆ ମଦର ଟେରେସା ଧନ୍ୟ ତାଙ୍କ ସ୍ୱାର୍ଥତ୍ୟାଗ ନୋବେଲ ପ୍ରାଇଜ୍ ପାଇଥିଲେ ମଧ୍ୟ ମନେ ନ ଥିଲା ଆବେଗ । ସମ୍ମାନ କି ଟଙ୍କା ଲୋଭ ତ ନ ଥିଲା ପାଇଲେ ଯେତିକି ଧନ ଦୁଃଖୀରଙ୍କୀଙ୍କର ସେବାରେ ଲଗାଇ ଜୀବନକୁ କଲେ ଧନ୍ୟ ।” ସାଧାରଣତଃ ଜଣେ ପ୍ରଚୁର ଅର୍ଥ କି ସମ୍ମାନ ପାଇଲେ ଖୁସି ହେବା କଥା । ମାତ୍ର ଜଣେ ବିଦେଶିନୀ ମହିଳାଙ୍କ କ୍ଷେତ୍ରରେ ଏହା ବ୍ୟତିକ୍ରମ ଥିଲା । ସେ ଥିଲେ ମଦର ଟେରେସା, ଯିଏ କି ଦୁଃସ୍ଥ ଦରିଦ୍ରଙ୍କ...

Read More

ପାହାଡ ଚଢା

ଥରେ ଜଣେ ବିଦେଶୀ ଯୁବକ ବୁଲିବା ପାଇଁ ନେପାଳକୁ ଆସିଥାନ୍ତି । ସେଠାରେ ହିମାଳୟ ପର୍ବତକୁ ଦେଖି ଚଢିବା ପାଇଁ ମନ ବଳାଇଲେ । ହେଲେ ଏହା ତାଙ୍କ ପକ୍ଷରେ ଏକାବେଳକେ ଅସମ୍ଭବ ଥିଲା । ତଥାପି ତାଙ୍କ ମନରେ ଝୁଙ୍କ ସେ କେମିତି ହେଲେ ହିମାଳୟ ପର୍ବତ ଆରୋହଣ କରିବେ ।        ମନରେ ଦୃଢ ପ୍ରତିଜ୍ଞା ନେଇ ଯୁବକ ଜଣକ ସେଇଠି ରହିଗଲେ । ପ୍ରତିଦିନ ପର୍ବତାରୋହଣ ଅଭ୍ୟାସ ଚାଲିଲା ତାଙ୍କର । ପ୍ରଥମେ ସେ ଏକ ଛୋଟ ପାହାଡ ଚଢିଲେ । କିଛି...

Read More

ପ୍ରକୃତ ବନ୍ଧୁ

ନିଶା ଗରଜୁଥାଏ । ସେହି ସମୟରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖ ପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନର ଶବ୍ଦ ବି ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀ ମାନଙ୍କର ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।                 କିନ୍ତୁ ସେ ରାଜା ବିକ୍ରମାର୍କ ଟିକିଏ ହେଲେ ମଧ୍ୟ ବିଚଳିତ ବୋଧ ନକରି...

Read More

କାହାର ଯୁକ୍ତି ଅଧିକ?

ପୁରାକାଳର କଥା । ଜଣେ ରାଜା ଥିଲେ ଯେ ସେ ଯାହା ମନ ତାହା କରୁଥିଲେ । କିନ୍ତୁ ସେ ସର୍ବଦା ବାହାଦୁରୀ ଦେଖାଇ କହୁଥାନ୍ତି କି ସେ କେବେବି ଅଯୌକ୍ତିକ କାମ କରନ୍ତି ନାହିଁ ।                 ଥରେ ସେ ଅସୁସ୍ଥ ହେଲେ । ବହୁତ ଦିନ ଧରି ସେ ଆରୋଗ୍ୟ ଲାଭ ନ କରିବାରୁ ସେ ଏହା ଘୋଷଣା କଲେ ଯେ, “ଯିଏ ମୋତେ ଭଲ କରିଦେବ, ସେ ମୋ ରାଜ୍ୟରୁ ଗୋଟିଏ ଅଂଶ ପାଇବ । କିନ୍ତୁ ଯିଏ ଚେଷ୍ଟା କରି ବିଫଳ ହେବ, ସେ ତା’ ମୁଣ୍ଡଟି ହରାଇବ ।...

