Category - ଜୀବନୀ

ମଣିଷ ପଣିଆ

କହି ରଖେ, ପ୍ରତ୍ୟେକ ମଣିଷ ଭିତରେ ଥିବା “ମଣିଷ ପଣିଆ” ହିଁ ମଣିଷକୁ ଚିର ସ୍ମରଣୀୟ କରିଥାଏ । ଏହି ପରିପ୍ରେକ୍ଷୀରେ ଏକ ସତ୍ୟ ଘଟଣା କିପରି ଜଣେ ରାଜପୁତ ବୀରଙ୍କୁ ଚିର ସ୍ମରଣୀୟ କରି ଦେଇଛି ତାହା ହିଁ ଜାଣିବାର କଥା । ନିଜର ସତ୍ୟ ରକ୍ଷା ଓ ପ୍ରତିଶୃତିକୁ ପାଳନ କରି ବୀର ଜଣକ ମୋଗଲ ସମ୍ରାଟ ଆକବରଙ୍କ ଭିତରେ ଥିବା ମଣିଷପଣିଆଟିକକୁ ଉଜ୍ଜୀବିତ କରି ପାରିଥିଲେ ।...

Read More

ଦୟା ସାଗର

ସବୁ ସଫଳତାର ପଛରେ ରହିଥାଏ ପ୍ରଚେଷ୍ଟା । ପ୍ରଚେଷ୍ଟା ବିନା କୌଣସି ସଫଳତା ଆଦୌ ହାସଲ କରାଯାଇ ପାରିବ ନାହିଁ । ଭାଗ୍ୟ ଓ ଭଗବାନଙ୍କ ଉପରେ ସବୁକିଛି ଛାଡିଦେଇ, ଯେଉଁମାନେ ନିଷ୍କ୍ରିୟ ହୋଇ ବସି ରହନ୍ତି, ସେମାନଙ୍କଠାରୁ ବଡ ନିର୍ବୋଧ ଏ ସାରା ସଂସାର ଭିତରେ ଆଉ କେହି ବି ନଥାନ୍ତି । ତିଳରୁ ତେଲ ବାହାରେ, ଧାନରୁ ଚାଉଳ ବାହାରେ – ଏହା ସତ୍ୟ, କିନ୍ତୁ ଉଦ୍ୟମ ନକଲେ...

Read More

ବ୍ରହ୍ମଚର୍ଯ୍ୟର ଶକ୍ତି

“ଜର୍ମାନ ଦେଶକୁ ଭ୍ରମଣରେ ଥରେ ଯାଇଥିଲେ ବିବେକାନନ୍ଦ ଅଧଘଂଟାକରେ ଚାରିଶ’ ପୃଷ୍ଠାର ବହି ପଢି ଲଭିଥିଲେ ଆନନ୍ଦ । ବିଶିଷ୍ଟ ପଣ୍ଡିତ ଡୟସନ୍ ଏହା ଦେଖି ମନେ ଅତି ଚକିତ ହେଲେ ଏହିଭଳି କାର୍ଯ୍ୟ ଆପଣଙ୍କ ଦ୍ୱାରା କିପରି ସମ୍ଭବ ହେଲା ପଚାରିଲେ । ସ୍ୱାମିଜୀ କହିଲେ ବ୍ରହ୍ମଚର୍ଯ୍ୟ ଶକ୍ତି ଦ୍ୱାରା ହୋଇଅଛି ଏହା ସମ୍ଭବ ଅତୀତେ ଯେଭଳି ମୁନି ଋଷିମାନେ ଅସମ୍ଭବ କରୁଥିଲେ...

Read More

ଯାହାଙ୍କର ଦରବ ତାଙ୍କୁ ଦେଲେ ସେ ଖୁସି ହେବେ କେମିତି

ଜଣେ ବ୍ରାହ୍ମଣ ଠାକୁର ପୂଜା ନିମନ୍ତେ ଅନ୍ୟ ଜଣେ ଲୋକର ବଗିଚାରେ ପଶି ଫୁଲ ତୋଳୁଥିଲେ । ଏହା ଦେଖି ସମାଜ ସଂସ୍କାରକ ରାଜା ରାମମୋହନ ରାୟ କହିଲେ, “ତୁମେ ଏଭଳି କରୁଛ କାହିଁକି? ପ୍ରଥମତଃ ଅନ୍ୟବାଡିରେ ପଶି ଚୋରି କରୁଛ ଏବଂ ଦ୍ୱିତୀୟରେ ଠାକୁର ଅନ୍ୟମାନଙ୍କ ମନୋରଂଜନ ପାଇଁ ବୃକ୍ଷରେ ସଜେଇ ରଖିଥିବା ଫୁଲଗୁଡିକ ତୋଳି ସେଗୁଡିକୁ ନଷ୍ଟ କରି ଦେଉଛ । ଏହା କି ପ୍ରକାର ଭଲ...

