Category - ମନୋହର କାହାଣୀ

ମହା ଗଧ

ଗୁରୁଦେବ ସ୍ୱାମୀ ନିତ୍ୟାନନ୍ଦ ସରସ୍ୱତୀ କେବଳ ମହିମାଗଡ ନୁହଁ, ବରଂ ତା’ଆଖପାଖ ଦଶଖଣ୍ଡ ରାଜ୍ୟର ପୂଜ୍ୟ ଗୁରୁଦେବ । ତାଙ୍କର ମଧୁର ବ୍ୟବହାର, ଶାନ୍ତ ସ୍ୱଭାବ, ବଳିଷ୍ଠ ବ୍ୟକ୍ତିତ୍ୱପାଇଁ ରାଜାଙ୍କଠାରୁ ପ୍ରଜା ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଅତୀବ ଭକ୍ତି କରୁଥିଲେ, ପ୍ରେମ ବି କରୁଥିଲେ । ତେଣୁ ସବୁଠି ଖାଲି ସ୍ୱାମୀ ନିତ୍ୟାନନ୍ଦଙ୍କର ଭୁରି ଭୁରି ପ୍ରଶଂସା । ସ୍ୱାମୀ...

Read More

ଅନ୍ଧ ରାଇଜ

ଏଇ ରାଇଜର ନାଁ ଅନ୍ଧ ରାଇଜ । ସେଠିକାର ରାଜା ଚିତାକଟା ସିଂହ । ମନ୍ତ୍ରୀ ଚିକଣିଆ ମହାବଳବନ୍ତ ରାୟ । କଟୁଆଳ ଭଡଭଡିଆ ବଇରି ଗଞ୍ଜନ । ଆଉ ଅନ୍ୟମାନଙ୍କ ନାଁ କ’ଣ ଲେଖିଲେ ଅନେକ ସମୟ ଲାଗିବ । ଏଇଥିରୁ ଆପଣମାନେ ଅନୁମାନ କରିବେ । ରାଜ୍ୟ ଶାସନ କିପରି ଚାଲିଥିବ?                 ରାଜା ଚିତାକଟା ସିଂହ ବଡ ନ୍ୟାୟ ପ୍ରିୟ । ପ୍ରତ୍ୟେକ ପ୍ରଜାକୁ ସେ ସମାନ ମଣୁଥିଲେ ।...

Read More

ସଚ୍ଚା ପ୍ରେମୀ

ଗତକାଲି ଲାଜ କ’ଣ ଜାଣି ନ ଥିବା ରାଜକୁମାରୀ ବନ୍ଦନା, ଆଜି ସଖିମାନଙ୍କ ଟାହିଟାପରା କଥାରେ ଲାଜେଇ ଯାଇଛନ୍ତି । କୌଣସି ଏକ ରାଜକୁମାରଙ୍କ ସମ୍ପର୍କରେ ଅଧିକରୁ ଅଧିକ ଜାଣିବା ପାଇଁ ତାଙ୍କ ମନର ଆଗ୍ରହ ବଢିଯାଇଛି । ନିରୋଳାରେ ଉଆସର ଛାତ ଉପରେ ବୁଲି ଗୀତ ଗାଇବା, ଗୋଧୁଳିର ଶାନ୍ତ-ସ୍ନିଗ୍ଧ ଲଗ୍ନରେ ଘୋଡାଗାଡିରେ ବୁଲିବା ଏଣିକି ତାଙ୍କର ନିତିଦିନିଆ ଅଭ୍ୟାସରେ ପରିଣତ...

Read More

ରାଜକନ୍ୟା ଓ ବଣୁଆ ରାଜା

ହଜାରେ ବର୍ଷ ତଳର କଥା । ସେତେବେଳେ ବ୍ରହ୍ମପୁତ୍ର ନଦୀ କୂଳରେ ଏକ ବନପ୍ରଦେଶ ଥିଲା । ସେହି ବନପ୍ରଦେଶରେ ଜଣେ ବଣୁଆ ରାଜା ଶାସନ କରୁଥାଆନ୍ତି । ବଣ ଜଙ୍ଗଲ ପରିପୂର୍ଣ୍ଣ ହୋଇଥିବାରୁ ସେହି ରାଜ୍ୟ ଉପରେ ଅନ୍ୟ କୌଣସି ଦେଶର ରାଜା ଆକ୍ରମଣ କରିବା ପାଇଁ କଦାପି ମଧ୍ୟ ସାହସ କରନ୍ତି ନାହିଁ । ଏହି ବଣୁଆ ରାଜାଙ୍କ ସେନାରେ ବଣୁଆ ହାତୀ, ବଣୁଆ କୁକୁର, ସାପ ଆଦି ଜୀବଜନ୍ତୁ...

