କୃଷ୍ଣ ଚନ୍ଦ୍ର ମହାରାଜା ଭାଣ୍ଡ ମହିଳା

ମହାରାଜା କୃଷ୍ଣ ଚନ୍ଦ୍ର ଗୋପାଳ ଭାଣ୍ଡ କାର୍ଯ୍ୟର ରସିକତା ପରୀକ୍ଷା କରିବା ସକାଶେ ଆପଣାର ଦାସୀ ଚମ୍ପାକୁ ଡାକି କହିଲେ –

                 ଆଲୋ ଚମ୍ପା! ତୁ ଗୋପାଳ ଘରକୁ ଯାଇ ଭାଣ୍ଡର ଭାରିଯାଠୁ ଟିକେ ମଧୁ ମାଗି ଆଣିବୁ ଗଲୁ । ଚମ୍ପା କହିଲା –

                 ମଣିମା!

                 ଆପଣଙ୍କ ଘରେ କ’ଣ ମଧୁ ନାହିଁ, ଭାଣ୍ଡ ଘରକୁ କାହିଁକି ମଧୁ ସକାଶେ ପଠାଉ ଛନ୍ତି?

                 ରାଜା ପୁଣି କହିଲେ –

                 ହଁ ଚମ୍ପା ଆମ ଘରେ ମଧୁ ଅଛି ସତ, କିନ୍ତୁ ଭାଣ୍ଡ ଘର ମଧୁ ପରି ଘରେ ନାହିଁ । ଚମ୍ପା ଯାଉଛି ବୋଲି କହି ଭାଣ୍ଡର ଘରେ ଯାଇ ପହଁଚିଲା, ଚମ୍ପାକୁ ଦେଖି ଗୋପାଳ ଭାଣ୍ଡର ଭାର୍ଯ୍ୟା କହିଲା –

                 କିଲୋ ଚମ୍ପା ତୁ କୁଆଡେ?


ଗପ ସାରଣୀ

ତାଲିକାଭୁକ୍ତ ଗପ