ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ରୂପଧରଙ୍କ ଯାତ୍ରା

(ରୂପଧର ଜୀବିତ ଅଛନ୍ତି କି ନାହିଁ ସେ ବିଷୟ ନିର୍ଣ୍ଣୟ ହୋଇ ପାରିଲା ନାହିଁ । ଅନେକ ରାଜକୁମାର କହିଲେ କି ସେ ମରିଯାଇଛନ୍ତି । ତେଣୁ ସେମାନେ ଆସି ତାଙ୍କ ଘରେ ଆସ୍ଥାନ ଜମାଇ ବସିଗଲେ; ପ୍ରତ୍ୟେକଙ୍କର ଇଚ୍ଛା ହେଲା ତାଙ୍କ ପତ୍ନୀଙ୍କୁ ବିବାହ କରିବା । ତେଣୁ ସେମାନେ ବାରମ୍ବାର ପ୍ରଶ୍ନ ପଚାରିଥା’ନ୍ତି କି କାହାକୁ ସେ ବିଭା ହେବେ ଶୀଘ୍ର ପସନ୍ଦ କରି କହନ୍ତୁ । ରୂପଧରଙ୍କ ପତ୍ନୀ ଓ ପୁତ୍ର ସେମାନଙ୍କ ଅନାଚାର ଆଦୌ ସହି ପାରୁ...

Read More

ମାଛ ଶିକାର

ଚାନ୍ଦୁ ତା’ର କୌଣସି ଏକ କାର୍ଯ୍ୟ ଉପଲକ୍ଷେ ସହରକୁ ଯାଉଥିଲା । ବାଟରେ ସେ ଏକ ବିଚିତ୍ର ଦୃଶ୍ୟ ଦେଖିଲା । ସେ ଦେଖିଲା ଦୁଇଜଣ ବ୍ୟକ୍ତି ହାତରେ ଦର୍ପଣ ଧରି ସୂର୍ଯ୍ୟକିରଣକୁ ପାଣି ଉପରେ ପ୍ରତିବିମ୍ବିତ କରାଉଛନ୍ତି । ସେ ଘଟଣା କ’ଣ ବୋଲି ପଚାରିବାକୁ ପାଖକୁ ଆସି ସେ ଦେଖିଲା ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ଗ୍ରାମର କୃଷ୍ଣ; ଆଉ ଅନ୍ୟଟି ସହରୀ ଲୋକ । ସେ ପଚାରିଲା, “ବଡ ଆଶ୍ଚର୍ଯ୍ୟ ଲାଗୁଛି; ଆପଣମାନେ ଏଠି କ’ଣ କରୁଛନ୍ତି?”...

Read More

ଚଢେଇର ମନ୍ଦବୁଦ୍ଧି

ଗୋଟିଏ ଚଢେଇ ଶିକାରୀ ଜାଲରେ ଧରାପଡିଥାଏ । ତାକୁ ଛାଡି ଦେବାକୁ ଚଢେଇଟି ସେ ଶିକାରୀକୁ ଖୁବ୍ ଅନୁନୟ ହେଲା । କହିଲା, ଯଦି ଶିକାରୀ ତାକୁ ମୁକ୍ତି ଦିଅନ୍ତି ତେବେ ତା ଜାତିଭାଇଙ୍କୁ ଭୁଲେଇଆଣି ସେ ତାଙ୍କ ଜାଲରେ ନିଶ୍ଚୟ ପକାଇଦେବ ।                 ଏ କଥା ଶୁଣି ସେ ଶିକାରୀ ଜଣକ ହଠାତ୍ ଟାଣ କରି କହିଲା – ଯିଏ ନିଜ ସ୍ୱାର୍ଥ ପାଇଁ ଜାତିଭାଇଙ୍କ ପ୍ରତି ବିଶ୍ୱାସଘାତକତା କରିବାକୁ ଚାହେଁ, ତାକୁ ମୃତ୍ୟୁଠାରୁ ବି କଠୋର...

Read More

ଚୋର ଭୂତ

ସଦା ହାଟରୁ ଫେରୁ ଥାଏ । ସାଇକେଲ୍ ହ୍ୟାଣ୍ଡଲ୍ରେ ଦୁଇଟି ବ୍ୟାଗ୍ ପରିବା ଭର୍ତ୍ତି । ଆଉ ଘର ସଉଦା ବସ୍ତାରେ ପୁରାଇ ପଛ କେରିଅଲ୍ରେ ରଖି ଦେଇ ଥାଏ ।  ଆଠ ଦିନରେ ଥରେ ହାଟ ଗହଳି ପରିବାର । ସବୁ ଦରକାରୀ ସମଗ୍ରୀ ଧରି ସଦା ସେହି ହାଟରୁ ନିଜ ଘରକୁ ଫେରୁ ଥାଏ । ଗାଁ ଆଉ ଅଳ୍ପବାଟ ଅଛି ଗାଁକୁ ଯିବା ବାଟରେ ଗୋଟେ ତୋଟା ପଡେ ରାତି କଥା ଛାଡ ଦିନରେ ସେହି ତୋଟାଟା ମଧ୍ୟ ଖୁବ୍ ନିଛାଟିଆ ହୋଇ ପଡେ । ସେଦିନ ହାଟ ସାରୁ ସାରୁ ସଦାର ଖୁବ୍...