Read More

ପକ୍ଷୀପାଗଳ ବାଳକ

“ପିଲାଟିଏ ଯା’ର ବୟସ ଏଗାର ମାରିଲା ବନ୍ଧୁକେ ବିଚିତ୍ର ପକ୍ଷୀ     କେଉଁ ଜାତି ପକ୍ଷୀ ଚିହ୍ନିବା ପାଇଁ ସେ ପଚାରିଲା ନାନା ଲୋକଙ୍କୁ ଦେଖି ।     ପିଲାଟିକୁ ଦେଖି ଲୋକମାନେ କେତେ ଥଟ୍ଟାମଜା କଲେ ପାଗଳ ବୋଲି     ପ୍ରକୃତରେ ସିଏ ପାଗଳ ନ ଥିଲେ, ଥିଲେ ପକ୍ଷୀପ୍ରେମୀ ସଲ୍ଲିମ୍ ଅଲ୍ଲି ।”                 ଅନେକ ଦିନ ତଳର କଥା, ଦଶକି ଏଗାର ବର୍ଷର ପିଲା ହାତରେ...

Read More

ପଙ୍ଗୁ ଲଙ୍ଘିପାରେ ଦୁର୍ଗମ ଗିରି

ଦିନେ ଜଣେ ଭଦ୍ରଲୋକ ଗୁରୁ ୟୁ.ଜି.କୃଷ୍ଣମୂର୍ତ୍ତିଙ୍କ ନିକଟରେ ପହଁଚି କହିଲେ, “ମହାଶୟ! ମୋର ଏକମାତ୍ର ଝିଅଟି ହେଉଛି ଭିନ୍ନକ୍ଷମ । ତା’ର ଦୁଇଟି ଯାକ ଗୋଡ ପୁରାପୁରି ଅଚଳ । ସେଥିଲାଗି ସେ ଏକ ତିନିଚକିଆ ହ୍ୱିଲ୍ ଚେୟାରରେ ବସି ଚଲାବୁଲା କରେ । ମାତ୍ର ସେ ବଡ ସାହସୀ । ହେଲେ ତା’ର ଏକ ସମସ୍ୟା ରହିଛି । ସେ ଭିନ୍ନକ୍ଷମ ହୋଇଥିବାରୁ ଅନ୍ୟ ଲୋକମାନେ ତା’ପ୍ରତି...

Read More

ସଫଳତା ପାଇଁ ବର୍ଷ ବର୍ଷର ସାଧନା ଲୋଡା

  ସ୍ୱର୍ଗତ ବିସ୍ମିଲ୍ଲା ଖାଁ ଥିଲେ ଜଣେ ଅତି ସରଳ ମଣିଷ । ସମଗ୍ର ବିଶ୍ୱରେ ସାହାନାଇ ବାଦନକୁ ଲୋକପ୍ରିୟ କରିବାରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସେ ଇଣ୍ଡିଆ ସରକାରଙ୍କ ଦ୍ୱାରା “ଇଣ୍ଡିଆରତ୍ନ” ଉପାଧିରେ ଭୂଷିତ ହୋଇଥିଲେ । ସାଧନା କେବେ ବି ବ୍ୟର୍ଥ ହୁଏ ନାହିଁ । ଦିନେ ନା ଦିନେ ତାହା ନିଶ୍ଚୟ ସଫଳତା ଆଣିଦିଏ । ଏହି କଥା ଦିନେ ବିସ୍ମିଲ୍ଲା ଜନସମାଜକୁ...