Read More

ଦୁଃସାହସର ଫଳ

ଦିନେ କୋକିଶିଆଳଟିଏ ସିଂହକୁ ବାଟରେ ଦେଖିଲା । ସିଂହକୁ ଦେଖିଲା ମାତ୍ରେ ସେ କୋକିଶିଆଳଟି ଛାନିଆଁ ହୋଇ ଦୌଡି ପଳାଇଲା । ତାପରେ ଆଉ ଦିନେ ପୁଣି ସେହିପରି ସେ ଦୁହିଁଙ୍କର ଦେଖାହୋଇଗଲା । ଏଥରକ ସେ କୋକିଶିଆଳକୁ ବି ଡର ଲାଗିଲା; କିନ୍ତୁ ଏତେ ନୁହେଁ, ତେଣୁ ସେ ଟିକେ ଦୂରେଇ କରି ଛିଡାହେଲା ।                 ଏହିପରି କେତେଥର ଦେଖା ହେବା ପରେ କୋକିଶିଆଳର ସଂପୂର୍ଣ୍ଣ ଡର ଛାଡିଗଲା । ଦିନେ ସେ କୋକିଶିଆଳଟି ଡର ଭୟ ଛାଡି ସିଂହ...

Read More

ପ୍ରତ୍ୟକ୍ଷ ଶିକ୍ଷା

ରମାକାନ୍ତ ଜଣେ ଛୋଟ ବ୍ୟବସାୟୀ ଥିଲା । ତା’ ଗ୍ରାମରୁ ସହର ଚାରିକୋଶ ଦୂର । ସେ ସହରରୁ ନାନା ପ୍ରକାର ଜିନିଷ କିଣିଆଣି ବେଶି ଦାମ୍ରେ ସେସବୁକୁ ନିଜ ଗ୍ରାମରେ ବିକେ ।                 ଦିନେ ସେ ଟଙ୍କା ପଇସା ଧରି ଘରୁ ବାହାରୁ ବାହାରୁ ଟିକିଏ ଡେରି ହୋଇଗଲା । ତେଣୁ ସବୁ ଭଡାଗାଡିମାନେ ଆଗରୁ ଚାଲିଯାଇଥା’ନ୍ତି । ମହା ହଇରାଣରେ ପଡି ସେ ଭାବିଲା, “ଯଦି ମୁଁ ଆଜି ସହର ନ ଯାଏ, ତେବେ ଦୋକାନ କ୍ଷତି ସହିବ । ପୁଣି ଗ୍ରାମରେ...

Read More

ସାହସୀ ସତ୍ୟପାଳ

କୋଙ୍କଣ ରାଜ୍ୟର ସୀମାରେ ଏକ ପାହାଡ ଥାଏ । ତାକୁ ଭୂତ ପାହାଡ ବୋଲି କୁହାଯାଉଥାଏ । ଏହି ପାହାଡ ସମ୍ପର୍କରେ ଅନେକ ଗଳ୍ପ ଗୁଜ୍ଜବ ଥାଏ । ତେଣୁ ନିକଟବର୍ତ୍ତୀ ଗ୍ରାମବାସୀମାନେ ଭୟରେ ସେ ପାହାଡଠାରୁ ନିଜକୁ ସଦା ସର୍ବଦା ଦୂରରେ ରଖିଥା’ନ୍ତି । ପାର୍ଶ୍ଵବର୍ତ୍ତୀ ପ୍ରାନ୍ତରରେ ଗାଈ ଚରାଇବାକୁ ନେଲେ ଅକସ୍ମାତ୍ ଯଦି ଗାଈଟିଏ ସେ ଭୂତ ପାହାଡ ଆଡେ ଚାଲିଯାଏ, ତେବେ ଜାଣ ସେ ସବୁଦିନ ପାଇଁ ଗଲା । କେହି ଗାଈକୁ ଖୋଜିବାକୁ ମଧ୍ୟ ସେ ପଟକୁ...

Read More

ବିଚିତ୍ର ବୀଣା

ସଙ୍ଗୀତପୁରୀରେ କେହି ଜଣେ ହେଲେବି ସଙ୍ଗୀତବିଦ୍ୱାନ ନଥିଲେ । କିନ୍ତୁ ବାଦ୍ୟଯନ୍ତ୍ରର ବଡ ଦୋକାନଟିଏ ଥାଏ । ସମସ୍ତ ପ୍ରକାର ବାଦ୍ୟ ସେଠାରେ ମିଳୁଥାଏ ।                 ରାମଚନ୍ଦ୍ର ହେଲେ ସେ ଦୋକାନର ମାଲିକ । ସେ ବୁଢା ହୋଇଯିବାରୁ ତାଙ୍କ ପୁଅ ମୁରଲୀ ଦୋକାନର ଦେଖାଶୁଣା କରୁଥାଏ । ଗ୍ରାମଟିର ଅନତିଦୂରରେ ଏକ ଜଙ୍ଗଲ ଓ ପାହାଡ ଥାଏ । ସେହି ଜଙ୍ଗଲରେ ନାନା ପ୍ରକାରର ଦ୍ରୁମ ସବୁ ଥାଏ । ବାଦ୍ୟଯନ୍ତ୍ର ସବୁ ବନାଇବାପାଇଁ ସେହି...