Read More

ନିରକ୍ଷର

ପୁରୁଣାକାଳର କଥା, ଗୋଟିଏ ଗାଁରେ ଜଣେ ଗରୀବ ଚାଷୀ ଥାଏ । ତା’ପାଖରେ ବୁଢୀଗାଈଟିଏ ଥାଏ । ସେଇତିକ ହିଁ ତା’ର ଧନସମ୍ପତ୍ତି । ଦିନେ ସେ ଗାଈଟି ଜମିଦାରଙ୍କ କ୍ଷେତ ପାଖରେ ଚରୁଥିଲା । ଦେଖିଲା ସୁନ୍ଦର ସବୁଜ ଛନଛନିଆ ଧାନ ଗଛ, କ୍ଷେତ ଚାରିପଟେ ବାଡ ଘେରା; ଶେଷରେ ଦେଖିଲା ଗୋଟିଏ ଜାଗାରେ ବାଡ ଭାଙ୍ଗି ଯାଇଛି, ସେହିବାଟରେ ଗାଈଟି ଗଳି ପଶିଗଲା ଓ ଧାନଗଛ ଖାଇବାରେ ଲାଗିଲା । ଏକଥା ଦେଖି ଜମିଦାରଙ୍କ ଲୋକମାନେ ଦୌଡି ଆସି ସେ...

Read More

ମହା ଠକ

ପୁରାଣକାଳର କଥା । ରୁଷ୍ ଦେଶରେ ବୁଢୀଟିଏ ଥାଏ । ତା’ର ଦୁଇଟି ପୁଅ ଥିଲେ । ଜଣେ ପିଲାବେଳୁ ମରିଗଲା । ଅନ୍ୟଟି ବଡ ହୋଇ ବିଦେଶକୁ ପଳାଇଲା । ଦିନେ ଜଣେ ସିପାହୀ ବୁଢୀ ପାଖକୁ ଆସି କହିଲା, “ମାଉସୀ, ବାଟରେ ରାତି ହୋଇଗଲା । ରାତିକ ପାଇଁ ମୋତେ ଏଠାରେ ଜାଗା ଦେବ? ସକାଳ ହେବା ମାତ୍ରେ ମୁଁ ଏଠାରୁ ପଳାଇବି ।”                 ବୁଢୀ ପଚାରିଲା “ଠିକ୍ ଅଛି ପୁଅ । ରାତିକ ରହିଯା । କିନ୍ତୁ ତୁ ଏବେ କେଉଁଠୁ ଆସିଲୁ?”...

Read More

ଜାଦୂର ଥଳି

ପ୍ରାଚୀନ କାଳର କଥା । ଗଙ୍ଗାକୂଳରେ ଦର୍ପନାରାୟଣ ନାମରେ ଜଣେ ରାଜାଙ୍କର ରାଜଧାନୀ ଥିଲା । ସେଠାକାର ରାଜା ଥିଲେ ଅତ୍ୟନ୍ତ ଧର୍ମପରାୟଣ । ପ୍ରଜାମାନଙ୍କର ସୁଖଦୁଃଖରେ ସେ ରାଜା ସାଥୀ ହେଉଥିଲେ । ତାଙ୍କ ପ୍ରତାପରେ ସମସ୍ତେ ଥରହର । ପ୍ରଜାମାନଙ୍କୁ କୌଣସି ପ୍ରକାର ପୀଡା ଦେବା ପାଇଁ କେହି ରାଜକର୍ମଚାରୀ ଆଦୌ ସାହସ କରୁ ନ ଥିଲେ । ତେବେ ବେଳେ ବେଳେ ରାଜା ଦର୍ପନାରାୟଣ ଛଦ୍ମବେଶରେ ଏକା ଏକା ତାଙ୍କ ରାଜ୍ୟରେ ବୁଲି ବାହାରୁଥିଲେ ।...

Read More

ଶକରକନ୍ଦ

ପୁରୁଣା କାଳର କଥା । ଜଣେ ରାଜା ଓ ଜଣେ ଚାଷୀଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା । ଗାଁ ମୁଣ୍ଡରେ ଜଙ୍ଗଲ ପାଖରେ ସେ ଚାଷୀଟିର ଗୋଟିଏ କୁଡିଆ ଥାଏ । ରାଜା ଯେବେ ଯେବେ ଶୀକାର କରିବାକୁ ଯା’ନ୍ତି, ସେ ନିଶ୍ଚିତ ଭାବରେ ଚାଷୀର ଘରକୁ ଯା’ନ୍ତି । ଚାଷୀର ସ୍ତ୍ରୀ ତାଙ୍କୁ ଶକରକନ୍ଦ ଖୁଆଏ । ରାଜା ତାକୁ ବହୁତ ଆନନ୍ଦରେ ଖା’ନ୍ତି ।                 ଚାଷୀଟି ଦିନେ ତା’ର କୌଣସି ଏକ କାମ ଯୋଗୁଁ ସହରକୁ ଯିବାକୁ ବାହାରିଲା । ତା’ର...

Read More

ଅସନ୍ତୋଷରେ ଲାଭ କ’ଣ?

ଏକଦା ସିଂହଟିଏ ବହୁତ ଦୁଃଖରେ ଥିଲା । ଦିନେ ସେ ଈଶ୍ୱରଙ୍କ ପାଖରେ ଯାଇ ପହଁଚିଲା ଏବଂ କହିଲା ପ୍ରଭୋ ! ମୋ ଶରୀରରେ ବଳ, ପରାକ୍ରମ, ସାହସ, ଆଉ ସୌନ୍ଦର୍ଯ୍ୟ ଭର୍ତ୍ତି ହୋଇ ରହିଛି । ଦାନ୍ତ ଆଉ ନଖ ମୋର ଏତେ ଶକ୍ତି ଶାଳୀ ଯେ ଯାହାକୁ ମୁଁ ଥରେ ଧରେ, ସେ ପ୍ରାଣୀ ମୋ କବ୍ଜାରୁ ଆଉ ଚାଲି ଯାଇ ପାରେ ନାହିଁ । ଉକ୍ତ ସବୁ କାରଣରୁ ମୁଁ ବଣର ଏକ ଛତ୍ରବାଦୀ ରାଜା ହୋଇ ବୁଲୁଛି । ସମସ୍ତ ପ୍ରାଣୀ ମାନେ ମୋତେ ଦେଖିଲେ ଛାନିଆରେ ସେଠାରୁ...

Read More

ରାଣୀ ପସନ୍ଦ

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରିମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ...

Read More

ବାରୁଦର ଜନ୍ମ କଥା

ଏହି ଘଟଣାଟି ଅନେକ ବର୍ଷ ତଳର । ସମ୍ଭବତଃ ନବମ ଶତାଦ୍ଦୀର । ଚୀନଦେଶରେ ତାଙ୍ଗ୍ମାଙ୍ଗ୍ ପ୍ରଦେଶରେ ଦଳେ ସୈନିକ କ’ଣ ଗୋଟିଏ କାମରେ ଏଣେତେଣେ ବୁଲୁଥାନ୍ତି । ନିକଟରେ ପାହାଡଟିଏ । ସୈନିକମାନଙ୍କ ଭିତରୁ ଜଣେ ହାଲିଆ ହୋଇ ସେହି ପାହାଡତଳି ଗଛ ଛାଇରେ ବସିଗଲା । ସୈନିକଟି ଗଛଛାଇରେ ବସି ଏଣେତେଣେ ଚାହୁଁଚାହୁଁ କିଛି ଦୂରରେ ଦେଖିଲା ହଳଦିଆ ରଙ୍ଗର ମାଟି ଗଦା ହୋଇଛି । ସତେ ଯେପରି ମୂଷାଗାତରୁ ମାଟି ଗାଳିଲା ଭଳି ତାହା ଦେଖାଯାଉଥିଲା...

Read More

ଗତକଥା ଚିନ୍ତା ନ କରି ଆଗକୁ ମାଡିଚାଲ

ଗତକଥା ଭାବି ଲାଭ ନାହିଁ କିଛି ଥରେ ଗଲେ ଚାଲି ଆସେନା ଫେରି     ଯାହାଗଲା ତାକୁ ପାଇବାକୁ ହେଲେ ରଖିବାକୁ ହେବ ପ୍ରୟାସ ଜାରି ।     ବଡ ଲୋକଙ୍କର ସ୍ୱଭାବ ଏଭଳି ରହିଥାଏ କର୍ମମୟ ଜୀବନେ     ଧୈର୍ଯ୍ୟ ସହ ବିପଦକୁ ମୁକାବିଲା କରିଚାଲିଥାନ୍ତି ସଦା ସେମାନେ ।                 ଗତକଥା ଚିନ୍ତା କରି କିଛି ବି ଲାଭ ନାହିଁ, ବରଂ ଯାହା ଚାଲିଯାଇଛି ତାକୁ ପାଇବା ଆଶାରେ ପୁନରାୟ ଚେଷ୍ଟା କଲେ ଭବିଷ୍ୟତରେ ସଫଳତା ନିଶ୍ଚୟ ମିଳିବ ।...

Read More

ବିଶ୍ୱସ୍ତ ଭୃତ୍ୟ

ରାମଚନ୍ଦ୍ର ଜଣେ ବଡ ଚାଷୀ ଥିଲେ । ତାଙ୍କର ଗୋରୁଗାଈ ଚରାଇବାକୁ ଜଣେ ଲୋକ ଦରକାର ହେଲା । ଏହି ଖବର ଶୁଣି ଜଣେ ଯୁବକ ତାଙ୍କ ପାଖକୁ ଆସି କାମ ବିଷୟରେ ପଚାରିଲା ।                 ରାମଚନ୍ଦ୍ର କହିଲେ “ତୁମେ ଯଦି ବିଶ୍ୱାସୀ ହେବ ଓ ଭଲ ପରିଶ୍ରମ କରିବ, ତେବେ ମୁଁ ତୁମକୁ ରଖିନେବି; କାରଣ ତୁମ ଆଗରୁ ଥିବା ପିଲାଟି ମୋ ସହିତ ସେ ବଡ ବିଶ୍ୱାସଘାତକତା କଲା । ବାଛୁରୀଟିଏ ବାହାରେ ବିକିଦେଇ ସେ କହିଲା ତାକୁ କୁଆଡେ ବାଘ ଖାଇଗଲା ।...

