ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଶିକ୍ଷା କାହିଁକି

କୁନ୍ତଳ ଦେଶରେ ରାଜା କୁଶଳସେନ ରାଜୁତି କରୁଥା’ନ୍ତି । ଦୁର୍ଭାଗ୍ୟବଶତଃ ତାଙ୍କର ଶିକ୍ଷା-ଦୀକ୍ଷା ବିଶେଷ କିଛି ନଥିଲା ।                 ଥରେ ତାଙ୍କ ମନରେ ପ୍ରଶ୍ନ ଉଠିଲା, “ମଣିଷ ବିଦ୍ୟାଶିକ୍ଷା କରେ କାହିଁକି?” ସେ ତାଙ୍କ ମନରେ ଥିବା ପ୍ରଶ୍ନ ଦରବାରରେ ପ୍ରକାଶ କଲେ । ତା’ପରେ ସମସ୍ତେ ନିଜ ନିଜ ବାଟରେ ଉତ୍ତର ଦେଲେ ।                 “ଶିକ୍ଷିତ ଲୋକ ଭଲ ଚାକିରୀ ପାଏ ।” ଜଣେ କହିଲେ । “ଶିକ୍ଷା ଦ୍ୱାରା କୀର୍ତ୍ତି...

Read More

ମଦନ ସୁନ୍ଦର କଥା

ଶାରୀ କହିଲା ଦେଖିଲୁତ ଶୁଆ – ଝିଅଟା ସେହି ସାନ ରାଜ ପୁଅ ପାଇଁ କେତେ କଣ ନକଲା । ଚାହିଁ ଥିଲେ ସାନ ଭଉଣୀ ଗୁଣି ଗାରେଡି ବଳରେ ରାଜା ପୁଅର ଜୀବନ ନେଇ ଯାଇ ପାରି ଥାନ୍ତା, ସେ ତାହା କଲା ନାହିଁ । କାରଣ ରାଜା ପୁଅକୁ ସେ ନିଜ ଜୀବନରୁ ଅଧିକ କରି ଥିଲା । ନିଜର ସ୍ୱାମୀ ଭାବରେ ମାନି ଥିଲା । ସେ ତାର ସ୍ୱାମୀ, ତାଙ୍କୁ ମାରି ଦେଲେ ତା’ର କଣ ବା ଭଲ ହୋଇ ଥାଆନ୍ତା ।          ବରଂ ତା ଲାଗି କାନ୍ଦି କାନ୍ଦି ସନ୍ନ୍ୟାସିନୀ ବେଶରେ...

Read More

କର୍ମନିଷ୍ଠ ସିପାହୀ

ମନ୍ତ୍ରୀମାନେ ରାଜାଙ୍କୁ ପରାମର୍ଶ ଦେବାଲାଗି ନିଯୁକ୍ତ ହୋଇଥାନ୍ତି । ସୁତରାଂ ମନ୍ତ୍ରୀମାନେ ଅତ୍ୟନ୍ତ ଚତୁର ଥିବା ଜଣାଯାଏ । ଠିକ୍ ସେହିପରି ଜଣେ ରାଜାଙ୍କ ପାଖରେ ଚତୁର ମନ୍ତ୍ରୀ ଥିଲେ । ସେ ରାଜ ନଅର ଜଗିବା ପାଇଁ ଜଣେ ମାତ୍ର ସୈନିକକୁ ନିଯୁକ୍ତି ଦେଲେ ।        ଏହା ଦେଖି ରାଜା ଆଶ୍ଚର୍ଯ୍ୟ ହୋଇ ମନ୍ତ୍ରୀଙ୍କୁ ପଚାରିଲେ, “ଏଡେ ବଡ ରାଜପ୍ରାସାଦ, ତା’ ସାଥୀରେ ପୁଣି ମୂଲ୍ୟବାନ ରତ୍ନ ଭଣ୍ଡାର ଜଗିବା ପାଇଁ ଜଣେ ସିପାହୀ କ’ଣ...

Read More

ଅକୃତଜ୍ଞକୁ ଶାସ୍ତି

ଦିନେ ଗୋଟିଏ କୁକୁର ଡେଇଁ ଡେଇଁ ଖେଳୁଥିଲା । ମାତ୍ର ସେ ତା’ପଛରେ ଥିବା କୁଅକୁ ମୋଟେ ଦେଖି ନଥିଲା । ତେଣୁ ଡେଇଁଲା ବେଳେ ସେ କୁକୁରଟି ହଠାତ୍ କୁଅରେ ପଡିଗଲା ।                 ଜଣେ ଲୋକ ସେ କୁକୁରକୁ କୁଅରେ ପଡିଥିବାର ଦେଖି କୁଅ ଭିତରକୁ ପଶିଲା ଓ ତାକୁ ପାଣିରୁ ଉଠାଇ ଆଣିଲା । ଠିକ୍ ଉଠାଇ ଆଣିଲା ବେଳେ କୁକୁରଟା ସେ ଲୋକର ହାତକୁ କାମୁଡି ଦେଲା । ଏଥିରେ ରାଗିଯାଇ ସେ ଲୋକଟି କୁକୁରକୁ ପୁଣି ପାଣିରେ ପକାଇ ଦେଲା ।...

