Category - ଗୋପାଳ ଭାଣ୍ଡ

କୃଷ୍ଣ ଚନ୍ଦ୍ର ମହାରାଜା ଭାଣ୍ଡ ମହିଳା

ମହାରାଜା କୃଷ୍ଣ ଚନ୍ଦ୍ର ଗୋପାଳ ଭାଣ୍ଡ କାର୍ଯ୍ୟର ରସିକତା ପରୀକ୍ଷା କରିବା ସକାଶେ ଆପଣାର ଦାସୀ ଚମ୍ପାକୁ ଡାକି କହିଲେ –                  ଆଲୋ ଚମ୍ପା! ତୁ ଗୋପାଳ ଘରକୁ ଯାଇ ଭାଣ୍ଡର ଭାରିଯାଠୁ ଟିକେ ମଧୁ ମାଗି ଆଣିବୁ ଗଲୁ । ଚମ୍ପା କହିଲା –                  ମଣିମା!                  ଆପଣଙ୍କ ଘରେ କ’ଣ ମଧୁ ନାହିଁ, ଭାଣ୍ଡ ଘରକୁ କାହିଁକି ମଧୁ ସକାଶେ...

Read More

ଗୋପାଳ ଓ ତାହାର ସ୍ତ୍ରୀ

 ଗୋପାଳ ଏକ ଦିନେ ଗୋଟିଏ ଗଉଡୁଣୀ ସଙ୍ଗରେ ଥଟ୍ଟା ପରିହାସର କଥା ହେଉ ଥିଲା । ଏଣେ ଜଳା କବାଟି ବାଟେ ତା ଭାର୍ଯ୍ୟା ଦେଖି କ୍ରୋଧରେ ଗୋପାଳକୁ ବହୁତ ଗାଳି ଦେଲା । ଗୋପାଳ କିଛି ନ କହି ମନେ ମନେ ଭାର୍ଯ୍ୟାକୁ ଜବତ କରିବା ସକାଶେ ରାଗଟି ରଖିଲା । ଅକସ୍ମାତ୍ ଦିନେ ତାହାର ମଝିଆଁ ଜୋଇଁ ଆପଣା ମନକୁ ବୁଲିବାକୁ ଆସି ଥିଲା । ତାହାକୁ ଗୋପାଳ ଗୌରବ କରି ବସାଇଲା । ବୋଇଲା...

Read More

ଗୋପାଳ ଓ ବାଈଜୀ

ରାଜା କୃଷ୍ଣ ଚନ୍ଦ୍ରଙ୍କ ରାଜ ସଭାକୁ କାହିଁ କେତେ ଆଡୁ କୁଶଳୀ ନର୍ତକୀ ମାନେ ଆସି ନୃତ୍ୟ ପରିବେଷଣ କରୁ ଥିଲେ । ଦିନେ ଜଣେ ବାଈଜୀ ଦରବାର କକ୍ଷରେ ନୃତ୍ୟ ଗୀତ ପରିବେଷଣ କଲେ ।                  ସେଦିନ ଅନ୍ୟାନ୍ୟ କର୍ମଚାରୀଙ୍କ ସହିତ ଗୋପାଳ ଭାଣ୍ଡ ମଧ୍ୟ ଉପସ୍ଥିତ ଥାଆନ୍ତି । ଗୋପାଳକୁ ଅପଦସ୍ତ କରିବା ପାଇଁ ରାଜା ବାଈଜୀକୁ ଈସାରା ଦେଲେ । ବାଈଜୀ ତ ମହା ଚାଲାକ୍...

Read More

ମାଛି ସନ୍ଦେଶ ଖାଉଛି

 ଗୋପାଳ ଭାଣ୍ଡ ପଣରେ ଯେପରି ଅଦ୍ୱିତୀୟ, ପେଟୁ ପଣରେ ମଧ୍ୟ ଠିକ୍ ସେହି ପରି । ସେଦିନ ଦ୍ୱିପ୍ରହର ବେଳେ ଗୋପାଳ ତାର ବନ୍ଧୁ ଘରୁ ନିଜ ଘରକୁ ଫେରୁ ଫେରୁ ଗୋଟିଏ ଗୁଡିଆ ଦୋକାନ ଉପରେ ନଜର ପଡିଲା । ଦେଖିଲା ଯେ, ବଡ ଥାଳିରେ ଥାଳି ଥାଳି ସନ୍ଦେଶ, ଜଲବି, ମିଠାଇ ପ୍ରଭୁତି ସାଜସଜ୍ଜା ହୋଇ ଥୁଆ ହୋଇଛି । ଦୋକାନରେ ସାତ ଆଠ ବରଷର ଛୁଆଟିଏ ଛଡା ଆଉ କେହି ନାହାଁନ୍ତି ।...

