ହେ ତପସ୍ୱୀ ଆମ୍ଭେମାନେ ତୁମ କଥାରେ ଏକମତ ହେଲୁ ମୃଗ ଦିଅ । ରାଜପୁତ୍ରମାନଙ୍କ କଥା ଶୁଣି ତପସ୍ୱୀ, କହିଲେ କଥାରେ କହିଲେ ହେବ ନାହିଁ । ତୁମ୍ଭ ଅଙ୍ଗରେ ମୁଁ ଗୋଟିଏ ଚିହ୍ନ ଦେବି । ତୁମ୍ଭେମାନେ ଦେଖ ମୋର ଲୁହା ଚିମୁଟା ତତାଇ ମୁଁ ତୁମ୍ଭ ଅଙ୍ଗରେ ଚିହ୍ନ ଦେବି । ସେ ଚିହ୍ନ ତୁମ୍ଭ ଶରୀରରେ ଥିବା ପର୍ଯ୍ୟନ୍ତ ଭୂତ ପ୍ରେତ ଭୟରୁ ତୁମ୍ଭେମାନେ ଉଦ୍ଧାର ପାଇବ । ରାଜପୁତ୍ରମାନେ ବିଚାର କଲେ ପିଚାରେ ବସ୍ତ୍ର ରହିବ । ତପସ୍ୱୀ ଦାଗ ନେଲେ କିଏ ବା ଦେଖିବ । ସମସ୍ତ ପୁତ୍ରମାନେ ବସ୍ତ୍ର ଖୋଲି ପିଚା ଦେଖାଇଲେ । କପଟି ତପସ୍ୱୀ ଚିମୁଟା ତତାଇ ଦାଗଦେଲେ । ତପସ୍ୱୀ ସେମାନଙ୍କୁ ମୃଗ ଗୋଟିଏ ଦେଲେ । ମୃଗଟିକୁ ଧରି ଗୃହକୁ ପ୍ରତ୍ୟାବର୍ତନ କଲେ । ନିମନ୍ତ୍ରଣ ପାଇଥିବା ରାଜାମାନେ ଗୃହରେ ମିଳିଲେ । ବିକ୍ରମାଦିତ୍ୟ ମଧ୍ୟ ମାୟା ତପସ୍ୱୀ ବେଶ ତେଜ୍ୟାକରି ରାଜାବେଶ ପରିଧାନ କରିବା ସହିତ ଶିବିକାରେ ବସାଇ ରାଣୀଙ୍କୁ ଧରି ଦାସଦାସୀମାନଙ୍କ ସଙ୍ଗରେ ତାଙ୍କୁ ତାଙ୍କ ପିତାଙ୍କ ଗୃହକୁ ପଠାଇ ଦେଲେ । ସେ ରାଜ୍ୟର ଲୋକ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । କହିଲେ ଏଇତ ଆମ୍ଭର ରାଜଜେମା । ମନୋରମାଙ୍କର ପିତା ମାତା କନ୍ୟାକୁ ଦେଖି ଆନନ୍ଦ ହେଲେ । ଅତି ସ୍ନେହରେ କନ୍ୟାକୁ କୋଳରେ ବସାଇ ମୁଖରେ ଚୁମ୍ବନ ଦେଲେ ଓ କୁଶଳ ବାର୍ତା ପଚାରିଲେ । ମନୋରମାଙ୍କର ଭାଇମାନେ ଭଉଣୀକୁ ଦେଖି ପୂର୍ବ ଶତ୍ରୁତା ପାଶୋରି ଆଦର କଲେ । ଭାଉଜମାନେ ମଧ୍ୟ ଈର୍ଷା ତ୍ୟାଗ କରି ନଣନ୍ଦକୁ କୋଳାଇ ନେଲେ । ସରପୁଳି ସାଙ୍ଗରେ ମିଷ୍ଟାନ୍ନ ଖୁଆଇଲେ । ମନୋରମା ଏମାନଙ୍କର ବ୍ୟବହାର ଦେଖି ହସି ଉଠିଲେ । ଶ୍ରାଦ୍ଧକାର୍ଯ୍ୟ ରାଜା ଆୟୋଜନ କଲେ । ପାତ୍ରମନ୍ତ୍ରୀମାନେ ସହଯୋଗ କଲେ । ମରାଠା ନୃପତିଙ୍କର ଏକୋଇଶ ନନ୍ଦନ । ଏକୋଇଶ ବନ୍ଧୁ । ସମସ୍ତେ ସଭାମଧ୍ୟରେ ଉପସ୍ଥିତ ହେଲେ । ଠିକ୍ ଏହି ସମୟରେ ରାଜା ବିକ୍ରମାଦିତ୍ୟ ଶ୍ରାଦ୍ଧରେ ଆସି ଯୋଗ ଦେଲେ । ଶରୀରରୁ ଜ୍ୟୋତି ବାହାରୁ ଥିଲା । କର୍ଣ୍ଣରେ କୁଣ୍ଡଳ ମସ୍ତକରେ ମୁକୁଟ ଶୋଭା ଦିଶୁଥିଲା । ଶାଳକମାନଙ୍କର ଗୁପ୍ତ କଥା ପ୍ରକାଶ କରିବାପାଇଁ ସେ ଲୌହ ଚିମୁଟାଟିକୁ ଗୁପ୍ତରେ ଆଣିଛନ୍ତି । ଅଶ୍ୱପୃଷ୍ଠରେ ବସି ରାଜା ଆସିଛନ୍ତି । ସଭାରେ ବିରାଜ କରିଥିବା ରାଜାଗଣ ଓ ତାଙ୍କର ବନ୍ଧୁମାନେ ଆଶ୍ଚର୍ଯ୍ୟ ହୋଇଗଲେ । ଶୂନ୍ୟରୁ ବିକ୍ରମାଦିତ୍ୟ ଓହ୍ଲାଇ ସଭାରେ ପହଁଚିଲେ । ରାଜାମାନେ ବିକ୍ରମାଦିତ୍ୟଙ୍କୁ ଦେଖି ଚିହ୍ନି ପାରିଲେ ନାହିଁ । ବେତାଳ କହିଲେ ହେ ନୃପତି ଗଣ! ତୁମେ ଭୟଭୀତ ହୁଅ ନାହିଁ । ଏ ଉଜ୍ଜୟିନୀର ମହାମାନ୍ୟ ସମ୍ରାଟ ବିକ୍ରମାଦିତ୍ୟ । ନୃପଗଣ ତାଙ୍କର ପରିଚୟପାଇ ପଦବନ୍ଦନା କଲେ । ମରାଠା ନୃପତି ମଧ୍ୟ ତାଙ୍କର ପଦ ବନ୍ଦନା କଲେ । ରାଜା ବିଳମ୍ବ ନକରି ଆସନରୁ ଉଠି ସିଂହାସନ ଉପରେ ଉପବେଶନ କଲେ । ବିକ୍ରମାଦିତ୍ୟଙ୍କ ରୂପଦେଖି ନାରୀମାନେ କନ୍ଦର୍ପ ବାଣରେ ପୀଡିତ ହେଲେ । ରମଣୀମାନେ ନିର୍ନିମେଷ ନୟନରେ ତାଙ୍କର ରୂପଲାବଣ୍ୟକୁ ଦରଶନ କରୁଥାନ୍ତି । ତାଙ୍କର ରୂପ ଚାହିଁ ସକଳ ନାରୀଗଣ ଲଜ୍ଜିତ ହେଲେ କିନ୍ତୁ କିଛି କହିପାରିଲେ ନାହିଁ । ନାରୀମାନେ କହିଲେ କୋଟିଏ ଶିବ ସେବା କରିଥିବ କିମ୍ବା ପ୍ରୟାଗରେ ଯେ ଝାସ ଦେଇଥିବ ସେ ଏ ପୁରୁଷର ହସ୍ତ ଧରିବ । ଧନ୍ୟ କନ୍ୟା ମନୋରମା, କେତେ ତପ କରିଥିଲା ବରରୂପେ ଏହାକୁ ପାଇଲା । ବିକ୍ରମାଦିତ୍ୟଙ୍କ ରୂପ ଦେଖି କେଉଁ ନାରୀ ରନ୍ଧନ କରୁଥିବା ଦ୍ରବ୍ୟ ପୋଡିଦେଲା । ଆନ କେହୁ ଚୁଲି ଲିଭିଛି ଜାଣେନା ରନ୍ଧନ କରିବାରେ ବ୍ୟସ୍ତ । କେହୁ ରାନ୍ଧିଥିବା ଦ୍ରବ୍ୟମାନେ କୁକୁର ହାଣ୍ଡିରୁ ଖାଇଲାଣି ସେ ଜାଣିପାରୁ ନାହିଁ । ଏହି ସମୟରେ ବିକ୍ରମାଦିତ୍ୟ ସଭାରେ ପହଁଚିଗଲେ । ମରାଠା ନରପତି ତାଙ୍କୁ ସମ୍ମାନ ଜଣାଇ କହିଲେ ହେ ରାଜା ବିକ୍ରମାଦିତ୍ୟ ସମସ୍ତ ଜ୍ୱାଇଁଙ୍କ ମଧ୍ୟରେ ତୁମ୍ଭେ ଶ୍ରେଷ୍ଠ । ମୋର ବଡ ଭାଗ୍ୟ ମୁଁ ତୁମ୍ଭର ଶ୍ୱଶୁର ହୋଇପାରିଛି । ମୋର କନ୍ୟା ମନୋରମା ବରଣ କଲାବେଳେ ମୁଁ ତୁମ୍ଭଙ୍କୁ ଜାଣିପାରି ନଥିଲି । ତମ୍ଭେ ମୋର ଦୋଷ କ୍ଷମାକର । ବିନା ନିମନ୍ତ୍ରଣରେ ତୁମ୍ଭେ ଆସିଛ । ମୁଁ ବଡ ଆନନ୍ଦିତ । ରାଜା ବିକ୍ରମାଦିତ୍ୟ କହିଲେ ମୁଁ ତୁମ୍ଭର ପିତୃଶ୍ରାଦ୍ଧ ଭୋଜି ଖାଇବାକୁ ଆସି ନାହିଁ । ଅପମାନର ପ୍ରତିଶୋଧ ନେବାକୁ ଆସିଛି । ମରାଠା ନୃପତିଙ୍କୁ ବିକ୍ରମାଦିତ୍ୟ କହିଲେ ତୁମ୍ଭ ଗୃହରେ ମୋର ଦାସମାନେ ଅଛନ୍ତି । ମରାଠା ନୃପତି କହିଲେ କୁହନ୍ତୁ ମୋ ନଗରରେ କେ ତୁମ୍ଭର ଦାସ ଅଛି କହିଲେ ମୁଁ ତୁମ୍ଭ ପାଖକୁ ଡକାଇ ଦେବି ।
ପିତୃଙ୍କର ଶ୍ରାଦ୍ଧ ଭୋଜି
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ଚମର ଜୋତା
- ଭୂତ ଅନୁଭୂତି
- ଶିକ୍ଷା ଲାଭ
- ଶଶ ଜାତକ
- ସ୍ତ୍ରୀ କାହାର
- ବାଃ ବାଃ କାଲିବାଇ!
- କନକ ଉପତ୍ୟକାର କାହାଣୀ
- ନ୍ୟାୟ ବିଚାର
- ନଟ ଆଉ ହଟ
- ବିଲେଇ ବେକରେ ଘଂଟି ବାନ୍ଧିବ କିଏ?