Read More

ମତ୍ସ୍ୟ ସୁନ୍ଦରୀ

ମାହାରା କୂଳ ଶିମୂଳୀ ଗଛ ନିକଟସ୍ଥ ଶୁଖିଲା କୂଅରୁ ହଠାତ୍ ପାଣି ଉଚ୍ଛୁଳି ପଡିଲା । ଆଉ ସେଇ ଉଚ୍ଛୁଳାପାଣି ଭିତରୁ ବାହାରି ଆସିଲେ ଅଙ୍ଗାରବାବା । ତାଙ୍କ ଆଖି ଦି’ଟା ରଡନିଆଁ ଭଳି ଜଳୁଥିଲା । ମୁଣ୍ଡର ବାଳ ଗୁଡା ଜଟାହୋଇ ପାଦ ପର୍ଯ୍ୟନ୍ତ ଲମ୍ବିଥିଲା । ଦେହରେ ହାତିକିଆ ଲୋମ । ପାଦ, ହାତରେ ନଖଗୁଡା ହାତେ ଲେଖାଁ ବଢିଥାଏ । ଏସବୁ ଦେଖି କେହି ତ କେବେବି ବିଶ୍ୱାସ କରିବନି ଯେ, ଏ ଜଣେ ବାବା ବୋଲି । ବାବା ଗମ୍ଭୀର କଣ୍ଠରେ...

Read More

ଝିଅର ବିବେକ

ସିପ୍ରା ନଦୀ କୂଳରେ ଛୋଟ ଗାଁଟିଏ ଥାଏ । ସେହି ଗାଁଟିର ନାଁ ରାୟପୁର । ଅନେକ ପୁରାକାଳରୁ ସେ ଗାଁରେ ଗୋଟିଏ ମହାଦେବ ମନ୍ଦିର ଥାଏ । ଶିବରାତ୍ରୀବେଳେ ସେଠାରେ ଗୋଟାଏ ବଡ ମେଳା ବସୁଥାଏ । ତେଣୁ ପ୍ରାୟ ଆଠ ଦଶଦିନ କାଳ ଗାଁ ଲୋକେ ନିଜ ନିଜ ସୁଖ ଦୁଃଖ ସବୁ ଭୁଲିଯାଇ ସେହି ମେଳାରେ ମଶ୍ଗୁଲ୍ ରହୁଥାନ୍ତି । ମେଳା ଦେଖିବା ଲାଗି ଦୂର ଗାଁ ଗଣ୍ଡାରୁ ବହୁତ ଲୋକ ଆସୁଥାନ୍ତି । ସହରର ବେପାରୀମାନେ ବି ଆସି ସେହି ମନ୍ଦିର ପାଖରେ ଦୋକାନ...

Read More

ଦୁଇ ବିରଳ ବିପ୍ଳବୀ

ଓଡିଶାମାଟିର ଦୁଇ ବିରଳ ବିପ୍ଳବୀ – ଜଣେ ବୀର ସୁରେନ୍ଦ୍ର ସାଏ ଓ ଆଉ ଜଣେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ଜଣେ ସମ୍ବଲପୁର ଆଦିବାସୀ ମେଳିର ନାୟକ – ବୀର ସୁରେନ୍ଦ୍ର, ତ ଆଉ ଜଣେ ଆଜାଦ୍ ହିନ୍ଦ୍ ଫୌଜର ମହାନାୟକ – ନେତାଜୀ ସୁଭାଷ ।                 ସୁରେନ୍ଦ୍ର ଥିଲେ ପଲ୍ଲୀ ପରିବେଶର ପୂଜାରୀ । ଗାଁରୁ ଗାଁକୁ ଯାଇ ନିରୀହ ଆଦିବାସୀମାନଙ୍କୁ ମେଳିକରି ସେ ସେମାନଙ୍କର ସମସ୍ୟା ସମାଧାନ କରିଦେଇଛନ୍ତି ।                 ଥରେ...

Read More

କୂପର ବିବାହ

ଥରେ ତେନାଲୀରାମା ଏବଂ ରାଜା କୃଷ୍ଣଦେବରାୟଙ୍କ ମଧ୍ୟରେ କୌଣସି ଏକ ପ୍ରସଂଗକୁ ନେଇ ଜୋର୍ ସୋର୍ରେ ଯୁକ୍ତିତର୍କ ଲାଗିଲା । ଶେଷରେ ତେନାଲୀରାମା ରାଜାଙ୍କ ଉପରେ ଅତ୍ୟନ୍ତ ବିରକ୍ତ ହୋଇ ସେ ଦରବାର ତ୍ୟାଗ କରି ଚାଲିଆସିଲେ ।                 ତାପରେ କିଛି ଦିନ ପର୍ଯ୍ୟନ୍ତ ସେ ତେନାଲୀରାମା ଆଉ ରାଜାଙ୍କୁ ଦେଖା କଲେ ନାହିଁ । ଦଶ, ପନ୍ଦର ଦିନ ପରେ ରାଜା ତାଙ୍କ ମନେ ମନେ ତେନାଲୀରାମାଙ୍କୁ ଖୋଜିବାକୁ ବହୁତ ଚେଷ୍ଟା କଲେ । କିନ୍ତୁ...