Read More

ସ୍ୱ ଗୋତ୍ରର ଅନ୍ନ

ଦିନେ ମଧ୍ୟାହ୍ନ ସମୟେ ମହାରାଜା କୃଷ୍ଣ ଚନ୍ଦ୍ର ଗୋପାଳ ଭାଣ୍ଡକୁ ସଙ୍ଗରେ ଘେନି ଭୋଜନ କରି ବସିଲେ । ଭୋଜନ ଶେଷରେ ମହାରାଜା ତାଙ୍କର ପୋଷା କୁକୁର ଲାଗି ମୁଠାଏ ଭାତ ଘେନି ଆସିଲେ । ଉଭୟେ ଦୁଇ ଜାଗାରେ ଭାତ ଥୋଇ ଦେଲେ । କୁକରଟି ଗୋପାଳ ଦେବା ଭାତକୁ ନ ଛୁଇଁ ରାଜାଙ୍କ ଭାତକୁ ଟାଉ ଟାଉ କରି ଖାଇ ଦେଲା । ଏହା ଦେଖି ମହାରାଜା ପରିହାସ କରି କହିଲେ – ଦେଖ ଗୋପାଳ...

Read More

ଏହା ଯେ ଦୁଇଟି ଗଧର

ରାଜା କୃଷ୍ଣ ଚନ୍ଦ୍ର ସ୍ୱାସ୍ଥ୍ୟକୁ ସବଳ ରଖିବା ପାଇଁ ପ୍ରତି ଦିନ ପ୍ରାତଃ ଭ୍ରମଣରେ ଶଯ୍ୟା ତ୍ୟାଗ କରି ବାହାରି ଯାଆନ୍ତି । କେଉଁ ଦିନ ମନ୍ତ୍ରୀଙ୍କୁ ସଙ୍ଗରେ ନିଅନ୍ତି ତ କେଉଁ ଦିନ ଏକା ଏକା ଚାଲି ଯାଆନ୍ତି । କିଛି ସମୟ ପରେ ଫେରି ଆସି ବଡ କ୍ଳାନ୍ତ ବୋଧ କରି ଥକ୍କା ହୋଇ ବସି ଯାଆନ୍ତି   । ରାଜାଙ୍କର ଏପରି ଘଟଣା ଦେଖି ଗୋପାଳ ପ୍ରତି ଦିନ ଥଟ୍ଟା, ବିଦ୍ରୁପ କରେ...

Read More

ମୂଷା ନୁହେଁ ଚୁଚୁନ୍ଦ୍ରା

ଦିନେ ଗୋପାଳ ତା’ର ବନ୍ଧୁ ଘରକୁ ଯାଉ ଯାଉ ଭୁଲ୍ରେ ଗୋଟିଏ ଗ୍ରାମ ଭିତରକୁ ପଶି ଗଲା । ସେ ଗ୍ରାମରେ ଜଣେ ଭଦ୍ର ଲୋକ ପିଣ୍ଡା ଉପରେ ବସି ତମାଖୁ ଖାଉ ଥାଆନ୍ତି । ଗୋପାଳ ସେହି ବାଟରେ ଗଲା ବେଳେ ଭଦ୍ର ଲୋକଟି ତାକୁ ଚିହ୍ନି ପାରି ଡାକ ପକାଇଲେ । ଗୋପାଳ ମଧ୍ୟ ଭଦ୍ର ଲୋକଟି ସଙ୍ଗରେ ଏଣୁ ତେଣୁ ଗପ ଲଗାଇ ହୁକା ଟାଣୁ ଥାଆନ୍ତି ।                  ଗୋପାଳ ଆଉ ସହ୍ୟ କରି...

