ଅସୀମ ସାହସ ଓ ତ୍ୟାଗର ଫଳ

ବିଶ୍ୱରେ ବିଭିନ୍ନ ସମୟରେ ଅନେକଥର ଯୁଦ୍ଧ ସଂଘଠିତ ହୋଇଥିବା କଥା ଇତିହାସ ପୃଷ୍ଠାରୁ ହିଁ ଜଣାପଡେ । ସେଥି ମଧ୍ୟରୁ ଟ୍ରଫଲ୍ଗାର୍ ନାମକ ଯୁଦ୍ଧ ବେଶ୍ ପ୍ରଖ୍ୟାତ ଥିଲା । ଏହି ଯୁଦ୍ଧ ହୋଇଥିଲା ୧୮୦୫ ମସିହା ଅକ୍ଟୋବର ୨୧ ତାରିଖରେ । ଏହି ଯୁଦ୍ଧରେ ନେପୋଲିୟନ୍ ବୋନାପାର୍ଟ ପରାସ୍ତ ହୋଇଯିବାରୁ ତାଙ୍କର ଇଂଲଣ୍ଡ ବିଜୟ କରିବାର ଲକ୍ଷ୍ୟ ଧୂଳିସାତ ହୋଇଗଲା । ଏହି ଯୁଦ୍ଧରେ ସ୍ପେନ୍ ଓ ଫ୍ରାନ୍ସର ମିଳିତ ନୌସେନା ଇଂଲଣ୍ଡର ନୌବାହିନୀ ଦ୍ୱାରା ଶୋଚନୀୟ ଭାବେ ପରାଜୟ ବରଣ କରିଥିଲେ ।

                ଏହି ଯୁଦ୍ଧରେ ଇଂଲଣ୍ଡ ପକ୍ଷରୁ ନୌଭେଳାର ସେନାନାୟକ ଥିଲେ ଆଡମିରାଲ ନେଲ୍ସନ୍ । ଆଉ ଫ୍ରାନ୍ସ ନୌଭେଳାର ସେନାପତି ଥିଲେ ପିଏରେଡି ଭିଲେନିୟର୍ । ହେଲେ ନେଲ୍ସନ୍ ଥିଲେ ଜଣେ ସୁପ୍ରସିଦ୍ଧ ଯୋଦ୍ଧା ଆଉ ବୀର ।


ଗପ ସାରଣୀ

ତାଲିକାଭୁକ୍ତ ଗପ