ସତ୍ୟବ୍ରତ ନାମକ ଜଣେ ସୁପ୍ରସିଦ୍ଧ ପଣ୍ଡିତ ଥିଲେ । ସେ ସର୍ବଦା ସତ୍ ପଥରେ ଚାଲୁଥିଲେ । ସୁତରାଂ ଜଣେ ବଡ ବିଦ୍ୱାନ ହୋଇ ମଧ୍ୟ ଅଭାବଗ୍ରସ୍ତ ଥିଲେ । ଥରେ ସତ୍ୟବ୍ରତ ଧନ ଅର୍ଜନ କରିବା ଲକ୍ଷ୍ୟରେ ନିଜ ରାଜ୍ୟ ଛାଡି ଅନ୍ୟ ରାଜ୍ୟକୁ ବାହାରିଲେ । ସେହି ରାଜ୍ୟରେ ପହଂଚି ଦେଖିଲେ, ଏକ ବିରାଟ ଅଟ୍ଟାଳିକା ସମ୍ମୁଖରେ ଅନେକ ଲୋକ ଧାଡି ବାନ୍ଧି ଠିଆ...
Tag - odia kahani
ପାହାଡ ଧାରେ ଧାରେ ପାହାଡି ନଦୀଟି କୁଳୁକୁଳୁ ହୋଇ ଅବିରତ ବହି ଚାଲିଥାଏ । ପଥିକ ଜଣେ ସେଇ ନଈ କୂଳରେ ମନଫୁଲାଣିଆ ଗୀତ ଗାଇ ଚାଲିଥାଏ ଆଗକୁ ଆଗକୁ । ସତେଯେପରି ଧରାବୁକୁରେ ନଈର ନୈସର୍ଗିକ ଶୋଭା ତାକୁ ଆହ୍ଲାଦିତ କରିଦେଇଛି । ଏହିଭଳି ନଈକୂଳେ ସେ ଅନେକ ବାଟ ଚାଲିଗଲାଣି । ହଠାତ୍ ପଥିକଟି ତୃଷାର୍ତ ହୋଇ ପଡିଲା । ସେ ନଈ ଭିତରେ ପଶି ତା’ର କାଚକେନ୍ଦୁ...
ଗୋଟିଏ ଗାଁରେ ବୁଢୀଟିଏ ବାସ କରେ । ତା’ର ଆପଣାର ବୋଲି କେହି ନଥାନ୍ତି । ସେ ଦୁଃଖେ କଷ୍ଟେ କେମିତି କେମିତି ଚଳିଯାଉଥାଏ । ବୁଢୀର ସମ୍ପତି ବାଡି ବୋଲି ଝଙ୍କାଳିଆ ଫଳନ୍ତି ଆମ୍ବଗଛଟିଏ । ଯେଉଁ ବର୍ଷ ଗଛରେ ଆମ୍ବ ଫଳେ ତାକୁ ବିକି ବୁଢୀ ଭଲ ଦି’ପଇସା ପାଏ । ଟଙ୍କା ଭବିଷ୍ୟତ ପାଇଁ ସଂଚୟ ବି କରୁଥାଏ । ହେଲେ ଯେଉଁ ବର୍ଷ ଗଛରେ ଆମ୍ବ ଫଳେ ନାହିଁ ସେ ବର୍ଷ...
ଜଣେ ପ୍ରଜା ବସିଳ ରାଜା ଶାସନ କାର୍ଯ୍ୟରେ ବ୍ୟସ୍ତ ଥାଆନ୍ତି । ବେଳେବେଳେ ଦରବାରୀ କାର୍ଯ୍ୟରେ କ୍ଳାନ୍ତ ଅନୁଭବ କଲେ ରାଜା ପ୍ରମୋଦ ଉଦ୍ୟାନକୁ ଯାଇ ପଶା ଖେଳିଥାନ୍ତି । ଦିନକର କଥା । ରାଜାଙ୍କର ପ୍ରମୋଦ ଉଦ୍ୟାନର ଆମ୍ବବଗିଚା ଭିତରେ ପଶାଖେଳ ଚାଲିଥାଏ । ହଠାତ୍ କେଉଁଆଡୁ ଢେଲାଟିଏ ଆସି ରାଜାଙ୍କ ମୁଣ୍ଡରେ ବାଜିଲା । ଅବଶ୍ୟ ମୁଣ୍ଡରେ ମୁକୁଟ ଥିବାରୁ...
