Category - ପୌରାଣିକ

ଶିବ, ବିଷ୍ଣୁ, ବୁଦ୍ଧ, ଜଗନ୍ନାଥ ଏବଂ ଓଡିଶା

ବର୍ତ୍ତମାନର ଇଣ୍ଡିଆ ହେଉଛି ମୂର୍ତ୍ତି ପୂଜା ବହୁଦେବବାଦର ଦେଶ। ବର୍ତ୍ତମାନର ଇଣ୍ଡିଆ ପୂର୍ବରେ କୌଣସି ଜାତୀୟ ଦେଶ ଧାରୀ ଐକ୍ୟର ପ୍ରତୀକ ନଥିଲା। ବର୍ତ୍ତମାନର ଇଣ୍ଡିଆ ପ୍ରାଚୀନରେ ଗୋଟେ ଅନେକ ରାଜା ରାଜୁଡା ତଥା ଅନେକ ଜାତୀୟ ଆଦିବାସୀ ଗୋଷ୍ଠୀର ଏକ ସମୂହ ଭୁଭଗା ଥିଲା। ଏହି ବିଶାଳ ଭୁଭାଗରେ ଅନେକ ଭାଷାଭାଷୀ ଲୋକ ରହି ଆସୁଅଛନ୍ତି। ଭାଷା ହେଉଛି ଏକ ଆଦିମ ଗୋଷ୍ଠୀର...

Read More

ହାତୀମୁଣ୍ଡ ଧାରୀ ମନୁଷ୍ୟ ପୂଜା

ହିନ୍ଦୁ ଧର୍ମ ଅନୁସାରେ ଗଣେଶ ହେଉଛନ୍ତି ବିଦ୍ୟା ଏବଂ ବୁଦ୍ଧିର ଠାକୁର । ଗଣେଶଙ୍କୁ ପୂଜାକଲେ ଅନୁଗାମୀମାନଙ୍କୁ ବିଦ୍ୟା ଏବଂ ବୁଦ୍ଧି ମିଳେ । ଗଣେଶଙ୍କୁ ହିନ୍ଦୁ ଧର୍ମାମ୍ବଲମ୍ବୀ ଲୋକମାନେ ବିନା ପ୍ରଶ୍ନରେ ଉତ୍ତରାଧିକାରୀଙ୍କ ସ୍ୱୀକୃତି ଯୋଗୁ ଅନ୍ଧଭାବରେ ନିଜର ବିଦ୍ୟାର ଈଶ୍ୱର ଭାବରେ ପୂଜା କରିଆସୁଛନ୍ତି । ଆସ୍ତିକମାନେ କୁହନ୍ତି ଧର୍ମକୁ ଯୁକ୍ତିଦ୍ୱାରା ନଦେଖି...

Read More

ଯୌନାଙ୍ଗ ପୂଜା ଏବଂ ବୁଦ୍ଧ

ବର୍ତ୍ତମାନର ଇଣ୍ଡିଆ ହେଉଛି ମୂର୍ତ୍ତି ପୂଜା ବହୁଦେବବାଦର ଦେଶ। ବର୍ତ୍ତମାନର ଇଣ୍ଡିଆ ପୂର୍ବରେ କୌଣସି ଜାତୀୟ ଦେଶ ଧାରୀ ଐକ୍ୟର ପ୍ରତୀକ ନଥିଲା। ବର୍ତ୍ତମାନର ଇଣ୍ଡିଆ ପ୍ରାଚୀନରେ ଗୋଟେ ଅନେକ ରାଜା ରାଜୁଡା ତଥା ଅନେକ ଜାତୀୟ ଆଦିବାସୀ ଗୋଷ୍ଠୀର ଏକ ସମୂହ ଭୁଭଗା ଥିଲା। ଏହି ବିଶାଳ ଭୁଭାଗରେ  ଅନେକ ଭାଷାଭାଷୀ ଲୋକ ରହି ଆସୁଅଛନ୍ତି। ଭାଷା ହେଉଛି ଏକ ଆଦିମ...

Read More

ମାତୃହନ୍ତା ପର୍ଶୁରାମ

କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ କିଛିଟି ସତ୍ୟତା ଥାଇ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ...