Read More

ଉଡୁପିର କୃଷ୍ଣ ମନ୍ଦିର

କିମ୍ବଦନ୍ତୀ କହେ ଯେ, ଶ୍ରୀକୃଷ୍ଣ ବଡ ହୋଇଯିବା ପରେ ଥରେ ତାଙ୍କ ଜନନୀ ଦେବକୀ ତାଙ୍କୁ ଶିଶୁ ରୂପେ ଦେଖିବାକୁ ଭାରି ମନ କଲେ । ତେଣୁ ସ୍ୱର୍ଗର ବିନ୍ଧାଣୀ ବିଶ୍ୱକର୍ମା ବାଳକୃଷ୍ଣଙ୍କର ଏକ ମୂର୍ତ୍ତି ଗଢି ତାଙ୍କୁ ଦେଲେ । ସମୟ କ୍ରମେ ସେହି ମୂର୍ତ୍ତି ଅର୍ଜୁନଙ୍କ ହାତରେ ପଡିଲା । ପ୍ରଭାସ ଠାରେ ଶ୍ରୀକୃଷ୍ଣ ଦେହତ୍ୟାଗ କରିବା ଉତାରୁ ଅର୍ଜୁନ ସେ ମୂର୍ତ୍ତିକୁ ଗୋଟିଏ ବାଲୁକାସ୍ତୁପ ତଳେ ଲୁଚାଇ ଦେଲେ । ସେଠିକା ମାଟି ଉଜ୍ଜ୍ୱଳ...

Read More

ମିତବ୍ୟୟୀ

ଧୀରାଜ ସ୍ୱଭାବତଃ ବଦ୍ଖର୍ଚ୍ଚୀ ଥିଲା । ତା’ ହାତରେ କେବେବି ପଇସାଟିଏ ମଧ୍ୟ ରହେନାହିଁ । ସେ ଦିନେ ଭାବିଲା ଏଥିପାଇଁ କିଛି ଉପାୟ କରିବା ନିହାତି ଜରୁରୀ । ତେଣୁ ସେ ତା’ର ବନ୍ଧୁ ଶ୍ରୀନାଥକୁ ଏକଥା କହିଲା । ଶ୍ରୀନାଥ ତାକୁ ଗୋଟିଏ ଛୋଟ ମୁହଁବୁଜା ଘଡି ଦେଇ କହିଲା, “ତୁ ଏଇଥିରେ ସବୁଦିନେ କିଛି କିଛି ପଇସା ପକା ।”                 ଧୀରାଜ ପଇସା ପକାଉଥାଏ । ଦିନେ କିଛି ଦରକାର ହେବାରୁ ମାଟି ଘଡିଟାକୁ ଭାଙ୍ଗି ଦେଇ ପଇସା...

Read More

ଅଦୃଶ୍ୟ ପରିଚାରିକା

ସୁନ୍ଦରୀ ଥିଲା ଧନୀ ସୁକୁମାରୀର ସାଙ୍ଗ । ସେ ବହୁତ ଗରୀବ ଥିଲା । କିନ୍ତୁ କୌଣସି ପରିସ୍ଥିତିରେ ବି ସେ କେବେ କାହା ଆଗରେ ହାତ ପାତୁ ନଥିଲା । ନିଜର ଆତ୍ମାଭିମାନ ତାକୁ ଏହା କରିବାକୁ କେବେବି ପ୍ରଶ୍ରୟ ଦେଉନଥିଲା । ଦୁଇଜଣ ସାଙ୍ଗ କୌଣସି ଭେଦଭାବ ନରଖି ମିଶୁଥିଲେ ।                 ଥରେ ଦୂରଯାଗାରୁ ଜଣେ ଗହଣା ବେପାରୀ ସୁକୁମାରୀ ଘରକୁ ଆସିଲେ । ତାଙ୍କ ପାଖରେ ଦାମିକା ସୁନ୍ଦର ଗହଣା ଥିଲା । ଗହଣା ବେପାରୀ ସାଙ୍ଗରେ ନନ୍ଦ...

Read More

କାର୍ଯ୍ୟରେ ସଫଳତା ପାଇଁ ଲକ୍ଷ୍ୟ ସାଧନ ଲୋଡା

 “ସୁଖୀ ମଣିଷଟି ଅଟେ ନିଶ୍ଚେ ସେହି ରଖିଛି ଲକ୍ଷ୍ୟ ଯେ’ କରିବ କିଛି ଦିନେନା ଦିନେ ତା’ ଲକ୍ଷ୍ୟ ହେବ ପୂର୍ଣ୍ଣ ମନରେ ବାସନା ଯେତକ ଅଛି । ଜୀବନରେ ଛାଇ ଆଲୁଅ ଖେଳରେ ସେହି ବ୍ୟକ୍ତି ଲଭିଥାଏ ଆନନ୍ଦ ଏହି କଥା ଦିନେ ଦୃଷ୍ଟାନ୍ତ ଛଳରେ କହିଥିଲେ ସ୍ୱାମୀ ବିବେକାନନ୍ଦ ।”                 ଏହା ସ୍ୱାମୀ ବିବେକାନନ୍ଦଙ୍କର ପ୍ୟାରିସ୍ ଗସ୍ତକାଳର କଥା । ସେତେବେଳକୁ ତ ସ୍ୱାମିଜୀଙ୍କର ନାଁ ବିଶ୍ୱବିଖ୍ୟାତ ହୋଇ ସାରିଥାଏ । ସେ...