Read More

ସବୁ ମୁଖେ ପରିସ୍ରା କରେ

 ଦିନେ ଗୋପାଳ ଭାଣ୍ଡ ତାର ସମୁଦି ଦୁହିଁଙ୍କି ସଙ୍ଗରେ ଘେନି ଘରକୁ ଆସୁ ଥାଏ । ବାଟରେ ପରିସ୍ରା ମାଡିବାରୁ ସେ ଦକ୍ଷିଣକୁ ମୁଖ କରି ପରିସ୍ରା କଲା । ତା’ର ଏପରି ଘଟଣା ଦେଖି ବଡ ସମୁଦି କହିଲା, ତୁମେ କ’ଣ କରୁଛ ସମୁଦି, ଦିନରେ ପରା ଦକ୍ଷିଣକୁ ମୁହଁ କରି ପରିସ୍ରା କଲେ ଘୋର ପାପ ହୁଏ । ତୁମେ କ’ଣ ଜାଣନା । ଛୋଟ ସମୁଦି ମଧ୍ୟ ବଡ ସମୁଦିଙ୍କ କଥାରେ ତାଳ ଦେଇ କହିଲା –...

Read More

ଅବତାର ଭକ୍ଷଣ

କାଶମ ଅଲ୍ଲୀ ମୁସଲମାନ୍ ହେଲେ ହେଁ ଗୋପାଳ ଭାଣ୍ଡ ସଙ୍ଗେ ତାର ବେଶ୍ ବନ୍ଧୁତା ଥିଲା । ଏକ ସଙ୍ଗରେ ବସି କଥା ବାର୍ତ୍ତା ହେଉ ଥିଲେ । ଦିନେ ମଧ୍ୟାହ୍ନ ସମୟରେ କୌଣସି କାର୍ଯ୍ୟ ବଶତଃ ଗୋପାଳ ଭାଣ୍ଡ ଅଲ୍ଲୀ ଘରକୁ ଗଲା । ସେତେ ବେଳକୁ ଅଲ୍ଲୀ ମୁଣ୍ଡା ମାଛ ନେଇ ଭାତ ଖାଉ ଥାଏ । ଗୋପାଳ ତାକୁ ଦେଖି ହସି ହସି କହିଲା – କ’ଣ ଭକ୍ଷଣ କରୁଛ ଅଲ୍ଲୀ ସାହେବ?                ...

Read More

ତୋ ବାବା ମୁଁ

ଦିନେ ରାଜା କୃଷ୍ଣ ଚନ୍ଦ୍ର ତାଙ୍କର ମନ୍ତ୍ରୀ ଓ ଗୋପାଳ ଭାଣ୍ଡକୁ ସଙ୍ଗରେ ଘେନି ବୁଲିବାକୁ ଯାଇ ଥିଲେ । ବୁଲିବା କାର୍ଯ୍ୟ ଶେଷ କରି ରାଜା ଓ ମନ୍ତ୍ରୀ ଉଆସକୁ ଫେରିଲେ । କୌଣସି ପ୍ରୟୋଜନୀୟ କାମ ନେଇ ଗୋପାଳ ଭାଣ୍ଡ ତାଙ୍କ ସଙ୍ଗରେ ନଆସି ଅନ୍ୟବାଟେ ଚାଲି ଗଲା । ସେ ଯିବା ବାଟରେ ରାଜାଙ୍କ ପୁଅ, ମନ୍ତ୍ରୀଙ୍କ ପୁଅ ସଙ୍ଗରେ ଭେଟ ହେଲା । ରାଜାଙ୍କ ପୁଅ ତାକୁ ଦେଖି...

Read More

ବୁଦ୍ଧି ଦାତା ଗୋପାଳ

ରାଜା କୃଷ୍ଣ ଚନ୍ଦ୍ରଙ୍କର ଫୁଲ ବଗିଚାରେ ଗୋଟିଏ ଖାଲ ହୋଇ ଥିବାରୁ ଦିନେ ରାଜା ଦୁଇ ଜଣ ମାଳିକୁ ଡାକି ଗୋଟିଏ ଜାଗା ଦେଖାଇ ଦେଇ କହିଲେ – ତୁମ୍ଭେ ମାନେ ଏହି ଜାଗାଟିରୁ ମାଟି ନେଇ ସେଠି ଯେଉଁ ଖାଲଟି ଅଛି ତାକୁ ପୋତି ଦେଇ ସମାନ କରି ଦିଅ । ବଗିଚାରେ ଯେପରି କୌଣସି ଖାଲ ନରହେ । ରାଜା ଏହା କହି ଚାଲି ଗଲେ । ମାଳି ଦୁଇ ଜଣ ମାଟି କାଢି ଖାଲଟିରେ ପକାଇଲେ ।...