Read More

ମହାଭାରତ

ଯଦି ଭାରତ ଏକ ନାମ ନହୁଏ ତେବେ “ମହାଭାରତ” ଅର୍ଥ ହେଉଛି “ମହା ଯୁଦ୍ଧ” ଅର୍ଥାତ୍ ଏଠାରେ ଭାରତର ଅର୍ଥ ହେଉଛି “ଯୁଦ୍ଧ” ଯଦି ଭାରତ ଏକ ନାମ ଅଟେ ତେବେ “ମହାଭାରତ” ଅର୍ଥ ଏକ ବଡ ନାମ ଯାହାକି ଅର୍ଥ ହୀନ । ଉଦାହରଣ ସ୍ୱରୂପ ଯଦି କୃଷ୍ଣ ଜଣଙ୍କର ନାମ ହୁଏ ତେବେ ମହାକୃଷ୍ଣ ଅର୍ଥ କଣ ହୋଇପାରେ ନିଜେ ବୁଝିବାକୁ ଚେଷ୍ଟା କରନ୍ତୁ । ମହାଭାରତ କୁରୁକ୍ଷେତ୍ରରେ ହୋଇଥିଲା ଯାହା...

Read More

ବ୍ରହ୍ମା ଏବଂ ସରସ୍ବତୀ

ପୌରାଣିକ ଗାଥା ଅନୁଯାଇ ବ୍ରହ୍ମା ହେଉଛନ୍ତି ସୃଷ୍ଟି କର୍ତ୍ତା । ସରସ୍ବତୀ ପୁରାଣ ଅନୁଯାଇ ବ୍ରହ୍ମା ସିଧା ନିଜ ଶୂକ୍ରାଣୁ ବା ବୀର୍ଯ୍ୟ ଦ୍ୱାରା ନିଜ ସୁନ୍ଦରୀ ଝିଅ ସରସ୍ବତୀଙ୍କ ଜନ୍ମଦାତା ପିତା । କିଛି ଲେଖନୀ ମଧ୍ୟ ପ୍ରମାଣ କରନ୍ତି ଯେ ବ୍ରହ୍ମା ଯେତେବେଳେ କାମାତୁର ହୋଇ ଉର୍ବଶୀ ରୁପକୁ ଉପଭୋଗ କରି ହସ୍ତ ମୈଥୁନ କରୁଥିଲେ ସତେବେଳେ ଏକ ପାତ୍ର ଦ୍ୱାରା ନିଜ...

Read More

ଦୁଇଟି ରାକ୍ଷସ

 ‘ଶୁଣ୍ଢ’ ଏବଂ ‘ଉପଶୁଣ୍ଢ’ ନାମକ ଦୁଇଜଣ ରାକ୍ଷସ ହଠାତ୍ ପୃଥିବୀ ପୃଷ୍ଠରେ ଉତ୍ପାତ ଆରମ୍ଭ କରିଦେଲେ । ସେମାନେ ସଂପର୍କରେ ଭାଇ ଥିଲେ । ସେମାନେ ଈଶ୍ୱରଙ୍କୁ ତପସ୍ୟା କରି ବରପ୍ରାପ୍ତ ହୋଇ ଶକ୍ତିଶାଳୀ ହୋଇଉଠିଲେ । ସେମାନେ ଚେଷ୍ଟା କଲେ ନିଜର ଶକ୍ତି ବଳରେ ସମସ୍ତ ରାକ୍ଷସମାନଙ୍କୁ ଜୟ କରିବା ସହିତ ତିନି ଭୁବନକୁ ମଧ୍ୟ ଜୟ କରିବେ । ରାକ୍ଷସମାନେ ଏମିତି ବରପ୍ରାପ୍ତ...

Read More

କର୍ମ ଘେନି ଫଳ

ପାଣ୍ଡବମାନଙ୍କ ଅଜ୍ଞାତବାସ କାଳରେ ଦିନେ ଦ୍ରୌପଦୀ ରହୁଥିବା ଏକ ଗ୍ରାମ ନିକଟସ୍ଥ ନଦୀରେ ସ୍ନାନ କରୁଥାଆନ୍ତି । ଏହି ସମୟରେ ନଦୀ ବନ୍ଧ ଉପରେ କିଛି ଲୋକଙ୍କ ଚିତ୍କାର ଶୁଣାଗଲା । ଦ୍ରୌପଦୀ ନିଜ ଛାତି ଓ ଶରୀରକୁ ଲୁଗାରେ ଘୋଡାଇ ନଦୀ ବନ୍ଧ ଉପରକୁ ଚାହିଁବା ମାତ୍ରେ ଭୟରେ ଶିହରୀ ଉଠିଲେ । ସେ ଦେଖିଲେ ଜଣେ ସୁନ୍ଦରୀ ଯୁବତୀ ପ୍ରାଣ ବିକଳରେ ନଦୀବନ୍ଧ ଉପରେ ଧାଉଁଛି ଏବଂ...

