ସମୟ ଆସିଲା ଯେତେବେଳେ କି ସନ୍ଦିପନୀଙ୍କର ବିଦ୍ୟାଶିକ୍ଷା ଶେଷ ହେଲା । ସେ ତାଙ୍କ ସାଥୀମାନଙ୍କ ସହ ପାରମ୍ପରିକ ରୀତିରେ ଆଶ୍ରମରୁ ବିଦାୟ ନେଇ ଗୃହାଭିମୁଖୀ ହେଲେ । ଏମିତି କିଛି କାଳ ଅତିବାହିତ ହେବା ପରେ ଦିନେ ସେ ନିଜ ଘରେ କାର୍ଯ୍ୟବ୍ୟସ୍ତ ଥିବା ସମୟରେ ଜାଣିବାକୁ ପାଇଲେ କି ତାଙ୍କର ଗୁରୁଦେବ ଖୁବ୍ ଅସୁସ୍ଥ ଅଛନ୍ତି । ସେ ଆଉ ଅଧିକ କାଳ ବଂଚିବେ କି ନାହିଁ, ତାହା ଆଉ ମୋଟେ ବି କହି ହେବ ନାହିଁ । ଗୁରୁଦେବଙ୍କର ଅନ୍ତିମ କାଳ ବୋଲି ଜାଣି ତାଙ୍କର ଶିଷ୍ୟମାନେ ଯିଏ ଯେଉଁଠି ଥିଲେ, ସେମାନେ ଗୁରୁଦେବଙ୍କୁ ଶେଷ ଦର୍ଶନ କରିବାକୁ ଆସି ପହଁଚିଲେ । ଠିକ୍ ସେମିତି ସନ୍ଦିପନୀ ମଧ୍ୟ ଆସି ଗୁରୁଙ୍କ ପାଖରେ ପହଁଚିଲେ । ଶିଷ୍ୟମାନେ ତାଙ୍କ ଗୁରୁଙ୍କ ପାଖରୁ ଆଶୀର୍ବାଦ ସହ ତାଙ୍କ ବ୍ୟବହୃତ ପଦାର୍ଥମାନ ଗୋଟିଏ ଗୋଟିଏ ନେଇ ସେ ଆଶ୍ରମରୁ ବିଦାୟ ନେଲେ । କିନ୍ତୁ, ‘ସନ୍ଦିପନୀ ତ ସେମିତି ଗୁରୁଦେବଙ୍କ ରହିଥିବା କୋଠରୀର ଏକ କୋଣରେ ଦୁଃଖିତ ମନରେ ବସିଥାଆନ୍ତି ।’ ଗୁରୁଦେବ ତ ତାଙ୍କୁ ବହୁ ପୂର୍ବରୁ ଦେଖି ମଧ୍ୟ କିଛି ବି କହୁ ନଥିଲେ । ମାତ୍ର ସମସ୍ତେ ସେଠାରୁ ଚାଲିଯିବା ପରେ ଗୁରୁଦେବ ସନ୍ଦିପନୀଙ୍କୁ ପାଖକୁ ଡାକି କହିଲେ, ‘ପୁତ୍ର ! ମୁଁ ଆଉ ତୁମକୁ କ’ଣ ବା ଦେବି? ତଥାପି, ମୁଁ ଜାଣିଛି ତୁମେ ହିଁ ହେଉଛ ମୋର ଏକାନ୍ତ ଆଦରର ଶିଷ୍ୟ । ତୁମେ ମୋର ଆଜ୍ଞା ଏପରି ପାଳନ କରିଛ ଯେ, ସେପରି ଅନ୍ୟ କୌଣସି ଶିଷ୍ୟ କାର୍ଯ୍ୟ କରି ପାରି ନାହାଁନ୍ତି ।’ ତେଣୁ ମୁଁ ଆଶୀର୍ବାଦ କରୁଛି ତୁମେ ଜୀବନରେ ଅନନ୍ତ ସୁଖର ଅଧିକାରୀ ହେବ । ଆଉ ତା’ରି ମଧ୍ୟରେ ଯେତେବେଳେ ସ୍ୱୟଂ ଭଗବାନ ଅବତାର ଗ୍ରହଣ କରି ଏ ପୃଥିବୀ ପୃଷ୍ଠକୁ ଓହ୍ଲାଇ ଆସିବେ, ସେତେବେଳେ ତୁମେ ହିଁ ତାଙ୍କର ଗୁରୁ ହୋଇ ଯଥାର୍ଥ ଦକ୍ଷିଣା ପାଇବ । ଏ କଥା ତୁମେ ସଦାବେଳେ ମନେ ରଖିବ ।’ ଗୁରୁଙ୍କ ମୁହଁରୁ ଏହି କଥା ଶୁଣିବା ପରେ ସେ ସନ୍ଦିପନୀ ତାଙ୍କ ଗୁରୁଦେବଙ୍କ ପାଦ ତଳେ ପଡି କେବଳ ଅଶ୍ରୁ ବୁହାଇବାକୁ ଲାଗିଲେ । ଗୁରୁଦେବ ସନ୍ଦିପନୀଙ୍କ ମୁଣ୍ଡରେ ହାତ ବୁଲାଇ ଦେଇ ସେଠାରୁ ବିଦାୟ ନେବାକୁ କହିଲେ । ଏତିକି ବେଳେ ଗୁରୁଦେବଙ୍କ ଓଠରେ ଚେନାଏ ହସ ଲାଖି ରହିଥିବା ବେଳେ ଶିଷ୍ୟ ସନ୍ଦିପନୀଙ୍କ ହୃଦୟରେ ପୂରି ରହିଥିଲା କେବଳ କୋହ ଆଉ କୋହ । କାରଣ ତାହା ହିଁ ଥିଲା ତାଙ୍କ ପାଇଁ ଦର୍ଶନ ଏବଂ ଅନ୍ତିମ ଆଶୀର୍ବାଦ । ପଶ୍ଚିମ ଆକାଶରେ ସୂର୍ଯ୍ୟଙ୍କ ବିଦାୟ ବେଳର ସୂଚନା ଏତିକି ବେଳେ ତଥା ସଂନ୍ଧ୍ୟାର ଇଙ୍ଗିତରେ ଦଳ ଦଳ ପକ୍ଷୀ ଉଡି ଯାଉଥିଲେ ନିଜସ୍ୱ ବସା ଆଡକୁ ।
ଗୁରୁ ସନ୍ଦିପନୀ
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ପୁଣ୍ୟବାନ୍
- ଜଣେ କୃପଣ ସନ୍ଥ ପାଲଟିଗଲେ
- ରୂପଧରଙ୍କ ଯାତ୍ରା
- ପ୍ରତ୍ୟକ୍ଷ ଶିକ୍ଷା
- କୃଷ୍ଣାବତାର
- ଭାଲୁର ପଣସ ଖିଆ
- ହୃଦୟ ପରିବର୍ତ୍ତନ
- ବିରବଲଙ୍କ ଚତୁରତା
- ପରମେଶ୍ୱରଙ୍କ କରୁଣା
- ବଳ ଓ ଦୁର୍ବଳ
- କୃଷ୍ଣାବତାର
- ଦୁରାଶାର ଜାଲ
- ତିନି ପରୀକ୍ଷା
- ବେପାରୀ-ମନ
- ଅଭିଶପ୍ତ ଉପତ୍ୟକା
- ମାଗଣା ଟଙ୍କା
- ପ୍ରଶଂସା ପତ୍ର
- ପୋଖରୀର ଛୋଟ ମାଛ
- ଶଙ୍କରର ବୈରାଗ୍ୟ
- ଏକାଗ୍ର ଚିତ୍ତରେ କାର୍ଯ୍ୟ କଲେ, ସୁଫଳ ନିଶ୍ଚୟ ମିଳିଥାଏ
- ବିହଙ୍ଗ କଥା
- ଭୃଗୁ
- ବଦ୍ ଖର୍ଚ୍ଚ ଓ ସଂଚୟ
- ଭିନ୍ନ କାର୍ଯ୍ୟ
- ବାଃ ବାଃ କାଲିବାଇ!