ଘଞ୍ଚ ଅରଣ୍ୟ ମଧ୍ୟରେ ଅରଣ୍ୟର ରାଜା ସିଂହ ବାସ କରୁଥାଏ । ତାହାର ଅତି ଆପଣାର ମିତ୍ର ଭାବରେ ସମସ୍ତ କାର୍ଯ୍ୟ ତୁଲାଇବା ନିମନ୍ତେ ବିଲୁଆ ଗୋଟିଏ ସିଂହ ସେବକ ଭାବରେ ପାଖେ ପାଖେ ରହୁଥାଏ । ଦିନ ଅକାଳରେ ପଡ଼ି ଗୋଟିଏ ହାତୀ ସହିତରେ ଘମାଘୋଟ ଯୁଦ୍ଧରେ ସିଂହ ପଡ଼ିଗଲା । ହାତୀ କିନ୍ତୁ ଖୁବ୍ ବଳୁଆ ଥିଲା । ତେଣୁ ସେ ସିଂହକୁ ଘାଇଲା କରି ସେହି ସ୍ଥାନରେ...
ଅରଣ୍ୟ ମଧ୍ୟରେ ଗୋଟିଏ କୂପ ଥିଲା । ସେହି କୂପରେ ଗଙ୍ଗଦତ୍ତ ନାମକ ବେଙ୍ଗରାଜ ବାସ କରୁଥିଲେ । ଦିନକର କଥା ଯେ ହଠାତ୍ ତାହାଙ୍କର ପ୍ରଜାମାନେ ତାଙ୍କ ସହ ଆଚରଣ ମନ୍ଦ ଭାବରେ କରିବାରୁ ସେ ଦୁଃଖିତ ହୋଇପଡ଼ିଲା । ସେଥିଲାଗି ସେ ସେହିଦିନ କୂପ ପରିତ୍ୟାଗ କରି ବାହାରକୁ ଆସି ଚିନ୍ତା କଲାଯେ, ଏପାରି ଥାଇ ସେ ତାର ପ୍ରଜାମାନଙ୍କୁ ଏପରି ପାନେ ଓଷଧ ଚଖାଇବ ଯେ ବଳେ ବଳେ ଠିକ୍...
ଅରଣ୍ୟ ମଧ୍ୟରେ ସିଂହଟିଏ ବାସ କରୁଥାଏ । ସେ ପୁଣି ସେହି ଅରଣ୍ୟର ରାଜା । ସେଦିନ ସେ କି ଯୋଗରେ ସକାଳ ଠାରୁ ବାହାରିଥିଲା ଯେ ସନ୍ଧ୍ୟା ହେଲା ପଛେ ସେ ତାର ଶିକାର ଗୋଟିଏ ସଂଗ୍ରହ ନକରି ଦିନଟା ସାରା ଉପାସରେ ବିତାଇ ସାରି ପୁଣି କିଛି ଆଗକୁ ଯାଆନ୍ତେ, ତା’ର ଦୃଷ୍ଟିକୁ ଗୋଟିଏ ଗୁମ୍ଫା ଦେଖାଗଲା । ସେଠାରେ ସେହି ଗୁମ୍ଫାକୁ ଦେଖି ସେ ବିଚାର କଲା ଯେ ଏତେ ବଡ଼...