Read More

ଯୀଶୁ ଓ ତିନି ଗଛ କାହାଣୀ

 ବହୁତ ଦିନ ତଳର କଥା । ଗୋଟିଏ ଜଙ୍ଗଲରେ ତିନିଟି ଗଛ ଥିଲେ । ସେମାନେ ପରସ୍ପର ମଧ୍ୟରେ ନିଜ ନିଜର ଭବିଷ୍ୟତକୁ ନେଇ ଦେଖିଥିବା ସ୍ୱପ୍ନ ସମ୍ପର୍କରେ ଆଲୋଚନା କରୁଥିଲେ । ସେମାନଙ୍କ ଆଲୋଚନା ସମୟରେ ପ୍ରଥମ ଗଛଟି କହିଲାଯେ, ସେ ଏକ ସିନ୍ଦୁକ ହେବାକୁ ଇଚ୍ଛା କରୁଛି । କାରଣ ଏହି ସିନ୍ଦୁକରେ ଲୋକେ ବହୁତ ସୁନା, ରୂପା, ହୀରା ଇତ୍ୟାଦି ମୂଲ୍ୟବାନ ଜିନିଷ ସବୁ ରଖିବେ ।...

Read More

ଅହଂକାରର ପରିଣତି

ନାମଦେବ ଜଣେ ବଡ କୃଷ୍ଣଭକ୍ତ ଥିଲେ । ସେ ଭଗବାନଙ୍କ ସହିତ କଥାବାର୍ତ୍ତା କରୁଥିଲେ ଆଉ ସେ ଭଗବାନଙ୍କର ଅତି ପ୍ରିୟ ବୋଲି ତାଙ୍କର ଖୁବ୍ ଅଭିମାନ ଓ ଅହଂକାର ଥିଲା । ଏହା ମଧ୍ୟ ନାମଦେବଙ୍କ ଶିଷ୍ୟମାନେ ପ୍ରଚାର କରୁଥିଲେ । ଗୋଟିଏ ସନ୍ଥସଭା ହେଉଥିଲା, ସେହି ସନ୍ଥସଭାରେ ନାମଦେବ ବି ଥିଲେ । ସନ୍ଥମାନଙ୍କୁ ପରୀକ୍ଷା କରିବାକୁ ସନ୍ଥ ଗୋରା କୁମ୍ଭାର ବାହାରିଲେ । ସେ ତ...

Read More

ଶ୍ରେଷ୍ଠ ଭକ୍ତ ପ୍ରହଲାଦ

ହିରଣ୍ୟକଶିପୁ ପ୍ରହ୍ଲାଦଙ୍କୁ ହରି ଚେତନାରୁ ବିରତ କରିବା ଲାଗି ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟଙ୍କ ପୁତ୍ର ଷଣ୍ଢ ତଥା ଅମର୍କଙ୍କ ଆଶ୍ରମକୁ ଶିକ୍ଷାଦୀକ୍ଷା ନିମିତ ପଠାଇଲେ । ଦୁଇ ଆଚାର୍ଯ୍ୟଙ୍କୁ କଠୋର ନିର୍ଦେଶ ଥିଲା ପ୍ରହ୍ଲାଦଙ୍କୁ ଦୈତ୍ୟୋଚିତ ଶିକ୍ଷାଦେବା । ଆଚାର୍ଯ୍ୟ ଯାହା କିଛି ଶିକ୍ଷା ଦେଉଥିଲେ ପ୍ରହ୍ଲାଦ ତାହା ଗ୍ରହଣ କରୁଥିଲେ, କିନ୍ତୁ ସେଥିରେ ତାଙ୍କର ମନ...

