ଡରୁଆ ପିଲାଟି ଦୁର୍ଦ୍ଧର୍ଷ ବୀର ପାଲଟିଗଲା

ଅନ୍ଧାରକୁ ଆଉ ମାଡକୁ ପିଲାଟି ଡରୁଥିଲା ତା’ର ପିଲାଦିନେ

    ସେହି ପିଲା ଯେବେ ବଡହେଲା ତାକୁ ଦେଖି ଡରିଗଲେ ଗୋରାମାନେ

    ସିଏ ଥିଲେ ଚନ୍ଦ୍ରଶେଖର ଆଜାଦ୍ ଆମ ଦେଶ ସ୍ୱାଧୀନତା ପାଇଁ

    ବଳିଦାନ ଦେଇ ଅମର ହେଲେ ସେ ଅପୂର୍ବ ସାହସ, ଦମ୍ଭ ନେଇ ।

                ଆମ ଦେଶର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଚନ୍ଦ୍ରଶେଖର ଆଜାଦ୍ ଥିଲେ ଜଣେ ଅଭୁଲା ବ୍ୟକ୍ତିତ୍ୱ । ତାଙ୍କର ଅସୀମ ସାହସ, ଦମ୍ଭ ଆଗରେ ଇଂରେଜ ସରକାର ବି ଥରହର ହେଉଥିଲେ । ମାତ୍ର ତାଙ୍କର ପିଲାଦିନର କଥା ଶୁଣିଲେ ଭାରି ଆଶ୍ଚର୍ଯ୍ୟ ଲାଗେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