Read More

ଦିଗ୍ଭ୍ରାନ୍ତ ପଥିକ

ରାଜା ଶୁଭଙ୍କର ବଣ ଭିତରକୁ ଶିକାର ପାଇଁ ଯାଇଥାନ୍ତି । ଦୁଇପହର ହୋଇଗଲା । ପରିଚାରକମାନେ ବଣ ଭିତରେ ରାଜାଙ୍କ ପାଇଁ ତମ୍ବୁ ପକାଇଲେ । ରାଜା ଝରଣାରେ ସ୍ନାନ କରି ଗଛତଳେ ବସି ମନ୍ତ୍ରୀଙ୍କ ସହ ଗପସପ ହେଉଥାନ୍ତି । ପରିଚାରକମାନେ ଖାଦ୍ୟଦ୍ରବ୍ୟ ପରିବେଷଣ କରିବାକୁ ପ୍ରସ୍ତୁତ ହେଉଥାନ୍ତି ।                 ରାଜା ମନ୍ତ୍ରୀଙ୍କ ସହ ଗପସପ ହେଉଛନ୍ତି, ହଠାତ୍ ଜଣେ ଲୋକ ଆସି ତାଙ୍କୁ ଅଭିବାଦନ କରି କହିଲା, “ମହାଭାଗ! ମୁଁ ପଡୋଶୀ...

Read More

ଯୋଗ୍ୟ ବ୍ୟକ୍ତିର ସ୍ଥାନ ସବୁଠାରେ

ଇଂଲଣ୍ଡର ରୟାଲ ଏକାଡେମୀ ଥରେ ଏକ ତୈଳଚିତ୍ର ପ୍ରଦର୍ଶନୀର ଆୟୋଜନ କରିଥାଏ । ସେ ପ୍ରଦର୍ଶନୀରେ ତ ଅନେକ ଶିଳ୍ପୀ ଭାଗ ନେଇଥିଲେ । ସେମାନଙ୍କ ଭିତରେ ପ୍ରଖ୍ୟାତ୍ ଚିତ୍ରଶିଳ୍ପୀ ଟର୍ଣ୍ଣର ବି ଥାଆନ୍ତି । ସେତେବେଳେ ଟର୍ଣ୍ଣରଙ୍କ ଅଙ୍କିତ ପ୍ରାକୃତିକ ଦୃଶ୍ୟସମ୍ଭାର ସାରା ବିଶ୍ୱରେ ଆଦୃତ ହୋଇଥିଲା ।                 ପ୍ରଦର୍ଶନୀର ଆୟୋଜକମାନେ ବଛାବଛା ଚିତ୍ରଗୁଡିକ ଗ୍ୟାଲେରୀରେ ସ୍ଥାନ ଦେଇଥାନ୍ତି । ଆଉ ଯେଉଁଗୁଡିକ ସ୍ଥାନାଭାବରୁ...

Read More

ଫଳନ୍ତି ବୃକ୍ଷ

ବହୁ ପୁରାତନ କାଳର କଥା । ପାହାଡର ପାଦ ଦେଶରେ ଗୋଟିଏ ବଡ ଗାଁ ଥିଲା । ଏହି ଗ୍ରାମର ବାହାରେ ଏକ ସୁନ୍ଦର ବୃକ୍ଷଟିଏ ଥାଏ । ସେହି ବୃକ୍ଷରେ ଫଳ ଭର୍ତି ହୋଇଥାଏ । ବାଟରେ ଯିଏ ଯାଆନ୍ତି ଗଛଟିକୁ ଚାହାଁନ୍ତି । କେତେଜଣ ମଧ୍ୟ ଏତେ ସୁନ୍ଦର ପାଚିଲା ଫଳ ଦେଖି ଲୋଭ ସମ୍ଭାଳି ପାରନ୍ତି ନାହିଁ । ଫଳଟି ଦେଖିବାକୁ ଏତେ ସୁନ୍ଦର ହେଲେ କ’ଣ ହେଲା, ଫଳଟି ଯିଏ ଖାଆନ୍ତି କିଛି ସମୟ ପରେ ସେମାନେ ବେହୋସ୍ ହୋଇ ପଡନ୍ତି । ଏପରିକି କେତେକ...

Read More

ଭକ୍ତ ପାଖରେ ଭଗବାନ ହାରିଲେ

ଅନେକ ବର୍ଷ ତଳର କଥା । ଉତ୍ତର ପ୍ରଦେଶର ଆଗ୍ରା ଅଂଚଳରେ ଦାସପୁର ନାମରେ ଏକ ଛୋଟିଆ ପଲ୍ଲୀଗାଁ ଥିଲା । ଆଉ ସେଇ ଗାଁରେ ପ୍ରାୟ ନୀଚ ଜାତିର ଲୋକେ ବାସ କରୁଥାନ୍ତି । ଥରେ ଜଣେ ଚମାର ଘରେ ଡଉଲ ଡାଉଲ ସୁନ୍ଦର ପୁଅଟିଏ ଜନ୍ମ ହେଲା । ବାପ ମାଆ ଖୁସି ହୋଇ ତାଙ୍କ ପୁଅଟିର ନାମ ରଖିଲେ ରବିଦାସ । ପିଲାଟି ଦିନକୁ ଦିନ ସବୁରି ସ୍ନେହ ଆଦର ପାଇ ବଢିବାକୁ ଲାଗିଲା । ତା ମନରେ କେହି କେବେବି ହେଲେ କୌଣସି କଷ୍ଟ ଦେଉ ନଥାନ୍ତି । ସମସ୍ତେ...