Read More

ଗୁରୁଙ୍କ ପ୍ରତି ନିଷ୍ଠା ଓ ଭକ୍ତି

ଗୁରୁଭକ୍ତିର ପରାକାଷ୍ଠା ଦେଖାଇ ଏକଲବ୍ୟ ତାଙ୍କର ବୃଦ୍ଧାଙ୍ଗୁଳି ଦାନ କରିଥିଲେ । କୃଷ୍ଣ-ବଳରାମ ମଧ୍ୟ ଅନୁରୂପ ଭାବରେ ଗୁରୁଦକ୍ଷିଣା ସ୍ୱରୂପ ଯମରାଜଙ୍କ ନିକଟରୁ ଗୁରୁପୁତ୍ରଙ୍କୁ ଫେରାଇ ଆଣିଥିଲେ । ବୟଃପ୍ରାପ୍ତ ହେବାପରେ କୃଷ୍ଣ-ବଳରାମ ଦୁହେଁ ସନ୍ଦିପନୀ ମୁନିଙ୍କ ଆଶ୍ରମରେ ରହି ଅଧ୍ୟୟନ କଲେ । ବିଦ୍ୟା ସମାପ୍ତ ପରେ ଉଭୟେ ଗୁରୁଦକ୍ଷିଣା ଦେବାକୁ ଚାହିଁଲେ ।...

Read More

ଗଙ୍ଗାବତରଣ

ସୂର୍ଯ୍ୟବଂଶର ରାଜା ଧର୍ମାତ୍ମା ସଗରଙ୍କ ୬୦ ହଜାର ଏକକ ପୁତ୍ର ଥିଲେ । କିନ୍ତୁ ସେମାନେ ଦୁରାଚାରୀ, ଦୁଷ୍ପ୍ରବୃତିସମ୍ପନ୍ନ ଥିଲେ । ଥରେ ରାଜା ସଗର ଅଶ୍ୱମେଧ ଯଜ୍ଞ କଲେ । ଇନ୍ଦ୍ର ଯଜ୍ଞ ଅଶ୍ୱକୁ ଚୋରିକରି ନେଇ ପାତାଳ ପୁରୀରେ ତପସ୍ୟାରତ କପିଳମୁନିଙ୍କ ଆଶ୍ରମରେ ବାନ୍ଧିଦେଲେ । ସଗରପୁତ୍ରମାନେ ଅଶ୍ୱକୁ ଖୋଜିଖୋଜି ଯାଇ ପହଁଚିଲେ କୋଟି ସୂର୍ଯ୍ୟ ସମାନ ଦୀପ୍ତିମାନ...

Read More

ମହାପୁରୁଷଙ୍କ ଜୀବନରୁ ପ୍ରେରଣା

ମହାପୁରୁଷମାନଙ୍କ ଜୀବନର ଗୋଟିଏ ଗୋଟିଏ ଘଟଣା ବେଳେବେଳେ ଆମ ପାଇଁ ପ୍ରେରଣାର ଉତ୍ସ ହୋଇଥାଏ । ସେମିତି ସନ୍ଥ ତୁଳସୀ ଦାସଙ୍କ ଜୀବନୀ ତୁଳସୀ ଦାସ କାଶୀ କ୍ଷେତ୍ରରେ ରହୁଥିବା ସମୟରେ ଦିନେ ଏକ ବିଚିତ୍ର ଘଟଣା ଘଟିଲା । ପ୍ରତିଦିନ ଶୌଚ ନିମନ୍ତେ ସେ ଜଙ୍ଗଲକୁ ଯାଉଥିଲେ ଓ ସେଠାରୁ ଫେରିବା ସମୟରେ ବଳକା ଜଳ ଗୋଟିଏ ଅସ୍ତ ବୃକ୍ଷମୂଳରେ ଢାଳି ଦେଉଥିଲେ । ସେହି ଅସ୍ତ...

Read More

ଅଯେୟ ଯୋଦ୍ଧା

ଋଷି ଜମଦଗ୍ନି ଓ ରେଣୁକାଙ୍କ ପାଂଚପୁତ୍ର ଥିଲେ । ସର୍ବକନିଷ୍ଠ ରାମ ଥିଲେ ଅତ୍ୟନ୍ତ ଚତୁର, ବୁଦ୍ଧିମାନ, ବିବେକୀ । ବଳବିକ୍ରମରେ ମଧ୍ୟ ସେ ଅନ୍ୟ ଭାଇମାନଙ୍କଠାରୁ ଆଗରେ ଥିଲେ । ଏହାସହ ସେ ଭାରି ଦୁଷ୍ଟ ମଧ୍ୟ ଥିଲେ । ଥରେ ଜମଦଗ୍ନିଙ୍କୁ ମାତା ରେଣୁକା ରାମଙ୍କ ପାଇଁ ଉପଯୁକ୍ତ ଗୁରୁ ଯୋଗାଡ ପାଇଁ କହିଲେ । ଜମଦଗ୍ନି ଏହାର ଉତ୍ତରରେ କହିଲେ ମୁଁ କାହିଁକି ଗୁରୁ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