ମାମୁଁ ଘର ଓଳି ପୁଅ ହୋଇଛି

ମହାରାଜା କୃଷ୍ଣ ଚନ୍ଦ୍ରଙ୍କ ଦରବାର ଚାଲି ଥାଏ । ପାତ୍ର ମନ୍ତ୍ରୀ ମାନଙ୍କ ସହିତ ଗୋପାଳ ମଧ୍ୟ ବସି ଥାଆନ୍ତି । ଗୁରୁତ୍ୱପୂର୍ଣ୍ଣ ଆଲାଚନା ସରିଲା ପରେ ସମସ୍ତେ ମଜା କଥା ବାର୍ତ୍ତା ହେଉ ଥାନ୍ତି । ଏହି ସମୟରେ ଗୋପାଳଙ୍କର ପୁଅ ବାପାଙ୍କୁ ଡାକିବା ପାଇଁ ଦରବାରରେ ପହଁଚିଲା ।

 ଗୋପାଳ ଭାଣ୍ଡଙ୍କ ପୁଅ ପୁଣି ପିଲା ଲୋକ ଦେଖି ଦ୍ୱାରୀ ବାଟ ମଧ୍ୟ ଛାଡି ଦେଲା ।

 ରାଜା ଗୋପାଳ ଭାଣ୍ଡଙ୍କ ପୁଅକୁ ଭଲ ରୂପେ ଚିହ୍ନନ୍ତି, ତଥାପି ଥଟ୍ଟାରେ ପଚାରିଲେ    –

 ଗୋପାଳ ! ଏ ପୁଅଟି କାହାର?

–              ଆଜ୍ଞା ମୋ ପୁଅ

–              ସତେ, ତେବେ ମୋ ଚେହେରା ଭଳି ଦେଖା ଯାଉଛି କେମିତି?


ଗପ ସାରଣୀ

ତାଲିକାଭୁକ୍ତ ଗପ