Read More

ନିଷ୍ଠାପର ସାଧନା ମଣିଷକୁ ମହାନ୍ କରିଦିଏ

ବିବେକାନନ୍ଦଙ୍କର ପିଲାଦିନର ନାମ ଥିଲା ‘ନରେନ୍ଦ୍ରନାଥ’, ତାଙ୍କ ଜନ୍ମ କଲିକତା ନଗରୀରେ ହୋଇଥିଲା । ସେଠାରେ ସୁବିଖ୍ୟାତ ରାମକୃଷ୍ଣ ମିଶନର ସଂସ୍ଥାପକ ହିସାବରେ ସେ ବେଶ୍ ଜଣାଶୁଣା ହୋଇଯାଇଥିଲେ । ସେତେବେଳେ ଇଣ୍ଡିଆନ ସଂସ୍କୃତିର ଅଗ୍ରଦୂତ ରାମକୃଷ୍ଣ ପରମହଂସଙ୍କ ନୀତି ଆଦର୍ଶରେ ପ୍ରଭାବିତ ହୋଇ ବାଳକ ନରେନ୍ଦ୍ର ସଦାଚାରୀ ହୋଇଯାଇଥିଲେ ।                 ଶେଷରେ...

Read More

ମଣିଷଟା ସିନା ବାଙ୍ଗରା, ହେଲେ ତା’ ଖ୍ୟାତି ବହୁତ ଲମ୍ବା

ଏକଦା ଆମ ଦେଶର ପ୍ରଧାନମନ୍ତ୍ରୀ ଥିଲେ ଲାଲବାହାଦୁର ଶାସ୍ତ୍ରୀ । ସେ ଥିଲେ ଅତ୍ୟନ୍ତ ସରଳ, ବିନୟୀ, ସାଧାରଣ ମଣିଷ ଜଣେ । ଗେଡା ମଣିଷଟିଏ ସିନା, ବିଚାର ବୁଦ୍ଧିରେ ବହୁତ ବଡ, କାହାକୁ ଡରିଲାବାଲା ସେ ନ ଥିଲେ ।                 ଗୋଟିଏ ଗରିବ ପରିବାରରୁ ବହୁତ ଦୁଃଖ, ଦୈନ୍ୟ ଭିତରେ ବଢି ସେ ଏତେ ବଡ ଆସନର ଅଧିକାରୀ ହୋଇପାରିଥିଲେ, ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ଆଉ...

Read More

ଗୋରା ସାହେବ କଳା ମଣିଷଙ୍କୁ କ୍ଷମା ମାଗିଲେ

“ବ୍ରିଟିଶ୍ ଶାସନ କାଳର କଥାଏ ଶୁଣିବାକୁ ଲାଗେ ଭାରି ଡର ଗୋରା କର୍ଣ୍ଣେଲଙ୍କ ବିରୋଧରେ ଥରେ ଅଭିଯୋଗ ଥିଲା ଗୁରୁତର । ସରକାରୀ ମାଜିଷ୍ଟ୍ରେଟ୍ ପଦେ ଥାଇ ଇଣ୍ଡିଆନ ଜଣେ ଦେଲେ ଶିକ୍ଷା ଅଭିଯୋଗ ଯେବେ ବିଚାର ସରିଲା କର୍ଣ୍ଣେଲ୍ ମାଗିଲେ କ୍ଷମା ଭିକ୍ଷା ।”                 ଦେଶପ୍ରେମୀ ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କର ଦେଶାତ୍ମବୋଧକ ସଂଗୀତ ‘ବନ୍ଦେ ମାତରଂ’ କାନରେ...

Read More

ସବୁ ମଣିଷଙ୍କୁ ସମାନ ମଣି ସେବା କର

ଥରେ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ନିକଟକୁ ଜଣେ ବ୍ୟକ୍ତି କୌଣସି କାର୍ଯ୍ୟରେ ତାଙ୍କର ବୃଦ୍ଧଚାକରକୁ ପଠାଇଥାନ୍ତି । ଖରାଦିନ ଦ୍ୱିପ୍ରହରଟାରେ ବୁଢା ଚାଲିଚାଲି ହାଲିଆ ହୋଇଯାଇଥିଲା । ସୁତରାଂ ବିଦ୍ୟାସାଗରଙ୍କ ଦାଣ୍ଡଦୁଆରେ ପହଁଚୁ ପହଁଚୁ ସେ ବୁଢା ଲଥ୍ କରି ବସିପଡିଲା ।                 ଏକଥା ବିଦ୍ୟାସାଗର ତାଙ୍କ ଘର ଭିତରେ ଥାଇ ଦେଖୁଥାନ୍ତି । ତତ୍କ୍ଷଣାତ୍...