Read More

ରାଜାଙ୍କର ଶୁଆ

ଦିନେ ରାଜା କୃଷ୍ଣ ଦେବରାୟଙ୍କୁ ଜଣେ ଆଣି ଏକ ଶୁଆ ଉପହାର ସ୍ୱରୂପ ଦେଲେ । ସେ ଶୁଆଟି ମଧ୍ୟ ମିଠା ମିଠା କଥା କହିବା ସଂଗେ ସଂଗେ ଯିଏ ଯାହା ପ୍ରଶ୍ନ କଲେ ମଧ୍ୟ ତା ପ୍ରଶ୍ନର ଉତ୍ତର ଦେଇଦିଏ । ତେଣୁ ରାଜାଙ୍କୁ ସେ ଶୁଆଟି ବହୁତ ଭଲ ଲାଗିଲା ।                 ନିଜର ଜଣେ ବିଶ୍ୱସ୍ତ କର୍ମଚାରୀଙ୍କ ଉପରେ ଶୁଆର ସମସ୍ତ ଦାୟିତ୍ୱ ନ୍ୟସ୍ତ କରି ମହାରାଜ କହିଲେ, “ଦେଖ! ଏ ଶୁଆକୁ ମୁଁ ବହୁତ ଭଲପାଏ । ତୁମ ଉପରେ ତା’ର ରକ୍ଷଣା...

Read More

ଶତ୍ରୁକୁ ମିତ୍ର କରିବା ଉପାୟ

“ ରାଷ୍ଟ୍ରପତିଙ୍କର ବିଚିତ୍ର ନୀତିକୁ ଲୋକମାନେ ଦେଖି ହେଲେ ଚକିତ ଆବ୍ରାହମ୍ ଲିଙ୍କନ ସେ ରାଷ୍ଟ୍ରପତି ଶୁଣ ତାଙ୍କ ଜୀବନର ଚରିତ । ଶତ୍ରୁ ସୈନ୍ୟଙ୍କର ଛାଉଣୀରେ ପଶି ଜଣାଇଲେ ତାଙ୍କୁ ସହାନୁଭୂତି କହିଲେ ଶତ୍ରୁକୁ ମିତ୍ର କରିବାରେ ରହିଛି ଏଥିରେ ବିଚିତ୍ର ନୀତି ।” ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ଶତ୍ରୁ ଅଥବା ମିତ୍ର ଥାଆନ୍ତି । ମାତ୍ର ପୃଥିବୀରେ ଏମିତି କେତେକ ବଡଲୋକ ଅଛନ୍ତି ଯାହାଙ୍କର କି ଆଦୌ ଶତ୍ରୁ ନଥିଲେ ।...

Read More

ପୁନର୍ମୂଷିକ ଭବ

ପ୍ରାଚୀନ କାଳର କଥା । ଗଙ୍ଗା ନାମକ ନଦୀ କୂଳବର୍ତ୍ତି ସ୍ଥାନରେ ଜଣେ ଋଷିଙ୍କର ଆଶ୍ରମ ଥିଲା । ସେହି ଋଷିଙ୍କର ନାମ ହେଉଛି ସାନ୍ଧିପର୍ଣ୍ଣି । ଋଷି ପ୍ରତିଦିନ ପୁଣ୍ୟନଦୀ ଗଙ୍ଗାରେ ସ୍ନାନ ସାରି ଆଦିତ୍ୟ ଦେବତାଙ୍କ ଉଦ୍ଧେଶ୍ୟରେ ଜଳ ସମର୍ପଣ କରିଥାଆନ୍ତି ।                 ଦିନକର କଥା । ଋଷି ସାନ୍ଦିପର୍ଣ୍ଣି ଗଙ୍ଗା ନଦୀରେ ସ୍ନାନାଦି କାର୍ଯ୍ୟ ସମାପନ କରି ଆଦିତ୍ୟଙ୍କୁ ଜଳ ତର୍ପଣ କରିବା ସମୟରେ ତାଙ୍କ ହସ୍ତରେ ଶୂନ୍ୟରୁ ଆସି...

Read More

ସଦୁପଦେଶ

କାନ୍ୟକୁବ୍ଜ ରାଜ୍ୟରେ ପୁଷ୍ପମିତ୍ର ନାମରେ ଜଣେ ମହାନ୍ କବି ରହୁଥିଲେ, ଥରେ ପଣ୍ଡିତ ଶ୍ରୀଧର ପୁଷ୍ପମିତ୍ରଙ୍କର କିଛି କବିତା ପଢିଲେ । ସେ ତଦ୍ୱାରା ଖୁବ୍ ପ୍ରଭାବିତ ହୋଇ କହିଲେ, “ବନ୍ଧୁ, ତୁମର କବିତା ଅଦ୍ୱିତୀୟ, ଯଦି ରାଜା ଏହାକୁ ଶୁଣିବେ ନା ସେ ବହୁତ ଆନନ୍ଦ ହେବେ । ତାଛଡା ତୁମର ଦାରିଦ୍ର୍ୟ ମଧ୍ୟ ଦୂର ହେବ । ତେଣୁ ତୁମେ ଯଥାଶିଘ୍ର ଯାଇ ରାଜାଙ୍କୁ ଦେଖାକର । ସାହିତ୍ୟ ଜଗତର ଏପରି ରତ୍ନ ଗୁଡିକ କାହିଁକି ଅବହେଳିତ ହୋଇ...