Read More

ଗୋପାଳର ବୁଦ୍ଧି ପରୀକ୍ଷା

ଦିନେ ରାଜା କୃଷ୍ଣ ଚନ୍ଦ୍ର ଗୋପାଳର ବୁଦ୍ଧି ପରୀକ୍ଷା କରିବା ଲାଗି ନିଜର ଅଙ୍ଗୁଳିରୁ ସୁନା ମୁଦିଟା କାଢି ତାଙ୍କର ଉଆସ ବାହାରେ ଥିବା କୁଅ ଭିତରକୁ ପକାଇ ଦେଇ ଗୋପାଳକୁ କହିଲେ – ଗୋପାଳ ଏ କୁଅ ଭିତରେ ମୋର ସୁନା ମୁଦିଟି ବାହାର କରି ଦେଲେ ମୁଁ ତୁମକୁ ହଜାରେ ଟଙ୍କା ପୁରସ୍କାର ଦେବି, ନୋହିଲେ ତୁମକୁ ଏ ରାଜ୍ୟ ଛାଡି ଚାଲି ଯିବାକୁ ହେବ । ରାଜାଙ୍କର କଥା ଶୁଣି...

Read More

ଗୋପାଳ ଭାଣ୍ଡର ଗୋଇନ୍ଦାଗିରି

ଦିନକର କଥା ମହାରାଜ କୃଷ୍ଣ ଚନ୍ଦ୍ରଙ୍କର ମହାରାଣୀଙ୍କ ଗଳାରୁ ବହୁ ମୂଲ୍ୟ ହୀରା ଯୁକ୍ତ ହାରଟିଏ ହଜି ଗଲା । ତହିଁରେ ରାଜା ଅତିଶୟ ଦୁଃଖିତ ହୋଇ ରାଜ୍ୟରେ ପ୍ରଚାର କଲେ ଯେ, ଯିଏ ହୀରା ହାର ଆଣି ଦେବ, ସେ ମୋ ଠାରୁ ନଗଦ ଏକ ହଜାର ଟଙ୍କା ପୁରସ୍କାର ପାଇବ । ପ୍ରଚାର କଲେ ସତ, କିନ୍ତୁ ତହିଁରେ କୌଣସି ଲାଭ ମିଳିଲା ନାହିଁ, ଏହି ପରି କିଛି ଦିନ ଚାଲି ଗଲା । ଦିଦେ ରାଜା...

Read More

ଗୋପାଳର ମୃଗୀ ରୋଗ

 ଯେଉଁ ଲୋକ ଅପର ପାଖରୁ ଜିନିଷ ପତ୍ର ଆଣି ନଦିଏ ତାହାକୁ କହନ୍ତି ଫାଙ୍କି ବାଜ ଓ ଦୁଆଳିଆ । ସେ ଲୋକକୁ କେହି ହେଲେ ମଧ୍ୟ ବିଶ୍ୱାସ କରି ଜିନିଷ ପତ୍ର କିମ୍ବା ଟଙ୍କା ପଇସା ଧାର ଉଧାର ଦିଅନ୍ତି ନାହିଁ । ଏହି ଫାଙ୍କି ବାଜ ଭିତରୁ ଗୋପାଳ ଥିଲେ ଜଣେ । ସେ ଯାହା ପାଖରୁ ଧାର ଉଧାର ଆଣେ ତାକୁ ଦେବାକୁ ମନ କରେନା । ଲୋକ ମାଗିଲେ ତାଙ୍କ ଉପରେ ଓଲଟ ପ୍ରଭୁତ୍ୱ ଦେଖାଇ...

Read More

ଚିଡିଆ ଗୋଲାମ୍

                 ଦିନକର କଥା ମହାରାଜା କୃଷ୍ଣ ଚନ୍ଦ୍ର ଜଣେ ବନ୍ଧୁଙ୍କ ଆମନ୍ତ୍ରଣ ରକ୍ଷା କରିବା ପାଇଁ ଗୋପାଳକୁ ସଙ୍ଗରେ ଘେନି ଗଲେ । ମାଘ ମାସରେ ଭୟାନକ ଶୀତ ହେତୁ ଗୋପାଳ ଚିଡିଆ ଛପା ଆଲୁଆନ୍ ଖଣ୍ଡକ ତାକୁ ବେଶ୍ ମାନୁ ଥାଏ । ଆମନ୍ତ୍ରଣରେ ଆସିଥିବା ଅନ୍ୟାନ୍ୟ ଲୋକ ମାନେ ଗୋପାଳର ହାବ ଭାବ ଦେଖି ହେଁ ହେଁ ହୋଇ ହସି ଉଠିଲେ । ଗୃହ କର୍ତ୍ତା ହସଟାକୁ ଆହୁରି ଟିକିଏ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