Read More

ଚୋର ହେଲେ ରାଜା

ପୁରୁଷୋତମପୁର ରାଜ୍ୟରେ ତିନି ଜଣ କୁଖ୍ୟାତ ଚୋର ରହୁଥିଲେ । ଚୋରି ବିଦ୍ୟାରେ ଏହି ତିନି ଚୋର ଏପରି ମହାରଥୀ ହାସଲ କରିଥିଲେ ଯେ, ଖାସ୍ ସେଇଥିପାଇଁ ହିଁ ସେମାନେ ବିଖ୍ୟାତ । ସେମାନଙ୍କ ଚୋରିର ପ୍ରଭାବ ଏପରି ଥିଲା ଯେ ସେ ରାଜ୍ୟର ପ୍ରଜାଗଣ ରାତି ଅନିଦ୍ରା ରହି ନିଜ ଘର ଜଗୁ ଥିଲେ । କାହିଁକିନା ସେହି ଚୋରମାନଙ୍କର ଅଭ୍ୟାସ ଥିଲା ଚୋରିକରିବା କେବଳ ଚୋରିକରିବା ।...

Read More

ବିଚିତ୍ର ସ୍ୱପ୍ନ

ବହୁତ ବର୍ଷ ତଳର କଥା । ସୁମେରୀୟ ରାଜା ମାଡୁସା ଏକ ଅଜବ ପ୍ରକାର ରାଜା ଥିଲେ । ତାଙ୍କର ବିଚିତ୍ର କାର୍ଯ୍ୟ ପାଇଁ ପ୍ରଜାମାନେ ସର୍ବଦା ହଇରାଣ ଓ ଦୁଃଖ କଷ୍ଟ ବି ପାଉଥିଲେ । ପ୍ରଜାମାନେ ଯେତିକି ଦୁଃଖ ପାଉଥିଲେ ରାଜା ମାଡୁସା ସେତିକି ଆନନ୍ଦ ପ୍ରାପ୍ତି କରୁଥିଲେ । ପ୍ରଜାମାନଙ୍କ ଉପରେ ଏହି ଅତ୍ୟାଚାର କେବଳ ସେନାପତି, ମହାମନ୍ତ୍ରୀ, ରାଜବୈଦ୍ୟ ଓ ରାଜଜ୍ୟୋତିଷ ହିଁ...

Read More

ପରିଶ୍ରମ ହିଁ ଶ୍ରେଷ୍ଠ

ବହୁତ ଦିନ ତଳର କଥା । ଗାନ୍ଧାର ଦେଶରେ ଜଣେ ଗରିବ କୃଷକ ଓ ତା’ର ପରିବାର ଏକ ପାହାଡ ଗୁମ୍ଫାରେ ରହୁଥିଲେ । ଗରିବ ହେଲେ ମଧ୍ୟ ସେ କୃଷକ ଜଣକ କର୍ମଠ, ଦାୟିତ୍ୱବାନ ଓ ପରିଶ୍ରମୀ ଥିଲା । ତା’ର ପାଖରେ ଦୁଇତିନି ଖଣ୍ଡ ପାହାଡିଆ ଜମି ଥିଲା । ପାହାଡିଆ ଜମି ଯୋଗୁଁ ମାଟି ଆଦୌ ଉର୍ବର ନଥିଲା । ସେଥିପାଇଁ ଫସଲ ବି ଭଲ ହଉନଥିଲା । ତେଣୁ ସେ ପରିବାରର ଅନ୍ୟ ସଦସ୍ୟମାନେ ଏହି...

Read More

ଅନ୍ଧବୁଢୀର ଅଦ୍ଭୁତ ଚିକିତ୍ସା

ଅନେକ ଦିନ ତଳର କଥା । ଉଗ୍ରସେନ ନାମକ ଜଣେ ରାଜା ପ୍ରତାପଗଡରେ ଶାସନ କରୁଥିଲେ । ତାଙ୍କର ଏକ ବିଶାଳ ସେନା ଥିଲା । ଏହି ଶକ୍ତିଶାଳୀ ସେନା ବଳରେ ରାଜା ଉଗ୍ରସେନ ଅନେକ ରାଜ୍ୟ ଜୟ କରିଥିଲେ । ତଥାପି ରାଜାଙ୍କର ଯୁଦ୍ଧଖୋର ପ୍ରକୃତି ଯୋଗୁଁ ସେ ଅଧିକରୁ ଅଧିକ ରାଜ୍ୟ ଜୟ କରିବାକୁ ଚାହିଁଲେ । ସେ ରାଜାଙ୍କ ଶକ୍ତିଶାଳୀ ସେନାରେ ବିଚିତ୍ର ମୋହନ ନାମକ ଏକ ସୈନ୍ୟ ଥିଲା ।...