Read More

ମୂଷା ମାନଙ୍କର ଉତ୍ପାତ

ତେନାଲୀରାମାଙ୍କ ଘରେ ମୂଷାମାନେ ତ ସେମାନଙ୍କର କାର୍ଯ୍ୟ ଆରମ୍ଭ କରିଦେଇଥିଲେ । ତେନାଲୀରାମାଙ୍କର ପତ୍ନୀଙ୍କ ଏକ ସୁନ୍ଦର ଶାଢୀ ମୂଷାମାନେ କାଟି ଦେଲେ । ମୂଷା ମାନଙ୍କର ଏ ପ୍ରକାର କାର୍ଯ୍ୟ ଦେଖି ତେନାଲୀରାମା ପ୍ରଚଣ୍ଡ ରାଗିଗଲେ । କେମିତି ସେ ମୂଷା ମାନଙ୍କୁ ନିପାତ କରିବେ ତେନାଲୀରାମା କେବଳ ସେହି କଥା ହିଁ ଚିନ୍ତା କଲେ । ଯେତେ ଚେଷ୍ଟା କଲେ ମଧ୍ୟ ମୂଷାମାନଙ୍କୁ ସେ ମୋଟେ ମାରିପାରୁନଥାନ୍ତି । ତେନାଲୀରାମା ଯେତେବେଳେ...

Read More

ରାଜା ଓ ବିଦ୍ୱାନ

ଚନ୍ଦ୍ରଗିରିର ରାଜା ମୃତ୍ୟୁଶଯ୍ୟାରେ ଶାୟିତ ଥିବା ଅବସ୍ଥାରେ ସେ ତାଙ୍କ ମନ୍ତ୍ରୀ ଓ ସଭାସଦ୍ମାନଙ୍କୁ ଡାକି କହିଲେ, “ମୋର ତ ସନ୍ତାନସନ୍ତତି କେହି ବି ନାହାଁନ୍ତି । ମୋର ମୃତ୍ୟୁ ପରେ ମୋର ଜ୍ଞାତି କୁଟୁମ୍ବଙ୍କ ଭିତରୁ ବୋଧହୁଏ ଆପଣମାନେ ଜଣେ ଯୁବକକୁ ରାଜଗାଦିରେ ବସାଇବେ । ସେମାନଙ୍କ ଭିତରେ ସେଭଳି ଯୋଗ୍ୟ ଯୁବକ କେହି ଅଛନ୍ତି ବୋଲି ମୋର ମନେ ହୁଏନା । ଖାଲି ମୋର ଆତ୍ମୀୟ ବୋଲି ଯୋଗ୍ୟତା ନଥାଇ ମଧ୍ୟ ଜଣେ ରାଜା ହେବ, ଏକଥା...

Read More

ପରୋପକାର

ଯେତେବେଳେ ଇନ୍ଦୋର ରାଜ୍ୟରେ ରାଣୀ ଅହଲ୍ୟାବାଇ ରାଜୁତି କରୁଥିଲେ ସେତେବେଳେ ବିନାୟକ ରାଓ ମଧ୍ୟେକର ନାମକ ଜଣେ ପ୍ରସିଦ୍ଧ ସଙ୍ଗୀତଜ୍ଞ ସେଠାରେ ରହୁଥିଲେ । ସେ ଜଣେ ବହୁତ ବଡ କବି ଥିଲେ । ଭକ୍ତ ମଧ୍ୟ ଥିଲେ । ସେ ନିଜେ ଗୀତ ଲେଖୁଥିଲେ, ତାହା ସ୍ୱର ସଂଯୋଜନା କରୁଥିଲେ ଏବଂ ନିଜେ ବି ଗାଇ ଅନ୍ୟମାନଙ୍କୁ ଶୁଣାଉଥିଲେ ।                 କବି ଏବଂ ଗାୟକ ଭାବରେ ସେ ମଧ୍ୟେକରଙ୍କର କୀର୍ତ୍ତି ସର୍ବତ୍ର ବ୍ୟାପି ଯାଇଥିଲା । ଭକ୍ତ ତ...

Read More

ଆଚରଣରେ ପରିବର୍ତ୍ତନ

କୌଣସି ଏକ ଗାଁରେ ଜଣେ ମହିଳା ରହୁଥାନ୍ତି । ସତ କହିବାକୁ ଗଲେ ସେ ଭାରି ଈଶ୍ୱରବିଶ୍ୱାସୀ । ପ୍ରତିଦିନ ସକାଳୁ ଗାଧୋଇବା ପରେ ସେ ଘଂଟା ଘଂଟା ଧରି ବଡ ପାଟିରେ “ଓଁ ବିଷ୍ଣୁ ଦେବାୟ ନମଃ” ବୋଲି ଜପ କରୁଥାନ୍ତି । କିନ୍ତୁ ପ୍ରକୃତରେ ସେ ମହିଳା ଜଣକ ଥାଆନ୍ତି ଭାରି କ୍ରୁର ସ୍ୱଭାବର । ସବୁବେଳେ ପାଖ ପଡୋଶୀଙ୍କ ସହିତ ବିନା କାରଣରେ ସେ ଖାଲି ଝଗଡା କରୁଥାନ୍ତି । ସମସ୍ତଙ୍କ ଉପରେ ଖାଲି ତାଙ୍କର ଗରଗର । ଯଦି କେହି ଭୁଲ୍ରେ ବି ସେ...