Read More

ସାବାସ୍ ମହାରାଜ!

ରାଜା ଶିକାର କରିବାକୁ ଗଲେ । ସେତେବେଳେ ତାଙ୍କ ସାଥିରେ ଜଣେ ଅମାତ୍ୟ ବି ଥିଲେ । ରାଜା ସେହି ବଣ ଭିତରେ ଚାରି ପାଂଚଘଂଟା ବିତାଇ ମଧ୍ୟ ଗୋଟାଏ ବି ଶିକାର ପାଇଲେ ନାହିଁ । ସୁତରାଂ ତାଙ୍କ ମୁହଁରେ ବିରକ୍ତି ଭାବ ଫୁଟି ଉଠୁଥାଏ ।                 ହଠାତ୍ ହରିଣ ଛୁଆଟାଏ ଦେଖାଗଲା । ରାଜା ତରବରିଆ ଭାବେ ତୀର ଯୋଖିଲେ ଓ ମାରିଲେ । କିନ୍ତୁ ସେହି ତୀରଟି ହରିଣଛୁଆଠୁଁ ପ୍ରାୟ ଦୁଇଗଜ ଛାଡି ପଡିଲା । ଅମାତ୍ୟ କହିଲେ “ସାବାସ୍...

Read More

ଅବିଶ୍ୱାସି ବନ୍ଧୁ

ପ୍ରାଚୀନ କାଳର କଥା । ଗୁରୁଗୃହରେ ରହି ଶିଷ୍ୟମାନେ ବିଦ୍ୟାଶିକ୍ଷା କରିବାର ପ୍ରଥା ଥାଏ । ଗୋଟିଏ ସହରରେ ‘ବର୍ଷ’ ନାମରେ ଜଣେ ଗୁରୁ ଥିଲେ । ସବୁ ବିଦ୍ୟାରେ ସେ ଥିଲେ ପଣ୍ଡିତ । ନାନା ଦେଶରୁ ଶିଷ୍ୟମାନେ ଆସି ତାଙ୍କ ପାଖରେ ବିଦ୍ୟାଶିକ୍ଷା କରୁଥାଆନ୍ତି । ଥରେ ବ୍ୟାଡି, ବରୁରୁଚି ଓ ଇନ୍ଦ୍ରଦତ ନାମରେ ତିନିଜଣ ବନ୍ଧୁ ପାଠ ପଢିବା ପାଇଁ ଇଚ୍ଛା କଲେ । ସେମାନେ ତ ଗୁରୁ ବର୍ଷଙ୍କ ନାମ ଆଗରୁ ଶୁଣିଥିଲେ । ତେଣୁ ତାଙ୍କରି ପାଖରେ...

Read More

ପରିଶ୍ରମ ହିଁ ଶ୍ରେଷ୍ଠ

ବହୁତ ଦିନ ତଳର କଥା । ଗାନ୍ଧାର ଦେଶରେ ଜଣେ ଗରିବ କୃଷକ ଓ ତା’ର ପରିବାର ଏକ ପାହାଡ ଗୁମ୍ଫାରେ ରହୁଥିଲେ । ଗରିବ ହେଲେ ମଧ୍ୟ ସେ କୃଷକ ଜଣକ କର୍ମଠ, ଦାୟିତ୍ୱବାନ ଓ ପରିଶ୍ରମୀ ଥିଲା । ତା’ର ପାଖରେ ଦୁଇତିନି ଖଣ୍ଡ ପାହାଡିଆ ଜମି ଥିଲା । ପାହାଡିଆ ଜମି ଯୋଗୁଁ ମାଟି ଆଦୌ ଉର୍ବର ନଥିଲା । ସେଥିପାଇଁ ଫସଲ ବି ଭଲ ହଉନଥିଲା । ତେଣୁ ସେ ପରିବାରର ଅନ୍ୟ ସଦସ୍ୟମାନେ ଏହି ଦୁଃଖ ଦୁର୍ଦ୍ଦଶା ପାଇଁ କେବଳ ସେ କୃଷକଙ୍କୁ ହିଁ ବହୁତ...

Read More

ଶୁଭ ମୁହୂର୍ତ୍ତ

ଗୋବିନ୍ଦ ଘରୁ ବାହାରି ପିଣ୍ଡାରେ ପାଦ ଦେଇଛି, କିଏ ଜଣେ ଜୋର୍ରେ ଛିଙ୍କିଲା । ସେ ମନେ ମନେ ସେହି ଛିଙ୍କିଥିବା ଲୋକକୁ ଅନେକ ଗାଳି ଦେଇ ଘରକୁ ଫେରିବା ବେଳେ ଦେଖିଲା ପଡୋଶୀ ଈଶ୍ୱର ଶାସ୍ତ୍ରୀଜୀ କୌଣସି କାମ ପାଇଁ ବାହାରକୁ ଯାଉଛନ୍ତି । ସେ ଆଶ୍ଚର୍ଯ୍ୟ ହେଲା; କାରଣ ଛୋଟ କାମଟିଏ ହେଲେ ମଧ୍ୟ ଶାସ୍ତ୍ରୀଜୀ ଶୁଭ ମୁହୂର୍ତ୍ତ ଦେଖି ବାହାରନ୍ତି । ତେଣୁ ସେ ଭାବିଲା, “ଶାସ୍ତ୍ରିଜୀ ଯଦି ଛିଙ୍କର ଅଶୁଭ ସୂଚନାକୁ ଖାତିର୍ ନ କରି...