Read More

ଦୁଇ ଜ୍ୟୋତିଷ ଓ ସୁଲତାନ

ବହୁତ ଦିନ ତଳର କଥା । ସେତେବେଳେ ତ ସେ ଆରବ ଦେଶରେ ସୁଲତାନ୍ ଆବ୍ରାହମ ରାଜୁତି କରୁଥିଲେ । ସେ ବହୁତ କଠୋର ଓ ନିର୍ଦ୍ଦୟ ବି ଥିଲେ । ଦୋଷ ଥାଉ କି ନଥାଉ, ଯଦି କେଉଁ ପ୍ରଜାର ଦୋଷ ସେ ବିଚାର କରୁଥିଲେ ତ ତା’ର ମୁଣ୍ଡକାଟି ଦେଉଥିଲେ । ସେହି ସୁଲତାନଙ୍କ ଦରବାରରେ ଦୁଇଜଣ ଜ୍ୟୋତିଷ ମଧ୍ୟ ଥିଲେ । ସେମାନଙ୍କ ମଧ୍ୟରେ ମୁଖ୍ୟ ଥିଲେ ଆରବ ଦେଶର ଜ୍ୟୋତିଷ । ତାଙ୍କର ସହାୟକ...

Read More

ଉପଯୁକ୍ତ ବରପାତ୍ର

ଥରେ ଜଣେ ସାଧୁ ଏକ ନଦୀରେ ସ୍ନାନ କରୁଥାନ୍ତି । ପ୍ରତିଦିନ ସ୍ନାନ କରିସାରିବା ପରେ ସେ ସାଧୁ ଜଣକ ଈଶ୍ୱରଙ୍କୁ ଧ୍ୟାନ କରନ୍ତି । ସାଧୁ ଜଣକ ଧ୍ୟାନ କରିବା ସମୟରେ ହିଁ ଗୋଟିଏ ଲାଲ୍ ବେଙ୍ଗୁଲି ଜୋର୍ରେ ରାବ କରେ । ତେଣୁ ସେ ସାଧୁଙ୍କ ଧ୍ୟାନ ଭଗ୍ନ ହୋଇଯାଏ । ଦିନେ ସାଧୁ ଠିକ୍ କଲେ ସେ ଲାଲ୍ ବେଙ୍ଗୁଲିକୁ ଧରି ଉପଯୁକ୍ତ ଶିକ୍ଷା ଦେବେ ।                 ଏପରି...

Read More

ପାବନୀ ହ୍ରଦ ଓ ବିଷାକ୍ତ ନାଗସାପ

ଅନେକ ବର୍ଷ ତଳର କଥା । ସୁବର୍ଣ୍ଣପୁର ରାଜ୍ୟରେ ଏକ ପାବନୀ ହ୍ରଦ ଥିଲା । ଆଉ ସେହି ହ୍ରଦର ପାଣି ଭାରି ଲୁଣିଆ ଥିଲା । ଲୁଣି ପାଣି ଯୋଗୁଁ ସେହି ପାବନୀ ହ୍ରଦକୁ କେହି ବି ଯାଆନ୍ତି ନାହିଁ । ଦିନକୁ ଦିନ ସେହି ହ୍ରଦପାଣି ବିଷାକ୍ତ ହୋଇଗଲା । ସେହି ହ୍ରଦରେ ଏକ ବିଷାକ୍ତ ନାଗସାପ ପରିବାର ରହିବାକୁ ଲାଗିଲେ । ସେ ବିଷାକ୍ତ ନାଗସାପ ଭୟରେ ସେହି ହ୍ରଦକୁ କେହି ବି...

