ପ୍ରକୃତ ଶୁଭେଚ୍ଛୁ

ମହାକବି ସନ୍ଦୀପନ ରାଜଦରବାରର କବି ଥିଲେ । କବି ଭାବରେ ତାଙ୍କର ସୁଖ୍ୟାତି ଚତୁର୍ଦ୍ଦିଗରେ ଏପରି ବ୍ୟାପୀଥିଲା ଯେ ଲୋକେ କହୁଥିଲେ ତାଙ୍କ ମୁହଁରୁ କଥା ବାହାରିଲେ ତାହା କବିତା ଆକାରରେହିଁ ଆସେ ।                 କିନ୍ତୁ ସେ ସ୍ୱଭାବରେ ଅତି ଗର୍ବୀ ଥିଲେ । ସାଧାରଣ ଲୋକ କେହି ତାଙ୍କୁ ଦେଖାକଲେ ସେ ନିଜକୁ ଅପମାନିତ ବୋଧ କରନ୍ତି ।                 ରାଜଧାନୀରୁ...

Read More

ତିନି ତାନ୍ତ୍ରିକ

(ପଦ୍ମପାଦ ଏବଂ ପିଙ୍ଗଳ ଭଲ୍ଲୁକ ପର୍ବତ ଘାଟି ଭିତରେ ବହମାନ ନଦୀ ତୀରରେ ଆସି ପହଁଚିଗଲେ । ନଦୀ ଶୁଖାଇବା ନିମନ୍ତେ ପଦ୍ମପାଦ ଧ୍ୟାନସ୍ଥ ହେଲେ ଏବଂ ଜପ କରିବାକୁ ଲାଗିଲେ । ପିଙ୍ଗଳ ଗଦା ହସ୍ତେ ତାଙ୍କୁ ପୈଶାଚିକ ଶକ୍ତିମାନଙ୍କ କବଳରୁ ରକ୍ଷା କଲେ । କ୍ରମେ ନଦୀ ଜଳ ଶୁଖିଗଲା । ନଦୀ ଭିତରୁ ମନ୍ଦିରର ଚୁଡା ଦେଖାଗଲା । ଆଉ ତା’ପରେ)                 ଧ୍ୟାନ...

Read More

ନିଷ୍ପତି ବଦଳ

ନିଶା ଗରଜୁଥାଏ । ତୁହାକୁ ତୁହା ବର୍ଷା ହେଉଥାଏ । ଶ୍ୱାନଶ୍ୱାପଦଙ୍କ ରଡି ସାଙ୍ଗକୁ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ବିଜୁଳି ଆଲୁଅର ଝଲକରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।                 କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ନହୋଇ ପୁନର୍ବାର ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତା’ପରେ ତାକୁ କାନ୍ଧରେ ପକାଇ ଶୂନ୍ଶାନ୍...

Read More

ରାଜଦୂତର ଧର୍ମ

ରତ୍ନଗିରି ଓ ହେମଗିରି ନାମକ ଦୁଇଟି ପଡୋଶୀ ରାଜ୍ୟ ମଧ୍ୟରେ ସୀମା ନିର୍ଦ୍ଧାରଣ ସକାଶେ ଟିକିଏ ମନୋମାଳିନ୍ୟ ଦେଖା ଦେଇଥାଏ । ଯଦିଓ ରତ୍ନଗିରିର ରାଜା ଧନଞ୍ଜୟ ଶକ୍ତିଶାଳୀ ଥିଲେ ତଥାପି ସୀମା ସଂକ୍ରାନ୍ତରେ ହଠାତ୍ ହେମଗିରିକୁ ଆକ୍ରମଣ କରିଲେ ହୁଏତ ଅନ୍ୟ ରାଜାମାନେ ତାକୁ ସାହାଯ୍ୟ କରିବେ, ଏଇ ସବୁ ଭାବିଚିନ୍ତି ସେ ଗୋଟିଏ ଦୂତ ହାତରେ ହେମଗିରିର ରାଜା ହିରଣ୍ମୟଙ୍କ...