- ଆମ୍ବ ଭୂତ
- ଜଗଦୀଶ୍ଚନ୍ଦ୍ରଙ୍କର ସ୍ୱଦେଶପ୍ରୀତି
- ମାଛଖିଆ ଭୂତ
- ମହାଭାରତ
- ଦୁଇ ବନ୍ଧୁ
- ପେଟ ଓ ଶରୀର
- ବିଚାରବାନ ଚୋର
- ମଣିଷପଣିଆ
- ବିକ୍ରମାଦିତ୍ୟଙ୍କ ବିବାହ
- ସିଂହ ଏବଂ ବିଲୁଆ
- ଭ୍ରମ ଧାରଣା
- ଅଦ୍ଭୁତ କବଚ
- ସୁଖଦୁଃଖର ସାଥୀ
- ବାରିକ ଓ ଗୋପାଳ
- ସ୍ୱର୍ଗ ଓ ନର୍କର କାହାଣୀ
- ଗନ୍ଧର୍ବର ବିସ୍ମୟ
- ଈଶ୍ୱରଙ୍କ ଇଚ୍ଛା
- କୁକୁଡାର ନାଲିଚୁଳ
- ମୋଟା ବୁଦ୍ଧିଆରୁ ବୈଜ୍ଞାନିକ
- ମାତୃଭକ୍ତ ପରଶୁରାମ
- ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୁଅନ୍ତି
- ସନ୍ନ୍ୟାସୀ ଏବଂ ମୂଷା
- ତାନ୍ତ୍ରିକ
- ଜମିଦାର ରାଜା
- ଗୋପାଳର କାର୍ତିକ ପୂଜା
- ଧନର ସଦୁପଯୋଗ
- ବିନିନ୍ଦ୍ର ରଜନୀ
- ଭୀମର ଭାଗ୍ୟ
- ଦୂର ଦୃଷ୍ଟି ର ଫଳ
- ଶୁଣା କଥାକୁ ବି ବିଶ୍ୱାସ କରାଯାଏ
- ସାଧୁ ଦେବ ଶର୍ମାଙ୍କ କାହାଣୀ
- ମୂଲ୍ୟ
- ଗୁରୁତ୍ୱପୂର୍ଣ୍ଣ କଥା
- ପଦବୀର ବଳ
- ରାଜାଙ୍କ ସ୍ୱପ୍ନ
- ସାଧୁ
- ମଖଦେବ ଜାତକ
- ରୂପଧରଙ୍କ ଯାତ୍ରା
- ମୁଖା ଦ୍ୱାରା ମୁଖକୁ ଆବୃତ କରିବା
- କୀର୍ତିମତୀ କଥା
- ମହାଭାରତ
- ଅସଦିସ ଜାତକ
- ସେନାପତି ନିର୍ବାଚନ
- ମତ ପରିବର୍ତ୍ତନ
- ନୂଆ ମହାଭାରତ
- ଭାଗ୍ୟବିଧାତା
- ସାବତ ମା
- ବାମ ହାତର ଦୁଖଃ
- ବିଷବୃକ୍ଷ
- ରାଜକୁମାରୀ ଓ ଶିମ୍ବମଞ୍ଜି
- ଶାଶୁବୋହୁ
- କର୍ମ ହେଉଛି ଭଗବାନ୍
- ଲୋଭି ବିଲୁଆର କାହାଣୀ
- ବିଦ୍ୟା – ଦାନ
- ସହରର ଅଶାନ୍ତି
- ଜ୍ଞାନ ହିଁ ଧନ
- କୃପାଧନ୍ୟ ଭୂଷଣ୍ଡକାକ
- ପାପର ଫଳ
- ଷଡଯନ୍ତ୍ରର ସୁଫଳ
- ମହାନ୍ କିଏ?
