ପ୍ରହ୍ଲାଦଙ୍କ ଭକ୍ତି ପରୀକ୍ଷା

                ଏହା ଜାଣିବା ପରେ ପ୍ରହ୍ଲାଦ ବଦ୍ରିକା ଧାମକୁ ତୁରନ୍ତ ଯାଇ ଅତ୍ୟନ୍ତ ଭକ୍ତି ଓ ଶ୍ରଦ୍ଧାରେ ବିଷ୍ଣୁଙ୍କୁ ପ୍ରସନ୍ନ କରିବା ପାଇଁ ତପସ୍ୟା କରିବାକୁ ଲାଗିଲେ । ତାପରେ ସେ ବୁଝି ପାରିଲେ ଯେ ଶକ୍ତି ଅପେକ୍ଷା ଭକ୍ତି ସତସତ ଶକ୍ତିଶାଳୀ । ତେଣୁ ଭକ୍ତି ଅପ୍ରକାଶିତ ହେଲେ ବି ତାହା ଅଭେଦ୍ୟ ଏବଂ ସଚରାଚର ବଳଶାଳୀ । ଅତଏବ ଭକ୍ତି ହିଁ ଅଧିକ ଶକ୍ତିଶାଳୀ । କାରଣ ଭକ୍ତାଧୀନ ଭଗବାନ ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ  ମାନିବା ଅନୁଚିତ୍ । ଉପର ଲିଖିତ ଗପଟି ମିଥ୍ୟା ଏବଂ କାଳ୍ପନିକ କିନ୍ତୁ ଆମକୁ ପଢି ପିଢ଼ି ଧରି ଏହି ପରି ଗପ ଶୁଣେଇ କିଛି ଗୋଷ୍ଠୀ ବିଶେଷ ଆମକୁ ମୁର୍ଖତା ଏବଂ ଅନ୍ଧ ବିଶ୍ୱାସର ଶିକାର କରେଇ ଆସୁଛନ୍ତି ତେଣୁ ଏପରି ଗପଠାରୁ ସାବଧାନ । ବିଷ୍ଣୁ, ନାରାୟଣ ଇତ୍ୟାଦି ପୌରାଣିକ ଚରିତ୍ରକୁ ସତ ମାନି ସେମାନଙ୍କ କାଳ୍ପନିକ ଶକ୍ତିକୁ ନିଜ ଜୀବନରେ ପ୍ରଭାବଶାଳୀ ମାନିବା ଏକ ଅନ୍ଧ ବିସ୍ଵାଶ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