Read More

ଦସ୍ତଖତ୍

ବୈଶାଳୀ ନଗରୀରେ ଶିବାନନ୍ଦ ନାମକ ଜଣେ ପଣ୍ଡିତ ଥିଲେ । ଥରେ ଗୋଟିଏ ଅଧ୍ୟକ୍ଷ ତାଙ୍କୁ ଭାଷଣ ଦେବା ସକାଶେ ନିମନ୍ତ୍ରଣ କଲେ । ଗୁରୁକୁଳର ଛାତ୍ରମାନଙ୍କୁ ଗୋଟାଏ ଦାର୍ଶନିକ ବିଷୟରେ ଘଣ୍ଟାଏ ବୁଝାଇ ପଣ୍ଡିତ କହିଲେ, “ମୁଁ ଯାହା କହିଲି, ତାର ସାରାଂଶ ଲେଖିଲ ଦେଖିବା!” ସବୁ ଛାତ୍ର ଅଧଘଣ୍ଟାଏ ଭିତରେ ନିଜ ନିଜ ଲେଖା ପଣ୍ଡିତଙ୍କୁ ଦେଲେ । ଦେଖିବା ବେଳକୁ ଖଣ୍ଡିଏ କାଗଜରେ...

Read More

ଯୁବରାଜଙ୍କ ବୁଦ୍ଧି

ଅରୁଣଗିରିର ରାଜା ପ୍ରତାପସେନ ହଠାତ୍ ଅସୁସ୍ଥ ହୋଇ ପଡିଲେ । ରାଜକାର୍ଯ୍ୟରେ ବାଧା ହେଲା । ରାଜା ଯୁବରାଜ କୀର୍ତିସେନ୍ଙ୍କୁ ଦାଇତ୍ତ୍ଵ ତୁଲାଇବାକୁ ନିର୍ଦ୍ଧେଶ ଦେଲେ ।                 ପ୍ରାୟ ଛଅମାସ ପରେ ରାଜା ଯେତେବେଳେ ପୁଣି କାର୍ଯ୍ୟଭାର ଗ୍ରହଣ କଲେ, ଦେଖିଲେ ତାଙ୍କ ଅସୁସ୍ଥତା ବେଳେ ରାଜକାର୍ଯ୍ୟରେ ମୋଟେ କିଛି ବ୍ୟାଘାତ ଘଟିନାହିଁ । ସବୁ ସୁରୁଖୁରୁରେ...

Read More

କୃତଘ୍ନର ଶାସ୍ତି

ବାରାଣସୀର ରାଜା ବ୍ରହ୍ମଦତଙ୍କର ପୁଅ ପିଲାବେଳରୁହିଁ ଅତ୍ୟନ୍ତ ଦୁଷ୍ଟ ହେବାର ଦେଖାଗଲା । ଯେତେବେଳେ ତା’ ବୟସ କୋଡିଏ, ସେତେବେଳେ ତାକୁ ନେଇ ରାଜା ବଡ ଚିନ୍ତାରେ ପଡିଲେ । ଦଳେ କୁସଙ୍ଗ ମେଳରେ ପଡି ରାଜପୁତ୍ର ସର୍ବଦା ନିରୀହ ଲୋକଙ୍କୁ ହଇରାଣ କରୁଥାନ୍ତି । ଦୂର ଦେଶର ତୀର୍ଥଯାତ୍ରୀମାନଙ୍କ ଉପରେ ଚଢଉ କରି ସେମାନଙ୍କ ସର୍ବସ୍ୱ ସେ ଲୁଣ୍ଠନ କରୁଥାନ୍ତି । ଯେତେବେଳେ...

Read More

ମୂଲ୍ୟବାନ ଶିକ୍ଷା!

ଓମାର୍ ଗୋଟିଏ ଛୋଟ ସହରରେ ରହୁଥିଲା । ସେ ଯେତିକି ଧୂର୍ତ୍ତ, କଥାବାର୍ତ୍ତାରେ ବି ସେ ସେତିକି ଭଦ୍ର । ଖାଲି ସେତିକି ନୁହେଁ, ତା’ ସହିତ ଯିଏ ଯେତେବେଳେ ସମ୍ପର୍କରେ ଆସିଛି, ସେ ନିଶ୍ଚୟ ଠକି ଯାଇଛି ।                 ଅତଏବ ସେ ସହରରେ ଓମାର ପ୍ରତି ସମସ୍ତେ ସତର୍କ ହୋଇ ଚଳୁଥିଲେ ।                 ବାଗ୍ଦାଦ୍ରୁ ମୁସ୍ତାଫା ନାମକ ଜଣେ ଯୁବକ ବ୍ୟବସାୟୀ ମଧ୍ୟେ...