Read More

ବୋକା ବ୍ରାହ୍ମଣ କଥା

 ଦିନେ ଜଣେ ବୋକା ବ୍ରାହ୍ମଣ ବିରବଲଙ୍କ ନିକଟରେ ଆସି ପହଁଚିଲେ । ବ୍ରାହ୍ମଣ ଜଣକ ବିଦ୍ୟାବୁଦ୍ଧିରେ ପ୍ରବୀଣ ନଥାଇ ମଧ୍ୟ ସେ ସମସ୍ତଙ୍କ ନିକଟରେ ନିଜକୁ ମହାପଣ୍ଡିତ ବୋଲି ପରିଚୟ ଦିଅନ୍ତି । ସମସ୍ତେ ତାଙ୍କୁ ପଣ୍ଡିତ ବୋଲି ଜ୍ଞାନ କରି ସମ୍ମାନ ପ୍ରଦର୍ଶନ କରନ୍ତୁ, ଏହା ତାଙ୍କର ଇଚ୍ଛା ଥିଲା । କିନ୍ତୁ କେହି ତାଂକୁ ପଣ୍ଡିତର ମର୍ଯ୍ୟାଦା ପ୍ରଦାନ କରୁନଥାନ୍ତି । ପ୍ରକୃତରେ ତ’ ସେ ଜଣେ ମୂର୍ଖ ଓ ବୋକା । ତାଙ୍କୁ ବା’ କିଏ...

Read More

ଜହ୍ନରେ ଠେକୁଆ

   ଘଂଚଜଙ୍ଗଲରେ କୁଳୁକୁଳୁ ନାଦ କରି ବହିଚାଲିଛି ପାହାଡି ଝରଣାଟିଏ । ସେଇ ଝରଣା କୂଳରେ ଏକ ଝଙ୍କାଳିଆ ବୃକ୍ଷମୂଳେ ଏକାଠି ହୁଅନ୍ତି ତିନିବନ୍ଧୁ । ସେମାନେ ହେଲେ – ଚତୁର ବିଲୁଆ, ବୁଦ୍ଧିଆ ଠେକୁଆ ଓ ହୁଣ୍ଡାଳିଆ ପ୍ରକୃତିର ଏକ ମାଙ୍କଡ । ତିନି ବନ୍ଧୁଙ୍କର ବନ୍ଧୁତ୍ୱ ଖୁବ୍ ନିବିଡ ଥିଲା । ସେମାନେ ପ୍ରତିଦିନ କିଛି ସମୟ ଏକାଠି ବସି ବେଶ୍ ହସଖୁସି ହୁଅନ୍ତି ।        ଦିନକର କଥା । ତିନିବନ୍ଧୁଙ୍କର ଏଭଳି ନିବିଡ ବନ୍ଧୁତ୍ୱ କଥା...

Read More

ଦିବ୍ୟଦୃଷ୍ଟି

ସୁବଳ ପ୍ରତାପଗଡର ରାଜାଙ୍କର ପୋଷାକପତ୍ର କଚାକଚି କରୁଥାଏ । ଥରେ ଥରେ ରାତିରେ ସେ ସଫା କରିବା ପାଇଁ ଆଣିଥିବା ରାଜକୀୟ ପୋଷାକ ପିନ୍ଧି ରାଜପଥରେ ଏକାକୀ ବୁଲାବୁଲି କରି ଆନନ୍ଦ ପାଏ । ହଠାତ୍ କେବେ କେହି ତାକୁ ଦେଖି ପକାଇଲେ ତା’ ପୋଷାକ ଯୋଗୁଁ ତାକୁ ନମସ୍କାର କରି ପକାନ୍ତି । ଏଣୁ ସେ ତା’ ମନେ ମନେ ବଡ ଗର୍ବ ବୋଧ କରେ ।                 ଦିନେ ରାତିରେ ସେମିତି ରାଜକୀୟ ପୋଷାକ ପିନ୍ଧି ସେ ଟହଲ୍ ମାରୁଛି, ହଠାତ୍ ଜଣେ...

Read More

ନଟବୁଢା ବଗିଚାରେ କିଏ?

ନଟ ବୁଢାର ବଗିଚାଟା ଥାଏ ଗ୍ରାମର ପୂର୍ବ ଦିଗରେ । ସୂର୍ଯ୍ୟ ଉଦୟ ହେଲେ ପ୍ରଥମେ ସେହି ବଗିଚାରେ ତାର ରଶ୍ମି ବିଛାଇ ଦିଏ କିନ୍ତୁ ଯୂର୍ଯ୍ୟ ରଶ୍ମି ବୃକ୍ଷ ଭେଦ କରି ବଗିଚା ମଧ୍ୟରେ ପ୍ରବେଶ କରି ପାରେ ନାହିଁ । ତେଣୁ ସେହି ବଗିଚା ଭିତରେ ସବୁ ବେଳେ ଅନ୍ଧାର ଦେଖା ଯାଏ । ଗ୍ରାମର କେହି ଛୁଆଟିଏ ଅଝଟ ହେଲେ ତାଙ୍କ ମାଆମାନେ ନଟ ବୁଢା ବଗିଚା ଆଡେ ହାତ ଦେଖାଇ ନିଜ ଛୁଆକୁ ଡରାଇ ଦିଅନ୍ତି । ଛୁଆଟାକୁ ଏପରି ବାରମ୍ବାର ଡରାଇବା...