Read More

ନୂତନ ପଞ୍ଜିକା

ଥରେ ମହାରାଜ୍ ଆକବର ଗମ୍ଭୀର ଅବସ୍ଥାରେ ବସି କୌଣସି କଥା ଚିନ୍ତା କରୁଥାଆନ୍ତି । ହଠାତ୍ ରାଜାଙ୍କ ମନକୁ ଏକ ଅଦ୍ଭୁତ ଖିଆଲ ଆସିଲା । ରାଜା ମନେ ମନେ ଭାବିଲେ ଗୋଟିଏ ମାସ ଯଦି ତିରିଶ ଦିନ ନହୋଇ ଷାଠିଏ ଦିନ ହୁଅନ୍ତା ତା’ହେଲେ ବହୁତ ଭଲ ହୁଅନ୍ତା । ଏହି କଥା ମଧ୍ୟ ରାଜା ମନ୍ତ୍ରୀମାନଙ୍କ ଆଗରେ ପ୍ରକାଶ କଲେ ।          ରାଜାଙ୍କ କଥା ଶୁଣି ବିରବଲ କହିଲେ, “ମହାରାଜ! ଆପଣଙ୍କ ଖିଆଲ୍ଟା କିଛି ମନ୍ଦ ନୁହେଁ । ତିରିଶ ଦିନ ଷାଠିଏ...

Read More

ବାଜି ଜିତି ବାହା

ବିକ୍ରମାଦିତ୍ୟଙ୍କ ସମୟରେ ଭୋଜ ନାଁରେ ଆଉଜଣେ ରାଜା ଆଉ ଏକ ରାଇଜରେ ରାଜପଣ କରୁଥିଲେ । ତାହାଙ୍କଠିଁ ଯେତେ ଗୁଣ ଥିଲେବି କୁହୁକ ବିଦ୍ୟାରେ ସେ ପୋଖତ ଥିଲେ ବୋଲି ତାଙ୍କର ଖୁବ୍ ନାମଡାକ ଥିଲା । ସେମିତିକା ଅଦ୍ଭୁତ କୁହୁକ ବିଦ୍ୟା ଯେ ଦେଖୁଥିଲା, ସେ ଅବାକ୍ ହୋଇ ନିଜ ଆଖିକୁ ବି ମଧ୍ୟ ବିଶ୍ୱାସ କରିପାରୁ ନଥିଲା । ଲୋକେ କହନ୍ତି ତାହାଙ୍କଠୁଁ ସେହି ଆଶ୍ଚର୍ଯ୍ୟକର ବିଦ୍ୟା ଆରମ୍ଭ ହୋଇଥିଲା ବୋଲି ତାହାକୁ ଭୋଜବିଦ୍ୟା କହନ୍ତି ।...

Read More

କର୍ମ ହେଉଛି ଭଗବାନ୍

  ଆକବରଙ୍କ ଦରବାରରେ ବିରବଲ ଯେମିତି ଜଣେ ମନ୍ତ୍ରୀ ଥାଆନ୍ତି, ସେହିପରି ‘ମୁଲ୍ଲା-ଦୋ-ପ୍ୟାଜା’ ନାମକ ଜଣେ ବ୍ୟକ୍ତି ମଧ୍ୟ ମନ୍ତ୍ରୀ ଥାଆନ୍ତି । ‘ମୁଲ୍ଲା’ ଜଣେ ସୈନିକ ପରିବାରରୁ ଆସିଥାଆନ୍ତି । ବିରବଲ କିନ୍ତୁ ଜଣେ କୃଷକ ପରିବାରରୁ ଆସି ଥାଆନ୍ତି । ରାଜା ଆକବରଙ୍କର ବିରବଲଙ୍କ ପ୍ରତି ମାତ୍ରାଧିକ ସ୍ନେହ ମୁଲ୍ଲାଙ୍କୁ ଈର୍ଷାନ୍ୱିତ କରାଉଥାଏ । ମୁଲ୍ଲା କେମିତି ବିରବଲଙ୍କୁ ଅପମାନିତ କରିବେ ସବୁ ସମୟରେ ସୁଯୋଗ ଖୋଜୁ ଥାଆନ୍ତି...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