- ଗୁପ୍ତଦଲିଲ୍
- କୂପର ବିବାହ
- ଜିତୁ-ମିତୁ
- କୁଜାର ଅଦ୍ଭୁତ ଭେଳିକି
- ବୀର ହନୁମାନ
- ଲୋଭ ମରଣର କାରଣ
- ପ୍ରକୃତ ଜ୍ଞାନ
- ପୁଣ୍ୟବାନ୍
- ପ୍ରକୃତ ସନ୍ନ୍ୟାସୀ
- ରାଜା ନନ୍ଦ ଏବଂ ମନ୍ତ୍ରୀ ବରରୁଚି
- ଯଥାର୍ଥ ସନ୍ତୋଷ
- ଅଜବ ଚିଜ
- ରାଜନୀତି
- ଅମ୍ବରୀଷ
- ଚଷାର ଯୁକ୍ତି
- ନିଜ କାମରେ, ନିଜ ହାତ
- ଲୋଭ
- ସମସ୍ତେ ସୁଖରେ ରହନ୍ତୁ
- ଧର୍ମବତୀ କଥା
- ଯେସାକୁ ତେସା
- ହାଡବାଇ କଥା
- ପାଞ୍ଚ ପ୍ରଶ୍ନ
- ଶଙ୍କରର ବୈରାଗ୍ୟ
- ଅଦୃଶ୍ୟ ସଂଚୟ
- ସିଂହ ଏବଂ ଠେକୁଆର ଗପ
- ରତ୍ନ ମଞ୍ଜରୀ କଥା
- ତିନିଟି ଜିନିଷ
- ପ୍ରକୃତ ବନ୍ଧୁ
- ଗୋଟିଏ ହାତରେ ତାଳି ବାଜେନା
- ନମ୍ରତା ଶ୍ରେଷ୍ଠ ଭୂଷଣ
- ଅବୋଲକରାର ଜନ୍ମ କଥା
- ଦୁଇ ଅସୁର କଥା
- ବଲ୍ଲଭର ବ୍ୟାଧି
- ତିନି ସୂତ୍ର
- ବିଚିତ୍ର ପୁଷ୍ପ
- ଜୟମତୀ କଥା
- ମାଙ୍କଡ ଏବଂ ଘଂଟି
- ସେବା କରିବା ମହତ କାର୍ଯ୍ୟ
- ଦସ୍ୟୁରାଜକୁମାର
- କୁର୍ମାବତାର
- ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ
- ଗୀତା, ବନଲତା, ନନ୍ଦିତା ଓ ପୁଷ୍ପାକୁମାରୀ କାହାଣୀ
- ଭାଗ୍ୟ ଦେବତା
- ଗୋପୀର ଅନୁମାନ
- ଅସମ୍ଭବ ତର୍କ
- ଦାନପ୍ରିୟ ରାଜା
- ମୌସୁମୀ ବର୍ଷା
- ପୁଣ୍ୟଦାନର ମହିମା
- କୁହୁକ ଢୋଲ
- କପଟୀର ଅନ୍ତ ଖରାପରେ ଶେଷ ହୁଏ
- ରାକ୍ଷସ ନୀତି
- ମାଡ
- ଚାଷୀ ଠାରୁ ରାଜା ବୁଦ୍ଧିଶିଖିଲେ
- ଚିଦାମ୍ବରର ଧର୍ମଜ୍ଞାନ
- ମୌନାମୌନୀ
- କଥାକୁହା ଫଳ
- ରାଜପଦର ମହତ୍ୱ
- ଦରିଦ୍ର ରାଜା
- ବିଚାରପତିଙ୍କ ନ୍ୟାୟାଦେଶ
- ଅଭିନେତାଙ୍କ ଭିନ୍ନ ବିଚାର
- ସେବା ଧର୍ମ
- ସତ୍ୟପାଳ ଓ ଦୁଇଶତ୍ରୁ
- ଭାଗ୍ୟକୁ ବିଶ୍ୱାସ
- ଦିବସ ବା ରାତ୍ରି?