Read More

ପ୍ରଥମେ ନିଜକୁ ପରିବର୍ତ୍ତନ କଲେ ଭଲ ମଣିଷ ହେବ

ବିନୋବାଭାବେଙ୍କ ନିକଟକୁ ଥରେ ଜଣେ ମଦ୍ୟପ ଯୁବକ ଆସିଲା । ସେତେବେଳେ ସେ ଅତ୍ୟନ୍ତ ଚିନ୍ତିତ ଓ ବିବ୍ରତ ଜଣାପଡୁଥିଲା । ଯୁବକକୁ ଦେଖି ବିନୋବା ଭାବେ ତା’ର ଚିନ୍ତାର କାରଣ ପଚାରିଲେ । ତହୁଁ ସେ ଯୁବକ ଜଣକ କହିଲା, “ମୋ’ ପିଛା ମଦ ମୋଟେ ଛାଡୁ ନାହିଁ । ଆପଣ କିଛି ଉପାୟ ବତାଇ ଦିଅନ୍ତୁ, ଯାହା ଫଳରେ କି ମୁଁ ଆଉ ମଦ କେବେବି ପିଇବି ନାହିଁ ।” ଏହା ଶୁଣି ବିନୋବା କିଛି...

Read More

ଇଏ ମଣିଷ ନା ଦେବତା

ହଜରତ୍ ଅବ୍ଦୁଲ୍ କାଦର ଜିଲାନୀ ଜଣେ ସମ୍ଭ୍ରାନ୍ତବଂଶୀୟ ପୁରୁଷ ଥିଲେ । ମାତ୍ର ତାଙ୍କର ଆଚରଣ ସାଧୁପ୍ରକୃତିର ଥିଲା ଓ ସେ ସମାଜର ମଙ୍ଗଳପାଇଁ ଲୋକମାନଙ୍କୁ ଦିଗ୍ଦର୍ଶନ ଦେଉଥିଲେ । ସୁତରାଂ ତାଙ୍କଠାରୁ ସୁଚିନ୍ତିତ ପରାମର୍ଶପାଇଁ ମଧ୍ୟ ଲୋକମାନେ ସବୁବେଳେ ଆସୁଥିଲେ ।                 ଥରେ ଜିଲାନୀଙ୍କ ପାଖକୁ କେତେକ ଲୋକ ଆସି ତାଙ୍କଠାରୁ ଧର୍ମୋପଦେଶ ଓ ପ୍ରବଚନ...

Read More

ସତ୍ୟର ପୂଜାରିଣୀ ହେଲା ନୋବେଲ ବିଜୟିନୀ

    “ପିଲାଟିଏ ସିନା ସତ କହୁଥିଲା ବିଦ୍ୟାଳୟେ ପାଠ ପଢିବା ବେଳେ     ସତ କହିବାକୁ ହେଲାନି ସାହସ ଲେଖିଲା କାଗଜ କଲମ ବଳେ ।     ଚିଠିଟିଏ ଲେଖି ପ୍ରଧାନଶିକ୍ଷକ ହାତେ ଦେଇ ଦଣ୍ଡ ପାଇଲେ ଯେତେ     ଗର୍ଡିମର ନାମେ ନୋବେଲ୍ ବିଜେତା ପ୍ରସିଦ୍ଧ ଲେଖିକା ଥିଲେ ଅତୀତେ ।”                 ଅନେକ ବର୍ଷ ତଳର କଥା । ସେତେବେଳେ ତ ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣବୈଷମ୍ୟ...

Read More

ଧନ୍ୟ ସେ କୃଷକ ପିଲାର ସାହସ

“ପିଲାଟି ଦିନରୁ ଜମିବାଡି କାର୍ଯ୍ୟ କରୁଥିଲା ତା’ର ବାପାଙ୍କ ସାଥେ କୃଷକ ଜାତିର ଅଭାବ କଷଣ ଜାଣିଥିଲା ସେଇ ପିଲାଟି ସତେ? ଗୋରା ବିରୋଧରେ ଲଢିବାକୁ ବଳ ଦେଇଥିଲା ଦିନେ କୃଷକ ଠାରେ ସାହସୀ ସର୍ଦ୍ଦାର ଥିଲେ ସେ ଯାହାଙ୍କୁ ଡରୁଥିଲେ ଗୋରା ଦେଖିଲେ ଥରେ ।” ଏକ କୃଷକ ପରିବାରରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ ଜନ୍ମଗ୍ରହଣ କରିଥିଲେ । ପିଲାଟି ଦିନରୁ ସେ ତ ତାଙ୍କ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