Read More

କୂପମଣ୍ଡୁକ

କୃପାନନ୍ଦ ଗୁରୁକୂଳର ଆଚାର୍ଯ୍ୟ ଥିଲେ । ସେ ବର୍ଷର ଆଠମାସ ତାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେଉଥିଲେ ଓ ବାକି ସମୟତକ ଦେଶ ପର୍ଯ୍ୟଟନ କରି ଲୋକମାନଙ୍କୁ ଉପଦେଶ ଦେଉଥିଲେ ।                 ଥରେ ଗୋଟିଏ ଗାଁରେ ତାଙ୍କର ସଭାର ଆୟୋଜନ ହେଲା । ଧର୍ମ ଉପଦେଶ ଶୁଣିବାକୁ ଗ୍ରାମର ଆବାଳବୃଦ୍ଧବନିତା ସଭାରେ ଆସି ଯୋଗ ଦେଲେ ।                 କୃପାନନ୍ଦ ସଭା ଆରମ୍ଭରେ...

Read More

ମାନସିକ ବ୍ୟାଧି

ନିରଞ୍ଜନର ସ୍ତ୍ରୀ ପ୍ରଭାର ଦେହ ସବୁବେଳେ ଖାଲି ଅସୁସ୍ଥ ରହୁଥାଏ । ସେ ଧିରେ ଧିରେ ଦୁର୍ବଳ ହୋଇଗଲା ଓ ଶେଷକୁ ସେ ଶଯ୍ୟାଶାୟୀ ମଧ୍ୟ ହୋଇଗଲା । ନିରଞ୍ଜନ ଅନେକ ବୈଦ୍ୟ ଡାକ୍ତର ଦେଖାଇଲା; କିନ୍ତୁ କେଉଁଥିରେ କିଛି ହେଲେ ହେଲାନାହିଁ । ସେ ନିରାଶ ହୋଇଥାଏ । ପାଖ ଗାଁରେ ଜଣେ ବଡ ଜ୍ୟୋତିଷ ଥା’ନ୍ତି । ଯିଏ କିଛି ଦକ୍ଷିଣା ଓ ପୂଜା ପ୍ରସାଦ ନେଇ ଯାଏ, ତାକୁ ଜ୍ୟୋତିଷ...

Read More

ବିଷ୍ଣୁ ପୁରାଣ

ବିଷ୍ଣୁ ତ ଶ୍ରୀମତୀଙ୍କୁ ନେଇ ବୈକୁଣ୍ଠ ଚାଲିଗଲେ । ନାରଦ ବା ପର୍ବତ ଋଷି ବୁଝିପାରିଲେ ନାହିଁ ଘଟଣାଟା କାହିଁକି ଏପରି ଘଟିଲା । ଦୁହେଁ ଯେତେବେଳେ ଉପଲବ୍ଧି କଲେ ଯେ ପରସ୍ପର ପ୍ରତି ଈର୍ଷ୍ୟା ଭାବ ଯୋଗୁଁ ଦୁହିଁଙ୍କର ମୁଖ ବିକୃତ ରୂପ ଧାରଣ କରିଛି, ସେମାନେ ଲଜ୍ଜାରେ ଓ କ୍ରୋଧରେ ହତଜ୍ଞାନ ହୋଇଗଲେ ।                 ଦୁହେଁ ଯାଇ ବୈକୁଣ୍ଠରେ ପହଁଚିଲେ ଓ...