Read More

ବିରବଲଙ୍କର ବୁଦ୍ଧି

 ଆକବରଙ୍କର ଯେଉଁ ସବୁ ସମସ୍ୟା ଦେଖାଯାଉଥାଏ, ବିରବଲ ସବୁ ସମସ୍ୟାର ସହଜ ସମାଧାନ କରିଦେଉଥାଆନ୍ତି । ତେଣୁ ବିରବଲ ମହାରାଜାଙ୍କର ଏକାନ୍ତ ପ୍ରିୟ ହୋଇ ଉଠୁଥିଲେ । ବିରବଲଙ୍କ ପ୍ରତି ରାଜାଙ୍କର ଶ୍ରଦ୍ଧା ଦେଖି ଅନ୍ୟ ମନ୍ତ୍ରୀଗଣ ଈର୍ଷାପରାୟଣ ହୋଇପଡୁଥିଲେ । ଏକଥା ଆକବର ଜାଣିବାକୁ ପାଇଲେ । ମହାରାଜ ମନେ ମନେ ଠିକ୍ କଲେ କିପରି ଏହି ମନ୍ତ୍ରୀ ମାନଙ୍କୁ ଉପଯୁକ୍ତ ଶିକ୍ଷା ଦେବେ । ଯାହାଦ୍ୱାରା ସେମାନେ ଉପଲବଧି କରିପାରିବେ ଯେ...

Read More

ମାନବ ସେବାହିଁ ଶ୍ରେଷ୍ଠ ଧର୍ମ

ଯେଉଁ ଅବସ୍ଥାରେ ଥିଲେ ଥାଅ ପଛେ ସୁଯୋଗ ମିଳିଲେ ନ ଛାଡି ଲବେ     ସମାଜ ସେବାରେ ମନଦେଲେ ଥରେ ମାନବ ସମାଜ ଧନ୍ୟ କହିବେ ।     ମହାପୁରୁଷଙ୍କ ଜୀବନୀ ପଢିଲେ ମିଳିବ ସେଥିରୁ ନାନା ଦୃଷ୍ଟାନ୍ତ     ଡାକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ କଥା ଶୁଣିଲେ ଆଜିବି ଲାଗେ ଚକିତ ।                 ଯିଏ ଯେଉଁ ଅବସ୍ଥାରେ ଥିଲେ ମଧ୍ୟ କେବେ ସୁଯୋଗ ମିଳିଲେ ମାନବ ସେବାକୁ ହାତଛଡା କରିବା ମୋଟେ ଠିକ୍ କଥା ନୁହେଁ । କାରଣ ମାନବ ସେବା ହିଁ...

Read More

ରାସ୍ତାର ବାଙ୍କ

 ଥରେ ପାରସ୍ୟର ସମ୍ରାଟ୍ ଆକବରଙ୍କ ନିକଟକୁ ପତ୍ର ମାଧ୍ୟମରେ ଏକ ପ୍ରଶ୍ନ ପଚାରିଲେ । ପ୍ରଶ୍ନଟି ଥିଲା ଯେ – “ଆଗ୍ରା ନଗରୀର ରାସ୍ତାରେ କେତୋଟି ବାଙ୍କ ଅଛି?”          ପତ୍ରଟି ପାଇବା ପରେ ଆକବର ବିବ୍ରତ ହୋଇପଡିଲେ କି ଉତ୍ତର ଲେଖି ପଠାଇବେ କିଛି ଚିନ୍ତା କରିପାରିଲେ ନାହିଁ । ମନ୍ତ୍ରୀ ମାନସିଂଙ୍କୁ ଡାକି ପାରସ୍ୟ ସମ୍ରାଟ୍ ଙ୍କ ପ୍ରଶ୍ନ ସଂପର୍କରେ ଅବଗତ କରାଇଲେ । ମାନସିଂ ସଂଗେ ସଂଗେ ଦରବାରର ଅନ୍ୟ...

Read More

ଭଟ୍ଟଲୋଲ୍ଲଟଙ୍କ କାହାଣୀ

ନିଶା ଗରଜୁଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରେ ଭାସି ଆସୁଥାଏ ସାଇଁ ସାଇଁ ପବନ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଶୁଭୁଥାଏ ଅଶରୀରୀମାନଙ୍କର ଅଟ୍ଟହାସ୍ୟ । ଘନ ଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ ଭୟାବହ ମୁହଁଟିମାନ ।                 କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ...