Read More

ସୁନାଖଣିର ଦେଶ

ପୃଥିବୀର କେଉଁ କେଉଁ ଦେଶରେ ସୁନାଖଣିମାନ ଅଛି ତାହା କହି ପାରିବ? ପୃଥିବୀର ୯୦ରୁ ବେଶୀ ଦେଶରେ ସୁନାଖଣି ରହିଥିବାର ଜଣାପଡିଛି । ବେଶୀ ସୁନାଥିବା ପ୍ରଥମ ଦଶଟି ଦେଶ ରହିଛି ପ୍ରଧାନତଃ ଚାରିଟି ମହାଦେଶରେ ।                 ୨୦୧୧ ମସିହାର ତଥ୍ୟ ଅନୁସାରେ ସେହିସବୁ ଦେଶ ଉତ୍ପାଦନ କରିଥିଲେ ୧୮ ଲକ୍ଷ କିଲୋଗ୍ରାମ୍ ସୁନା । ଚୀନ୍ରେ ହିଁ ସର୍ବାଧିକ ସୁନା ଉତ୍ପାଦିତ ହୋଇଥାଏ । ୨୦୧୧ ମସିହାରେ ଚୀନ୍ ଉତ୍ପାଦନ କରିଥିଲା ତିନିଲକ୍ଷ...

Read More

କ୍ରୋଧ ମଣିଷର ଶତ୍ରୁ

କ୍ରୋଧର ଅନ୍ୟନାମ ରାଗ । ନିଜ ଉପରେ ରାଗିବା, ଅନ୍ୟମାନଙ୍କ ଉପରେ ରାଗିବା – ଏହା ଏକ ଦୈନନ୍ଦିନ ଘଟଣା । ଏହା ଯେ କେବଳ ମଣିଷମାନଙ୍କଠାରେ ରହିଛି ତାହା ନୁହେଁ; ପଶୁ, ପକ୍ଷୀ, କୀଟ, ପତଙ୍ଗ ସମସ୍ତଙ୍କଠାରେ ମଧ୍ୟ ଏହି କ୍ରୋଧାବସ୍ଥା ରହିଛି । କିନ୍ତୁ ମଣିଷର ଅଧିକ ବୌଦ୍ଧିକ ଶକ୍ତି ଥିବାରୁ ଏହି ଅବସ୍ଥାକୁ ଅତି ସହଜରେ ଧରିହୁଏ । ସାପ ଉପରେ ଗୋଡ ପଡିଗଲେ ସେ ହଠାତ୍ ଫଁ ଫଁ ଶବ୍ଦ କରି କାମୁଡିବା ପାଇଁ ଗୋଡାଏ । ମହୁଫେଣାରେ ଆଘାତ...

Read More

ହରିଣର ସୁନ୍ଦର ଶିଙ୍ଗ

ଦିନେ ଗୋଟିଏ ହରିଣ ପାଣି ପିଉ ପିଉ ସେ ତା’ର ଛବି ପାଣିରେ ଦେଖିଲା । ଶିଙ୍ଗ ଦୁଇଟି ତାର ମୁଣ୍ଡ ଉପରେ ମୁକୁଟ ପରି ରହି ତାକୁ ବଡ ସୁନ୍ଦର ଦିଶୁଛି । ତେଣୁ ସେ ହରିଣ ଭାବିଲା, “ମୋର ଦେହର ସବୁ ଅଂଶଠାରୁ କେବଳ ଏହି ଶିଙ୍ଗ ଦୁଇଟି ହିଁ ସବୁଠାରୁ ଭଲ ।”                 ହରିଣକୁ ଶିକାରୀ ତ କେବେବି ମାରିପାରେ ନାହିଁ । କାରଣ ହରିଣ ବହୁତ ଜୋର୍ରେ ଦୌଡି ଚାଲିଯାଏ । ଦିନେ ସେ ହରିଣର ଶିଙ୍ଗ ଜଙ୍ଗଲର ଗୋଟିଏ ଗଛରେ ଲାଗିଗଲା, ଯେତେ...

Read More

ଅଧା ମୂଲ୍ୟ

ଜଗୁଦାସ ରାମପୁର ଗ୍ରାମର ଜଣେ ଧନୀ ଚାଷୀ ଥିଲେ । ଚାଷ ଛଡା ତାଙ୍କର ଦୋକାନଟିଏ ଥାଏ ସେଥିରୁ ମଧ୍ୟ ବହୁତ ଟଙ୍କା ରୋଜଗାର ହୁଏ । କିନ୍ତୁ ସେ ଟିକିଏ ଲୋଭୀ ପ୍ରକୃତିର ବ୍ୟକ୍ତି ଥିଲେ । ଧାନ ଅମଳ ସମୟରେ ସେ ପତ୍ନୀକୁ ଦୋକାନ ଜଗାଇ ଦେଇ ନିଜେ ଜମିପାଖରେ ଥାଏ ।                 ଧାନ ଅମଳ ପରେ ସବୁ ଚାଷୀମାନେ ଗରୀବ ଲୋକଙ୍କୁ କିଛି ନା କିଛି ଦାନ ଦେଇଥାନ୍ତି । ତେବେ ଲୋଭୀ ଜଗୁଦାସର ପାଖକୁ କେବେ କେହି ମଧ୍ୟ ଯାଏ ନାହିଁ । ଥରେ...

Read More

ପ୍ରକୃତ ସୁସଙ୍ଗାତ

ଅଗନା ଅଗନି ବନସ୍ତ । ସେହି ବନସ୍ତରେ ଗୋଟିଏ ବିରାଟକାୟ ଶାଳ୍ମଳୀ ବୃକ୍ଷ ଥିଲା । ଚତୁର କାଉ ସମସ୍ତ ପ୍ରକାର ବିପଦକୁ ଆଖି ଆଗରେ ରଖି ସେହି ଶାଳ୍ମଳୀ ବୃକ୍ଷରେ ତା’ର ରହିବାର ବସାଟି ନିର୍ମାଣ କରି ରହୁଥାଏ । ସେହି ବୃକ୍ଷ ମୂଳରେ ଗୋଟିଏ ଉଚ୍ଚିଆ ଜାଗା ଥିଲା । ସେହି ଜାଗାରେ ମୂଷାଟିଏ ଗାତ ଗୋଟିଏ କରି ରହିଥାଏ । ପୁଣି ଶାଳ୍ମଳୀ ବୃକ୍ଷର ଅଳ୍ପ ଦୂରରେ ଯେଉଁ ପୋଖରୀଟି ଦେଖାଯାଉଥିଲା ସେହି ପୋଖରୀରେ କଇଁଛଟିଏ ମଧ୍ୟ ରହୁଥିଲା ।...