- କୀର୍ତ୍ତିସିଂହ
- ପିଉସୀ ମା ଓ ଗୋପାଳ
- ସେମାନେ ବି ଥିଲେ ସହଯାତ୍ରୀ
- ବିକ୍ରମାଦିତ୍ୟଙ୍କ ବିବାହ
- ତିଳୋତମା ବିବାହ
- ଲୋଭୀ ବେପାରୀ
- ନାନ୍ଦୁରା କାନ୍ଦୁରା ଚନ୍ଦରା
- ବାଚାଳ ଶୁକପକ୍ଷୀ
- ଦସ୍ୟୁ ରାଜକୁମାର
- ବାନର କୃତି
- ସୁନାମାଛ କଥା
- କୁହୁଡି ଆମ୍ବ ବଉଳ
- କର୍ମ ଘେନି ଫଳ
- ଯଥାର୍ଥ ଚିକିତ୍ସା
- ଶକ୍ତି-ଯୁକ୍ତି
- ସହନ ଶକ୍ତିର ରହସ୍ୟ
- ଶୁଣା କଥାକୁ ବି ବିଶ୍ୱାସ କରାଯାଏ
- ତମ୍ବାପାତ୍ରର ଭୂତ
- ବେଙ୍ଗ ରାଜକୁମାର
- କନକ ଉପତ୍ୟକାର କାହାଣୀ
- ଯେ ପାଂଚେ ପରର ମନ୍ଦ
- ଭିନ୍ନ କାର୍ଯ୍ୟ
- ମହା ପଣ୍ଡିତ
- ପ୍ରଥମେ ନିଜକୁ ପରିବର୍ତ୍ତନ କଲେ ଭଲ ମଣିଷ ହେବ
- କଥା କୌଶଳ
- ବନ୍ଧୁତା
- ପରିଶ୍ରମ ହିଁ ଶ୍ରେଷ୍ଠ
- ଝଗଡା ଝାଟି
- ଚୋର ବୁଦ୍ଧି ଶିଖିଲା
- ବନଦେବୀଙ୍କ କୃପା
- କୃତଜ୍ଞ ଓ କୃତଘ୍ନ
- ବିଚିତ୍ର ବୀଣା
- ସହାନୁଭୂତି
- ପୁଣ୍ଡରିକଙ୍କ ପିତୃମାତୃ ସେବା
- ସମସ୍ୟା ଓ ସମାଧାନ
- ତ୍ୟାଗ ଓ ନିଷ୍ଠାର ଫଳ
- ରାଜାଙ୍କର ଶୁଆ
- ସିଂହ ଓ ସାଧକ
- ଭୂତ ପୋଖରୀ
- ବିଚିତ୍ର ପୁଷ୍ପ
- ବେଙ୍ଗର ଦୁର୍ଦ୍ଦଶା
- ଭୁଲ୍ ବୁଝିଲା ବିନୟ
- କାହାଣୀରେ ଅବୋଲକରା
- ସଚ୍ଚା ବିଦୂଷକ
- ବୃଷୋତ୍ସର୍ଗ
- ଉପଯୁକ୍ତ ବର
- ଗୁପ୍ତଧନ
- ରାଜାଙ୍କର ବିରାଡି
- ଅପୂର୍ବଙ୍କ ପରାକ୍ରମ
- ଦାନ
- ବିଷମ ପରୀକ୍ଷା
- ବିଚିତ୍ର ପୁଷ୍ପ
- ଯାହା ହୁଏ ତାହା ମଙ୍ଗଳ ପାଇଁ
- ସମ୍ରାଟ ଅଶୋକ
- ଷଡଯନ୍ତ୍ରର ସୁଫଳ
- ଦସ୍ୟୁ ରାଜକୁମାର
- ଇଏତ ରାମଦାସ
- ସ୍ୱ ଗୋତ୍ରର ଅନ୍ନ
- ଶକରକନ୍ଦ
- ଛୋଟ କାମ କରୁ କରୁ ବଡମଣିଷ ହେଲେ
- ଘରର ଦାୟିତ୍ୱ
- ଧମ୍ମଦ୍ଧଜ ଜାତକ