Read More

ପ୍ରକୃତ ପୂଜକ

ରାମପୁର ଗାଁରେ ଦୁଇଜଣ ପୂଜକ ରହୁଥିଲେ । ସେ ପୂଜକମାନଙ୍କ ନାଁ ଥିଲା ଆର୍ତ୍ତ ଓ ତ୍ରାଣ । ପୂଜକ ଆର୍ତ୍ତ ଗୋଟିଏ ମନ୍ଦିରରେ ପୂଜା କରୁଥିଲେ ଓ ପୂଜକ ତ୍ରାଣ ଆଉ ଗୋଟିଏ ମନ୍ଦିରରେ ପୂଜା କରୁଥିଲେ । ସେ ଗାଁ ଠାରୁ ବହୁ ଦୂରରେ ତ ଗୋଟିଏ ନଈ ବହିଯାଉଥିଲା । ପ୍ରତି ପୂର୍ଣ୍ଣିମାରେ ସେ ଦୁଇ ପୂଜକ ସେହି ନଈରୁ ପାଣି ଆଣି ଦୁଇ ମନ୍ଦିରରେ ଭଗବାନଙ୍କର ଜଳାଭିଷେକ କରୁଥିଲେ ।...

Read More

ଶ୍ରେଷ୍ଠ ଉପହାର

ବହୁତ ଦିନ ତଳର କଥା । ଗୋଟିଏ ଆଶ୍ରମରେ ଜଣେ ସାଧୁ ରହୁଥିଲେ । ଆଉ ସେହି ସାଧୁଙ୍କର ଅନେକ ଗୁଡିଏ ଶିଷ୍ୟ ଥିଲେ । ସେ ଶିଷ୍ୟମାନଙ୍କ ଭିତରେ ଏକ ଶବର ପିଲା ବି ଥିଲା । ସେ ଶବର ପିଲାଟି ସାଧୁଙ୍କ ଠାରୁ ସମସ୍ତ ଯୁଦ୍ଧବିଦ୍ୟା କଳା ବି ଶିଖିଥିଲା । ସେ ସାଧୁଙ୍କ ଆଶ୍ରମରେ ଜାତି ଭେଦ ଭାବ ଏମିତି କିଛି ବି ନ ଥିଲା । ଯେ କୌଣସି ଜାତିର ପିଲା ସେ ସାଧୁଙ୍କ ଶିଷ୍ୟତ୍ୱ ଗ୍ରହଣ...

Read More

ମୃତ୍ୟୁ ମହାରାଜ ଓ କେଉଟ ପୁଅ

ବହୁ ବର୍ଷ ତଳର କଥା । ଗୋଟିଏ କେଉଟ ପୁଅ ନଦୀମାନଙ୍କରୁ ବିଭିନ୍ନ ପ୍ରକାରର ମାଛ ଧରି ବଜାରରେ ବିକି ଦୁଇ ପଇସା ଭଲ ରୋଜଗାର କରେ । ଦିନେ ଯମ ମହାରାଜ ପୃଥିବୀ ଭ୍ରମଣରେ ଆସି ଗୋଟିଏ ନଈ ନିକଟରେ ପହଁଚିଲେ । ନଈରେ ସେ କେଉଟ ପୁଅ ମାଛ ମାରୁଥିବାର ଦେଖି ତାଙ୍କର ତଥା ସେ ଯମରାଜାଙ୍କର ହଠାତ୍ ବହୁତ ରାଗ ହେଲା । ଭାବିଲେ କେତେ ହିଂସ୍ର ଏ ପିଲାଟା । ହୃଦୟରେ ତା’ର ଟିକେ ବି...

Read More

ମଲାପୁଅ ବଂଚିଲା

ଅନେକ ବର୍ଷ ତଳର କଥା । ଭଗବାନପୁର ଗାଆଁରେ ଭଜନା ସାହୁ ଭଳି ହରି ଭକ୍ତ ସେ ଗାଆଁରେ ପ୍ରାୟ ଆଉ କେହି ବି ନଥିଲେ । ନିଜ ଗାଆଁରେ କହାର ପୁଅ କିମ୍ବା ଝିଅ ଜନ୍ମ ହେବାର ଖୁସିରେ ଏକୋଇଶା ଦିନ ଭଜନ ସମାରୋହର ଆୟୋଜନ ହେଲେ ସେ ଭଜନାକୁ ଆଗ ନିମନ୍ତ୍ରଣ ରହେ । ତହୁଁ ସେ ଭଜନା ମୃଦଙ୍ଗକୁ ନିଜ କାନ୍ଧରେ ପକାଇ ତା’ ସାଙ୍ଗରେ ଭଜନ ଗାୟକମାନଙ୍କୁ ସାଙ୍ଗରେ ଧରି ସେ ଜାଗାରେ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