Read More

ରାଜହଂସ

ପ୍ରାଚୀନ କାଳରେ ବ୍ରହ୍ମଦତ ଥରେ କାଶୀ ରାଜ୍ୟରେ ରାଜତ୍ୱ କରୁଥା’ନ୍ତି । ସେତେବେଳେ କେବଳ ଚିତ୍ରକୁଟ ପର୍ବତରେ ହିଁ ନବେ ହଜାର ହଂସ ବାସ କରୁଥା’ନ୍ତି । ସେମାନଙ୍କ ମଧ୍ୟରେ ଭଗବାନ ବୋଧିସତ୍ୱ ହଂସଟିଏ ହୋଇ ଜନ୍ମ ନେଇଥା’ନ୍ତି । ସେ ରୂପ ଗୁଣରେ ସମସ୍ତଙ୍କର ପ୍ରିୟ ଓ ସମସ୍ତଙ୍କ ମଧ୍ୟରେ ପ୍ରଧାନ ହୋଇ ଉଠିବାରୁ ତାକୁ ସମସ୍ତେ ରାଜହଂସ ଉପାଧିରେ ଭୂଷିତ କରିଥା’ନ୍ତି । ଦିନେ ରାଜହଂସ ନିଜର ଦଳବଳ ନେଇ ଏକ ବିରାଟ ହ୍ରଦରେ ବିହାର...

Read More

ବର ନିର୍ବାଚନ

ଦେବଦତ ଜଣେ ଧନୀବ୍ୟକ୍ତି; ତାଙ୍କର ଚନ୍ଦ୍ରକଳା ନାମରେ ଗୋଟିଏ ବୋଲି ଝିଅ ଥାଏ । ସେ ଝିଅଟି ଖୁବ୍ ସୁନ୍ଦରୀ ଓ ଗୁଣବତୀ । ତା’ପାଇଁ ବରପାତ୍ର ଖୋଜିବାକୁ ସେ ଗଲେ ।                 ପରେ ଫେରିଆସି ସେ ଝିଅକୁ କହିଲେ, “ଦେଖ ଝିଅ ଚନ୍ଦ୍ରପୁର ଗ୍ରାମର ପିଲାଟି ଦେଖିବାକୁ ବହୁତ ଭଲ, ତା’ର ଗୁଣ ମଧ୍ୟ ବହୁତ ଭଲ । କିନ୍ତୁ ତା’ର ବନ୍ଧୁବାନ୍ଧବମାନେ କେହି ସେମିତି ଭଲ ଲୋକ ନୁହଁନ୍ତି । ଅବଶ୍ୟ ତା’ର ସାଙ୍ଗମାନେ ଖୁବ୍ ଭଲପିଲା ।...

Read More

କଦମ୍ବ ଓ କାଦମ୍ବିନୀ

 ସତ୍ୟ ଯୁଗର କଥା । କଦମ୍ବ ଓ କାଦମ୍ବିନୀ ଥିଲେ ଭାଇଭଉଣୀ । ବାପା ମାଆ ଛେଉଣ୍ଡ । କଦମ୍ବକୁ ସାତବରଷ ଓ କାଦମ୍ବିନୀକୁ ନଅ ବରଷ ହୋଇଥାଏ । ବାପା ମା’ ଆର ପାରିକୁ ଚାଲିଗଲାପରେ ଦୁନିଆଁ ଏମାନଙ୍କୁ ଅନ୍ଧାର ଦିଶିଲା । କେହି ତାଙ୍କୁ ନିଜର କରିବାକୁ ଆଗେଇ ଆସିଲେ ନାହିଁ । ଭାରି କଷ୍ଟରେ ଏମାନେ ଦିନ କାଟିଲେ । ହେଲେ ଭିକ ମାଗିଲେନି । ସ୍ଥାନୀୟ ମନ୍ଦିରକୁ ଯାଇ ଦେବନୀତି ପାଇଁ ମନ ବଳାଇଲେ । କଦମ୍ବ ଦେବନୀତି ପାଇଁ ନୀତିଦିନ ଫୁଲ...

Read More

କଡମାଛ ଓ ରାଜକୁମାରୀ

ଅନେକ ବର୍ଷ ପୂର୍ବେ ଗୋଟିଏ ରାଜ୍ୟର ସମୁଦ୍ର ଉପକୂଳରେ ବୁଢାବୁଢୀ ଦୁଇଜଣ ବାସ କରୁଥିଲେ । ସେ ବୁଢାବୁଢୀଙ୍କର କିଛି ବି ପିଲାପିଲି ନଥିଲେ ଓ ବୁଢାଟି ମାଛଧରି ତାର ଗୁଜୁରାଣ ମେଂଟାଉଥିଲା । ଦିନେ ବୁଢାଟି ସମୁଦ୍ରରୁ ମାଛ ଧରୁଧରୁ ତା ଜାଲରେ ଗୋଟିଏ ଛୋଟ କଡମାଛଟିଏ ପଡିଲା । ସେ ଛୁଆ କଡମାଛଟିକୁ ବୁଢାଟି ଯେମିତି ମାରିବାକୁ ବସିଛି ସେ କଡମାଛଟି କହିଲା ‘ମୋତେ ମାର ନାହିଁ’ ମୋ ଜୀବନ ରକ୍ଷାକଲେ ମୁଁ ତୁମର ପୁଅହୋଇ ରହିବି ।’ ଏପରି...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