- ସ୍ତ୍ରୀର ଚାକର
- କୃଷ୍ଣ ଚନ୍ଦ୍ର ମହାରାଜା ଭାଣ୍ଡ ମହିଳା
- ଏକତା
- ଗୋପାଳ ଗଧ
- ଭାଗ୍ୟ – ଦୁର୍ଭାଗ୍ୟ
- ପୁଅଙ୍କ ପାଇଁ ବୁଢାର ଧନ
- କୂଟନୀତି
- ଅଜବ ଚତୁରୀ ସ୍ତ୍ରୀ କଥା
- ଶିଷ୍ୟ ଗୁରୁଙ୍କୁ ବଳିଗଲେ
- ସ୍ୱାଧୀନତା ଆନ୍ଦୋଳନରେ ନିର୍ଭୀକ ସନ୍ନ୍ୟାସୀ
- ନାନ୍ଦୁରା କାନ୍ଦୁରା ଚନ୍ଦରା
- ପରର ମନ୍ଦ ଚିନ୍ତ ନାହିଁ
- ଦୂର ପର୍ବତ ସୁନ୍ଦର
- ଲୋଭ
- ଅସଲ ନେତାଟି କିଏ
- କଇଁଚର ଉଡିବାକୁ ଇଚ୍ଛା
- ବିପଦର ବାନ୍ଧବୀ ଅପ୍ସରା
- ଘୋଡାର ପ୍ରକୃତ ମାଲିକ
- ମାନବତୀ କଥା
- ଯଦୁମଣି ରହସ୍ୟ
- ମହା ଗଧ
- କଠିନ ସମସ୍ୟାର ମୁକାବିଲା କର
- କୁକୁରର ପ୍ରଭୁ ଭକ୍ତି
- ଧନ ରତ୍ନ ଠାରୁ ବିଶ୍ୱାସ ବଡ
- କଥା କୁହା ଗୁମ୍ଫା
- ବିଲୁଆ ଭାଇର ଜାଣିବା କଥା
- ଅନ୍ଧପିଲାକୁ ସାହାହେଲେ ସାଧୁବାଦୀ
- ନିଶର ଦାସ
- କାର୍ଯ୍ୟରେ ସଫଳତା ପାଇଁ ଲକ୍ଷ୍ୟ ସାଧନ ଲୋଡା
- ସିଂହ ଏବଂ ମୂଷା
- ସଭାମଂଚରେ ବସି ଅତିଥି ପିଲାଙ୍କୁ ଅପେକ୍ଷା କଲେ
- ସଂଚୟର ମହତ୍ୱ
- ମହାସାଗର ଜାତକ
- ବିରକ୍ତି ଓ ଅନାସକ୍ତି
- ସର୍ପ – ମନ୍ତ୍ର
- ସତ୍ୟବତୀ କଥା
- ଗୋପାଳର ମୃଗୀ ରୋଗ
- ବୁଦ୍ଧିମାନ କିଏ
- ନିରର୍ଥକ ଉପାୟ
- ବର ବଦଳ କଥା
- ଜାହାଁପନା, ଆପଣ ତ ପ୍ରଥମ ଚାନ୍ଦ!
- ଉଡୁପିର କୃଷ୍ଣ ମନ୍ଦିର
- ବୁଧିଆ ଶିଆଳ
- ବିନା ଲାଭରେ
- ହଂସୀ ପରୀ
- ତାନ୍ତ୍ରିକ ଉଲ୍ଲୁକ
- ରୂପଧରଙ୍କ ଯାତ୍ରା
- ମହାଭାରତ
- ହତଭାଗ୍ୟ ଓଟର କାହାଣୀ
- ବଳ ପରୀକ୍ଷା
- ଆକବରଙ୍କ ଚାକର
- ବାଲେଶ୍ୱରୀ ପଙ୍ଗାଲୁଣ
- ବଲ୍ଲଭ ଓ ବନଦେବୀ
- ମିଥ୍ୟାଭିମାନ
- ସାପ ଏବଂ ବେଙ୍ଗକଥା
- ବୀର ହରିହର
- ଶତ୍ରୁକୁ ମିତ୍ର କରିବା ଉପାୟ
- ମହୁମାଛିର ପ୍ରାର୍ଥନା
- ଲୋଭୀ କିଏ?