Read More

କୁକୁଡାର ନାଲିଚୁଳ

 ପାଟନାଳୀ କୂଳରେ ଥିବା ଗୋଟିଏ ଛୋଟ ଗାଁ । ସେ ଗାଁଟିର ନାମ ଡଅଁରମୁହଁ । ସେହି ଗ୍ରାମରେ ରାଜକିଶୋର ନାମରେ ଜଣେ ଚାଷୀ ଥିଲା । ସେହି ଚାଷୀଟିର ଗୋଟିଏ ଗାଈ ଥିଲା । ସେହି ଗାଈର ଗୋଟିଏ ଅତି ଗେହ୍ଲା ବାଛୁରୀ ଥିଲା । ଚାଷୀଟି ସକାଳେ ଗାଈ ଠାରୁ ଦୁଧ ପାଇଲା ପରେ ବାଛୁରୀକୁ ଘର ବାରଣ୍ଡାରେ ବାନ୍ଧି ଦେଇ ଗାଈଟିକୁ ଚରାଇବାକୁ ନିକଟରେ ଥିବା କଂଟାଣିଆ ପଡିଆ ଜମିକୁ ନେଇଯାଏ । ଘରର ବାରଣ୍ଡାରେ ବାଛୁରୀଟି ଚାଷୀର ପୋଷାକୁକୁର ହଂଟର...

Read More

ହଜାରେ ବାଲ୍ଟି ପାଣି

ୱାକିଓର ଗାଁ ପାଖରେ ସମୁଦ୍ର । କୂଳରେ ଆବୁଡା ଖାବୁଡା ବଡ ବଡ ପଥର କୁଦ ସବୁ । ସମୁଦ୍ର ଲହରୀ ଘୂ ଘୂ ହୋଇ ଦିନ ରାତି ମଥା ପିଟୁଥାନ୍ତି ସେଠି । ଜୁଆର ଆସିଲେ ମୁଣ୍ଡ ବୁଡାଇ ଦିଅନ୍ତି ସେ ପଥରମାନେ । ପୁଣି ଜୁଆର ଫେରିଗଲେ ସେମାନେ ମୁଣ୍ଡ ଟେକନ୍ତି । ସେଇ ବେଳରେ ଗାଁ ପିଲାଏ ସବୁ ଧାଇଁ ଧାଇଁ ଯାଇ ଚଢନ୍ତି ସେ ପଥର କୁଦମାନଙ୍କ ଉପରେ । ପୁଣି ଜୁଆର ଆସିବା ବେଳ ହେଲେ କିତିକାତିଆ ହୋଇ ଧାଆଁନ୍ତି କୂଳକୁ । ଏହା ନିତି ଦିନିଆଁ ଖେଳ...

Read More

ବୀର ହନୁମାନ

ହନୁମାନ ହିମାଳୟରୁ ଅଯୋଧ୍ୟା ଯିବା ବାଟରେ ମହର୍ଷି ବାଲ୍ମୀକିଙ୍କ ଆଶ୍ରମରେ ଓହ୍ଲାଇ ବାଲ୍ମୀକିଙ୍କୁ ପଚାରିଲେ, “ମହାମୁନି, ଶ୍ରୀରାମଙ୍କର ଏପରି କାହିଁକି ହେଲା ।”                 ବାଲ୍ମୀକି ଅଳ୍ପ ହସି କହିଲେ, “ହନୁମାନ, ଠିକ୍ ଭାବରେ ରାଜ୍ୟ ପାଳନ କରିବା ବଡ କଠିନ କଥା । ତୁମେ ରାମଚନ୍ଦ୍ରଙ୍କର ଶମ୍ଭୁକ ପ୍ରତି ବ୍ୟବହାର କଥା ବୋଧହୁଏ ଶୁଣିନାହଁ ଜଣେ ଅବତାର ହେଲେ ମଧ୍ୟ ବିଧିର ବିଧାନକୁ ସେ କେବେବି ଅତିକ୍ରମ କରି ପାରିବ...

Read More

ଦୂରଦ୍ରଷ୍ଟା ବଣିକ

ବହୁଦିନ ତଳେ ବାରାଣସୀ ନଗରୀରେ ମୋହନ ଓ ସୋହନ ନାମରେ ଦୁଇଜଣ ବଣିକ ବାସ କରୁଥିଲେ । ମୋହନ ଯେମିତି ବିଜ୍ଞ ଥିଲା, ସେ ସେମିତି ବୁଦ୍ଧିମାନ ବି ଥିଲା । ସୁଯୋଗର ସଦ୍ବ୍ୟବହାର କିପରି କରିବାକୁ ହୁଏ, ସେ କଥା ସେ ଠିକ୍ ଜାଣିଥିଲା । ତେଣୁ ସେ ପ୍ରଚୁର ସମ୍ପତ୍ତିର ଅଧିକାରୀ ହୋଇ ପାରିଥିଲା । ଅନ୍ୟ ପକ୍ଷରେ ସୋହନ ନିଜକୁ ଖୁବ୍ ବିଜ୍ଞ ବୋଲି କହୁଥିଲା ସିନା, ହେଲେ ପ୍ରକୃତରେ ସେ ବୋକା ଥିଲା । ମୋହନ ଥରେ ବଣିଜ କରିବା ଉଦ୍ଧେଶ୍ୟରେ...