ପ୍ରାଚୀନ କାଳର କଥା । ଗଙ୍ଗା ନାମକ ନଦୀ କୂଳବର୍ତ୍ତି ସ୍ଥାନରେ ଜଣେ ଋଷିଙ୍କର ଆଶ୍ରମ ଥିଲା । ସେହି ଋଷିଙ୍କର ନାମ ହେଉଛି ସାନ୍ଧିପର୍ଣ୍ଣି । ଋଷି ପ୍ରତିଦିନ ପୁଣ୍ୟନଦୀ ଗଙ୍ଗାରେ ସ୍ନାନ ସାରି ଆଦିତ୍ୟ ଦେବତାଙ୍କ ଉଦ୍ଧେଶ୍ୟରେ ଜଳ ସମର୍ପଣ କରିଥାଆନ୍ତି । ଦିନକର କଥା । ଋଷି ସାନ୍ଦିପର୍ଣ୍ଣି ଗଙ୍ଗା ନଦୀରେ ସ୍ନାନାଦି କାର୍ଯ୍ୟ ସମାପନ କରି...
ସୁନାମୀ ନାମକ ଗୋଟିଏ ସହର ଥିଲା । ସେହି ସହରରେ ଗରୀବ ନାମରେ ଜଣେ ଧନୀ ଲୋକ ବାସ କରୁଥିଲା । ତାର ଏଭଳି ଏକ ସମୟ ଆସିଲା ଯେ ସତକୁ ସତ ତା’ର ନାମକରଣ ସମ ସେ ମଧ୍ୟ ଗରୀବ ହୋଇଗଲା । ସେଥିଲାଗି ତାକୁ ପୁଣି ବହୁତ କଷ୍ଟରେ ସମୟ ଅତିବାହିତ କରିବାକୁ ପଡ଼ିଲା । ଏପରି ଦୁଃଖ ଭୋଗ ହେବାରୁ ସେଦିନେ ଚିନ୍ତା କରିଲା ଯେ ତାହାର ଏପରି ଦରିଦ୍ରତାର ଜୀବନ ରଖି...
ସୁନ୍ଦର ପୋଖରୀଟିଏ ଥିଲା । ସେଥିରେ ଗୁଡାଏ ପଦ୍ମଫୁଲ ଫୁଟିଥାଏ । ସେହି ପୋଖରୀରେ ଦୁଇଟି ମାଛ ଓ ଗୋଟିଏ ବେଙ୍ଗ ନିଜ ନିଜ ମଧ୍ୟରେ ମିତ୍ରତା ସ୍ଥାପନ କରି ରହୁଥାଆନ୍ତି । ଆଉ ମଧ୍ୟ ନିଜ ନିଜ ମଧ୍ୟରେ ଦୁଃଖ ସୁଖ ସହ କାଳାତିପାତ କରୁଥାନ୍ତି । ଏହିପରି ଭାବରେ ବେଙ୍ଗଟି ସେମାନଙ୍କ ସହିତରେ କିଛିଦିନ ରହିବା ମଧ୍ୟରେ ସେ ଜାଣିବାକୁ ପାଇଲା ଯେ ଏହି ଦୁଇସାଙ୍ଗଙ୍କ ମଧ୍ୟରୁ...
ରାଜା ସିନ୍ଧ୍ୟସେନ ବିନ୍ଧ୍ୟଗିରୀ ରାଜ୍ୟକୁ ଶାସନ କରୁଥାଆନ୍ତି । ରାଜାଙ୍କର ଅତି ସୁନ୍ଦର ଘୋଡ଼ାଗୁଡ଼ାଏ ଥାଆନ୍ତି । ଦିନକର କଥା ରାଜାଙ୍କର ରୋଷ ଶାଳାରେ ଗୋଟିଏ ମେଣ୍ଢା କେଉଁଆଡ଼ୁ ଚାଲି ଆସି ପଶିଗଲା । ତାକୁ ରୋଷେଇଆ ଲୁହା ଅଥବା କାଠ ଫାଳିଆ ଦ୍ୱାରା ପିଟିବାକୁ ଆରମ୍ଭ କରି ଦିଅନ୍ତେ ଆଉ ଜଣେ ରୋଷେଇଆ ଥିଲା ସେ ଚୁଲି ମଧ୍ୟରୁ ଖଣ୍ଡିଏ ଜଳନ୍ତା କାଠ ବାହାର କରି ଆଣି...