- ଏହା ଯେ ଦୁଇଟି ଗଧର
- ବିଚିତ୍ର ପୁଷ୍ପ
- ବୀର ହନୁମାନ
- କଦମ୍ବ ଓ କାଦମ୍ବିନୀ
- ମନ୍ତ୍ରୀ ନିର୍ବାଚନ
- ଅବୁଝା ରାଜା
- ନିମନ
- କପୋଳ କଳ୍ପିତ
- ରାକ୍ଷସୀର ମୁକ୍ତି
- କାବ୍ୟ ସାଧନା
- ଚାକରର ଯୁକ୍ତି
- ଦୁଇଜଣଙ୍କ କଳିରେ ତୃତୀୟର ଲାଭ
- ଦୁର୍ମଦ
- ପୁଣ୍ୟବାନ୍
- ନ୍ୟାୟ ବିଚାର
- ମଧୁମତିଙ୍କ ପସନ୍ଦ
- ଶୃଗାଳ ଚତୁରକ କଥା
- ତିନି ମିତ୍ର
- ମାନସିକ ରୋଗୀ
- ମୁଁ ଘାତକିନୀ ରାଜ ଜେମା
- ଯଥାର୍ଥ ସମାଧାନ
- ବୁଦ୍ଧିହୀନ କୁଆ
- ନ୍ୟାୟସୂତ୍ର
- ବିଶ୍ୱାସରେ ବିଷ
- ଚିତ୍ରଲେଖା କଥା
- ଅକୃତଜ୍ଞକୁ ଶାସ୍ତି
- ପିଶାଚର ସାହାଯ୍ୟ
- ବଳ ପରୀକ୍ଷା
- ପରିବର୍ତ୍ତନ
- ଅହଂକାରର ପରିଣତି
- ସମସ୍ୟାର ସମାଧାନ
- ଚତୁର୍ଥ ଯାମିନୀ ଓ ବେତାଳ
- ନିଷ୍ଠାପର ସାଧନା ମଣିଷକୁ ମହାନ୍ କରିଦିଏ
- ବିଚରା ପଣ୍ଡିତ
- ଶତ୍ରୁ – ମିତ୍ର
- ଶ୍ରୀଜଗନ୍ନାଥଙ୍କ କାହାଣୀ
- କୃଷ୍ଣାବତାର
- ଭୁବନସୁନ୍ଦରୀ
- ଆଗେ ଘରର ପଛେ ଅନ୍ୟର
- ରୂପଧରଙ୍କ ଯାତ୍ରା
- କାନ୍ଦୁରୀ ରିଙ୍କି
- ସଦାଶୟୀ କୈପାଙ୍ଗ
- ବୋକା ବ୍ରାହ୍ମଣ କଥା
- ଦୁରାଶା
- ଇଲ୍ଲିସସେଠ୍ ଜାତକ
- ପରୋପକାରୀ
- ସଫଳତା ପାଇଁ ବର୍ଷ ବର୍ଷର ସାଧନା ଲୋଡା
- ବ୍ୟର୍ଥବର
- କାଳିଆ ଭରସା
- ନିଜେ ଚେଷ୍ଟାକର
- ଆତ୍ମାଭିମାନ
- ଯଥା ରାଜା ତଥା ପ୍ରଜା
- ବୀର ହନୁମାନ
- ମିଜାଜ୍
- ଅଂଶୁଘାତ ବୁଢା ଭିକାରି
- କୁହୁକ ଦ୍ୱୀପ
- ରୋଗ
- ବିଷ୍ଣୁ ପୁରାଣ
- ଧାନ କ୍ଷେତ
- କର୍ମ ହିଁ ଦେବତା, ଉତ୍ତମ କାର୍ଯ୍ୟ ଶ୍ରେଷ୍ଠ ପୂଜା
- ବୁଦ୍ଧିର କରାମତି
- ବିଶ୍ୱାସ
- ଲକ୍ଷ୍ମୀଛଡା ରାଜା କଥା
- ରେଡକ୍ରସ ଜନ୍ମଦାତା