Read More

ବୋକା ନା ବିବେକୀ?

ନିଶା ଗରଜୁଥାଏ । ଏଣେ ଠିକ୍ ସେହି ସମୟରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ବି ହେଉଥାଏ । ଅଦୂରରୁ ଶ୍ୱାନ ଶ୍ୱାପଦଙ୍କ ରଡି ମଧ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଅଶରିରୀମାନଙ୍କ ମୁହଁ ଝଲସି ଉଠୁଥାଏ, ସେମାନଙ୍କର ଚପା, ରହସ୍ୟମୟ ଅଟ୍ଟହାସ୍ୟ ଶୁଭୁଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର ସେହି ବୃକ୍ଷଟି ପାଖକୁ ଲେଉଟି ଆସି, ତାହା ଆରୋହଣ କରି ଶବଟିକୁ ଉତାରି...

Read More

ଆୟ ଦେଖି ବ୍ୟୟ କର

         ବାପାମାଆ ଛେଉଣ୍ଡ ପିଲାଟିଏ ତା’ର ଅଜାଘରେ ରହି ପାଠ ପଢୁଥାଏ । ଅଜା ଥିଲେ ଜଣେ ପେନସନ୍ ଭୋଗୀ କର୍ମଚାରୀ । ଖୁବ୍ କମ୍ ପେନସନ୍ ପାଉଥାନ୍ତି ସେ, ଯେଉଁଥିରେ ତାଙ୍କର ଘରଖର୍ଚ୍ଚ ଚଳିବା କଷ୍ଟ । ତଥାପି ନାତି ନବଘନକୁ ପାଖରେ ରଖି ପାଠପଢାଇବାକୁ ପରମ କର୍ତବ୍ୟବୋଲି ଧରି ନେଇଛନ୍ତି ଅଜା ।        ଦିନକର କଥା, ନବଘନ ସ୍କୁଲରୁ ମୁହଁ ଶୁଖାଇ ଫେରୁଥାଏ । ଆଈ ତାକୁ ଦେଖି ପଚାରିଲେ, “ଆରେ, ତୋ ମୁହଁ ଆଜି ଶୁଖିଲା ଦିଶୁଛି...

Read More

ଶ୍ରେଷ୍ଠ ଭକ୍ତ ପ୍ରହଲାଦ

ହିରଣ୍ୟକଶିପୁ ପ୍ରହ୍ଲାଦଙ୍କୁ ହରି ଚେତନାରୁ ବିରତ କରିବା ଲାଗି ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟଙ୍କ ପୁତ୍ର ଷଣ୍ଢ ତଥା ଅମର୍କଙ୍କ ଆଶ୍ରମକୁ ଶିକ୍ଷାଦୀକ୍ଷା ନିମିତ ପଠାଇଲେ । ଦୁଇ ଆଚାର୍ଯ୍ୟଙ୍କୁ କଠୋର ନିର୍ଦେଶ ଥିଲା ପ୍ରହ୍ଲାଦଙ୍କୁ ଦୈତ୍ୟୋଚିତ ଶିକ୍ଷାଦେବା । ଆଚାର୍ଯ୍ୟ ଯାହା କିଛି ଶିକ୍ଷା ଦେଉଥିଲେ ପ୍ରହ୍ଲାଦ ତାହା ଗ୍ରହଣ କରୁଥିଲେ, କିନ୍ତୁ ସେଥିରେ ତାଙ୍କର ମନ ଲାଗୁନଥିଲା । ଆଚାର୍ଯ୍ୟ ଦ୍ୱୟ ଅନ୍ୟତ୍ର କାର୍ଯ୍ୟ ବ୍ୟସ୍ତ...

Read More

ରୂପାନ୍ତର

ଦଣ୍ଡକାରଣ୍ୟ ନିକଟରେ ବାଘପୁର ନାମରେ ଛୋଟ ରାଜ୍ୟଟିଏ ଥିଲା । ସେଠିକାର ରାଜା ବ୍ୟାଘ୍ରେଶ୍ୱର ଥିଲେ । ତାଙ୍କ ନାମ ଅନୁସାରେ ସ୍ୱଭାବ ମଧ୍ୟ ଅତି ପ୍ରଚଣ୍ଡ ଥିଲା । ସେ ରାଜ୍ୟଟିର ନାମ ହୁଏତ ଶାନ୍ତିପୁର ଥିଲା । ବ୍ୟାଘ୍ରେଶ୍ୱର ରାଜ୍ୟଟି ଜୟ କରିବାପରେ ତା’ର ନାମ ବଦଳାଇ ସେ ବାଘପୁର ରଖିଲେ । ସେଠିକାର ଜଣେ ବ୍ରାହ୍ମଣ ରାଜାଙ୍କୁ ପ୍ରଶଂସା କରି କହିଲେ ଯେ ରାଜା ହେଉଛନ୍ତି ସାକ୍ଷାତ୍ ଭଗବାନ୍ । ସେଥିରେ ସେ ରାଜା ଅତ୍ୟନ୍ତ ଗର୍ବରେ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