- ଧୂସର ଦୁର୍ଗ
- ଶିବ, ବିଷ୍ଣୁ, ବୁଦ୍ଧ, ଜଗନ୍ନାଥ ଏବଂ ଓଡିଶା
- ଖଟ୍ୱାଙ୍ଗ ପୁରାଣ
- ଦସ୍ୟୁ ରାଜକୁମାର
- ମୃତ୍ୟୁକୁ କେହି ଦେଖିପାରନ୍ତି ନାହିଁ କାହିଁକି?
- ଧୈର୍ଯ୍ୟ ମଣିଷର ଶ୍ରେଷ୍ଠ ଗୁଣ
- ଉକୁଣୀ ଓ ଛାରପୋକ କଥା
- ରାଜା ହାତୀ ନେଲେ, କଖାରୁ ଦେଲେ
- ରୂପାର ମାଢି
- କୁଶଳ ବୁଦ୍ଧି
- ମଣିଷ ପ୍ରକୃତି
- କାହାର ଦୋଷ?
- ସାଧୁତା ଓ ସତ୍ୟବାଦିତା ମାନବର ଅମୂଲ୍ୟ ସମ୍ପଦ
- ତୀର୍ଥଯାତ୍ରୀ
- ସୁନୟନା କଥା
- କାହାକୁ ହୀନ ମଣିବା କାହିଁକି
- ବିବ୍ରତ
- ମାନସିକ ବ୍ୟାଧି
- ମହାଭାରତ
- ନିଜେ ଭଲ ହେଲେ ଦୁନିଆ ଭଲ ହେବ
- ପ୍ରକୃତ ସୁସଙ୍ଗାତ
- ଜୀବନ ବିଦ୍ୟାଳୟର ସର୍ବଶ୍ରେଷ୍ଠ ଶିକ୍ଷା
- ଚତୁର୍ଥ ଯାମିନୀ ଓ ବେତାଳ
- ବିପଦକୁ ମୁକାବିଲା
- ଅଜବ ଚିଜ
- କିନ୍ତୁ!
- ଅନୁମତି ପତ୍ର
- ଦସ୍ତଖତ୍
- ଗୁରୁଦକ୍ଷିଣା
- ମୁନିକ ଜାତକ
- ବାସ୍ତବ ଓ କଳ୍ପନା
- ଚାକରର ଯୁକ୍ତି
- ସତୀ ସଉତୁଣୀ ମନ୍ଦିର କଥା
- କାହାର ମନ୍ଦ କଥା କାହା ଆଗରେ କହନାହିଁ
- ଜୟ ପରାଜୟ
- ବୁଦ୍ଧିଆ ମହାଜନ
- ସ୍ନେହ କରୁଣାର ପ୍ରଭାବ
- ଧୂସର ଦୁର୍ଗ
- ରାଜବୈଦ୍ୟଙ୍କ ଚିକିତ୍ସା
- ମାଛି ସନ୍ଦେଶ ଖାଉଛି
- କ୍ରୋଧ ମଣିଷର ଶତ୍ରୁ
- ତଥାଗତ ଓ ପୂର୍ଣ୍ଣମାସୀ
- ବିଳାସୀ ମହନ୍ତ
- ଅପୂର୍ବଙ୍କ ପରାକ୍ରମ
- ଚୋରର ଭାବାନ୍ତର
- ମହାଭାରତ
- ବାକ୍ୟବିନ୍ୟାସ
- ବୁଦ୍ଧିମାନ ଭିକାରୀ
- ଓଟର ନାଚ
- ମେଘବର୍ଣ୍ଣ ଓ ଅରିମର୍ଦ୍ଧନ କଥା
- ମୁଁ ରାଜା କି ମନ୍ତ୍ରୀ ହେବିନି, ହେବି ବାବାଜୀ
- ପାଖରେ ଶୁଏ କାନରେ କହେ
- ସୁଖୀ ପରିବାର
- ଅବୁଝା ରାଜା
- ମମତା ମାଗେ ମୂଲ
- ବିରବଲଙ୍କ ଘରକୁ ରାସ୍ତା