ଦକ୍ଷଶିଳା ନଗରୀ । ସେହି ନଗରୀରେ ରାଜା ଥିଲେ ଦକ୍ଷଦତ୍ତ । ସେ ରାଜା ଖୁବ୍ ପ୍ରଜାବସିଳ ଥିଲେ । ତାଙ୍କର ରାଜୁତି ସମୟରେ ପ୍ରଜାମାନେ ବେଶ୍ ଆନନ୍ଦରେ ସମୟ ଅତିବାହିତ କରୁଥାଆନ୍ତି। ହଠାତ୍ ରାଜକୁମାରଙ୍କୁ ଗୋଟିଏ ବିଷାକ୍ତ ସର୍ପ ଦଂଶନ କରିଦେଲା । ରାଜାପୁଅ ଆଉ ବଞ୍ଚିଲା ନାହିଁ । ସେ ତତ୍କ୍ଷଣାତ୍ ମରିଗଲା । ପୁତ୍ର ଶୋକରେ ରାଜାରାଣୀ ଦୁହେଁ ଭାଙ୍ଗି...
ବାରଣାସୀ ନାମକ ଏକ ନଗର ଥିଲା । ସେହି ନଗରରେ ଜଣେ ଶୁଦ୍ଧପୂତ ତଥା ବେଦଜ୍ଞ ବ୍ରାହ୍ମଣ ବାସ କରୁଥାଆନ୍ତି । ବ୍ରାହ୍ମଣ ଜ୍ଞାନରେ ଯେପରି ଅପରିସୀମା ସରଳତାରେ ସେହିପରି । ବ୍ରାହ୍ମଣମାନଙ୍କର ସାମାନ୍ୟ ଭାବରେ ଚାଷଜମି ଥାଏ । ସେହି ଚାଷ ଜମିରେ ଯାହା ଧାନ, ମୁଗ, ବିରି ଆଦି ଫସଲ ଆମଦାନୀ ହୁଏ ସେଥିରେ ସେ ନିଜର ପରିବାରକୁ ଅଧାଦିନ ଆହାର ଯୋଗାଇ...
ଚିତ୍ରପୁର ନାମକ ନଗରରେ ଚିତ୍ରରଥ ନାମକ ଜଣେ ରାଜାଙ୍କର ରାଜତ୍ୱ ଥିଲା । ରାଜାଙ୍କର ପୁଷ୍ପ ଉଦ୍ୟାନ ମଧ୍ୟରେ ଗୋଟିଏ ସୁନ୍ଦର ପୁଷ୍କରିଣୀ ଥାଏ । ସେହି ପୁଷ୍କରିଣୀରେ ଅନେକ ଗୁଡ଼ି ହଂସ ବାସ କରୁଥିଲେ । ସେହି ହଂସମାନେ ପ୍ରତି ଛଅମାସରେ ଗୋଟିଏ ଲେଖା ସୁନାର ଅଣ୍ଡା ଦେଉଥିଲେ । ରାଜା ଯେତେବେଳେ ପୁଷ୍ପ ଉଦ୍ୟାନକୁ ରାଣୀଙ୍କୁ ନେଇ ସାନ୍ଧ୍ୟ ଭ୍ରମଣରେ ଯାଆନ୍ତି...
ସୃଜନପୁର ନାମକ ଗୋଟିଏ ମଫସଲ ଗ୍ରାମ ଥିଲା । ସେହି ଗ୍ରାମରେ କାଳିଆ କୁମ୍ଭାରର ଘର । କୁମ୍ଭାର ମାଟିରେ ହାଣ୍ଡି ଗଢ଼ି ତାହାକୁ ପୋଡ଼ି ଗ୍ରାମକୁ ଗ୍ରାମ ନେଇ ବିକ୍ରୟ କରେ । ସେଥିରୁ ଯାହା ରୋଜଗାର ହୁଏ ସେହିଥିରେ ତାର ପରିବାର ପ୍ରତିପୋଷଣ କରେ । ତେବେ କୁମ୍ଭାର ଅନେକ ଗୁଡାଏ ତ ହାଣ୍ଡି ଗଢ଼େ । ସେ ହାଣ୍ଡି କ’ଣ ଗୋଟିଏ ଦିନରେ ବିକ୍ରି ହୋଇଯାଏ । ସେଥିପାଇଁ କୁମ୍ଭାର...