Read More

ପରମାର୍ଥ ବିଦ୍ୟା

ଗୋଟିଏ ଗ୍ରାମରେ ବିଜୟ ନାମରେ ଏକ ଲମ୍ବାଚୌଡା ଓ ଭଲ ସ୍ୱାସ୍ଥ୍ୟ ଥିବା ଯୁବକ ଥିଲା । ଯେତେଦିନ ମା’ ବାପା ଜୀବିତ ଥିଲେ ତା’ର କୌଣସି ଚିନ୍ତା ନଥିଲା । ସେମାନେ ହଠାତ୍ ମରିଯିବା ପରେ ସେ ଉପଲବ୍ଧି କଲା ଯେ ଧନ ଅର୍ଜ୍ଜନ କରିବା ଏକ ବଡ ସମସ୍ୟା । କ୍ରମେ ଘରେ ଥିବା ଧନ ସରୁଥାଏ । ବିଜୟ ସବୁ ପ୍ରକାର ବେପାର କଲା କିନ୍ତୁ ସେ ପାରିଲା ନାହିଁ । ଅବଶେଷରେ ଗ୍ରାମ...

Read More

ବିନିନ୍ଦ୍ର ରଜନୀ

ଗୋଟିଏ ଚଟିଘରେ କୋଠରୀଟିଏ ଭଡାନେଇ ଦୁଇଜଣ ରହିଥାନ୍ତି । ଜଣେ ଚୁଡି-ବିକ୍ରେତା । ଅନ୍ୟ ଜଣକର ବ୍ୟବସାୟ ହେଲା ଲୋକଙ୍କୁ ସୁଧରେ ଟଙ୍କା କରଜ ଦେବା ।                 ଦିନେ ଚୁଡି-ବେପାରୀ କହିଲା, “ଚାଲ, ଆମେ ଦୁହେଁ କିଛି କିଛି ପଇସା ଦେଇ ହଳେ ଯୋତା କିଣିବା । ମୋର ଯେତେବେଳେ ବାହାରକୁ ଯିବାର ହେବ, ମୁଁ ସେ ହଳକ ପିନ୍ଧିଯିବି; ତମର ଦରକାର ବେଳେ ତମେ ପିନ୍ଧି ଯିବ...

Read More

ତାଳଗଛ ମୂଳେ!

ଅନେକ ଦିନ ତଳର କଥା । ରତ୍ନଗିରି ଗାଁରେ ପ୍ରତାପ ରାୟ ନାମକ ଜଣେ ବିଶିଷ୍ଟ ବଣିକ ଥିଲେ । ତାଙ୍କର ଗୋଟିଏ ବୋଲି ପୁଅ । ନାମ ତା’ର ପ୍ରଭାକର । ପ୍ରତାପବାବୁ ଜାଣୁଥିଲେ, ପ୍ରଭାକର ଖୁବ୍ ବୁଦ୍ଧିମାନ ଓ ଭଲ ପିଲା । କିନ୍ତୁ ପାଠପଢା ଶେଷ ହେବା ପରେ ବେପାର ବଣିଜରେ ସେ ଯେତେ ମନଦେବ ବୋଲି ପ୍ରତାପବାବୁ ଆଶା କରୁଥିଲେ, ସେ ସେତେ ମନ ଦେଲା ନାହିଁ । ବାପାଙ୍କ ଖାତିର୍ରେ ସେ...

Read More

ଦସ୍ୟୁ ରାଜକୁମାର

ପର୍ବତମାଳାର ପାଦଦେଶରେ ଅବସ୍ଥିତ ଶାନ୍ତିପୁର ନଗରୀର ନାମ ଯେପରି, ସେଠାକାର ବାତାବରଣ ମଧ୍ୟ ଠିକ୍ ସେହିପରି–ଶାନ୍ତିମୟ । ପ୍ରାୟ ଶହେବର୍ଷ ଧରି ଏହା ସୁମେଧ ରାଜ୍ୟର ରାଜଧାନୀ ହୋଇ ରହିଥିଲା । ଅତୀତର ରାଜାମାନେ ଯେପରି ଉଦ୍ୟାନ, ଜଳାଶୟ, ମନ୍ଦିର, ଅତିଥିଭବନ ଇତ୍ୟାଦି ନିର୍ମାଣ କରି ଶାନ୍ତିପୁରର ମହତ୍ତ୍ୱ ବଢାଇଥିଲେ, ବର୍ତ୍ତମାନର ରାଜା ଶାନ୍ତିଦେବ ମଧ୍ୟ ଠିକ୍...

Read More

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ଗପ ସାରଣୀ

ନୂଆ ତାଲିକାଭୁକ୍ତ ଗପ